Latest Odisha News

BREAKING NEWS

Browsing Category

ଗଞ୍ଜାମ

Ganjam

ଘୋଡ଼ାହାଡ଼ ଇକୋ ଟୁରିଷ୍ଟ ସ୍ପଟ୍‌ରେ ଆରମ୍ଭ ହେଲା ପର୍ଯ୍ୟଟକଙ୍କ ରାତ୍ରୀ ରହଣୀ

ବ୍ରହ୍ମପୁର: ଗଞ୍ଜାମ ଜିଲାର ସ୍ବତନ୍ତ୍ର ପର୍ଯ୍ୟଟନ କ୍ଷେତ୍ର ଘୋଡ଼ାହାଡ଼ ଜଳଭଣ୍ଡାରସ୍ଥିତ ଇକୋ ଟୁରିଷ୍ଟ ସ୍ପଟ୍‌ରେ ଶନିବାର ଠାରୁ ପର୍ଯ୍ୟଟକଙ୍କ ରାତ୍ରୀ ରହଣୀ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟଟକଙ୍କୁ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ(ଡିଏଫ୍‌ଓ) ଅମ୍ଲାନ ନାୟକ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ।…

ସ୍ବାମୀଙ୍କ ପରେ ମୃତା ସ୍ତ୍ରୀଙ୍କ ହେଲା ଚକ୍ଷୁଦାନ

ବ୍ରହ୍ମପୁର: ବ୍ରହ୍ମପୁର ସହର ଚନ୍ଦ୍ରମା ସାହିର ଭି.ଭିରାମ୍ମାଙ୍କ ଶୁକ୍ରବାର ଅପରାହ୍ନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଚକ୍ଷୁଦାନ ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଏମକେସିଜିର ଚକ୍ଷୁ ବିଭାଗର ମୁଖ୍ୟ ଡା.ସୁଚିତ୍ରା…

ସମ୍ଭାବ୍ୟ ବାତ୍ୟା ନେଇ ଗଞ୍ଜାମରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍‌

ବ୍ରହ୍ମପୁର: ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଗଞ୍ଜାମ ଜିଲା ଉପରେ ପଡ଼ିବ ନାହିଁ। ତଥାପି ସତର୍କତାମୂଳକ ପଦକ୍ଷେପ ଭାବେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍‌ କରିଛନ୍ତି ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା। ହେଡକ୍ବାର୍ଟରେ ରହିବାକୁ ନିର୍ଦେଶ ଦେଇଛନ୍ତି। ସମ୍ତ ଛୁଟିକୁ ବାତିଲ୍‌…

ପୋଷା କୁକୁରର ମୃତ୍ୟୁ ପରେ ଥାନାରେ ଏତଲା

ବ୍ରହ୍ମପୁର: ଚିକିତ୍ସା ଅବହେଳା ଯୋଗୁ ପୋଷା କୁକୁରର ମୃତ୍ୟୁ ନେଇ ପାଳିତଙ୍କ ତରଫରୁ ଥାନାରେ ଦିଆଗଲା ଏତଲା। ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଜିଲିଣ୍ଡା ଗ୍ରାମରେ ଏଭଳି ଘଟଣା ଘଟିଛି। ପୋଷା କୁକୁର ଡୁଗୁର ମୃତ୍ୟୁରେ ମ୍ରିୟମାଣ ହୋଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ପାଳିତ। ଡୁଗୁକୁ ପୁଅ…

ସମସ୍ତ ରାଷ୍ଟ୍ରପତିଙ୍କ ନାଁ କହି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସଫଳତା

ବ୍ରହ୍ମପୁର: ବ୍ରହ୍ମପୁର ସହର ପାଣିଗ୍ରାହୀପେଣ୍ଠ ବ୍ରଜରାଜନଗର ତୃତୀୟ ଗଳିର ଅନ୍ତର୍ଯ୍ୟାମୀ ପାତ୍ର ଏବଂ ମନସ୍ବିନୀ ପାତ୍ରଙ୍କ ଝିଅ ଅନ୍ନପୂର୍ଣ୍ଣା ଇଣ୍ଡିଆ ବୁକ୍‌ ଅଫ୍‌ ରେଡର୍କରେ ସ୍ଥାନ ପାଇଛନ୍ତି। ଭାରତର ସମସ୍ତ ରାଷ୍ଟ୍ରପତିଙ୍କ ନାମକୁ ମାତ୍ର ୧୬.୨୫ ସେକଣ୍ଡରେ ଉଚ୍ଚାରଣ କରି ଏହି ସଫଳତାର…

ବିନା ଅସ୍ତ୍ରୋପଚାରରେ ୩ ଶିଶୁ ଜନ୍ମ

ବ୍ରହ୍ମପୁର: ଗଞ୍ଜାମ ଜିଲା ଡେଙ୍ଗାଓସ୍ତା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଗର୍ଭବତୀ ୩ ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ପ୍ରସୂତୀ ଜଣକ ହେଲେ ଦିଗପହଣ୍ଡି ବ୍ଲକ ଆଙ୍କରଡା ପଞ୍ଚାୟତ ଚାଞ୍ଚଡ଼ାପଲ୍ଲୀ ଗ୍ରାମର ସିଲି ବିଷୋୟୀ। ସେ ଗୋଟିଏ ପୁତ୍ର ଏବଂ ଦୁଇଟି କନ୍ମ ସନ୍ତାନ ଜନ୍ମ ଦେଇଥିଲେ।…

୪୫ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ

ବ୍ରହ୍ମପୁର:ଗଞ୍ଜାମ ଜିଲାର ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମରୁ ପୋଲିସ ବିପୁଳ ପରିମାଣର ବେଆଇନ ବାଣ ଜବତ କରିଛି। ଚଢ଼ଉ ବେଳେ ବିଭିନ୍ନ ସାହିରୁ ୪୫ ଲକ୍ଷ ଟଙ୍କାର ଆତସବାଜି, ଗୋଟିଏ ପିକଅପ ଭ୍ୟାନ ଓ ଆତସବାଜି ପ୍ରସ୍ତୁତ କଞ୍ଚାମାଲ ଜବତ କରାଯାଇଛି। କଟକ ଜିଲା ତିଗିରିଆ ଅଞ୍ଚଳର…

ଗଞ୍ଜାମରେ ‘ଫୁଟବଲ ଫର୍‌ ଅଲ୍‌’; ବଣ୍ଟା ହେଲା ୨୮ଶହ ବଲ୍‌

ବ୍ରହ୍ମପୁର:ରାଜ୍ୟରେ ଫୁଟବଲ ଖେଳ ପ୍ରତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ଏବଂ ପ୍ରୋତ୍ସାହନ ଦେବା ପାଇଁ ‘ଫୁଟବଲ ଫର୍‌ ଅଲ୍‌’ ଯୋଜନା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି କ୍ରମରେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ଫୁଟବଲ ବଣ୍ଟନ କରାଯାଉଛି। ଗଞ୍ଜାମ ଜିଲାରେ…

ରୋଗୀ ବେଶରେ ଏମକେସିଜି ମେଡିକାଲ ଯାଇ ୭ ଦଲାଲଙ୍କୁ ଧରିଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର: ରୋଗୀ ବେଶରେ ଡାକ୍ତରଖାନାକୁ ଯାଇ ଦଲାଲଙ୍କୁ ମାଡି ବସିଲା ବ୍ରହ୍ମପୁର ପୋଲିସ । ଏଭଳି ଘଟଣା ଆଜି ବ୍ରହ୍ମପୁର ଏମକେସିଜି ମେଡିକାଲଲରେ ଘଟିଛି । ଏମକେସିଜି ମେଡିକାଲରେ ଦଲାଲ ସକ୍ରିୟ ହୋଇ ଉଠିଥିବା ଏବଂ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ଲୁଟୁଥିବା ନେଇ ଅନେକ ଦିନ ହେଲା ଅଭିଯୋଗ…

ଗୋବରରେ ଦୀପ ପ୍ରସ୍ତୁତ କରୁଛନ୍ତି ଶିକ୍ଷକ

ବ୍ରହ୍ମପୁର: ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗୀ ହାଇସ୍କୁଲର କମ୍ପୁଟର୍‌ ଶିକ୍ଷକ ନଳିନୀକାନ୍ତ ସାହୁ ଗୋବରରେ ଦୀପ ପ୍ରସ୍ତୁତ କରୁଛନ୍ତି। ଏଥି ସହିତ ପ୍ରଦୁଷଣ ମୁକ୍ତ ଦୀପାବଳି ନେଇ ବାର୍ତ୍ତା ଦେଉଛନ୍ତି। ତାଙ୍କର ଏଭଳି କାର୍ଯ୍ୟକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଥିବା ସହ ଅନେକ…