Latest Odisha News

BREAKING NEWS

Browsing Category

ସହର

City

୨୮ରେ ଓଡିଶା ଆସିବେ ଜେପି ନଡ୍ଡା, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ଵର: ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଆସନ୍ତା ୨୮ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ଜେ.ପି ନଡ୍ଡା । ବ୍ରହ୍ମପୁରରେ ଆୟୋଜିତ ଏକ ସାଧାରଣ ସଭାକୁ କରିବେ ସମ୍ବୋଧିତ । ସେଠାରେ ସିଧାସଳଖ ନବରଙ୍ଗପୁର ଯିବେ ନଡ୍ଡା । ସେଠାରେ ବିଜେପି…

ଦିନ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ୪୦.୪ ଡିଗ୍ରୀ ସେଲସିୟସ ରେକର୍ଡ, ୫ ଦିନ ପର୍ଯ୍ୟନ୍ତ ସ୍ୱାଭାବିକଠାରୁ ୩-୬ ଡିଗ୍ରୀ…

ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ତାପମାତ୍ରା ସଙ୍କଟାପନ୍ନ ସ୍ତରକୁ ବୃଦ୍ଧି ପାଇଛି। ଆଜି ଅପରାହ୍ନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ୪୦.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସମ୍ବଲପୁର ଓ କେନ୍ଦୁଝରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରେକର୍ଡ…

ଗ୍ରୀଷ୍ମ ପ୍ରବାହ ଯୋଗୁଁ ପରୀକ୍ଷା ଘୁଞ୍ଚାଇବାକୁ ଦାବି, ଆନ୍ଦୋଳନରେ ଆରଡି ବିଶ୍ୱବିଦ୍ୟାଳୟର ଛାତ୍ରୀ

ଭୁବନେଶ୍ୱର: ଯୁକ୍ତ ତିନି ଦ୍ୱିତୀୟ ବର୍ଷ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରି ଶୁକ୍ରବାର ଭୁବନେଶ୍ୱରର ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାଜଧାନୀରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ। ଏଥି ଯୋଗୁଁ ଦୈନନ୍ଦିନ ଜୀବନଯାତ୍ରା ବାଧାପ୍ରାପ୍ତ…

ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ଵର: ଆସନ୍ତା ମେ’ ୨୦ରେ ଓଡ଼ିଶାରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଭୋଟ। ଏଥିପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ସୁନ୍ଦରଗଡ, ବଲାଙ୍ଗୀର, ଆସ୍କା, କନ୍ଧମାଳ, ବରଗଡ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ସୂଚନା ଅନୁସାରେ, ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼,…

ଆଜିଠାରୁ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଜନପଥରେ ସର୍ଭେ ଆରମ୍ଭ

ଭୁବନେଶ୍ୱର: ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସର୍ଭେ ଆରମ୍ଭ । ବାଣୀବିହାରରୁ ଶିଶୁଭବନ ଛକ ତଥା ଜନପଥରେ ସର୍ଭେ ଆରମ୍ଭ ହୋଇଛି। ମେଟ୍ରୋ ରାସ୍ତାରେ ଥିବା ଗଛ, ବିଦ୍ୟୁତ ଖୁଣ୍ଟକୁ ନଜରରେ ରଖି ସର୍ଭେ କରାଯାଉଛି। ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନ ଲିମିଟେଡ୍‌ ଦ୍ବାରା ସର୍ଭେ କରାଯାଉଥିବା ବେଳେ…

ଜଙ୍ଗଲ ଜଗିଛି ଏଆଇ କ୍ୟାମେରା, ଜାଣନ୍ତୁ କ’ଣ ମିଳିଛି ଫାଇଦା?

ଭୁବନେଶ୍ୱର: ଗତବର୍ଷ ତୁଳନାରେ ଚଳିତ ବର୍ଷ ଜଙ୍ଗଲରେ ନିଆଁ ଲାଗିବାର ପରିମାଣ ହ୍ରାସ ପାଇଛି। ପିସିସିଏଫ୍ (ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦଙ୍କ କହିବାନୁଯାୟୀ, ଶିମିଳିପାଳ ଜାତୀୟ ଉଦ୍ୟାନରେ ଏଆଇ ଜନିତ ସତର୍କସୂଚନା କାର୍ଯ୍ୟକାରୀ ହେବା ଏବଂ ବନ ଅଧିକାରୀଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ…

ଯୋଗୀ ବେଶରେ ବିରଳ ସାପ ରଖି ଭିକ୍ଷା ମାଗିବା ବେଳେ ତିନି ଜଣଙ୍କୁ ଅଟକ ରଖିଲା ପୋଲିସ

ଭୁବନେଶ୍ୱର: ରାଜଧାନୀ ସ୍ଥିତ ଓଲ୍ଡ ଟାଉନ ଅଞ୍ଚଳରେ ସାଧୁ ବେଶରେ ଥିବା ଜଣେ ମହିଳାଙ୍କ ସମେତ ୩ ଜଣଙ୍କ ଠାରୁ ଏକ ବିରଳ ସାପକୁ ଉଦ୍ଧାର କରିଛି ପୋଲିସ । ଏହି ତିନି ଜଣ ଦିଲ୍ଲୀବାସିନ୍ଦା ବୋଲି ପରିଚୟ ଦେଇଥିବା ଜଣାପଡ଼ିଛି। ଏବେ ଏମାନଙ୍କୁ ଅଟକ ରଖାଯାଇଛି। ପୋଲିସ କର୍ତ୍ତୃପକ୍ଷ ସାପ ସହିତ…

ଆଇଏମଡି ୨ ସପ୍ତାହ ପାଇଁ ପାଣିପାଗର ପୂର୍ବାନୁମାନ ଜାରି କଲା; ଜାଣନ୍ତୁ ଓଡ଼ିଶାରେ ଲମ୍ବା ଗ୍ରୀଷ୍ମ ପ୍ରବାହର କାରଣ

ଭୁବନେଶ୍ୱର: ଆଜିଠୁ ମେ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ବେଳେବେଳେ ବଜ୍ରପାତ ସହ ଶୁଖିଲା ପାଗ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ସମୟରେ କେତେକ ଅଞ୍ଚଳରେ ତାପମାତ୍ରା ସ୍ୱାଭାବିକ ଠାରୁ ୪ରୁ ୬ ଡିଗ୍ରୀ ଅଧିକ ରହିବ ଏବଂ ଆଜିଠୁ ରବିବାର…

ବିଜେଡିର ମିଶ୍ରଣ ପର୍ବ: ଦଳରେ ଯୋଗଦେଲେ କଂଗ୍ରେସର ବହୁ ନେତା ଓ କର୍ମୀ

ଭୁବନେଶ୍ୱର: ଆଜି ଶଙ୍ଖ ଭବନରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସର ବହୁ ନେତା ଓ କର୍ମୀ ବିଜେଡିରେ ଯୋଗଦେଇଛନ୍ତି । ତେବେ ବୀରମହାରାଜପୁର ନିର୍ବାଚନମଣ୍ଡଳୀର ଜିଲ୍ଲା କଂଗ୍ରେସ ଉପସଭାପତି ରାଜଗୋପାଳ ପାଣିଗ୍ରାହୀ ଓ ପୂର୍ବତନ ବିଜେପି ରାଜ୍ୟ କିଷାନ ମୋର୍ଚ୍ଚା କୋଷାଧ୍ୟକ୍ଷ ରଘୁବୀର…

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ତତ୍ପରତା ଦେଖାଇଛି ଏମସ ଭୁବନେଶ୍ୱର, କାର୍ଯ୍ୟ କରୁଛି ସ୍ୱତନ୍ତ୍ର ୟୁନିଟ୍

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ କାରଣରୁ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛି । ଏଥିରେ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମସ୍ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍ ଷ୍ଟ୍ରୋକ୍ ୟୁନିଟ୍‌ କାର୍ଯ୍ୟକାରୀ ହୋଇଛି । ଅସହ୍ୟ ଗ୍ରୀଷ୍ମ କାରଣରୁ…