Latest Odisha News

BREAKING NEWS

Browsing Category

ନବରଙ୍ଗପୁର

Nabarangpur

ରୋଜଗାରିଆ ପୁଅର ହାତଗୋଡରେ ପଡିଛି ବେଡି, ପରିବାର କଥା ବୁଝିବ କିଏ …

ନବରଙ୍ଗପୁର: ଭୋକ ହେଲେ ଖାଉଛି ନହେଲେ ନାହିଁ । ଖାଲିଟାରେ ଆକାଶକୁ ଚାହିଁ ବସୁଛି ତ ବସୁଛି । ଯାହାକୁ ଦେଖୁଛି ମାରିବାକୁ ଗୋଡଉଛି । ଗାଁରେ ଅନେକ ଲୋକଙ୍କୁ ଟେକା ପଥର ମାରି ଲହୁଲୁହାଣ ବି କରି ସାରିଲାଣି । ଏସବୁ ଦେଖି ବାପା ବା ଆଉ କେତେ ସହିଥାନ୍ତେ । ଶେଷରେ ଉପାୟ ନପାଇ ପୁଅର ହାତଗୋଡରେ…

ମାତିଲେ ଚୋରଦଳ; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଚୋରେଇ ନେଲେ ବୈଦ୍ୟୁତିକ ସାମଗ୍ରୀ

ନବରଙ୍ଗପୁର: ଜିଲ୍ଲାରେ ଚୋରଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚୋରି ହୋଇଥିବା ଅଭିଯୋଗ ଆସିଛି। ସୂଚନା ଅନୁସାରେ ରବିବାର ରାତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନିର୍ବାଚନ ଉପ ବିଭାଗ କକ୍ଷ ଏବଂ ଡେପୁଟି କଲକ୍ଟରଙ୍କ କକ୍ଷରୁ ଚୋରି ହୋଇଥିବା ଅଭିଯୋଗ…

ଦାନ ମାଝୀ ଘଟଣାର ପୁନରାବୃତ୍ତି; କାନ୍ଧରେ ୮ କି.ମି ଶବ ବୋହିଲେ ପରିବାର

ନବରଙ୍ଗପୁର: ଆଜି ସମଗ୍ର ଦେଶରେ ଦଶହରାର ମାହୋଲ ଦେଖାଯାଇଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ନବରଙ୍ଗପୁର ଶରଧାପୁର ଗ୍ରାମରେ ଦାନ ମାଝୀ ଘଟଣାର ପୁନରାବୃତ୍ତି। ଶବ ଦାହ ଗାଡ଼ି ନମିଳିବାରୁ କାନ୍ଧରେ ୮ କି.ମି ଶବ ବୋହିଲେ ପରିବାର ଲୋକ। ସୂଚନା ଅନୁସାରେ…

ତ୍ରିପୁରା ସୁନ୍ଦରୀ ବେଶରେ ମା’ ସୁରେଶ୍ୱରୀ

https://youtu.be/3cMe7tMVFUY ନବରଙ୍ଗପୁର: ଆଜି ଆଶ୍ୱୀନ ତୃତୀୟା ତିଥି । ସୁବର୍ଣ୍ଣପୁରର ଅଧିଷ୍ଟାତ୍ରୀ ଦେବୀ ମା’ ସୁରେଶ୍ୱରୀ ଆଜି ଷୋଡ଼ଶୀ(ତ୍ରିପୁରା ସୁନ୍ଦରୀ) ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି । ଗତ କାଲି ତାରା ବେଶରେ ଦର୍ଶନ ଦେଇଥିବା ବେଳେ ଆଜି ତ୍ରିପୁରା…

ନବରାତ୍ରୀ ୨୦୨୩: ମା’ଙ୍କ ଆଗମନ ପାଇଁ ଶେଷ ପର୍ଯ୍ୟାୟରେ ପୂଜା ପ୍ରସ୍ତୁତି

ନବରଙ୍ଗପୁର: ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ହେବ ମା'ଙ୍କ ଆଗମନ । ମା'ଙ୍କ ଧରବତାରଣ ପୂର୍ବରୁ ବଧୁ ବେଶ ରେ ସଜେଇ ହେଉଛି ପୃଥିବୀ । କାଶତାଣ୍ଡି ଫୁଲର ଧବଳ ଚାଦର ସହିତ ପଦ୍ମ ଓ କଇଁ ଫୁଲର ଅପାର ସମ୍ଭାରରେ ମହି ଆଚ୍ଛାଦିତ ହୋଇ ମା'ଙ୍କୁ ସ୍ୱାଗତ ଜଣାଉଛି ।   ଅନ୍ୟପକ୍ଷରେ ନବରଙ୍ଗପୁର…

ପରଲୋକରେ ବାପା, ତିନି ଶିଶୁଙ୍କୁ ଅନାଥ କରି ପର ପୁରୁଷ ସହ ଚାଲିଗଲା ନିର୍ଦ୍ଦୟୀ ମାଆ

ନବରଙ୍ଗପୁର: ପୁଅ ଝିଅ ଙ୍କୁ ପାଠ ପଢାଇ ଭଲ ମଣିଷ କରିବା ପାଇଁ ସ୍ୱାମୀ - ସ୍ତ୍ରୀ ଦୁହେଁ ଦିନରାତି ଏକ କରିଦେଇଥିଲେ l କିନ୍ତୁ ଦଇବ ସାଜିଲା ଦାଉ । ଗତ ୬ ବର୍ଷ ତଳେ ଅଫେରା ରାଇଜକୁ ଚାଲିଗଲେ ବାପା । ସ୍ଵାମୀଙ୍କ ମୃତ୍ୟୁ ପରେ ମାଁ ପଦ୍ମିନୀ ପରିବାର ବୋଝ ସମ୍ଭାଳି ଥିଲେ l ତେବେ, ବିଧିର ବିଧାନ…

ଶେଷ ଇଛା ପୂରଣ କଲା ନବରଙ୍ଗପୁରର ଝିଅ ରେଶମା , ବାପାଙ୍କୁ ଦେଲା ମୁଖାଗ୍ନି

ନବରଙ୍ଗପୁର: ଝିଅ ନୁହଁ ତୁ ମୋ ପୁଅ । ମୋ ମୃତ୍ୟୁ ପରେ ତୁ ଦେବୁ ମୋତେ ମୁଖାଗ୍ନି । ବାପାଙ୍କର ଶେଷ ଇଚ୍ଛା ଥିଲା ତାଙ୍କ ଶବକୁ ଝିଅ ମୁଖାଗ୍ନି ଦେବ  । ଆଉ ବାପାଙ୍କ ଶେଷ ଇଚ୍ଛାକୁ ପୂରା କରିବାକୁ ଯାଇ ଶବକୁ ମୁଖାଗ୍ନି ଦେଇଛି ଝିଅ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର…

ନବରଙ୍ଗପୁରରେ ୨୪ଘଣ୍ଟିଆ ବସ୍ ଧର୍ମଘଟ, ଯାତ୍ରୀ ହନ୍ତସନ୍ତ

ନବରଙ୍ଗପୁର:  ବିନା ଆଲୋଚନା ରେ ସରକାର ଙ୍କ ଦ୍ଵାରା ଲକ୍ଷ୍ମୀ ଯୋଜନା କାର୍ଯ୍ୟକାରିତା ପ୍ରତିବାଦରେ ନବରଙ୍ଗପୁର ଜିଲ୍ଲା ଘରୋଇ ବସ ମାଲିକ ସଂଘ ପକ୍ଷରୁ  ୨୪ ଘଣ୍ଟିଆ ଘରୋଇ ବସ ଚଳାଚଳ ବନ୍ଦ କରାଯାଇଛି । ଆଜି ଜିଲ୍ଲାରେ ୧୨୦ ଟି ବସ ଚଳାଚଳ ବନ୍ଦ ରହିଛି। ଆଜି ସକାଳ ୬ଟାରୁ  ଆସନ୍ତାକାଲି…

ସରିଲା ଅବଧି,କିନ୍ତୁ ଶେଷ ହୋଇପାରିଲାନି ରାସ୍ତା କାମ, ସମସ୍ୟା ଘେରରେ ୪ ପଞ୍ଚାୟତବାସୀ

ନବରଙ୍ଗପୁର: ଗାଁକୁ ନାହିଁ ରାସ୍ତା । ସରିଛି ଅବଧି କିନ୍ତୁ ସରିପାରିଲାନି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା । ରାସ୍ତା ନଥିବାରୁ ନାହିଁ ନାଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ୪ ପଞ୍ଚାୟତବାସୀ । ଜମି ହୁଡ଼ା ଦେଇ କରୁଛନ୍ତି ଯାତାୟାତ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର…

ସୈତାନ ପ୍ରେମିକ: ପ୍ରେମିକାକୁ ହତ୍ୟା କରି କୂଅରେ ଫୋପାଡିଲା,ଗିରଫ ପରେ ସିନ୍ ରିକ୍ରିଏସନ କଲା ପୁଲିସ

ଉମରକୋଟ: କୁହାଯାଏ ପ୍ରେମ ଶାଶ୍ବତ ଓ ଚିରନ୍ତର  । ପ୍ରେମ ପାଇଁ କିଏ ନିଜ ଜୀବନକୁ ଉତ୍ସର୍ଗୀକୃତ କରୁଛି ତ କିଏ ସାତ ଦରିଆ ପାର କରୁଛି  । ମାତ୍ର ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଖୁଟୁଗାଁ ଗାଁରେ ଘଟିଛି  ଏକ ଲଜ୍ଜାଜନକ ଘଟଣା  । ପିଶାଚ ସାଜିଛି ପ୍ରେମିକ  । ପ୍ରଥମେ ପ୍ରେମ ତା ପରେ…