Latest Odisha News

BREAKING NEWS

Browsing Category

ପାରାଦୀପ

Paradip

ପାରାଦୀପ ମହାନଦୀ ମୁହାଣରେ ଡଙ୍ଗାବୁଡି, ଅଳ୍ପକେ ବର୍ତ୍ତିଲେ ୫ ମତ୍ସ୍ୟଜୀବୀ

ପାରାଦୀପ: ଡଙ୍ଗାବୁଡିରେ ଅଳ୍ପକେ ବର୍ତ୍ତିଲେ ୫ଜଣ ମତ୍ସ୍ୟଜୀବୀ। ମାଛ ଧରିବା ପରେ ଆଜି ଏକ ଆହୁଲା ମରା ଡଙ୍ଗାରେ ମତ୍ସ୍ୟଜୀବୀମାନେ ଅଠରବାଙ୍କି ବାଲିପ୍ଲଟ ମାଛ ବେସକୁ ଫେରୁଥିବାବେଳେ ପାରାଦୀପ ମହାନଦୀ ମୁହାଣରେ ସେମାନଙ୍କ ଡଙ୍ଗାଟି ଓଲଟପଡିଥିଲା। ମିଳିଥିବା ରିପୋର୍ଟ ଅନୁଯାୟୀ ଉଚ୍ଚା ଲହଡି…

ବ୍ରାଉନ ସୁଗାର କାରବାରରେ ୬ ଅଟକ, ସୁନା ସହ ୨୧ ଲକ୍ଷ ଟଙ୍କା ଜବତ

ପାରାଦୀପ: ବ୍ରାଉନ ସୁଗାର ନେଟୱର୍କ କୁ ଧରିବାରେ ସଫଳ ହୋଇଛି ଏରସମା ପୋଲିସ । ଏହି ମାମଲାରେ ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ଠାରୁ ୭ ଶହ ଗ୍ରାମ ର ବ୍ରାଉନ ସୁଗାର ,୨୧ ଲକ୍ଷ ଟଙ୍କା ଜବତ କରିବା ସହିତ ବହୁ ସୁନା ଅଳଙ୍କାର ମଧ୍ୟ ଜବତ କରିଛି ପୋଲିସ । ଗତ ଦୁଇଦିନ ତଳେ…

ଅବ୍ୟବସ୍ଥା ଘେରରେ ଏରସମା ହୋଇପାରୁନି ବର୍ଷାଜଳ ନିଷ୍କାସନ

ପାରଦୀପ : ବର୍ଷା ପାଣି ନିଷ୍କାସନ ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଉଛି । ଏନେଇ ପାରଦୀପ-ଏରସମା-କୁଜଙ୍ଗ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଲୋକମାନେ । ପାରାଦୀପ ବ୍ଲକ ଜପା ପଞ୍ଚାୟତରୁ ବର୍ଷା ପାଣି ନିଷ୍କାସନ ହୋଇନପାରିବାରୁ ଲୋକମାନେ ଅସନ୍ତୋଷ ଜାହିର କରିଛନ୍ତି। କେତେକ ଲୋକଙ୍କ ଘର…

ବିଭିନ୍ନ ଦାବି ନେଇ ଧାରଣାରେ ପଞ୍ଚାୟତବାସୀ

ପାରାଦୀପ : ବିଭିନ୍ନ ଦାବି ନେଇ କୁଜଙ୍ଗ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ତିନୋଟି ପଞ୍ଚାୟତର ଲୋକମାନେ । ଗତ ଲଘୁଚାପ ଜନୀତ ବର୍ଷାରେ କୁଜଙ୍ଗ ବ୍ଲକ ଗଣ୍ଡକୀପୁର ,କାଳିଆପାଟ୍ଟ ଓ ମଙ୍ଗଳରାଜପୁର ପଞ୍ଚାୟତର କିଛି ଗ୍ରାମ ଏବେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତିା ଜଳ ନିଷ୍କାସନ…

ବଢ଼ୁଛି ବିଭିନ୍ନ ନଦୀର ଜଳସ୍ତର

ଭୁବନେଶ୍ବର : ଲଘୁଚାପ ପ୍ରଭାବରେ ରବିବାର ଦିନତମାମ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି। ପୁରୀ, ଖୋର୍ଧା, ଜଗତ୍‌ସିଂହପୁର ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ଜନଜୀବନ ଅସ୍ତ‌ବ୍ୟସ୍ତ ହୋଇପଡ଼ିଛି । ପଶ୍ଚିମ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ‌ହେବାର ସମ୍ଭାବନା…

ପାରାଦୀପର ସ୍ଥିତି ବେହାଲ , ବୁଡିଲା ତଳିଆ ଅଞ୍ଚଳ

ପାରାଦୀପ : ଲଗାଣ ବର୍ଷାରେ ପାରାଦୀପ ସ୍ଥିତି ବେହାଲ ହୋଇପଡ଼ିଛି । ତଳିଆ ଅଞ୍ଚଳ ଗୁଡିକରେ ଘର ଭିତର ପାଣି ଲହଡି ଭାଙ୍ଗୁଥିବା ଦେଖିବାକୁ ମିଳିଛି । ଆଉ କେତେକ ସ୍ଥାନରେ ରାସ୍ତା ଉପରେ ପାଣି ଜମିଛି । ଗତକାଲି ରାତିରୁ ବର୍ଷା ସାଙ୍ଗରେ ପବନ ବଢ଼ୁଥିବାରୁ କେତେକ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିବା…

ସରିଲା ଦୁଷ୍କନ୍ତଙ୍କ ଶେଷକୃତ୍ୟ, ଅନିଶ୍ଚିତତା ଘେରରେ ତାଙ୍କ ପରିବାର

ପାରାଦୀପ :ବିଧାନସଭା ସମ୍ମୁଖରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଷ୍କନ୍ତ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପରିବାର ଲୋକଙ୍କ ଉପସ୍ଥିତିରେ ପୁରୀ ସ୍ୱର୍ଗ ଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। । ଦୁଷ୍କନ୍ତଙ୍କ ଗାଁରେ ଏବେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ବୁଧବାର…

କ୍ଷତି ପୂରଣ ଦାବିରେ ମୃତ ଦେହ ରଖି ଧାରଣା

ପାରାଦୀପ: କ୍ଷତି ପୂରଣ ଦାବିରେ ଧାରଣା । ପାରାଦୀପ ତୈଳ ବିଶୋଧନାଗାରରେ କାର୍ଯ୍ୟରତ ଶ୍ରମିକର ମୃତ୍ୟୁ । କ୍ଷତି ପୁରଣ ଦାବିରେ ପରିବାର ଓ ସାଥୀ ଶ୍ରମିକ ସଂଘ ବିଶୋଧାନାଗାର ଫାଟକ ସମ୍ମୁଖରେ ମୃତ ଦେହ ରଖି ଧାରଣା ଦେଇଛନ୍ତି । ମୃତକଙ୍କ ପରିବାରକୁ ନଗଦ ୨୦ ଲକ୍ଷ ଟଙ୍କା ଓ ପରିବାରର ଜଣେ…

ପାରାଦୀପରେ ଭାରତୀୟ ବନ୍ଦର ମଜଦୁର ସଂଘର ଦୁଇ ଦିନିଆ କର୍ମଶାଳା

ପାରାଦୀପ: ଭାରତୀୟ ବନ୍ଦର ମଜଦୁର ସଂଘର ଦୁଇଦିନିଆ କର୍ମଶାଳା ପାରାଦୀପଠାରେ ଉଦଘାଟିତ ହୋଇଯାଇଛି । ଭାରତର ବିଭିନ୍ନ ବନ୍ଦରରେ ଥିବା ଶ୍ରମିକ ସଂଗଠନର ମୁଖ୍ୟ ଏଥିରେ ଯୋଗ ଦେଇଛନ୍ତି । ଶ୍ରମିକମାନଙ୍କ ସ୍ୱାର୍ଥ ପାଇଁ ଶ୍ରମିକ ସଂଗଠନ ମାନେ ସବୁବେଳେ ପ୍ରୟାସ କରୁଛନ୍ତି । କିନ୍ତୁ ବନ୍ଦର ପ୍ରଶାସନ…

ପାରାଦୀପରେ ବାଘ ଆତଙ୍କ

ପାରାଦୀପ:ବାଘ ରାସ୍ତାରେ ବୁଲିବାର ଭିଡିଓ ଭାଇରାଲ୍। ପାରାଦୀପ ନିଷିଦ୍ଧାଞ୍ଚଳରେ ବାଘ ରାସ୍ତା ଉପରେ ବୁଲୁଥିବାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି।ଏହା ଦେଖି ଶ୍ରମିକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ପାରାଦ୍ୱୀପ ଗଲ୍ପ କୋର୍ସ ଓ ବନ୍ଦର ନିଷିଦ୍ଧାଞ୍ଚଳ ଜଙ୍ଗଲିଆ ହୋଇଥିବାରୁ ଏବେବି ଅନେକ…