Latest Odisha News

BREAKING NEWS

Browsing Category

ମାଲକାନଗିରି

Malkangiri

ଲାଲଗଡ଼ରେ ପୋଲିସ ଡିଜି: ମାଓ ମୁକାବିଲା ରଣନୀତିର ସମୀକ୍ଷା

ମାଲକାନଗିରି: ଲାଲଗଡ଼ରେ ପୋଲିସ ଡିଜି ଅଭୟ । ଦିନିକିଆ କୋରାପୁଟ ଓ ମାଲକାନଗିରି ଗସ୍ତରେ ଯାଇ ମାଓ ମୁକାବିଲା ରଣନୀତିର ସମୀକ୍ଷା କରିଛନ୍ତି ଡିଜିପି ଅଭୟ । ପ୍ରଥମେ ସେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା  ସ୍ୱାଭିମାନ ଅଞ୍ଚଳ ଘନବେଡ଼ାରେ ହୋଇଥିବା ନୂତନ ବିଏଏଫ୍ କ୍ୟାମ୍ପରେ ପହଞ୍ଚିଥିଲେ…

କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତରେ ପୋଲିସ ଡିଜି ଅଭୟ

ଭୁବନେଶ୍ୱର: ଆଜି କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଗସ୍ତରେ ଯାଉଛନ୍ତି ପୋଲିସ ଡିଜି ଅଭୟ । ପ୍ରଥମେ ସେ ସୁନାବେଡ଼ାରେ ପହଞ୍ଚିବେ । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ପୋଲିସ ଷ୍ଟେସନର ସେ ଉଦଘାଟନ କରିବେ । ପରେ ମାଲକାନଗିରି ଜିଲ୍ଲା ଗସ୍ତରେ ଯିବେ ପୋଲିସ ଡିଜି। ମାଲକାନଗିରି ଜିଲ୍ଲାରେ…

ସ୍ୱାଭିମାନ ଅଞ୍ଚଳରେ ନୂଆ ବିଏସଏଫ୍ କ୍ୟାମ୍ପ, ଲାଲବାହିନୀ ଉପରେ ରହିବ କଡ଼ା ନଜର

ମାଲକାନଗିରି: ଲାଲଗଡ଼ରେ ପଶୁଛି ସୁରକ୍ଷା ବାହିନୀ । ମାଲକାନଗିରିରେ ମାଓବାଦୀଙ୍କ ଗଡ଼ କୁହାଯାଉଥିବା ସ୍ୱାଭିମାନ ଅଞ୍ଚଳରେ କାୟା ବିସ୍ତାର କରୁଛି ସୁରକ୍ଷା ବାହିନୀ । ଚିତ୍ରକୋଣ୍ଡା ଜଳଭଣ୍ଡାର ଉପରେ ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ପୋଲିସ ପୁଣି ଦୁଇ ପାଦ ଆଗକୁ ଯାଇଛି । ସାତ ଦଶନ୍ଦି…

ଲାଲବାହିନୀର ଲଙ୍କାକାଣ୍ଡ: ଜାଳିଦେଲେ ୫ଟି ଗାଡ଼ି, ଜଣଙ୍କୁ ଅପହରଣ

ମାଲକାନଗିରି: ପୁଣି ମାତିଲେ ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାରେ ଲଙ୍କାକାଣ୍ଡ ଘଟାଇଛନ୍ତି । ପିପଲଖୁଟା ଗାଁ ନିକଟରେ ୫ରୁ ଅଧିକ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି ମାଓବାଦୀ । ଏହାପରେ ଠିକାକାମରେ ନିୟୋଜିତ ଜଣେ ସୁପରଭାଇଜରଙ୍କୁ ଅପହରଣ କରି ନେଇଥିବା ସୂଚନା…

[ଭିଡ଼ିଓ] କରୋନା ପ୍ରଭାବିତଙ୍କୁ ସାହା ‘ଅମୃତ’

ମାଲକାନଗିରି: କରୋନା ମହାମାରୀରେ ବହୁତ ଲୋକ ସର୍ବହରା ହୋଇପଡ଼ିଛନ୍ତି । କିଛି ପରିବାର ହରାଇଥିବା ବେଳେ କିଛି ବେରୋଜଗାରିଆ ପାଲଟି ଯାଇଛନ୍ତି । ଏବେ ବି ଲୋକଙ୍କ ଆର୍ଥିକ ସ୍ଥିତି ସୁଦୃଢ ହୋଇନି । ମାଲକାନଗିରି ଜିଲ୍ଲାର ସେହିଭଳି କିଛି ଗରିବ ଲୋକଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ଆନନ୍ଦମାର୍ଗ…

ସହିଦ ସପ୍ତାହରେ ଲାଗିଲା ମାଓ ପୋଷ୍ଟର, ଯବାନଙ୍କ ଜୋରଦାର କୁମ୍ବିଂ ଅପରେସନ୍

ମାଲକାନଗିରି: ମାଓବାଦିଙ୍କ ସହିଦ ସପ୍ତାହର ତୃତୀୟ ଦିନରେ ସ୍ୱାଭିମାନ ଅଚଂଳରେ ଦେଖିବାକୁ ମିଳିଲା ମାଓ ପୋଷ୍ଟର । ଡିସେମ୍ବର ୨ ତାରିଖ ଠାରୁ ୮ ତାରିଖ ପର‌୍ୟ୍ୟନ୍ତ ପିଏଲଜିଏ ସପ୍ତାହକୁ ପାଳନ କରିବା ଲାଗି ମାଓବାଦୀମାନେ ପୋଷ୍ଟର ମାଧ୍ୟମରେ ଆହ୍ୱାନ ଦେଇଛନ୍ତି । ଚିତ୍ରକୋଣ୍ଡା ବ୍ଲକ…

ପୋଲିସ କ୍ୟାମ୍ପରେ ଯବାନଙ୍କ ଆତ୍ମହତ୍ୟା

ମାଲକାନଗିରି: ଯବାନଙ୍କ ଆତ୍ମହତ୍ୟା । ମାଲକାନଗିରି ଜିଲ୍ଲା ପୋଟେରୁ ପୋଲିସ କ୍ୟାମ୍ପରେ ଜଣେ ଯବାନଙ୍କ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ ଯବାନ ଜଣକ ହେଲେ ଓଏସଏପି ଚତୁର୍ଥ ଏସଏସ ବାଟାଲିଆନର ଯବାନ ଦୁର୍ଯ୍ୟୋଧନ ମାଝୀ । ନିଜ ସର୍ଭିସ ରାଇଫଲରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି ।…

[ଭିଡ଼ିଓ]ଘୋଡ଼ାରେ ଚଢ଼ି ସ୍ୱାଭିମାନ ଅଞ୍ଚଳ ବୁଲି ଦେଖିଲେ ପଞ୍ଚାୟତରାଜ ଉପସଚିବ ଓ ପ୍ରକଳ୍ପ ନିର୍ଦ୍ଦେଶକ

ମାଲକାନଗିରି: ଘୋଡ଼ାରେ ଚଢ଼ି ସ୍ୱାଭିମାନ ଅଞ୍ଚଳର ଉନ୍ନୟନ କାର୍ଯ୍ୟ ଦେଖିଲେ ପଞ୍ଚାୟତରାଜ ଉପସଚିବ ତ୍ରିଲୋଚନ ମହାନ୍ତି ଓ ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ । ତାଙ୍କ ସହ ଚିତ୍ରକୋଣ୍ଡା ବିଡ଼ିଓ ରାହୁଲ ମଣ୍ଡଳ, ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗ, ଚିତ୍ରକୋଣ୍ଡା ଏସଡ଼ିପିଓ…

ମାଲକାନଗିରି ଏମଭି ୭ନମ୍ବର ଗ୍ରାମରେ ଭାଲୁ ଆତଙ୍କ

ମାଲକାନଗିରି: ପୁଣି ଭାଲୁ ଆତଙ୍କ । ମାଲକାନଗିରି ଜିଲ୍ଲା ତମସା ପଞ୍ଚାୟତ ଏମ ଭି-୭ନମ୍ବର ଗ୍ରାମରେ ଦୁଇଟି ଜଙ୍ଗଲୀ ଭାଲୁ ଆତଙ୍କ ଖେଳାଇଛନ୍ତି । ନିକଟସ୍ଥ ଜଙ୍ଗଲରୁ ଦୁଇଟି ଜଙ୍ଗଲୀ ଭାଲୁ ଗ୍ରାମରେ ପଶି ଅନେକ ଲୋକଙ୍କ ଘର ଘର କାନ୍ଥ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି ।…

[ଭିଡିଓ] ଡାକ୍ତରଖାନା ଭିତରେ ଭାଲୁ ଆତଙ୍କ

ମାଲକାନଗିରି : ଡାକ୍ତରଖାନା ଭିତରେ ଭାଲୁ ଆତଙ୍କ । ମାଲକାନଗିରି ଜିଲ୍ଲା ମାଥେଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭିତରେ ଭାଲୁ ପଶିଥିବା ଦେଖିବାକୁ ମିଳିଛି । ରାତି ୯ ଟା ପାଖାପାଖି ସମୟ ହେବ ଦୁଇଟି ଭାଲୁ ୩୨୬ ନମ୍ବର ଜାତୀୟ ରାଜପଥ ଡେଇଁ ଡାକ୍ତରଖାନା ଭିତରେ ପ୍ରବେଶ କରୁଥିବା ବେଳେ , ବେଶେ…