Latest Odisha News

BREAKING NEWS

Browsing Category

ଯାଜପୁର

Jajpur

ଯାଜପୁରରେ ଆଉଜଣେ କରୋନା ପଜିଟିଭ୍ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୭୬କୁ ବୃଦ୍ଧି

ଯାଜପୁର: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତ ଜଣକ ଯାଜପୁର ଜିଲ୍ଲାର ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି । ଆଜି ଗୋଟିଏ ଦିନରେ ଓଡ଼ିଶାରେ ୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।…

[ଦେଖନ୍ତୁ] ନିଆରା ଢଙ୍ଗରେ କରୋନା ସଚେତନତା ବାର୍ତ୍ତା ପ୍ରଦାନ କଲେ ଯାଜପୁର ଜିଲ୍ଲା ପ୍ରଶାସନିକ ଅଧିକାରୀ

ଯାଜପୁର: ଦେଖୁ ଦେଖୁ ଯାଜପୁର ବର୍ତ୍ତମାନ ରାଜ୍ୟର ସର୍ବାଧିକ ସଂକ୍ରମିତ ଜିଲ୍ଲା ହୋଇଛି। ଯାହା ଯାଜପୁର ଜିଲ୍ଲା ପ୍ରଶାସନ ପାଇଁ ନିହାତି ଏକ ଚିନ୍ତାର ପ୍ରସଙ୍ଗ । ତେବେ ଲୋକଙ୍କ ମଧ୍ୟରେ ସଚେତନତା ଆଣିବା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ଏହାର ପ୍ରୟାସ ଜାରି ରଖିଛି । କରୋନା ସମ୍ପର୍କିତ…

କରୋନା ଆତଙ୍କ: ବସ୍ ଯୋଗେ ସୁରଟରୁ ଯାଜପୁର ଫେରିଲେ ୧୦୫ ପ୍ରବାସୀ ଓଡ଼ିଆ

ଯାଜପୁର: ଆଜି ଯାଜପୁର ଫେରିଲେ ସୁରଟରୁ ପ୍ରବାସୀ ଓଡ଼ିଆ । ଗୁଜରାଟର ସୁରତରୁ ବସରେ ଯାଜପୁର ଜିଲ୍ଲାକୁ ଫେରିଛନ୍ତି ୧୦୫ଜଣ ପ୍ରବାସୀ ଓଡ଼ିଆ । ମିଳିଥିବା ସୂଚନାନୁଯାୟୀ,  ଆଜି ସକାଳେ ସେମାନେ ୨ଟି ବସରେ ଜିଲ୍ଲାର ପ୍ରବେଶ ପଥ ଛତିଆରେ ପହଁଚିବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସେଠାରେ…

ନୂଆ ୧୪ କରୋନା ପଜିଟିଭ୍‌ଙ୍କ ମଧ୍ୟରେ ଦୁଇ ଶିଶୁ, ସମସ୍ତଙ୍କର କୋଲକାତା ଲିଙ୍କ୍

ଭୁବନେଶ୍ୱର : ଗୁରୁବାର ଚିହ୍ନଟ ହୋଇଥିବା ୧୪ ଜଣଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ଶିଶୁ ଅଛନ୍ତି । ଉଭୟଙ୍କ ବୟସ ତିନି ବର୍ଷ ବୋଲି ଜଣାପଡିଛି ।ଏମାନେ ସମସ୍ତେ କଟିକଟା କଣ୍ଟେନମେଣ୍ଟ ଅଂଚଳର ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତଙ୍କର କୋଲକାତା ଲିଙ୍କ୍ ଥିବା…

ଯାଜପୁର ଜିଲ୍ଲାରେ ଆଉ ୧୪ କରୋନା ପଜିଟିଭ୍ ଚିହ୍ନଟ, ମୋଟ ସଂଖ୍ୟା ୧୪୨ରେ ପହଞ୍ଚିଲା

ଭୁବନେଶ୍ୱର : ଯାଜପୁର ଜିଲ୍ଲାରେ ଆଉ ୧୪ ଜଣ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ଏ ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏଥି ସହ ରାଜ୍ୟରେ ମୋଟ କରୋନା ପଜିଟିଭ୍ ରୋଗୀ ସଂଖ୍ୟା ୧୪୨ରେ ପହଞ୍ଚିଛି । ନୂଆ ୧୪ ରୋଗୀଙ୍କୁ ମିଶାଇ ଯାଜପୁର ଜିଲ୍ଲାରେ ରୋଗୀ…

ତିନି ନୂଆ କରୋନା ରୋଗୀଙ୍କ ରହିଛି କୋଲକାତା ଲିଙ୍କ୍‌

ଭୁବନେଶ୍ୱର : ଯାଜପୁରରୁ ଆଜି ଚିହ୍ନଟ ହୋଇଥିବା ତିନି କରୋନା ପଜିଟିଭ୍‌ଙ୍କ ରହିଛି କୋଲକାତା ଲିଙ୍କ୍ । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । First Health Update, 30th April 03 New Positive Cases in Jajpur 18 yrs Female & 56 yrs…

ଡାକ୍ତରଙ୍କୁ ଦୁର୍ବ୍ୟବହାର କରି ଗିରଫ ହେଲେ ଯୁବକ

ଯାଜପୁର: କରୋନା ସଙ୍କଟ ସମୟରେ ଡାକ୍ତରମାନଙ୍କୁ ଯୋଦ୍ଧାର ମାନ୍ୟତା ଦେଇଛନ୍ତି ରାଜ୍ୟ ସରକାର । ସେମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ମଧ୍ୟ ପ୍ରସ୍ତୁତ କରିଛନ୍ତି । ଏଭଳି ପରିସ୍ଥିତିରେ ଯାଜପୁର ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ଦୁର୍ବ୍ୟବହାର କରାଯାଇଛି । ମିଳିଥିବା…

କରୋନା କଟକଣା ମଧ୍ୟରେ ନିଆରା ବିବାହ: ବୈଦିକ ରୀତିନୀତିରେ ପଡିଲା ହାତଗଣ୍ଠି

ଯାଜପୁର: ମହାମାରୀ କରୋନା ଭୂତାଣୁର ମୁକାବିଲା ପାଇଁ ଏବେ ଲକଡାଉନରେ ସାରା ଦେଶ । ଗାଁ ଠୁ ସହର ସବୁଠି ଏବେ ତାଲାବନ୍ଦ । ଏଭଳି ଲକଡାଉନ୍ କଟକଣା ଭିତରେ ବୈଦିକ ରିତିନିତୀରେ ସମ୍ପର୍ଣ୍ଣ ହୋଇଛି ବାହାଘର । ମୁହଁରେ ମାସ୍କ ପିନ୍ଧି ବିବାହ ବନ୍ଧନରେ ବାନ୍ଧି ହେଇଛନ୍ତି ବର କନ୍ୟା । ଏଭଳି ଏକ…

ଯାଜପୁରରେ ଆରମ୍ଭ ହେଲା କଣ୍ଟେନମେଣ୍ଟ କଟକଣା

ଯାଜପୁର: ଯାଜପୁର ଜିଲ୍ଲାର ୫ଟି ବ୍ଲକ ଏବଂ ଯାଜପୁର ପୌରପାଳିକାରେ ଆଜି ଦିନ ୧୨ ଟାରୁ ଆରମ୍ଭ ହୋଇଛି କଣ୍ଟେନମେଣ୍ଟ କଟକଣା । କୋରୋନା ନିୟନ୍ତ୍ରଣ ପାଇଁ ରବିବାର ଦିନ ଏହି ଘୋଷଣା କରିଥିଲା ଜିଲ୍ଲା ପ୍ରଶାସନ । ଆଜି ସକାଳୁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଦୋକାନ ଗୁଡିକରେ…

୧୦୦ ଛୁଇଁଲା ଓଡିଶାରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା

ଭୁବନେଶ୍ୱର : ଯାଜପୁରରେ ଶନିବାର ୬ ଜଣ କରୋନା ପଜିଟିଭ ଚିହ୍ନଟ ହେବା ସହିତ ଓଡିଶାରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୧୦୦ ଛୁଇଁଛି । ଏଥି ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟରରେ ସୂଚନା ଦିଆଯାଇଛି । Health Update: 25th April, 2020 Six New Positive Cases in…