Latest Odisha News

BREAKING NEWS

Browsing Category

ଯାଜପୁର

Jajpur

ଅପହୃତ ଯୁବକ ଉଦ୍ଧାର

ଯାଜପୁର :ଋଣ ଆଣି ନଶୁଝିବା ପଡିଲା ମହଙ୍ଗା। ଘରୋଇ ଫାଇନାନ୍ସ କମ୍ପାନୀ ଠାରୁ ଲୋନ ଆଣି ଶୁଝି ନ ପାରିବାରୁ ଯୁବକଙ୍କୁ ଅପହରଣ କରିନେଇଛନ୍ତି କମ୍ପାନୀ କର୍ତ୍ତୁପକ୍ଷ । ଯାଜପୁର ଥାନା କୁସୁମା ପାର୍କ ଅଞ୍ଚଳରୁ ଏକ ଘର ଭିତରୁ ପୋଲିସ ଅପହୃତ ଯୁବକକୁ ଉଦ୍ଧାର କରିଛି। ଅପହରଣ କରିବା ଅଭିଯୋଗରେ ଜଣକୁ…

ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର:ଜାମ୍ମୁକୋଳି ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବିଂଝାରପୁର ଥାନା ଶିଶିରଣା ଗାଁ ନିକଟରେ ଥିବା ଜାମ୍ମୁ କୋଳି ଗଛରେ ମୃତଦେହ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ମୃତ ଯୁବକ ଜଣକ ହେଇଛନ୍ତି ରାମ ମଲ୍ଲିକଙ୍କ ପୁଅ ଅଞ୍ଜନ ମଲ୍ଲିକ। ପାରିବାରିକ କଳହ…

ପୁଣି ଛାତ୍ରଙ୍କୁ ମାଡ ମାରି ଫସିଲେ ପ୍ରଧାନଶିକ୍ଷକ

ଯାଜପୁର:ପ୍ରଧାନ ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର।ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ହିସ୍ପିଟାଲରେ ଭର୍ତି କରାଯାଇଛି।ଆହତ ଛାତ୍ର ଜଣକ ହେଉଛନ୍ତି ଯାଜପୁର ବିଂଝାରପୁର ମଲିଆ ଫତେପୁର ବରୁଣେଇ ହାଇସ୍କୁଲର ଦଶମ ଶ୍ରେଣୀର ଗୌରଭ ସେଠୀ। ସେ ଆଜି ସ୍କୁଲରେ ପାଠ ପଢିବା ସମୟରେ ଶିକ୍ଷକଙ୍କ ପ୍ରଶ୍ନର…

ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ଭଦ୍ରକ ବିଧାୟକ, ଟ୍ରକ୍ ଧକ୍କାରେ କାର୍ ଚୁରମାର

ଯାଜପୁର: ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିଗଲେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଳିକ । ତାଙ୍କ କାର୍‌କୁ ଏକ ଟ୍ରକ୍କ ଧକ୍କା ଦେଇଛି । ଭୁବନେଶ୍ୱରରୁ ଭଦ୍ରକ ଫେରିବା ବେଳେ ଯାଜପୁର ଜିଲ୍ଲା ଜାରକା ପାଖରେ ଦୁର୍ଘଟଣା ଘଟିଛି । ତେବେ ବିଧାୟକ ଓ ତାଙ୍କ ସହଯୋଗୀଙ୍କ ସହ ଡ୍ରାଇଭର ସମ୍ପୂର୍ଣ୍ଣ…

ଶ୍ୱଶୁରକୁ ହାଣି ଦେଲା ବୋହୂ

ଯାଜପୁର: ପାରିବାରିକ କଳହରୁ ହତ୍ୟା । ଶ୍ୱଶୁରକୁ ହାଣି ହତ୍ୟା କରିଛି ବୋହୂ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ରଣପାଳ ଗାଁରେ । ମୃତକ ହେଲେ ପବନା ହାତୀ । ହତ୍ୟାକାରୀ ବୋହୂ ରୂପା ହାତୀ ଫେରାର୍ ଅଛନ୍ତି । ତାଙ୍କୁ ଧରିବାକ ପୋଲିସ ତନାଘନା ତଦନ୍ତ…

ଆଜିଠୁ ଦେବୀ ବିରଜା ଦର୍ଶନ

ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିରରେ ଭକ୍ତ ପ୍ରବେଶ | ବୁଧବାର ଦିନ ମା ବିରଜା ମନ୍ଦିରକୁ ଭକ୍ତ ମାନେ ପ୍ରବେଶ କରି  କରିବା ସହ ମାଙ୍କ ଦର୍ଶନ କରି ପ୍ରାଥନା କରିଛନ୍ତି | ଦ୍ୱିତୀୟ କରୋନା ଲହରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିରକୁ ମେ ୫ତାରିଖରୁ ଭକ୍ତ…

କେବେ ଦୁଃଖ ଶୁଣିବେ ସରକାର ??

ଯାଜପୁର : ଗ୍ରାମାଂଚଳର ଉନ୍ନତିକରଣ ପାଇଁ ସରକାରଙ୍କ ପକ୍ଷରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ପ୍ରସ୍ତୁତ ହୋଇଛି ଯୋଜନା ପରେ ଯୋଜନା । କିନ୍ତୁ ଏହି ଯୋଜନା ସେମିତି ରହିଯାଇଛି ଯାଜପୁର ବିଂଝାରପୁର ବ୍ଲକ ଥଟାରି ସାହିରେ । ଦୀର୍ଘ ବର୍ଷ ପରେ ବି ପହଂଚିପାରିନାହିଁ ବିକାଶର ପଦଚିହ୍ନ ।…

ଶିଳପୁଆରେ ସ୍ତ୍ରୀର ମୁଣ୍ଡକୁ ଛେଚି ମାରିଦେଲା ସ୍ୱାମୀ

ଯାଜପୁର ଟାଉନ: ଘରୋଇ କଳହରୁ ମୁଣ୍ଡରେ ପିତ୍ତ ଚଢ଼ିଗଲା । ହିତାହିତ ଜ୍ଞାନ ହରାଇ ବସିଲେ ସ୍ୱାମୀ । ସ୍ତ୍ରୀର ମୁଣ୍ଡକୁ ଶିଳପୁଆରେ ଛେଚି ହତ୍ୟା କରିଥି ସ୍ୱାମୀ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଇଶ୍ୱରପୁର ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକ ହେଲେ ବୀଣାପାଣି ଦାସ । ଗତକାଲି ଏହି…

ଗାଁ ଦାଣ୍ଡରେ ବୃଦ୍ଧାଙ୍କୁ ମାଡ

ପୁଣି ଲଜ୍ଜା । ବୟସର ଅପରାହ୍ନରେ ପହଂଚିଥିବା ଜଣେ ବୃଦ୍ଧାଙ୍କୁ ପୁଣି ଥରେ ଗାଁ ଦାଣ୍ଡରେ ନିର୍ଯାତିତ କରାଯାଇଛି । ଆଉ ଏହି କାଣ୍ଡ ଭିଆଇଛନ୍ତି ଖୋଦ୍ ବୃଦ୍ଧାଙ୍କ ସମ୍ପର୍କୀୟ । ଘଟଣା ଖୁବ ଲଜ୍ଜା ଜନକ ଓ ଅମାନବୀୟ । ବୃଦ୍ଧା ଜଣଙ୍କୁ ଅତି ନିର୍ଦ୍ଦୟ ଭାବେ ମାଡ ମାରିବା ସହ ଏକ ମୋଟା ଦଉଡିରେ…

ଘର ଭିତରୁ ଦମ୍ପତିଙ୍କ ମୃତ ଦେହ ଉଦ୍ଧାର

ଯାଜପୁର: ଘର ଭିତରୁ ଦମ୍ପତିଙ୍କ ମୃତ ଦେହ ଉଦ୍ଧାର । ପାରିବାରିକ କଳହ ଓ ଆର୍ଥିକ ଅଭାବରୁ ଆତ୍ମହତ୍ୟା ଅଭିଯୋଗ । ଯାଜପୁର ବିଂଝାରପୁର ଉତ୍ତରକୁଳ ପଂଚାୟତ ସୁନ୍ଦରପୁର ଗାଁ ରେ ଘଟିଛି ଘଟଣା । ବିଂଝାରପୁର ଥାନା ଉତ୍ତରକୂଳ ପଞ୍ଚାୟତ ସୁନ୍ଦରପୁର ଗ୍ରାମର ଦୀପକ କୁମାର ନାଥ ଯାଜପୁର ଟାଉନ ଥାନା…