Latest Odisha News
Browsing Category

ଭୁବନେଶ୍ୱର

Bhubaneswar

କରୋନା ସଂକ୍ରମଣ ଭୟ : କର୍ପୋରେଟ ସେକ୍ଟର ପାଇଁ ଏସଓପି ଜାରି କଲା ବିଏମସି

ଭୁବନେଶ୍ୱର: ସହର ଭିତରେ ଥିବା କର୍ପୋରେଟ ହାଉସରେ କରୋନା ସଂକ୍ରମଣ ନେଇ ଏସଓପି ବା ଗାଇଡ ଲାଇନ ଜାରି କଲା ବିଏମସି । ଏଣିକି କରୋନା ସୂଚନା ସମ୍ବଳିତ ବୋର୍ଡ ଅଫିସ ଭିତରେ ଲାଗିବ । ସମସ୍ତ କର୍ମଚାରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ବାଧ୍ୟତାମୂଳକ । ଯଦି କେହି ସନ୍ଦିଗ୍ଧ ବାହାରନ୍ତି ତାଙ୍କୁ…

ଓଡିଶାର ପ୍ରଥମ କରୋନା ଆକ୍ରାନ୍ତ ୧୨୯ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି: ସୁବ୍ରତ ବାଗଚୀ

ଭୁବନେଶ୍ୱର: ଓଡିଶାର ଜଣେ ଛାତ୍ର ୧୨୯ଜଣଙ୍କ ସଂସ୍ପର୍ଶରେ ଆସିଥିବା ନେଇ ଓଡିଶା ସରକାର ସୂଚନା ଦେଇଛନ୍ତି । ଉକ୍ତ ଛାତ୍ର ଜଣକ ସୋମବାର ଦିନ ନୂଆଦିଲ୍ଲୀରୁ ଓଡିଶାକୁ ଟ୍ରେନ ଯୋଗେ ଆସିଛନ୍ତି । ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ତାଙ୍କ ଦ୍ୱିତୀୟ ସାମ୍ବାଦିକ ସମ୍ମିଳନୀରେ ସୂଚନା…

କରୋନା ସଂକ୍ରମଣ ନେଇ ଧାର୍ମିକ ପ୍ରତିଷ୍ଠାନ ଗୁଡିକ ପାଇଁ ଏସଓପି ଜାରି କଲା ବିଏମସି

ଭୁବନେଶ୍ବର: କରୋନା ସଂକ୍ରମଣ ଜନିତ ବିପଦକୁ ଆଖିରେ ରଖି ସହରରେ ରହିଥିବା ବିଭିନ୍ନ ମନ୍ଦିର ଓ ଅନ୍ୟ ଧାର୍ମିକ ପ୍ରତିଷ୍ଠାନ ଗୁଡିକ ପାଇଁ ଏସଓପି ବା ଗାଇଡ୍ ଲାଇନ ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ । କଫ, ଜ୍ୱର କିମ୍ବା ନିଶ୍ୱାସ ନେବାରେ ଅସୁବିଧା ଭୋଗୁଥିବା କୌଣସି ପୂଜାରୀ, କର୍ମଚାରୀ…

କରୋନା: ବିଦେଶ ଫେରନ୍ତାଙ୍କୁ ୪୮ ଘଣ୍ଟା ମଧ୍ୟରେ ରେଜିଷ୍ଟ୍ରେସନ କରିବା ବାଧ୍ୟତାମୂଳକ

ଭୁବନେଶ୍ୱର: ରାଜ୍ୟରେ କରୋନା ସନ୍ଦିଗ୍ଧଙ୍କ ଚିହ୍ନଟ ପାଇଁ ପଦକ୍ଷେପ ନେଉଛନ୍ତି ଓଡିଶା ସରକାର । ଏବେ ବିଦେଶରୁ ବହୁ ସଂଖ୍ୟାରେ ଲୋକ ଓଡିଶା ଫେରୁଛନ୍ତି । ସେଥିପାଇଁ ବିଦେଶ ଫେରନ୍ତାଙ୍କ ପାଇଁ କାଲି ସକାଳ ଠାରୁ ମାର୍ଚ୍ଚ ୧୯ ତାରିଖ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ କରିବା ପାଇଁ ବାଧ୍ୟତାମୂଳକ…

ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ; ସ୍ପଷ୍ଟ କଲେ ଓଡିଶା ସରକାର

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ କରୋନାଭାଇରସ୍ ଆକ୍ରାନ୍ତ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ନେଇ ସୋମବାର ଦିନ ସ୍ପଷ୍ଟ କରିଛନ୍ତି ଓଡ଼ିଶା ସରକାର । ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ଶିକ୍ଷା ଏବଂ ତାଲିମ, ନିର୍ଦ୍ଦେଶକ ଡ. ସି ବି କେ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଭୁବନେଶ୍ୱରସ୍ଥିତ…

କରୋନା ମୁକାବିଲା: ୪ ଓଏସଡି ନିଯୁକ୍ତ କଲେ ଓଡିଶା ସରକାର

ଭୁବନେଶ୍ୱର: ରାଜ୍ୟରେ ଘାତକ କରୋନାଭାଇରସର ମୁକାବିଲା କରିବା ପାଇଁ ଓଡିଶା ସରକାର ୪ ଜଣ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି । ରବିବାର ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ବିଶେଷ ଡ୍ୟୁଟି ପାଇଁ ୪ଜଣ ଯୁବ ଆଇଏଏସ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ଏକ ପ୍ରଶାସନିକ ଅଧିସୂଚନା…

୬ ମାସ ପର୍ଯ୍ୟନ୍ତ ସଚେତନ ରୁହନ୍ତୁ, କରୋନା ଗୁଜବରୁ ଦୂରେଇ ରୁହନ୍ତୁ: ସୁବ୍ରତ ବାଗଚୀ

ଭୁବନେଶ୍ୱର: ଓଡିଶା ସରକାରଙ୍କ ଦ୍ୱାରା କରୋନାଭାଇରସକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରାଯାଇଛି । ଏହାର ୨ ଦିନ ପରେ ଅର୍ଥାତ୍ ରବିବାର ଦିନ କରୋନା ସମ୍ପର୍କରେ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ସାମ୍ବାଦିକ ସମ୍ମିଳନୀ ଜରିଆରେ ଅତିକମରେ ୬ ମାସ ପର୍ଯ୍ୟନ୍ତ ଭାଇରସ ପ୍ରତି ସଚେତନ ରହିବାକୁ…

ସ୍ଥଗିତ ରହିଲା ବିଜେଡ଼ି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ମାର୍ଚ୍ଚ ୧୬ ତାରିଖରେ ବିଜୁ ଜନତା ଦଳ (ବିଜେଡ଼ି) ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ସ୍ଥଗିତ ରଖାଯାଇଛି । ବର୍ତ୍ତମାନ ରାଜ୍ୟ ସରକାର କରୋନା ଭୂତାଣୁ ସଂକ୍ରମଣକୁ ପତିରୋଧ କରିବା ଲାଗି…

୭ମ ବାର୍ଷିକ ଶାମ୍ଭବୀ ପୁରସ୍କାର ସମାରୋହ ୨୦୨୦: ସମାଜ ପରିବର୍ତ୍ତନର ନାୟକମାନେ ହେଲେ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ) ପକ୍ଷରୁ ଗୁରୁବାର ଦିନ ଭୁବନେଶ୍ୱରସ୍ଥିତ କ୍ରାଉନ ହୋଟେଲରେ ୭ମ ଶାମ୍ଭବୀ ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଛି । ଏହି ପୁରସ୍କାର ସମାରୋହରେ ସମାଜ ପରିପରିବର୍ତ୍ତନରେ ଯେଉଁମାନେ ଉତ୍ସର୍ଗୀକୃତ ସେବା କାର୍ଯ୍ୟ କରିଛନ୍ତି ସେମାନେ…

ସରକାରଙ୍କୁ ବିଧାନସଭା କମିଟିର ସୁପାରିଶ; ରାଜ୍ୟରେ ନୂଆ ଡିଗ୍ରୀ କଲେଜ ଖୋଲିବା ବନ୍ଦ କରନ୍ତୁ

ଭୁବନେଶ୍ୱର: ରାଜ୍ୟରେ ନୂଆ ଡିଗ୍ରୀ କଲେଜ ଖୋଲିବାକୁ ଅନୁମତି ଦିଅନ୍ତୁ ନାହିଁ ବୋଲି ବିଧାନସଭା ସ୍ଥାୟୀ କମିଟି(ଉଚ୍ଚଶିକ୍ଷା) ରାଜ୍ୟ ସରକାରଙ୍କୁ ସୁପାରିଶ କରିଛି । ଯେଉଁ ବ୍ଳକରେ ଡିଗ୍ରୀ କଲେଜ ନାହିଁ, ସେଠାରେ ହିଁ ଖୋଲିବାକୁ ଅନୁମତି ଦିଆଯାଉ ବୋଲି ବିଧାନସଭା ସ୍ଥାୟୀ କମିଟିର ଅଧ୍ୟକ୍ଷତା…