Latest Odisha News

BREAKING NEWS

Browsing Category

ସହର

City

ସମୟ କହିବ କିଏ କାହାର ଚଳଚିତ୍ରର ଟ୍ରେଲର ଏବଂ ଅଡିଓ ରିଲିଜ୍

ଭୁବନେଶ୍ବର : ସମୟ କହିବ କିଏ କାହାରର ଚଳଚିତ୍ରର ଟ୍ରେଲର ଏବଂ ଅଡିଓ ରିଲିଜ୍ ହୋଇଛି । ଅନନ୍ୟା ଫିଲ୍ମ ପ୍ରେଜେଣ୍ଟ୍ସ ବ୍ୟାନରରେ ପ୍ରଭାତି ଆଚାର୍ଯ୍ୟଙ୍କ ଦ୍ବାରା ଏହି ଫିଲ୍ମ ଟି ନିର୍ମିତ ହୋଇଛି । ରମେଶ ସିଂ ଏହି ଚଳଚିତ୍ରର ସହ  ପ୍ରଯୋଜକ ଥିବାବେଳେ  ଭେଟେରାନ୍ ହାସ୍ୟ ଅଭିନତା ବ୍ରଜ ସିଂ…

ରାଜଧାନୀରେ ଏନକାଉଣ୍ଟର: କୁଖ୍ୟାତ ଅପରାଧୀ ରଘୁ ବିଶ୍ବାଳ ଆହତ

ଭୁବନେଶ୍ୱର: ଗୁରୁବାର ସକାଳେ ମଞ୍ଚେଶ୍ୱର ପୁଲିସ ଓ ସ୍ପେଶାଲ ସ୍କ୍ବାଡ୍ ଟିମର ମିଳିତ ଉଦ୍ୟମରେ ଏନକାଉଣ୍ଟର ପରେ କୁଖ୍ୟାତ ଅପରାଧୀ ରଘୁ ବିଶ୍ୱାଳକୁ ଗିରଫ କରାଯାଇଛି। ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆ ନିକଟରେ ଏହି ଏନକାଉଣ୍ଟର ହୋଇଥିଲା। ହିଂସାତ୍ମକ ଓ ବେପରୁଆ ଆଚରଣ ପାଇଁ ଜଣାଶୁଣା ରଘୁ…

ରାଜ୍ୟରେ ଆହୁରି ୩ ଦିନ ଜାରି ରହିବ ଘନ କୁହୁଡ଼ି : ପାଣିପାଗ ବିଭାଗ

ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ଏବେ ରାଜ୍ୟରେ ଶୀତ ର ପ୍ରକୋପ କମିଥିବା ବେଳେ ରାତ୍ରି ତାପମାତ୍ରା କ୍ରମଃଶ ବୃଦ୍ଧି ପାଇବାରେ ଲାଗିଛି । ଚାରିଆଡେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳୁଛି । ଯେଉଁ କାରଣରୁ ଗତ ୫ ଦିନ ହେବ ଘନ କୁହୁଡ଼ି ପାଇଁ ଯାତାୟତରେ ବାଧାପ୍ରାପ୍ତ ହୋଇଛି । ଆଉ…

ଷ୍ଟୋର ରୁମରୁ ଉଦ୍ଧାର ହେଲା ୪ଫୁଟର ନାଗ ସାପ

ଭୁବନେଶ୍ଵର: ଷ୍ଟୋର ରୁମରୁ ଉଦ୍ଧାର ହେଲା ୪ଫୁଟର ନାଗ ସାପ । ଭୁବନେଶ୍ୱର ଇନ୍ଦିରା ହାଉସିଂ କଲୋନୀର ଲେନ୍ ନମ୍ବର ୬ ରେ A-୬/୨୨ ରେ ରହୁଥିବା ନକୁଳ ମଲ୍ଲିକଙ୍କ ଘରୁ ନାଗ ସାପଟିକୁ ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନ । ସାପଟିକୁ ସୁରକ୍ଷିତ ଉଦ୍ଧାର କରି ନିକଟସ୍ଥ ପ୍ରାକୃତିକ ଆବାସ ସ୍ଥଳୀରେ…

ଏଥର ଜମିବ ଜିରୋ ନାଇଟ, ମାର୍ଗଦର୍ଶିକା ଜାରୀ କଲା କମିଶନରେଟ ପୋଲିସ

ଭୁବନେଶ୍ଵର: ଆଉମାତ୍ର ଦିନ ୪ଟିର ଅପେକ୍ଷା । ସରିବ ବର୍ଷ ୨୦୨୩ । ଆରମ୍ଭ ହେବ ବର୍ଷ ୨୦୨୪ । ନୂଆବର୍ଷର ସ୍ଵାଗତ ପାଇଁ ଏବେ ଚଳଚଞ୍ଚଳ ପୁରପଲ୍ଲୀ । ସହର ଠୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ସବୁଆଡେ ଏବେ ଖୁସୀର ମାହୋଲ । କାରଣ ଚଳିତ ବର୍ଷ ନୂଆବର୍ଷ ସବୁ ବର୍ଷଠାରୁ ଟିକିଏ ଖାସ୍ । କାରଣ…

ବୁଲାଇ ନେବା ନାଁରେ ନାବାଳିକା ଅପହରଣ, କଟକ ରେଲ୍ଓ୍ବେ ଷ୍ଟେସନରୁ ଉଦ୍ଧାର କଲେ ପରିବାର ଲୋକ

ପାରାଦୀପ: ଦୁଇ ନାବାଳିକାକୁ ବୁଲାଇ ନେବା ନାଁରେ ଅପହରଣ । କଟକ ରେଲ୍ଓ୍ବେ ଷ୍ଟେସନରୁ ଉଦ୍ଧାର କରିବା ସହ ଅପହରଣକାରୀ ଦୁଇ ମହିଳାଙ୍କୁ ଧରି ପୋଲିସକୁ ଯିମା ଦେଲେ ପରିବାର ଲୋକେ। ଏଭଳି ଘଟଣା ଘଟିଛି ପାରାଦୀପ ଉପକଣ୍ଠ ନୂଆଗଡ ପଞ୍ଚାୟତରେ। ଜଣେ ନାବାଳିକା ଅଭୟଚାନ୍ଦ ପୁର ଥାନା ଅଧିନ ରଙ୍ଗିଆ ଗଡ…

ଆଜିଠୁ ଭୁବନେଶ୍ବର ରୁ ଝାରସୁଗୁଡାକୁ ଉଡିବ ବିମାନ, ସେପଟେ ପ୍ରଥମ ଦିନରେ ରାଉରକେଲାରୁ ବିମାନସେବା ବାତିଲ

ଭୁବନେଶ୍ବର: ରାଜ୍ୟରେ ବ୍ୟାପକ ହେଉଛି ବିମାନ ସେବା । ଲୋକଙ୍କ ଯାତାୟତ ସୁବିଧା ସହ ରାଜ୍ୟ ଅର୍ଥନୀତିର ବିକାଶ ପାଇଁ ରାଜ୍ୟସାରକାର ବିମାନ ସେବାରେ ଏହି ନୂଆ ପଦକ୍ଷେପ ମାନ ନେଉଛନ୍ତି । ଏନେଇ ଆଜି ଠାରୁ ଭୁବନେଶ୍ବରରୁ ଝାରସୁଗୁଡାକୁ ସିଧାସଳଖ ବିମାନ ସେବା ଆରମ୍ଭ କରିବ ଆଲିଆନ୍ସ ଏୟାର । ଏହା…

କମିଶନରେଟ୍ ପୋଲିସ ପକ୍ଷରୁ କଳିଙ୍ଗ ନଗରରେ ଫାଣ୍ଡି ଉଦଘାଟିତ

ଭୁବନେଶ୍ୱର: ଆଜି କମିଶନରେଟ୍ ପୋଲିସ ପକ୍ଷରୁ କଳିଙ୍ଗ ନଗର ପୋଲିସ ଫାଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଭୁବନେଶ୍ଵର-କଟକ ଦ୍ଵୈତ ନଗରୀର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହାର ଶୁଭ ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ ଉତ୍ସବରେ ଭୁବନେଶ୍ଵର-କଟକ ଦ୍ଵୈତ ନଗରୀର ଅତିରିକ୍ତ ପୋଲିସ କମିଶନର…

ବିଜେଡି ପାଇଁ ମହାପ୍ରଭୁ ଜଗନ୍ନାଥ ବଡ ନା ଭିକେ ପାଣ୍ଡିଆନ ବଡ?: ବିଜେପି

ଭୁବନେଶ୍ୱର: ବିଜେଡି ପାଇଁ ମହାପ୍ରଭୁ ଜଗନ୍ନାଥ ବଡ ନା ଭିକେ ପାଣ୍ଡିଆନ ବଡ? ବିଜୁ ଜନତା ଦଳ\"ବିଫ୍ ଜନତା ଦଳ’ ହୋଇସାରିଛି କି? ବିଜେଡି ଜଣେ ଅଣ ଓଡ଼ିଆଙ୍କ ରିମୋଟ କଟ୍ରୋଲରେ ଚାଲିବା କଣ ରୂପାନ୍ତରିକରଣ? ଓଡିଆ ସ୍ୱାଭିମାନ, ଅସ୍ମିତା ଓ ଭାବାବେଗ ସହ ବିଜେଡି ଧୋକା ଦେଇଛି । ବିଜୁ ଜନତା ଦଳର…

ଶିକ୍ଷାନୁଷ୍ଠାରେ ନୂଆ-ଓ କାର୍ଯ୍ୟକ୍ରମର ଅବଧି ଜାନୁୟାରୀ ୧୫ ଯାଏଁ ବୃଦ୍ଧି: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ଅଧ୍ୟକ୍ଷତାରେ ଶିକ୍ଷାନୁଷ୍ଠାନଗୁଡିକରେ ଚାଲିଥିବା ନୂଆ-ଓ କାର୍ଯ୍ୟକ୍ରମର ଏକ ସମୀକ୍ଷା ବୈଠକ ଭିଡିଓ କନଫରେନ୍ସିଂ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମନ୍ତ୍ରୀ ନାୟକ ସମସ୍ତ ଶିକ୍ଷାନୁଷ୍ଠାନରେ ଚାଲିଥିବା ନୂଆ-ଓ କାର୍ଯ୍ୟକ୍ରମ…