Latest Odisha News
Browsing Category

ସହର

City

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

ଭୁବନେଶ୍ଵର: ଛତିଶଗଡର ରାୟଗଡ଼ ଠାରୁ ଝାରସୁଗୁଡ଼ା, ଦେବଗଡ଼ ଏବଂ ସମ୍ବଲପୁର ଦେଇ ଅନୁଗୋଳ ଜିଲ୍ଲାର ତାଳଚେର ଦେଇ ଯାଇଥିବା ଜାତୀୟ ରାଜପଥକୁ ୮ ଲେନ୍ ବିଶିଷ୍ଟ ଅର୍ଥନୈତିକ କୋରିଡରରେ ପରିଣତ କରିବା ପାଇଁ କେନ୍ଦ୍ର ସଡ଼କ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି…

ଖୋଲା ସ୍ଥାନରେ ଫୁଟାଇପାରିବେ ସବୁଜ ବାଣ : ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ମାର୍ଗଦର୍ଶିକା ଜାରି

ଭୁବନେଶ୍ୱର : ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ରଙ୍ଗୀନ ଆଲୋକ ସାଙ୍ଗକୁ ଦୀପର ଆଲୋକରେ ଝଲସି ଉଠିବ ସମଗ୍ର ପରିବେଶ  । ପ୍ରତି ବର୍ଷ ଲୋକେ ପ୍ରବଳ ମାତ୍ରାରେ ବାଣ ଫୁଟାଇଥାନ୍ତି  । ମାତ୍ର ଚଳିତବର୍ଷ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ…

ଆସନ୍ତା ୨୭ରେ ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ମୁର୍ମୁ: ତତ୍ପର ପ୍ରଶାସନ

ପାରାଦୀପ : ନଭେମ୍ବର ୨୭ ତାରିଖରେ  ପାରାଦୀପରେ “ବୋଇତ ବନ୍ଦାଣ” ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ମୁର୍ମୁ। ପ୍ରସିଦ୍ଧ କଳିଙ୍ଗ ବାଲିଯାତ୍ରା କୁ ନେଇ ପାରାଦ୍ଵୀପ ବନ୍ଦର ଜୋରଦାର ପ୍ରସ୍ତୁତି ଚଳାଇଛି  । ଆସନ୍ତା ୨୭ ତାରିଖ ରେ ବୋଇତ ବନ୍ଦାଣ ସମୟ ରେ ରାଷ୍ଟ୍ରପତି ଙ୍କ…

ରାଜ୍ୟରେ ୧୫ ଡିଗ୍ରୀ ତଳେ ୫ ସହରର ରାତି ତାପମାତ୍ରା : ୧୧.୪ ଡିଗ୍ରୀ ସହ ଜି.ଉଦୟଗିରି ସବୁଠୁ ଥଣ୍ଡା

ଭୁବନେଶ୍ବର : କମୁଛି ପାରଦ ବଢୁଛି ଶୀତ  । ଦେଶର ମଧ୍ୟଭାଗରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇଛି  । ଯାହାର ପ୍ରଭାବରେ  କିଛି ସ୍ଥାନରେ ପାରଦ ଖସିବାରେ ଲାଗିଛି। ଅନେକ ସ୍ଥାନରେ ତାପମାତ୍ରା ୧ରୁ ୨ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇଛି  । ରାଜ୍ୟରେ ୧୫ ଡିଗ୍ରୀ ତଳେ ରହିଛି ୫ ସହରର…

ଭୁବନେଶ୍ୱର ମହାଲେଖାଗାର କାର୍ଯ୍ୟାଳୟରେ ସର୍ପ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ଵର: ଆଜି ଭୁବନେଶ୍ୱର ଏଜି ଛକ ସ୍ଥିତ ମହାଲେଖାଗାରଙ୍କ କାର୍ଯ୍ୟାଳୟରେ  ଏକ ସର୍ପ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ପ୍ରିନ୍ସିପାଲ୍ ଏଜି ରାଜ କୁମାରଙ୍କ ପୌରହିତ୍ୟରେ ଏହି ସଚେତନତା କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା । ରାଜ୍ୟରେ ସାଧାରଣରେ ଦେଖା ଯାଉଥିବା ସାପ,…

ଟାଙ୍ଗିରିଆପାଳ-ଟମକା ରେଳ ଷ୍ଟେସନ୍ ଦୋହରୀକରଣ କାର୍ଯ୍ୟକ୍ଷମ ସମ୍ପୂର୍ଣ୍ଣ, ୧୮୦ କିମିରୁ ୧୬୫.୫ କିମି ପର୍ଯ୍ୟନ୍ତ…

ଭୁବନେଶ୍ଵର: ଶେଷ ହେଲା ନିର୍ମାଣଧିନ ଜଟିଳ ଯଖପୁରା-ଜାରୋଲି ଦୋହରୀକରଣ ପ୍ରକଳ୍ପର ଟାଙ୍ଗିରିଆପାଳ-ଟମକା ରେଳ ଷ୍ଟେସନ୍ ମଧ୍ୟରେ ୧୦.୫୦୬ କିମି ଦୈର୍ଘ୍ୟ ରେଳ ଲାଇନ ନିର୍ମାଣ ସମ୍ପୂର୍ଣ୍ଣ ପରେ କାର୍ଯ୍ୟକ୍ଷମ କରାଯାଇଛି | ଗତକାଲି କୋଲକାତାର ଦକ୍ଷିଣ ପୂର୍ବ ସର୍କଲ ରେଳ ନିରାପତ୍ତା ଆୟୁକ୍ତ…

କଂଗ୍ରେସ କରିବ ତୁଳସୀ ଯାତ୍ରା : ନଭେମ୍ବର ମାସ ଶେଷ ସୁଦ୍ଧା ସବୁ ଗାଁ ଏବଂ ପଞ୍ଚାୟତରୁ ସଂଗ୍ରହ ହେବ ତୁଳସୀ

ଭୁବନେଶ୍ବର : ରାଜ୍ୟ କଂଗ୍ରେସ ପକ୍ଷରୁ କରାଯିବ ତୁଳସୀ ଯାତ୍ରା  । ନଭେମ୍ବର ମାସ ଶେଷ ସୁଦ୍ଧା ସବୁ ଗାଁ ଏବଂ ପଞ୍ଚାୟତ, ବ୍ଲକ ଓ ଜିଲ୍ଲାରୁ  ତୁଳସୀ ସଂଗ୍ରହ କରାଯିବ  । ସବୁ ଅଞ୍ଚଳରୁ ସଂଗ୍ରହ କରିବା ପରେ ତାକୁ କଂଗ୍ରେସ ଭବନକୁ ଅଣାଯିବ । ଏବଂ ପରେ ଭୁବନେଶ୍ବର କଂଗ୍ରେସ ଭବନରୁ କର୍ମୀମାନେ…

ରାତି ୧୦ଟା ପରେ ଫୁଟିବନି ବାଣ: ଅମାନ୍ୟ କଲେ ହେବ କାର୍ଯ୍ୟାନୁଷ୍ଠାନ, ଗ୍ରୀନ୍ ଦିଓ୍ବାଲି ମନାଇବାକୁ ଜନସାଧାରଣଙ୍କୁ…

ଭୁବନେଶ୍ବର : ଆସୁଛି ଆଲୋକର ପର୍ବ ଦୀପାବଳୀ  । ସବୁଠି ଜୋରଦାର ପ୍ରସ୍ତୁତି  । ଏବେଠୁ ବାଣ ଦୋକାନ ଗୁଡିକରେ ଲୋକଙ୍କ ଭିଡ ଦେଖିବାକୁ ମିଳିଲାଣି । ଏନେଇ ଦୀପାବଳୀ ପୂର୍ବରୁ ଆଜି କମିସନରେଟ୍ ପୋଲିସ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି  । ଏଥିରେ କୁହାଯାଇଛି ରାତି ୧୦ଟା ପର୍ଯ୍ୟନ୍ତ…

ଭାରସାମ୍ୟ ହରାଇ ମଝି ରାସ୍ତାରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର , ରାସ୍ତା ସିଲ୍ କଲା ପୋଲିସ

ପାରାଦୀପ : ପାରାଦୀପ ହାତି ତେଲଟାଙ୍କି ନିକଟରେ ଅଭାବନୀୟ ଘଟଣା ଘଟିଛି । ଏକ ଏଲପିଜି ବୋଝେଇ ଟ୍ୟାଙ୍କର ମଝି ରାସ୍ତାରେ ଓଲଟି ପଡିଛି । ଟ୍ୟାଙ୍କରଟି ପାରାଦୀପ ତୈଳ ବିଶୋଧନାଗାରରୁ ଏଲପିଜି ଲୋଡ କରି ଚଣ୍ଡିଖୋଲ ଅଭିମୁଖେ ଯାଉଥିଲା । ଏତିକି ବେଳେ ମଝି ରାସ୍ତାରେ ଭାରସାମ୍ୟ ହରାଇ…

ଆଜି ଓଡିଶା ପାଳୁଛି ମାଣ୍ଡିଆ ଦିବସ

ଭୁବନେଶ୍ଵର: ଆଜି ମାଣ୍ଡିଆ ଦିବସ । ମାଣ୍ଡିଆ ଏକ ପୁଷ୍ଟିକର ଖାଦ୍ୟ । ଏହାର ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ ସରକାର ୨୦୧୭ରେ ଆରମ୍ଭ କରିଥିଲେ ମିଲେଟ ମିଶନ । ପ୍ରଥମେ ରାଜ୍ୟର ୭ଟି ଜିଲ୍ଲାରୁ ଆରମ୍ଭ ହୋଇଥିବା ମିଲେଟ ମିଶନ ଏବେ ସମସ୍ତ ୩୦ ଜିଲ୍ଲାର ୧୭୭ ବ୍ଲକରେ କାର୍ଯ୍ୟକାରୀ ହେଉଛି । ଦେଶର…