Latest Odisha News

BREAKING NEWS

Browsing Category

କଳାହାଣ୍ଡି

Kalahandi

ମାଆ ମାଣିକେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି

କଳାହାଣ୍ଡି: କଳାହାଣ୍ଡି ମାଆ ମାଣିକେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ କଳାହାଣ୍ଡି ମାଆ ମାଣିକେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ । ଜିଲ୍ଲାରେ ନୂଆଁଖାଇ ତିନିଟି ପର୍ଯ୍ୟାୟରେ ପାଳିତ ହୋଇଥାଏ । ସପ୍ତପୁରୀ ଅମାବାସ୍ୟାରେ ପ୍ରଥମ ପର୍ଯ୍ୟାୟରେ ବାହାଦୁରପଦର ଓ ପଥର୍ଲା, ପଞ୍ଚମୀ ତିଥିରେ…

ୟୁଜିସି ମାନ୍ୟତା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ସାମିଲ ହେଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ୟୁଜିସି ମାନ୍ୟତା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ସାମିଲ ହେଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟ । ୟୁଜିସି ଅଧିନିୟମ-୧୯୫୬, ଧାରା ୨ (ଏଫ୍) ଅନୁଯାୟୀ, ୟୁନିଭର୍ସିଟି ଗ୍ରାଣ୍ଟ କମିଶନ ବିଶ୍ୱବିଦ୍ୟାଳୟର ମାନ୍ୟତା ସେବା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି । ଏନେଇ…

ସାଂଘାତିକ ପ୍ରେମ ସଂପର୍କର ଜଘନ୍ୟ ପରିଣାମ, ବଳିପଡିଲେ ୨ ନବଜାତ ଶିଶୁ

କଳାହାଣ୍ଡି: ଆଜିର ଦିନରେ କେତେ ଶାଶ୍ୱତ ପ୍ରେମ ସଂପର୍କ ? କେତେ ପବିତ୍ର ପ୍ରେମର ସଂଜ୍ଞା ? ବୋଧ ହୁଏ ଏହି ପ୍ରଶ୍ନ ଆପଣଙ୍କ ମନକୁ ଆନ୍ଦୋଳିତ କରୁଥିବ । ହେଲେ କଳାହାଣ୍ଡି ଜିଲ୍ଲାରେ ସାମ୍ନାକୁ ଆସିଥିବା ଏକ ତ୍ରିକୋଣୀୟ ପ୍ରେମ କାହାଣୀ ବିଷୟରେ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ । ପ୍ରେମ…

ବୋଲେରୋ ଗାଡ଼ିରୁ ପ୍ୟାକେଟ୍ ପ୍ୟାକେଟ୍ ଗଞ୍ଜେଇ ଜବତ, ୩ ଗିରଫ

ଭବାନୀପାଟଣା: ଲକଡାଉନ୍ ବେଳେ ବଢ଼ିଛି ଗଞ୍ଜେଇ ଚୋରା ଚାଲାଣ । କଳାହାଣ୍ଡି ଜିଲ୍ଲାରୁ ବେଆଇନ ଗଞ୍ଜେଇ ଚାଲାଣ ବେଳେ ଧରିଲା କୋକସରା ପୋଲିସ । ଗତକାଲି ରାତିରେ ପେଟ୍ରୋଲିଂ ବେଳେ ଟେମରା ମଦଭାଟି ନିକଟରୁ ଏକ ବୋଲେରୋ ଗାଡ଼ିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ…

କୁକୁଡ଼ା ଖାଇବାକୁ ଆସି ଧରାପଡ଼ିଲା ୯ ଫୁଟର ଅଜଗର

ମାଲକାନଗିରି: କୁକୁଡା ଖାଇବାକୁ ଯାଇ ଧରାପଡ଼ିଲା ବିରାଟକାୟ ଅଜଗର । ମାଲକାନଗିରି ଜିଲ୍ଲା ସିଙ୍ଗରାଜକୋଣ୍ଡା ଗାଁରେ ଦେଖିବାକୁ ମିଳିଛି ଏକ ଘଟଣା । ଗାଁ କୋଷା ମାଢିଙ୍କିଙ୍କ ପୋଷା କୁକୁଡା ହଜି ଯାଇଯାଇଥିଲା । ଖୋଜାଖୋଜି ପରେ ସେ ପାଇ ନଥିଲେ । ଏତିକିବେଳେ କୁକୁଡା ଘର ଭିତରେ ପଶିଥିଲା ଅଜଗର ।…

ଭାଙ୍ଗିଲା ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲ ବନ୍ଧ, ୧୦ ଫୁଟର ଘାଇ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲାରେ ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲ ବନ୍ଧ ଭାଙ୍ଗିଯିବାରୁ ଘାଇ ସୃଷ୍ଟି ହେଇଛି । ଗତକାଲି ବିଳମ୍ବିତ ରାତିରେ କୋକସରା ବ୍ଲକ ମାଝିଗୁଡା ନିକଟରେ ୧୦ ଫୁଟରୁ ଅଧିକ ଘାଇ ସୃଷ୍ଟି ହେଇଛି । ପ୍ରଥମ ବର୍ଷର ଜଳ ନିଷ୍କାସନ ବେଳେ କେନାଲ ବନ୍ଧ ଭାଙ୍ଗି ଯାଇଛି । ଶହ ଶହ…

୧୦ ବର୍ଷର ଶିଶୁକୁ ଗୋଡାଇ ନିର୍ମମ ହତ୍ୟା

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଭଟାଗୁଡା ଗ୍ରାମରେ ଅଭାବନୀୟ ଘଟଣା । ଜଣେ ୧୦ ବର୍ଷର ଶିଶୁକୁ ଗୋଡାଇ ଗୋଡାଇ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏହି ଗ୍ରାମର ଘାସିରାମ ମାଝୀଙ୍କ ୧୦ ବର୍ଷର ପୁଅ ଅନିଲକୁ ସେହି ଗ୍ରାମର ଜୟସିଂ ଜାନୀ ନାମକ ଜଣେ…

ଭିଜିଲାନ୍ସ ଜାଲରେ ଭବାନୀପାଟଣା ପଲିଟେକନିକ୍ ଇଞ୍ଜିନିୟରିଂ ସ୍କୁଲ ଅଧ୍ୟକ୍ଷ

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ଭବାନୀପାଟଣା ପଲିଟେକନିକ୍ ଇଞ୍ଜିନିୟରିଂ ସ୍କୁଲ ଅଧ୍ୟକ୍ଷ । ତାଙ୍କ ନାଁ ସୂର୍ଯ୍ୟ ନାରାୟଣ ରଥ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ସୂର୍ଯ୍ୟନାରାୟଣଙ୍କର ଝାରସୁଗୁଡ଼ା ସ୍ଥିତ ବାସଭବନ ସମେତ ଏକକାଳୀନ 6ଟି ସ୍ଥାନରେ…

ଶାଢ଼ୀ ପ୍ୟାକେଟ୍ ଭିତରୁ ବାହାରିଲା ପୁଳା ପୁଳା ଗଞ୍ଜେଇ

ଭବାନୀପାଟଣା: ଗଞ୍ଜେଇ ଚୋରା ଚାଲାଣ ପାଇଁ କେତେ କଣ କାରସାଦି କରୁଛନ୍ତି ମାଫିଆ । କେତେବେଳେ ନଡିଆ କତା ବୋଝେଇ ଟ୍ରକରେ ତ କେବେ ପରିବା ବୋଝେଇ ଗାଡ଼ିରେ ଗଞ୍ଜେଇ ଚାଲାଣ କରୁଛନ୍ତି । ଏବେ ଶାଢ଼ୀ ପ୍ୟାକେଟ୍ ଭିତରେ ଗଞ୍ଜେଇ ଚାଲାଣ ବେଳେ ଧରିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ପୋଲିସ ।…

ରାସ୍ତାକଡ଼ରେ ଠିଆ ହୋଇଥିବା ବେଳେ ମାଡ଼ିଗଲା ଟ୍ରକ୍, ଜଣେ ମୃତ ଓ ୨ ଆହତ

ଭବାନୀପାଟଣା: ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ମୃତ୍ୟୁର ବାହକ ହୋଇ ଆସିଲା ଦ୍ରୁତଗାମୀ ଟ୍ରକ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛି । କଳାହାଣ୍ଡି ଜିଲ୍ଲା ଦେଇ ଯାଇଥିବା ୨୬ ନମ୍ୱର ଜାତୀୟ ରାଜପଥର କୋକସରା କେନାଲ ବ୍ରିଜ୍ ଉପରେ ଆଜି ସକାଳୁ ସକାଳୁ ଏହି…