Latest Odisha News

BREAKING NEWS

Browsing Category

ସହର

City

୧୯୯୯ ଆଜିର ଦିନ, ମହାବାତ୍ୟାକୁ ପୁରିଲା ୨୫ ବର୍ଷ

ଭୁବନେଶ୍ବର: ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ, ଶୁକ୍ରବାର ଏହାକୁ ଚାହିଁଲେ ବି କେହି ମନରୁ ପାସୋରି ପାରିବେନି । କାରଣ ଏହି ଦିନ ଥିଲା ଏକ କାଳ ଦିନ । ଆଜିର ଦିନରେ ତାଣ୍ଡବ ରଚିଥିଲା ପ୍ରକୃତି । ଉଜାଡି ଦେଇଥିଲା ଅନେକ ସୁନାର ହସ ଖୁସିର ସଂସାର । ମହାବାତ୍ୟା ସିନା ଚାଲିଯାଇଛି ହେଲେ ପଛରେ…

‘ରନ୍ ଫର୍ ୟୁନିଟି’: ଲୋକଙ୍କ ସହ ମିଶି ଦୌଡିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ହୋଇଛି 'ରନ୍ ଫର୍ ୟୁନିଟି' କାର୍ଯ୍ୟକ୍ରମ l କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ l କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ, କ୍ରୀଡ଼ାମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଅଛନ୍ତି l ସର୍ଦ୍ଦାର…

ଆଜି ଓଡ଼ିଶାରେ ଶୁଭାରମ୍ଭ ହେବ ଆୟୁଷ୍ମାନ ଯୋଜନା

ଭୁବନେଶ୍ଵର: ଆଜିଠୁ ଓଡିଶାରେ ଆରମ୍ଭ ହେବ ଆୟୁଷ୍ମାନ ଯୋଜନା । ଭିସି ମାଧ୍ୟମରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ସାମିଲ ହେବେ ୭୦ ବର୍ଷରୁ ଅଧିକ ବୟସ୍କ । ୭୦ ବର୍ଷ ଉପରେ ଥିବା ସମସ୍ତ ଧନୀ ଗରିବ ସମସ୍ତଙ୍କୁ ମିଳିବ ଏହି ଚିକିତ୍ସା ସୁବିଧା । ୨୦୨୫ ମାର୍ଚ୍ଚ ସୁଦ୍ଧା ୧ କୋଟିଙ୍କୁ…

ଦିପାବଳୀରେ ବାଣ ଧୂଆଁରୁ ଆଖିକୁ ରକ୍ଷା ପାଇଁ ଆପଣାନ୍ତୁ ଏହି ୫ ଉପାୟ…

ଭୁବନେଶ୍ବର: ଦିପାବଳୀକୁ ଆଉ ମାତ୍ର ଦୁଇ ଦିନ ବାକି ଅଛି । ପ୍ରାୟ ସମସ୍ତେ ଏହି ପର୍ବ ପାଇଁ ପ୍ରସ୍ତୁତି କରିଥାନ୍ତି । ନିଜ ଘରକୁ ସଜେଇବା ସହ ସୁସ୍ୱାଦୁ ଖାଦ୍ୟ ରାନ୍ଧନ୍ତି । ପରସ୍ପରର ଘରକୁ ଯାଇ ଅଭିନନ୍ଦନ ଜଣାଇଥାନ୍ତି । ଏହା ସହିତ ଆଉ ଏକ ଜିନିଷ ଅଛି ଯାହା ଏହି ପର୍ବକୁ ଆହୁରି ସୁନ୍ଦର ସହ…

ଭୁବନେଶ୍ୱର ଆସି ବିବାଦରେ ଫଶିଲେ ଶିଳ୍ପା ସେଟ୍ଟୀ

ଭୁବନେଶ୍ୱର: ବିବାଦରେ ଫଶିଲେ ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ସୋମବାର ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ ଶିଳ୍ପା । ଏହି ସମୟ ମଧ୍ୟରେ ସେ ବାବା ଲିଙ୍ଗରାଜଙ୍କୁ ଦର୍ଶନ ପାଇଁ ଯାଇଥିଲେ । ଏହି ସମୟରେ ସେ ଶ୍ରୀଲିଙ୍ଗରାଜ ମନ୍ଦିର ଭିତରେ ଫଟୋ ଉଠାଇ…

ଭୟଙ୍କର ବିଷାକ୍ତ ବାଣ ଧୂଆଁ: ହୋଇପାରେ ଆଖି ସମସ୍ୟା, ଜାଣନ୍ତୁ ..

ଭୁବନେଶ୍ୱର: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ଦୀପାବଳିରେ ଆଲୋକ ସାଙ୍ଗକୁ ଅଧିକାଂଶ ଲୋକ ବାଣ ଫୁଟେଇ ଖୁବ ଖୁସି ଅନୁଭବ କରିଥାନ୍ତି। ବିଭିନ୍ନ ପ୍ରକାରର ବାଣ ଆଖିକୁ ସୁନ୍ଦର ଦେଖ ଯାଉଥିଲେ ମଧ୍ୟ ସେଥିରୁ ବାହାରୁଥିବା ଧୂଆଁ ଆଖିର କ୍ଷତି କରିଥାଏ। ଏଥିରୁ ନିର୍ଗତ ଧୂଆଁରେ ଥିବା ରାସାୟନିକ…

ବନ୍ୟାରୁ ରକ୍ଷା ପାଇଁ ନୂଆ ଯୋଜନା, ଖର୍ଚ୍ଚ ହେବ ୨୦୦ କୋଟି

ଭୁବନେଶ୍ବର : ଅଧିକ ଜଳପ୍ରବାହ ଯୋଗୁ ରାଜ୍ୟର ତଳିଆ ଅଞ୍ଚଳରେ ସୃଷ୍ଟି ହେଉଥିବା ବନ୍ୟା ପରିସ୍ଥିତିକୁ ରୋକିବା ଉଦ୍ଦେଶ୍ୟରେ ସରକାର ଏକ ନୂଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାରେ ୫ ବର୍ଷରେ ଖର୍ଚ୍ଚ କରାଯିବ ୨୦୦କୋଟି। ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଏହି ଅର୍ଥ ବହନ କରିବେ। ‘ବନ୍ଧ…

ଦଲାଲମୁକ୍ତ ହୋଇ ପାରିଲେ ଦାଦନ ବିସ୍ଥାପନ ସମସ୍ୟା କିଛି ମାତ୍ରାରେ କମିବ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଦାଦନ ବିସ୍ଥାପନ ସମସ୍ୟାର ନିରାକରଣ ନିମନ୍ତେ ଗଠିତ ଟାସ୍କଫୋର୍ସର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ…

ସରକାର ଛଟେଇ ବନ୍ଦ କରନ୍ତୁ, ଆମକୁ ଏନଏଚଏମରେ ଆଡ୍ କରାଯାଉ

ଭୁବନେଶ୍ବର: ରୋଗୀମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ନର୍ସିଙ୍ଗ ଅଫିସର, ଏଏନଏମ, ଫାର୍ମାସିଷ୍ଟ ଓ ଏଲ.ଟି ମାନେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି। ଅନେକ ଦାବି ନେଇ ଆଜି ଲୋୟର ପିଏମଜିରେ ଧାରଣା ମଧ୍ୟ ଦେଉଛନ୍ତି। ମହାମାରୀ କୋଭିଡ ଭଳି ସଂକଟାପନ୍ନ ପରିସ୍ଥିତିରେ ସ୍ଵସ୍ତ୍ୟ ବିଭାଗର …

ଲୋୟର ପିଏମଜିରେ ଆଶାୟୀ ହିନ୍ଦୀ ସଂସ୍କୃତ ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ବର: ରାଜ୍ୟରେ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଅବହେଳିତ କରାଯାଉଛି। ବହୁତ କଷ୍ଟରେ ଏଣ୍ଟ୍ରାନ୍ସ ପାସ କରି ସଂସ୍କୃତ ପଢି ମଧ୍ୟ ସେମାନଙ୍କୁ ମିଳୁନି ସେମାନଙ୍କ ଅଧିକାର। ସେମାନେ ସଂସ୍କୃତ ହିନ୍ଦୀ ପଢିବା ସହ ବିଏଡ ମଧ୍ୟ କରିଛନ୍ତି। ହେଲେ ସରକାରଙ୍କ ଦ୍ବାରା…