Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହେଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ

ଭୁବନେଶ୍ୱର: କରୋନାରେ ସଂକ୍ରମିତ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ପ୍ରାଇଭେଟ୍ କ୍ୟାବିନରେ ରଖି ତାଙ୍କର ଚିକିତ୍ସା କରାଯାଉଛି । ସମସ୍ତ ପ୍ରକାର ପରୀକ୍ଷା ନିରୀକ୍ଷା କରାଯିବ । ବିଷ୍ଣୁ ସେଠୀଙ୍କର…

ଭୁବନେଶ୍ୱରରେ ମୋଲେକ୍ୟୁଲାର୍ ମ୍ୟୁକୋରମାଇକୋସିସ୍ ଲାବ୍ ଉଦଘାଟିତ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଏଲଭି ପ୍ରସାଦ ଚକ୍ଷୁ ହସ୍ପିଟାଲ ପରିସରରେ MGM ଆଡଭାନ୍ସଡ ମୋଲେକ୍ୟୁଲାର୍ ମ୍ୟୁକୋରମାଇକୋସିସ୍ ଲାବ୍ରୋଟୋରୀ ଉଦଘାଟିତ ହୋଇଯାଇଛି । ଏହି ଲାବ୍ରୋଟୋରୀ ପ୍ରତିଷ୍ଠା ପାଇଁ MGM ଫାଉଣ୍ଡେସନ୍ ୧୦ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିଛି । MGM ଫାଉଣ୍ଡେସନର…

ଭୁବନେଶ୍ୱର ଏମ୍ସକୁ ଆସିଲା ପ୍ରଥମ ECMO ମେସିନ୍

ଭୁବନେଶ୍ୱର: ଓଡ଼ିଶା ଆସିଲା ECMO ମେସିନ୍ । ଭୁବନେଶ୍ୱର ଏମ୍ସ ପ୍ରଥମ ECMO ମେସିନ୍ ପାଇଛି । ଏହାକୁ କାର୍ଯ୍ୟକ୍ଷମ କରିବା ସହ ଅପରେଟ୍ କରିବା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମକୁ ପ୍ରଶିକ୍ଷଣ ଦିଆଯାଇଛି । ଏହି ଡାକ୍ତରୀ ଟିମରେ ଅଛନ୍ତି ଡାକ୍ତର ରୁଦ୍ର ପ୍ରତାପ ମହାପାତ୍ର ଓ ଡାକ୍ତର…

ଭିଜିଲାନ୍ସ ବିଭାଗ ଆଇଜି ଭାବେ ଯୋଗଦେଲେ ବରିଷ୍ଠ IPS ଅସିତ୍ ପାଣିଗ୍ରାହୀ

ଭୁବନେଶ୍ୱର : ଭିଜିଲାନ୍ସ ବିଭାଗ ଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ୍ ଅଫିସର ଅସିତ୍ ପାଣିଗ୍ରାହୀ । ୧୯୯୭ ବ୍ୟାଚର ଆଇପିଏସ୍ ଅଧିକାରୀ ଅସିତ୍ ପାଣିଗ୍ରାହୀ ବୁଧବାର ଭିଜିଲାନ୍ସ ନିର୍ଦ୍ଦେଶାଳୟରେ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଶ୍ରୀ ପାଣିଗ୍ରାହୀ ପୂର୍ବରୁ ଅଗ୍ନିଶମ ବିଭାଗ, ରାଜ୍ୟ…

ଆରପାରିରେ ରେଡିଓ ମଣିଷ ଉପେନ୍ଦ୍ର କୁମାର ପାହାଡସିଂ

ଭୁବନେଶ୍ୱର: ଆଉ ନାହାଁନ୍ତି ଆକାଶବାଣୀର ବିଶିଷ୍ଠ ସମ୍ବାଦ ପାଠକ ଉପେନ୍ଦ୍ର ପାହାଡସିଂ । ଦିନେ ଏହି ମହାନ ବ୍ୟକ୍ତିତ୍ୱଙ୍କ ଗୁରୁ ଗମ୍ଭୀର ସ୍ୱର ସାରା ଓଡିଶାର ରେଡିଓ ପ୍ରେମୀଙ୍କ ମନକୁ ଆନ୍ଦୋଳିତ କରୁଥିଲା । ହେଲେ ଆଜି ଶେଷ ହୋଇଛି ଉପେନ୍ଦ୍ର କୁମାର ପାହାଡସିଂଙ୍କ ଯୁଗ  । ଦିଲ୍ଲୀର ଏକ…

ରାଜ୍ୟରେ ପୁଣି ବଢିବ ବର୍ଷା

ଭୁବନେଶ୍ବର : ରାଜ୍ୟରେ ପୁଣି ବଢିବ ବର୍ଷା । ଜୁଲାଇ ପହିଲାରେ ରାଜ୍ୟର ୮ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସେହି ଜିଲ୍ଲାଗୁଡ଼ିକ ହେଲା, କୋରାପୁଟ, ମାଲକାନଗିରି, କଟକ, ନୟାଗଡ଼, ଖୋର୍ଧା, ଜଗତସିଂହପୁର, ପୁରୀ ଓ କେନ୍ଦ୍ରାପଡ଼ା । ଏସବୁ ଜିଲ୍ଲା ସମେତ ବାଲେଶ୍ବର, ଭଦ୍ରକ, ଯାଜପୁର, ଗଞ୍ଜାମ,…

ଦୁଇ ମାସ ପରେ ଆଜିଠୁ ଖୋଲିଲା ଭୁବନେଶ୍ୱର ଏମ୍ସ ଓପିଡି

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୁଇ ମାସ ହେବ ବନ୍ଦ ରହିଥିବା ଭୁବନେଶ୍ୱର ଏମସ୍ ବର୍ହିବିଭାଗ(ଓପିଡି) ଆଜିଠୁ ଖୋଲିଛି । ସଂକ୍ରମଣ ସ୍ଥିତିରେ ସୁଧାର ଆସିଥିବାରୁ ଆଜିଠାରୁ ଓପିଡିରେ ଆରମ୍ଭ ହୋଇଛି ସାଧାରଣ ରୋଗୀଙ୍କ ଚିକିତ୍ସା । ତେବେ ପ୍ରାଥମିକ ପର୍ଯ୍ୟାୟରେ ଓପିଡିରେ କମ୍…

କିସ୍‍ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର : କିସ୍‍ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ପ୍ରଥମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି। ଆତ୍ମନିର୍ଭର ଭାରତ ନିର୍ମାଣରେ ଯୁବଗୋଷ୍ଠୀଙ୍କ ଯୋଗଦାନ ରହିବା ଉଚିତ ବୋଲି କହିଛନ୍ତି ପ୍ରଫେସର ଗଣେଶୀ ଲାଲ୍‍ ।…

ଜଣକ ଘରୁ ୧୪ ସାପ ଉଦ୍ଧାର

ଭୁବନେଶ୍ୱର:  ଜଣେ ବ୍ୟକ୍ତିଙ୍କ ଘରୁ ୧୪ ସାପ ଉଦ୍ଧାର ହୋଇଛି । ରଘୁନାଥପୁରରେ ରହୁଥିବା କାଳନ୍ଦୀ ଦାସଙ୍କ ଘରେ ଏକ ସାପ ପଶି ଯାଇଥିଲା । ଖବର ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ପୂର୍ଣ ଚନ୍ଦ୍ର ଦାସ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ସାପଟି ଏକ କାଉଚିଆ ସାପ ଥିଲା, କିନ୍ତୁ…

ଅଗଷ୍ଟ ସୁଦ୍ଧା ଭୁବନେଶ୍ୱରରେ ସରିବ ସମ୍ପୂର୍ଣ୍ଣ ଟିକାକରଣ !

ଭୁବନେଶ୍ୱର: ରାଜ୍ୟରେ ଜୋରଦାର ହୋଇଛି ଟିକାକପଣ ଅଭିଯାନ । ରାଜଧାନୀ ଭୁବନେଶ୍ୱରେ ଅଧିକରୁ ଅଧିକ ଲୋକଙ୍କୁ ଟିକା ଦିଆଯାଉଛି । ଟାର୍ଗେଟ ଅଛି ଅଗଷ୍ଟ ସୁଦ୍ଧା ଭୁବନେଶ୍ୱରରେ ସମସ୍ତଙ୍କୁ ଟିକା ଦିଆଯିବ । ଏବେ ବିଏମସି ଅଞ୍ଚଳରେ ଦୈନିକ ୩୦ ହଜାର ଡୋଜ୍ ଟିକା ଦିଆଯାଉଛି । ଦିଲ୍ଲୀ, ମୁମ୍ୱାଇ,…