Latest Odisha News

BREAKING NEWS

Browsing Category

କୋରାପୁଟ

Koraput

ଜିଓ ନେଟୱାର୍କ ସ୍ଥାପନା ପାଇଁ ୧୨ ଘଣ୍ଟିଆ ମାଛକୁଣ୍ଡ ବନ୍ଦ ଡାକରା

କୋରପୁଟ : ଜିଓ ମୋବାଇଲ ନେଟୱାର୍କ ସ୍ଥାପନ କରିବା ଦାବି ନେଇ ଆଜି ୧୨ ଘଣ୍ଟିଆ ମାଛକୁଣ୍ଡ ବନ୍ଦ ଡାକରା ଦିଆଯାଇଛି । କୋରପୁଟ ଜିଲ୍ଲା ମାଛକୁଣ୍ଡ ଅଞ୍ଚଳବାସୀ ଏହି ବନ୍ଦ ଡାକରା ଦେଇଛନ୍ତି ।ସକଳା ୬ ଟାରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ପାଳନ କରାଯାଉଛି । ଚିକେନପୁଟ, ବାଦିଗଡ, ଅନାକଡେଲ୍ଲୀ ଗ୍ରାମ…

ବିପୁଳ ପରିମାଣରେ ଗଞ୍ଜେଇ ଜବତ ,ଜଣେ ଗିରଫ

କୋରାପୁଟ : ବିପୁଳ ପରିମାଣର ଗଞ୍ଜେଇ ଜବତ । ଓଡିଶା ରାସ୍ତା ଦେଇ ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଛ କୁଣ୍ଡ ପୋଲିସ ହାତରେ ଧରାପଡିଛି ବିପୁଳ ପରିମାଣର ଗଞ୍ଜେଇ । ୩୭୨ ଗ୍ରାମ ଗଞ୍ଜେଇ ଗଞ୍ଜେଇ ଜବତ କରାଯାଇଛି । ପ୍ରାୟ ୧୬ ବସ୍ତା ଗଞ୍ଜେଇ ଜବତ କରାଯାଇଛି । ଏହି ଗଞ୍ଜେଇର…

କିରଣ୍ଡଲ-ବିଶାଖାପାଟଣା ଲୁହାପଥର ବୋଝେଇ ଟ୍ରେନ ଲାଇନଚ୍ୟୁତ

କୋରାପୁଟ: କୋରାପୁଟରେ ଲୁହାପଥର ବୋଝେଇ ଟ୍ରେନ ଲାଇନଚ୍ୟୁତ । ଆଜି ଭୋର ସକାଳୁ ୪ଟା ସମୟରେ କିରଣ୍ଡଲରୁ ବିଶାଖାପାଟଣା ଯାଉଥିବାବେଳେ ଲାଇନଚ୍ୟୁତ ହୋଇଛି । ଓଡ଼ିଶା ଛତିଶଗଡ଼ ବଡର ଭନସି ନିକଟରେ ଲାଇନଚ୍ୟୁତ ହୋଇଛି ମାଲବାହୀ ଟ୍ରେନ । ୫ଟି ବଗି ଲାଇନଚ୍ୟୁତ ହୋଇଛି । କିରଣ୍ଡଲଠାରୁ କୋରାପୁଟ…

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ,ପୋଲିସର ଛାନଭିନ୍ ଜାରି

କୋରାପୁଟ : ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବୋରିଗୁମ୍ମା ଥାନା ଅନ୍ତର୍ଗତ ପର୍ଲି-ଡାବୁଗୁଡା ରାସ୍ତା ପାଶ୍ୱର୍ରେ ଥିବା ଗଛରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳୁ କିଛି ପ୍ରତ୍ୟକ୍ଷ ଦର୍ଶୀ ମହିଳାଙ୍କ ମୃତଦେହ ଝୁଲୁଥିବା ଦେଖିଥିଲେ । ପରେ ବୋରିଗୁମ୍ମା ଥାନାକୁ…

କୋରାପୁଟରେ ଆରକ୍ଷୀ ଅଧିକାରୀଙ୍କ ଅଫିସ ଘେରାଉ କଲା କଂଗ୍ରେସ

କୋରାପୁଟ: ମମିତା ମେହେରଙ୍କୁ ନ୍ୟାୟ ଏବଂ କଂଗ୍ରେସ କାର୍ଯ୍ୟାଳୟ ମଧ୍ୟରେ ରାଜ୍ୟ ପୋଲିସ ପ୍ରବେଶ କରି କର୍ମୀଙ୍କୁ ମାଡ଼ ମାରିବା ଘଟଣାରେ କଂଗ୍ରେସ ଶେଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲା । କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ଶତାଧିକ କର୍ମୀ ମାଉସୀ ମା’ ମନ୍ଦିରରୁ ଏକ ଶୋଭାଯାତ୍ରାରେ…

କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତରେ ପୋଲିସ ଡିଜି ଅଭୟ

ଭୁବନେଶ୍ୱର: ଆଜି କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଗସ୍ତରେ ଯାଉଛନ୍ତି ପୋଲିସ ଡିଜି ଅଭୟ । ପ୍ରଥମେ ସେ ସୁନାବେଡ଼ାରେ ପହଞ୍ଚିବେ । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ପୋଲିସ ଷ୍ଟେସନର ସେ ଉଦଘାଟନ କରିବେ । ପରେ ମାଲକାନଗିରି ଜିଲ୍ଲା ଗସ୍ତରେ ଯିବେ ପୋଲିସ ଡିଜି। ମାଲକାନଗିରି ଜିଲ୍ଲାରେ…

ଧାରଣାକୁ ଓହ୍ଲାଇଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ

କୋରାପୁଟ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ନିଷ୍ପତ୍ତିକୁ ବିରୋଧ କରି ଧାରଣାକୁ ଓହ୍ଲାଇଛି ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ । ଜୟପୁରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷା ଧାରଣା ଦେଉଛି ଶିକ୍ଷକ ସଂଘ । ଏଥିରେ ଅଭିବକ୍ତ କୋରାପୁଟ ଜିଲ୍ଲାର ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ ସମସ୍ତ…

କୋରାପୁଟ ଟାଉନ ପୋଲିସ ପଞ୍ଝାରେ ୨ ଠକ

କୋରାପୁଟ : କୋରାପୁଟ ଟାଉନ ଥାନା ପୋଲିସ ପଞ୍ଝାରେ ଠକ । ଲୋକଙ୍କୁ ବିଭିନ୍ନ ସ୍କିମ ମାଧ୍ୟମରେ ଘରୋଇ ଉପକରଣ ଲୋଭ ଦେଖାଇ ଠକୁଥିଲେ ୨ ଜଣ ଯୁବକ। କୋରାପୁଟ ଟାଉନ ଥାନା ପୋଲିସ ଦୁଇଜଣ ଠକ ଯୁବକଙ୍କୁ କାବୁ କରିବା ସହ କୋର୍ଟ ଚାଲଣ କରିଛି। ୨ଟି ମୋବାଇଲ ୧୦ହଜାର ଟଙ୍କା ସହ କିଛି ଘରୋଇ ଉପକରଣ ଜବତ…

ଓମିକ୍ରନ୍ ଆତଙ୍କ : ଜୟପୁରରେ ଦକ୍ଷିଣ ଆଫ୍ରିକା ଫେରନ୍ତା ଗୋଟିଏ ପରିବାରରେ ୪ ପଜିଟିଭ୍ !

ଜୟପୁର : ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍ ଭ୍ୟାରିଆଣ୍ଟ ଆତଙ୍କ ଖେଳାଇବା ପରେ ଭାରତକୁ ମଧ୍ୟ ଘାରିଛି ଓମିକ୍ରନ୍ ଭୟ । ଏହା ମଧ୍ୟରେ ଦକ୍ଷିଣ ଆଫ୍ରିକାରୁ ରାଜସ୍ଥାନ ଜୟପୁର ଫେରିଛନ୍ତି ଗୋଟିଏ ପରିବାର । ଏମାନଙ୍କ ମଧ୍ୟରୁ ୪ଜଣ କରୋନା ପଜିଟିଭ ଥିବା ଜଣାପଡିଛି । ଦେଶରେ ଓମିକ୍ରନର ଦୁଇଟି…

ଆକାଶ ମହୁରିଆ ମୃତ୍ୟୁ ମାମଲା: ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ

ଜୟପୁର: ୨୦୧୭ରେ ସାମ୍ନାକୁ ଆସିଥିଲା ଆକାଶ ମହୁରିଆ ମୃତ୍ୟୁ ମାମଲା । ଏହି ଘଟଣାକୁ ନେଇ ସମଗ୍ର କୋରାପୁଟ୍ ଜିଲ୍ଲାରେ ହଟଚମଟ ସୃଷ୍ଟି ହୋଇଥିଲା । ଚର୍ଚ୍ଚା ହୋଇଥିଲା ହତ୍ୟାକୁ ଦୁର୍ଘଟଣାର ରୂପ ଦେଇଥିଲା ତତ୍କାଳୀନ ତଦନ୍ତକାରୀ ଟିମ୍ । ହେଲେ ଶେଷରେ ଆକାଶ ମୃତ୍ୟୁ ମାମଲାରେ ତଦନ୍ତର ଦିଗ ନୂଆ…