Latest Odisha News
Browsing Category

ଜଗତସିଂହପୁର

Jagatsinghpur

[ଦେଖନ୍ତୁ ଭିଡିଓ] ତିର୍ତ୍ତୋଲ ବିଧାୟକଙ୍କ ପ୍ରେମ କାହାଣୀ ନେଇ ହାଇପ୍ରୋଫାଇଲ ଡ୍ରାମା: ବିଧାୟକଙ୍କୁ ହତ୍ୟା ଧମକ ଅଡ଼ିଓ…

ଜଗତସିଂହପୁର : ବିଧାୟକଙ୍କ ପ୍ରେମ କାହାଣୀ ନେଇ ହାଇପ୍ରୋଫାଇଲ ଡ୍ରାମା। ବିଧାୟକ ପ୍ରେମରେ ଧୋକା ଦେଇ ଠକିବାର ଅଭିଯୋଗ ପରେ ଏବେ ତାଙ୍କ ନାଁରେ ସେକ୍ସ ରାକେଟ ଚଳାଉଥିବା ସଙ୍ଗୀନ୍ ଅଭିଯୋଗ। ଖାଲି ସେିତିକି ନୁହେଁ ବିଚ୍ ରାସ୍ତାରେ ବିଜୟଙ୍କୁ ହତ୍ୟା କରାଯିବାର ଧମକ ବି ଦିଆଯାଇଛି ପ୍ରେମିକା…

[ଦେଖନ୍ତୁ ଭିଡିଓ] ରୋହିଆ ଗାଁରେ ସେନା ପ୍ରଶିକ୍ଷଣ ଶିବିର : ତାଲିମ ନେଇ ନିଯୁକ୍ତି ଅପେକ୍ଷାରେ ଶତାଧିକ ଆଶାୟୀ

ଜଗତସିଂହପୁର : ନାଉଗାଁ ଥାନା ରୋହିଆ ଗାଁରେ ସେନା ପ୍ରଶିକ୍ଷଣ ଶିବିର । ଏହା କୌଣସି ସରକାରୀ ଅନୁଷ୍ଠାନ ନୁହେଁ, ମାତ୍ର ସେନାବାହିନୀରେ ଭର୍ତ୍ତି କରିବାକୁ ଅଧିକରୁ ଅଧିକ ଯୁବପିଢ଼ିଙ୍କୁ ସାମିଲ କରିଛି ବାଟାଲିୟନ କ୍ୟାମ୍ପ। । ପୂର୍ବତନ ସେନା କର୍ମଚାରୀ ଶିଲୁ ନାୟକ ଆରମ୍ଭ କରିଥିଲେ ମହାଗୁରୁ…

ଉତ୍ତର-ଦକ୍ଷିଣ ଉପକୂଳ ଓଡ଼ିଶାକୁ ୟେଲୋ ୱାର୍ଣ୍ଣିଂ: ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର: ଶନିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା ଦିଆଯାଇଛି । ବିଶେଷ କରି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ଦୁଇ ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ହେବ ବୋଲି ପାଣିପାଗ ବିଭାଗ…

ଆଇଓସିଏଲ ଅଫିସ ସାମ୍ନାରେ ପାଇପ୍ ଫାଟିଯିବାରୁ ୨୪ ହଜାର ଲିଟର ଅଶୋଧିତ ତେଲ ନଷ୍ଟ !

ପାରାଦୀପ (କର୍ମଜିତ୍ ଜେନା) : ପାରାଦୀପ- ଆଇଓସିଏଲର ପାରାଦ୍ଵୀପ-ହଳଦିଆ ପାଇପ୍ ଲାଇନ୍ ଫାଟି ଯିବାରୁ କଞ୍ଚା ତେଲ ନଷ୍ଟ ହୋଇଯାଇଛି। ଆଇଓସିଏଲର ଟାଉନସିପ ସମ୍ମୁଖରେ ଘଟିଛି ଏଭଳି ଘଟଣା। ଗୁରୁବାର ପାରାଦୀପ ଆଇଓସିଏଲରୁ କଲିକତାର ବାରମାଣିଆ ହଳଦିକୁ ଯାଉଥିଲା ଏହି ତେଲ । ଏଥିପାଇଁ ୬୪ ଇଞ୍ଚ…

[ଦେଖନ୍ତୁ ଭିଡିଓ] ଅଟଳ ବଳଦେବଜିଉଙ୍କ ଚନ୍ଦନଯାତ୍ରା ମହୋତ୍ସବ : ଚନ୍ଦନ ପୁଷ୍କରିଣୀରେ ଜିଉଙ୍କ ନୌକାବିହାର

ଜଗତସିଂହପୁର : ଶ୍ରୀଜିଉଙ୍କ ଚାଲିଛି ଚାପଖେଳ। ଚନ୍ଦନ ପୁଷ୍କରିଣୀରେ ନୌକାବିହାର କରୁଛନ୍ତି ଜିଉ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାରେ। ଜଗତସିଂହପୁର ପଳାଷୋଳ ଗାଁରେ ଅଟଳ ବଳଦେବଜୀଉଙ୍କ ଚନ୍ଦନଯାତ୍ରା ମହୋତ୍ସବ ଅନୁଷ୍ଠିତ ହେଉଛି। ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଚନ୍ଦନ…

ଦୁର୍ବଳ ହେଉଛି ବାତ୍ୟା ଅସାନି : ପ୍ରଭାବରେ ପାରାଦୀପରେ କୂଳ ଲଙ୍ଘୁଛି ସମୁଦ୍ର

ପାରାଦୀପ: ଦୁର୍ବଳ ହେଲା ବାତ୍ୟା ‘ଅସାନି’ । ଆଜି ସନ୍ଧ୍ୟାରେ ବାତ୍ୟାରୁ ଗଭୀର ଅବପାତରେ ପରିଣତ ହୋଇଛି ‘ଅସାନି’ । ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରୁଛି ଗଭୀର ଅବପାତ । ଆସନ୍ତାକାଲି ସକାଳ ସୁଦ୍ଧା ଏହା ଆହୁରି ଦୁର୍ବଳ ହୋଇ ଅବପାତରେ…

ମା’ ଶାରଳାଙ୍କ ପୀଠରେ 5T ସଚିବ, ମନ୍ଦିର ସେବାୟତଙ୍କ ସହ ଆଲୋଚନା

ଜଗତସିଂହପୁର : ଜଗତସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମା' ଶାରଳାଙ୍କ ପୀଠ ପରିଦର୍ଶନ କରିଛନ୍ତି 5-T ସଚିବ, ଭି.କେ ପାଣ୍ଡିଆନ। ଆଜି ପ୍ରତ୍ୟୁଷରେ 5-T ସଚିବ ଝଙ୍କଡ଼ ସ୍ଥିତ ମା ଶାରଳାଙ୍କ ପୀଠରେ ପହଞ୍ଚି ମା'ଙ୍କ ଦର୍ଶନ କରିବା ସହ ମନ୍ଦିର ବେଢ଼ା ବୁଲି ଦେଖିଥିଲେ। ଏହାସହିତ ମନ୍ଦିରର ସେବାୟତ…

ପୁଣି ଅଘଟଣ: ମହାନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ଯୁବକ

ଜଗତସିଂହପୁର : ଜଗତସିଂହପୁର କୁଜଙ୍ଗ ନିକଟରେ ଅଘଟଣ । ମହାନଦୀରେ ବୁଡି ଦୁଇ ଯୁବକ ମୃତ, ଗାଧୋଇବାକୁ ଯାଇ ପାଣିରେ ବୁଡିଗଲେ । ଗାଧୋଇବାକୁ ଯାଇ ମହାନଦୀରେ ବୁଡି ଦୁଇ ଯୁବକ ମୃତ । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଗପାଳ ପଂଚାୟତ ପଥୁରିଆ ଗ୍ରାମର ଦୁଇ ଯୁବକ  । ସକାଳ ୯ଟା ସମୟରେ…

[ଦେଖନ୍ତୁ ଭିଡିଓ] ବିଡ଼ିଓଙ୍କୁ ବିରୋଧ: ବ୍ଳକ କାର୍ଯ୍ୟାଳୟ ପରିସରରେ ଲାଗିରହିଛି ଉତ୍ତେଜନା

ଜଗତସିଂହପୁର : ବ୍ଳକ କାର୍ଯ୍ୟାଳୟ ପରିସରରେ ଲାଗିରହିଛି ଉତ୍ତେଜନା। ବିଡ଼ିଓ ବାବୁଙ୍କ ଦୁର୍ବ୍ୟବହାରରେ ଅତିଷ୍ଠ ହୋଇ ଲୋକ ମାନେ ମିଳିମିଶି ଘେରିଛନ୍ତି ବିଡ଼ିଓଙ୍କୁ । ଅନ୍ୟପଟେ ଏହି କାରଣ ଯୋଗୁଁ ୩ଦିନ ହେବ ବ୍ଳକ କାର୍ଯ୍ୟ ଏକପ୍ରକାର ଠପ ହୋଇଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀର କିଛି ମହିଳା…

ଜେଏସଡବ୍ଲୁ ପକ୍ଷରୁ ଢ଼ିଙ୍କିଆରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର , ୫୫୦ରୁ ଉର୍ଦ୍ଧ ଲୋକ ଚକ୍ଷୁ ପରୀକ୍ଷା କଲେ

ପାରାଦୀପ  : ଜେ ଏସ ଡ ବ୍ଲୁ ଫାଉଣ୍ଡେସନ ପକ୍ଷରୁ ଢ଼ିଙ୍କିଆ ପଞ୍ଚାୟତରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର କରାଯାଇଛି ।ପାରାଦୀପ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ନୂଆଗାଁ ଏବଂ ଗଡ଼କୁଜଙ୍ଗ ପଞ୍ଚାୟତରେ ହେବାକୁ ଥିବା ଜେ ଏସ ଡ ବ୍ଲୁ ପ୍ରକଳ୍ପ ପ୍ରସ୍ତାବିତ…