Latest Odisha News

BREAKING NEWS

Browsing Category

କୋରାପୁଟ

Koraput

ମାତିଛନ୍ତି ଲୁଟେରା , ମହିଳାଙ୍କ ଠାରୁ ଝାମ୍ପିନେଲେ ୫ ଲକ୍ଷ

କୋରାପୁଟ :  କୋଟପାଡ ସହରରେ ମାତିଛନ୍ତି ଲୁଟେରା । ଦିନି ଦ୍ୱିପ୍ରହରରେ ମହିଳାଙ୍କ ଠାରୁ ୫ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।ମହିଳା ଜଣକ ବହୁ ଚେଷ୍ଟା କରିବା ସତ୍ୱେ ମଧ୍ୟ ଲୁଟେରାଙ୍କ ହାତରୁ ଖସି ପାରିନଥିଲେ ।  ରାସ୍ତାରେ ପଡ଼ିଯାଇଥିବା ସମୟରେ ଲୁଟେରା ମାନେ ମହିଳାଙ୍କ ଟଙ୍କା…

ପୋଲିସ ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କଲେ ଦୁଇ ମହିଳା ମାଓବାଦୀ

କୋରାପୁଟ: ଆତ୍ମସମର୍ପଣ କଲେ ଦୁଇ ହାର୍ଡକୋର ମହିଳା ମାଓବାଦୀ । ଆଜି କୋରାପୁଟ ଗସ୍ତରେ ଥିବା ଡିଜିପିଙ୍କ ନିକଟରେ ଜଣେ ଏସିଏମ୍ କ୍ୟାଡର୍ ଓ ଅନ୍ୟ ଜଣେ ମିଲିଟାରି ଗ୍ରୁପ ସଦସ୍ୟା ଆତ୍ମସମର୍ପଣ କରିଛନ୍ତି । ଦୁର୍ଦ୍ଦାନ୍ତ ମାଓ ନେତ୍ରୀ ତଥା ଗୁମା ଏରିଆ କମିଟିର ସଦସ୍ୟା ଦେବା ପଡିଆମି ଓରଫ…

ପୋଲିସ ଡିଜିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ୨ ମହିଳା ମାଓବାଦୀ

କୋରାପୁଟ: ଲାଲବାହିନୀରୁ ତୁଟୁଛି ଭରସା । ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ । କୋରାପୁଟ ଜିଲ୍ଲାରେ ଆଜି ଦୁଇ ଜଣ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ପୋଲିସ ଡିଜି ଅଭୟ କୋରାପୁଟ ଗସ୍ତରେ ଯାଇଥିବା ବେଳେ ତାଙ୍କ ନିକଟରେ ସେମାନେ ଆତ୍ମସମର୍ପଣ କରିଛନ୍ତି । ପୋଲିସ ଡିଜି…

ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳନ

କୋରାପୁଟ : ଆଜି ହେଉଛି ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ । ଏହି ଦିବସର ଗୁରୁତ୍ୱକୁ ହୃଦୟବୋଧ କରି। ଏହାକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ଜୟପୁର ରକ୍ତ ଭଣ୍ଡାରର କର୍ମୀମାନେ। ଜୟପୁର ବ୍ଲଡ ବ୍ୟାଙ୍କ ଅଧିକାରୀ ସୂର୍ଯ୍ୟ ଶଙ୍କର ମିଶ୍ରଙ୍କ ନେତୃତ୍ୱରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ରାଲି…

ମୋବାଇଲ ଟର୍ଚ୍ଚ ଲାଇଟରେ ରୋଗୀ ଚିକିତ୍ସା କଲେ ନର୍ସ

କୋରାପୁଟ : ବିଜୁଳି କଟିଲେ ମୋବାଇଲ ଫୋନ୍ ଟର୍ଚ୍ଚ ଲାଇଟରେ ଚାଲୁଛି ଚିକିତ୍ସ। । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଶତ । କୌଣସି ଉପାନ୍ତ ଗ୍ରାମାଞ୍ଚଳରେ ନୁହେଁ । ଖୋଦ୍ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଡାକ୍ତରଖାନାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଗତ କାଲି ଝାଡା…

ବାତ୍ୟା ‘ଗୁଲାବ’ର ପ୍ରଭାବ, ଘାଟିରେ ଧସିଲା ପଥର

କୋରାପୁଟ: ବାତ୍ୟା ‘ଗୁଲାବ’ର ପ୍ରଭାବ । ସୁଙ୍କି-ରାଲେଗଡା ଘାଟିରେ ଘାଟିରେ ଧସିଲା ପଥର । ବାତ୍ୟା ଗୁଲାବ ପ୍ରଭାବରେ କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଳକରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଜିଲ୍ଲାର ସୁଙ୍କି ଓ ରାଲେଗଡ଼ା ଘାଟି ରାସ୍ତାରେ ପାହାଡ଼ ଧସି ଜାତୀୟ ରାଜପଥ ୨୬ରେ ଦୀର୍ଘ ୨୪ଘଣ୍ଟାରୁ…

୨୨ଲକ୍ଷ ଟଙ୍କାର ଗଂଜେଇ ଜବତ, ୪ ଗିରଫ

କୋରାପୁଟ: ପୁଣି ଜବତ ହେଇଛି ଗଞ୍ଜେଇ । ଚଢାଉ ବେଳେ ପ୍ରାୟ ୨୨ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି । କୋରାପୁଟ ଲମତାପୁଟ ନକଟରେ ଥିବା ସଗର ଛକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ଚାଲାଣ ବେଳେ ଖବରପାଇଁ ମାଛକୁଣ୍ଡ ପୁଲିସ ଅତର୍କିତ ଚଢାଇ କରିଥିଲା । ଆନ୍ଧ୍ର ସୀମାନ୍ତ ପାଡେର…

ଧସିଲା ମାଟି ଅତଡା,୨୬ ନମ୍ବର ଜାତୀୟ ରାଜପଥ ଅବରୋଧ

କୋରାପୁଟ: ଧସିଲା ମାଟି ଅତଡା,୨୬ ନମ୍ବର ଜାତୀୟ ରାଜପଥ ଅବରୋଧ । କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ସୁଙ୍କି ଘାଟିର ରାଲେଗଡ଼ା ଓ ସୁଙ୍କି ଗାଁରେ ଖସିଲା ମାଟି ଅତଡା । ମାଟି ଅତଡ଼ା ଖସି ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଛି ।ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ମଟର ଅଟକି ରହିଛି । ଯାତାୟତରେ…

କୋରାପୁଟ ଜିଲ୍ଲାରେ ପ୍ରଭାବ ଛାଡ଼ିଛି ବାତ୍ୟା ଗୁଲାବ

କୋରାପୁଟ: ଆନ୍ଧ୍ର-ଓଡ଼ିଶା ଉପକୂଳର କଳିଙ୍ଗପଟ୍ଟନମରେ ସ୍ଥଳଭାଗ ଛୁଇଁବା ପରେ ଦକ୍ଷିଣ ଓଡ଼ିଶା ଦେଇ ଓଡ଼ିଶା ଅତିକ୍ରମ କରିଛି ବାତ୍ୟା ଗୁଲାବ । କୋରାପୁଟ ଜିଲ୍ଲା ଦେଇ ଯିବା ବେଳେ ସାମାନ୍ୟ ପ୍ରଭାବ ଦେଖାଇଥିଲା ବାତ୍ୟା । କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି ।…

ସାରଙ୍କ ଲୁହା ରଡ ମାଡରେ ୫ ଛାତ୍ର ଗୁରୁତର

କୋରାପୁଟ : ଶିକ୍ଷକଙ୍କ ରଡ ମାଡରେ ୫ଜଣ ଛାତ୍ର ଗୁରୁତର । ଛାତ୍ରମାନେ ପାଠ ନବୁଝି ପାରିବାରୁ ନିର୍ଧୁମ ମାଡ ମାରିଲେ କୋଚିଂ ସେଣ୍ଟର ସାର୍ ।ଏଭଳି ଏକ ଗୁରୁତର ଅଭିଯୋଗ ଆସିଛି କୋରାପୁଟ ସଦର ଥାନା ଛାପର ନିକଟ ଏକ କୋଚିଂ ସେଣ୍ଟରରେ। ଦୀର୍ଘ ଦିନ ଧରି ଛାତ୍ର ଙ୍କୁ ଶିକ୍ଷକ ଜଣକ ୟୁଟୁବ୍ ଶିଖି ପାଠ…