Latest Odisha News

BREAKING NEWS

Browsing Category

ନବରଙ୍ଗପୁର

Nabarangpur

ବନ ବିଭାଗ ହାତରେ ଧରାପଡିଲା ଜଙ୍ଗଲୀ ଭାଲୁ

ନବରଙ୍ଗପୁର: ୫ଜଣ ବନ ଅଧିକାରୀଙ୍କ ମିଳିତ ଟିମ ଏକ ଜଙ୍ଗଲୀ ଭାଲୁକୁ ଧରିବାରେ ସଫଳ ହୋଇଛନ୍ତି । ଭାଲୁଟି ନବରଙ୍ଗପୁର ଜିଲ୍ଲାର ଦହଣା ଓ ଅନ୍ତସରା ଗ୍ରାମବାସୀଙ୍କୁ ହଇରାଣ କରୁଥିଲା । ବିଭାଗୀୟ ବନ ଅଧିକାରୀ(ଡିଏଫଓ)ଙ୍କ ଦ୍ୱାରା ଗଠିତ ଟିମ୍ ଗତ ୪ଦିନ ଧରି ଭାଲୁକୁ ଧରିବାକୁ ଚେଷ୍ଟା କରୁଥିଲେ ।…

ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଆରଟିଓ

ନବରଙ୍ଗପୁର: ଶୁକ୍ରବାର ଦିନ ନବରଙ୍ଗପୁର ଆଂଚଳିକ ପରିବହନ ଅଧିକାରୀ ଗଣେଶ୍ୱର କହଁରଙ୍କ କାର୍ଯ୍ୟାଳୟ ଓ ଘରେ ଏକକାଳନୀ ଚଢ଼ଉ କରିଛି ଭିଜିଲାନ୍ସ । ତାଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଥିଲା । ତାଙ୍କ ନବରଙ୍ଗପୁରର ଭଡା ଘର ଓ କାର୍ଯ୍ୟାଳୟରେ, ଭୁବନେଶ୍ୱର, ଫୁଲବାଣୀ ଓ…

ଗୃହ ନିର୍ମାଣ ପାଇଁ ଶ୍ରମିକ ସାଜିଲେ ବିଡିଓ

ନବରଙ୍ଗପୁର: ଶ୍ରମିକ ସାଜିଲେ ବିଡିଓ । ଗୃହ ନିର୍ମାଣ ପାଇଁ ହାତରେ ଧରିଲେ କୋଡି କୋଦାଳ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ସମ୍ପୂର୍ଣ୍ଣ କରିବା ପାଇଁ ନଜେ ଶ୍ରମିକ ସାଜିଲେ ଚନ୍ଦାହାଣ୍ଡି ବିଡିଓ ଧର୍ମରାଜ ମାଝୀ । ନବରଙ୍ଗପୁର ଜିଲ୍ଲାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଏକ ଗୃହ ନିର୍ମାଣ…