Latest Odisha News

BREAKING NEWS

Browsing Category

ଜଗତସିଂହପୁର

Jagatsinghpur

ଅଭାବନୀୟ ଘଟଣା, ପୋଖରୀରେ ବୁଡ଼ି ଦୁଇ ବର୍ଷ ଶିଶୁର ମୃତ୍ୟୁ

ଜଗତସିଂହପୁର: ଜଗତସିଂହପୁର ବାଲିକୁଦା ଥାନା ଚଅଁରପୁର ଗାଁରେ ଅଭାବନୀୟ ଘଟଣା । ପୋଖରୀରେ ବୁଡ଼ି ଗଲା ଦୁଇବର୍ଷର ଶିଶୁ । ଚାଲିଗଲା ଜୀବନ । ସୂଚନା ଅନୁଯାୟୀ, ଚଅଁରପୁର ଗାଁରେ ରବିନ୍ଦ୍ର ଦାସଙ୍କ ପୁଅ ଆଜି ସକାଳେ ପୋଖରୀ କୂଳରେ ଖେଳୁଥିଲେ । ଏହି ସମୟରେ ଅସାବଧାନତା କାରଣରୁ ପୋଖରୀରେ ସେ ଖସି…

ଓମିକ୍ରନ ନେଇ ବଢ଼ୁଛି ଚିନ୍ତା, ଜଗତସିଂହପୁରରେ ୫ଦିନ ଧର୍ମାନୁଷ୍ଠାନରେ ଦର୍ଶନ ବନ୍ଦ

ଜଗତସିଂହପୁର: ବଢ଼ୁଛି ଓମିକ୍ରନ ଚିନ୍ତା । ଆଗକୁ ଆସୁଛି ଖ୍ରୀଷ୍ଟମାସ ଓ ନୂଆବର୍ଷ । ଏହି ଦିନମାନଙ୍କ ହେଉଥିବା ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଧର୍ମାନୁଷ୍ଠାନଗୁଡ଼ିକରେ ସାଧାରଣ ଦର୍ଶନ ବନ୍ଦ କରାଯାଇଛି । ଜିଲ୍ଲାପାଳ ପାରୁଲ ପଟୱାରୀ ଏନେଇ ନିର୍ଦ୍ଦେଶ ଦେଇଛନ୍ତି…

ଅଖା ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର

ପାରାଦୀପ: ଅଖା ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର । ଜଗତସିଂହପୁର ଜିଲ୍ଲା ଏରସମା ଥାନା କୁଞ୍ଜକୋଠି ଗାଁର ଜଣେ ବ୍ୟକ୍ତିଙ୍କ ଘର ଭିତରୁ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ଘର ଅଜଗରବେଦୀ ଗାଁର ବୋଲି ସୂଚନା ମିଳିଛି । ତାଙ୍କୁ ହତ୍ୟା ପରେ ଅଖା ଭିତରେ ଭର୍ତ୍ତି କରାଯାଇଥିବା ସନ୍ଦେହ କରାଯାଉଛି…

[ଭିଡ଼ିଓ] ସମୁଦ୍ରରେ ସମରାଭ୍ୟାସ ସାଗର କବଚ-୨୦୨୧

ପାରାଦୀପ: ଆରମ୍ଭ ହୋଇଛି ଦୁଇଦିନିଆ ସମରାଭ୍ୟାସ ସାଗର କବଚ-୨୦୨୧। ଜଳପଥକୁ ସୁରକ୍ଷା ଓ ବିପଦ ସମୟରେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ସମୁଦ୍ରରେ ଚାଲିଛି କସରତ । ସମରାଭ୍ୟାସରେ କୋଷ୍ଟଗାର୍ଡ, ମତ୍ସ୍ୟ ବିଭାଗ, ମେରାଇନ ପୋଲିସ ସମେତ ୧୮ ରୁ ଉର୍ଦ୍ଧ୍ବ ବିଭାଗ ହୋଇଛନ୍ତି ସାମିଲ…

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଅଣ୍ଡାମାଡ଼

ଜଗତସିଂହପୁର: କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଅଣ୍ଡାମାଡ଼ । କେନ୍ଦ୍ର ଜଳଶକ୍ତି ଏବଂ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଜଗତସିଂହପୁରରେ କେନ୍ଦ୍ରମନ୍ତ୍ରୀଙ୍କୁ ହୋଇଛି ଅଣ୍ଡାମାଡ଼। କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ…

ଦିବଂଗତ ପ୍ରଧାନଶିକ୍ଷକ ବନମାଳୀ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଜଗତସିଂହପୁର :ଆଜି ଶିକ୍ଷକ ନେତା ସ୍ୱର୍ଗତ ବନମାଳୀ ମହାନ୍ତିଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ବୋରିକିନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ତଥା ଶିକ୍ଷକ ନେତା ସ୍ୱର୍ଗତ ବନମାଳୀ ମହାନ୍ତିଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଦୁଆ ଗ୍ରାମରେ ପାଳିତ ହୋଇଯାଇଛି । ଏହି ଅବସରରେ  …

ମା’ ଶାରଳାଙ୍କ ପୀଠରେ ଆଜିଠୁ ଲାଗିଲା ୧୪୪ ଧାରା

ଜଗତସିଂହପୁର: ଆଜି ଶକ୍ତିପୀଠରେ ମା’ଙ୍କର ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ପୀଠରେ ଜାରି ହୋଇଛି ୧୪୪ ଧାରା । ଆଜିଠୁ ୧୪ ତାରିଖ ଯାଏ ପୀଠରେ ୧୪୪ ଧାରା ବଳବତ୍ତର ରହିବ । ମନ୍ଦିର ଆଖପାଖରେ ଗୋଟିଏ ସ୍ଥାନରେ…

ମା’ଶାରଳା ପୀଠରେ ନବରାତ୍ରୀ ପୂଜା

ଜଗତସିଂହପୁର: ବିଭିନ୍ନ ଦେବୀ ପୀଠ ଗୁଡିକରେ ଆରମ୍ଭ ହୋଇଯାଇଛି ନବରାତ୍ରୀ ପୂଜା ।  ନବରାତ୍ରୀ ପୂଜାକୁ ନେଇ ଚଳଚଞ୍ଚଳ ହୋଇଛି ଜଗତସିଂହପୁର ଜିଲା ଝଙ୍କଡ଼ ସ୍ଥିତ ମା’ ଶାରଳାଙ୍କ ପୀଠ । ପ୍ରତିବର୍ଷ ପରି ଚଳିତ ବର୍ଷ  ମଧ୍ୟ ମୂଳାଷ୍ଟମୀ  ଠାରୁ ଆରମ୍ଭ ହୋଇଛି ପାର୍ବଣ ପୂଜା । ମହାଷ୍ଟମୀ…

ନେହେରୁ ବଙ୍ଗଳା ମହାନଦୀ ମୁହାଣରେ ଡଙ୍ଗାବୁଡି, ୨ ନିଖୋଜ

ପାରାଦୀପ: ଓଲଟିପଡିଲା ମାଛଧରା ଡଙ୍ଗା । ପ୍ରଖର ସୁଅରେ ଭାସିଯାଉଥିଲେ ୭ ମତ୍ସ୍ୟଜୀବୀ । ସେମାନଙ୍କ ମଧ୍ୟରୁ ୫ଜଣ ଉଦ୍ଧାର ହୋଇଥିଲାବଳେ ଦୁଇଜଣ ଏବେ ବି ନିଖୋଜ ଅଛନ୍ତି । ପାରାଦୀପ ନେହେରୁ ବଙ୍ଗଳା ମହାନଦୀ ମୁହାଣରେ ଏପରି ଘଟଣାକୁ ନେଇ ସ୍ଥାନୀୟ ଅଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି । ଗତ…

ପାରାଦୀପ ଇଣ୍ଡିଆନ୍ ଅଏଲ ଡିପୋରେ ଅଗ୍ନିକାଣ୍ଡ

ପାରାଦୀପ: ଇଣ୍ଡିଆନ୍ ଅଏଲ୍ ଡିପୋରେ ଅଗ୍ନିକାଣ୍ଡ । ତେବେ ନିଆଁକୁ ଆୟତ୍ତକରିବାରେ ସଫଳ ହୋଇଛି ଅଗ୍ନିଶମ ବିଭାଗ । ଆଜି ସକାଳୁ ପାରଦୀପ ସ୍ଥିତ ଇଣ୍ଡିଆନ୍ ଅଏଲ୍ ଡିପୋରେ ଟ୍ରେନ୍ ଷ୍ଟାର୍ଟ ହେବା ସମୟରେ ସ୍ପାର୍କିଂ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଆଜି…