Latest Odisha News

BREAKING NEWS

Browsing Category

ନବରଙ୍ଗପୁର

Nabarangpur

ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ

ନବରଙ୍ଗପୁର: ଶଙ୍ଖ ଧରିଛନ୍ତି ପ୍ରଦୀପ ମାଝୀ । ସମର୍ଥକଙ୍କ ସହ ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ । ଧରାଶାୟୀ ବିରୋଧୀ, ଆହୁରି ଶକ୍ତିଶାଳୀ ହେଉଛି ବିଜେଡି । ପୂର୍ବତନ କଂଗ୍ରେସ ସାଂସଦ ଆଦି ବିଜେଡିରେ ଯୋଗ ଦେଇଛନ୍ତି । ଏକ ବିରାଟ ରାଲିରେ ସମର୍ଥକଙ୍କ ସହ ଆସିବା ସହ…

ଗଛରେ ପିଟିହେଲା ସ୍କର୍ପିଓ: ଜଣେ ମୃତ, ୭ରୁ ଅଧିକ ଆହତ

ନବରଙ୍ଗପୁର: ଭାରସାମ୍ୟ ହରାଇ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଆଜି ଭୋରରୁ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ବାବାଜିଗୁଡ଼ା ନିକଟରେ ଏହି…

ପରୀକ୍ଷା ଦେଇ ମାର୍କଲିଷ୍ଟରେ ନାଁ ନାହିଁ : ତେଜୁଛି ଛାତ୍ର ଅଶାନ୍ତି

ନବରଙ୍ଗପୁର : ପ୍ରାକ୍ଟିକାଲ ପରୀକ୍ଷାକୁ ନେଇ ପୁଣି ଛାତ୍ରଛାତ୍ରୀ ଅଶାନ୍ତି। ପ୍ରାକ୍ଟିକାଲ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ କିନ୍ତୁ ମାର୍କ ଲିଷ୍ଟରେ ପ୍ରାକ୍ଟିକାଲ ପରୀକ୍ଷାରେ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବା ଲେଖାହୋଇଛିା ଏଭଳି ଅଭିଯୋଗ ଆଣିଛନ୍ତି ନବରଙ୍ଗପୁର ମଡେଲ ଡିଗ୍ରୀ କଲେଜର…

ସରକାରୀ ଟଙ୍କା ଆତ୍ମସାତ୍ ଅଭିଯୋଗରେ କେସିଅରଙ୍କୁ ଗିରଫ କଲା ପୋଲିସ୍

ନବରଙ୍ଗପୁର: ନବରଙ୍ଗପୁର ଡାବୁଗାଁ ତହସିଲଦାର ଅଫିସର କିରାଣୀ ଚନ୍ଦନା ମଣ୍ଡଳଙ୍କୁ ଗିରଫ କରିଛି ପୋଲିସ୍। ୧କୋଟି ୪୫ଲକ୍ଷ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଥିଲା। ଛତିଶଗଡ଼ ରାଜ୍ୟର ସୁକୁମା ଜିଲ୍ଲାରୁ ଗିରଫ କରି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁଯାୟୀ, ଡାବୁଗାଁ ତହସିଲ…

ଚୋରାଚାଲାଣ ବେଳେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

ନବରଙ୍ଗପୁର: ପୁଣି ଚୋରାଚାଲାଣ ବେଳେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ୪ଜଣ ଚୋରାଚାଲାଣକାରୀଙ୍କୁ ଗିରଫ କରିଛି ନବରଙ୍ଗପୁର ରେଞ୍ଜ ବନବିଭଗ । ଗିରଫ ୪ ଅଭିଯୁକ୍ତ ହେଲେ ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳଗୁମ୍ମା ଗାଁର ବୃନ୍ଦାବନ ପୂଜାରୀ, ଚିତ୍ରକୋଟ ଗାଁର ଲୁଥର ଟାକରି, ରାୟଗଡା ଜିଲ୍ଲା ଲୁପୁଙ୍ଗ…

[ଭିଡିଓ] ଜନ୍ମ ହେଲା ଅଦ୍ଭୁତ ବାଛୁରୀ, ଲୋକେ କହିଲେ ମା’ ଦୁର୍ଗାଙ୍କ ଅବତାର

ନବରଙ୍ଗପୁର: ବିଶ୍ୱାସ, ଅବିଶ୍ୱାସ ଓ ବେଳେବେଳେ ଅନ୍ଧବିଶ୍ୱାସ ଆଧାରରେ ମଣିଷର ଆସ୍ଥା ରହିବା କିଛି ନୂଆ କଥା ନୁହେଁ । କେତେବେଳେ କେଉଁ ଆଧାରରେ ମଣିଷ ଧର୍ମ ଓ ସଂସ୍କୃତିକୁ ଜାବୁଡି ଧରେ ସେ କଥା ଆକଳନ କରିବା କାଠିକର ପାଠ । ନବରଙ୍ଗପୁର ଜିଲ୍ଲାରେ ନବରାତ୍ରୀରେ ଦୁଇଟି ମୁଣ୍ଡ ଓ ତିନୋଟି ଆଖି…

ବାଘ ଆକ୍ରମଣରେ ୬ ବର୍ଷୀୟ ନାବାଳକର ମୃତ୍ୟୁ

ନବରଙ୍ଗପୁର: ରାଇଘର ତୁରୁଡିହି ଗାଁରେ ବାଘ ଆତଙ୍କ । ବାଘ ଆକ୍ରମଣରେ ଜଣେ ୬ ବର୍ଷୀୟ ନାବାଳକର ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ମୃତ ବାଳକ ଜଣକ ଅମିତ ମର୍କାମ ବୋଲି ଜଣାପଡିଛି । ନିଜ ପରିବାର ସହ ଅମିତ ଛତିଶଗଡର ଶିହୱା ଶୀତଳ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ସେହି…

ମାଆକୁ ମହଙ୍ଗା ପଡିଲା ପୁଅ ପ୍ରତି ଅନାବିଳ ପ୍ରେମ, ଅବହେଳାରେ ଚାଲିଗଲା ନୀରିହ ଜୀବନ

ଉମରକୋଟ: ସାମାନ୍ୟ ପେନ୍‌ସନ ଟଙ୍କା ପାଇଁ ବଳିପଡିଲେ ବିଧବା ବୃଦ୍ଧା । ବଡ ପୁଅର ମୃତ୍ୟୁ ପରେ ବୋହୁର ନିର୍ଯାତନା ଓ ଅବହେଳାରେ ପ୍ରାଣ ହରାଇଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଂଚଳର କୁସୁମ ନାୟକ । ଉମରକୋଟ ଶିବାଜୀ ନଗରରେ ଉଦ୍ଧାର ହୋଇଛି କୁସୁମ ନାୟକ ନାମକ ଜଣେ ବିଧବା ବୃଦ୍ଧାଙ୍କ ଗଳିତ…

ମହିଳାଙ୍କ ଅଜବ ଜିଦ୍ , ଘଞ୍ଚ ଜଙ୍ଗଲରେ ତପସ୍ୟା ମଗ୍ନ

ପାପଡାହାଣ୍ଡି : ମହିଳାଙ୍କ ଅଜବ କାରନାମା । ବିନା ଖାଇବା ପିଇବାରେ ଜଙ୍ଗଲରେ ବସିଛନ୍ତି । ମୁଠାଏ ଦାନା ବି ନେଉନାହାନ୍ତି । ମନରେ ଗୋଟିଏ ନିଶା ପରମବ୍ରହ୍ମଙ୍କୁ ପ୍ରାପ୍ତ କରିବାକୁ କରୁଛନ୍ତି ତପସ୍ୟା । ଏହି ଦୃଶ୍ୟ ଦେଖିବାକୁ ମିଳିଛି ପାପଡାହାଣ୍ଡି ଢାମଣାପଦର ବାହାଲି ଜଙ୍ଗଲରେ । ମହିଳା ଜଣକ…

ମାଆ ଭଣ୍ଡାରଘରଣୀଙ୍କ ପୀଠରେ ନବରାତ୍ରୀ ପୂଜା

ନବରଙ୍ଗପୁର : ମାଆ ଭଣ୍ଡାରଘରଣୀଙ୍କ ପୀଠରେ ଆରମ୍ଭ ହେଲା ଶାରଦୀୟ ନବରାତ୍ରୀ ପୂଜା । ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ଭଣ୍ଡାରଘରଣୀଙ୍କ ପୀଠରେ ଶାରଦୀୟ ନବରାତ୍ରୀ ପୂଜା ଆରମ୍ଭ ହୋଇଛି । ଆଜି ଠାରୁ ଏହି ନବଦିନାତ୍ମକ ଦଶହରା ଉତ୍ସବ ଆରମ୍ଭ ହୋଇ ବିଜୟ ଦଶମୀରେ ଶେଷ ହେବ । ଶାରଦୀୟ ଦଶହରା…