Latest Odisha News

BREAKING NEWS

Browsing Category

ନବରଙ୍ଗପୁର

Nabarangpur

ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ୩ ଯୁବତୀ: ମୃତ୍ୟୁର କାରଣ ଅସ୍ପଷ୍ଟ

ନବରଙ୍ଗପୁର : ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ୩ ଯୁବତୀଙ୍କ ମିଳିଲା ପରିଚୟ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ତୋହରା ଗାଁରୁ ୩ ଜଣ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକମାନେ ହେଲେ ଗାଁର ହେମଲତା ଗୌଡ଼, କୌଶଲ୍ୟା ମାଝୀ ଓ ଫୁଲମତି ମାଝୀ । ଏକାବେଳକେ ଏମାନେ କେଉଁ…

ହତ୍ୟାକାଣ୍ଡ ମାମଲାର ରାୟ ଶୁଣାଣି: ବାପ ଓ ତିନି ପୁଅଙ୍କୁ ଆଜୀବନ କାରାଦଣ୍ଡ

ନବରଙ୍ଗପୁର :ହତ୍ୟାକାଣ୍ଡ ମମାଲାର ଶୁଣାଣି । ଐତିହାସିକ ରାୟ ଶୁଣାଇଲେ ନବରଙ୍ଗପୁର ଜିଲ୍ଲା ଦୌରାଜଜ୍ । ଏକ ହତ୍ୟାକାଣ୍ଡ ମାମଲାରୁ ରାୟ ଶୁଣାଣି କରି ବାପା ଓ ତିନି ପୁଅଙ୍କୁ ଆଜୀବନ କାରାଦଣ୍ଡାଦେଶ ରାୟ ଶୁଣାଇଛନ୍ତି ଜିଲ୍ଲା ଦୌରା ଜଜ୍ । ୨୨ ଜଣ ସାକ୍ଷ ପ୍ରମାଣକୁ ଭିତ୍ତ କରି ନବରଙ୍ଗପପୁର…

ଭୋଟିଂ ମେସିନରେ ବ୍ୟାପକ ତ୍ରୁଟି: ଆଜି ଉମରକୋଟରେ ୧୦ଟାରୁ ୪ଟା ଯାଏ ପୁନଃ ମତଦାନ

ନବରଙ୍ଗପୁର: ଅଧ୍ୟକ୍ଷ ପଦବି ପାଇଁ ଭୋଟିଂ ମେସିନ୍ ରେ ତ୍ରୁଟି  ।  ଫଳରେ ଆଜି ଉମରକୋଟ ପୌରାଂଚଳର  ୧୪ ନମ୍ବର ବୁଥରେ ୧୦ଟାରୁ ୪ଟା ଯାଏ ହେବ ‌ଭୋଟ ଗ୍ରହଣ କରାଯିବ  । ଦୀର୍ଘ ମାସେ ଧରି ଉମରକୋଟ ପୌରାଂଚଳର ନିର୍ବାଚନ ଯେମିତି ସଫଳତାର ସହ ସମ୍ପନ୍ନ ହେବ ସେଥିପାଇଁ ପ୍ରଶାସନର ସମସ୍ତ…

[ଭିଡିଓ] ପରକୀୟା ପ୍ରୀତିକୁ ନେଇ ଅମାନୁଷିକ ନିର୍ଯାତନା: ତାଲିବାନୀ ଷ୍ଟାଇଲରେ ପ୍ରେମିକଙ୍କୁ ଦଣ୍ଡ ଦେଲେ ଗ୍ରାମବାସୀ

ନବରଙ୍ଗପୁର: ଯୁବକଙ୍କୁ ମହଙ୍ଗା ପଡ଼ିଲା ରାତି ଅଧରେ ବିବାହିତା ପ୍ରେମିକାକୁ ଦେଖାକରିବା । ପରକୀୟା ପ୍ରୀତି ଧରାପଡ଼ିବା ପରେ ପ୍ରେମିକକୁ ବାନ୍ଧିଲେ ଗ୍ରାମବାସୀ । ନିସ୍ତୁକ ମାଡ଼ ମାରିବା ସହ ପ୍ରେମିକ ଉଲଗ୍ନ କରି ଯୌନାଙ୍ଗରେ ନିଆଁ ଚେଙ୍କ ଦେଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର…

ନବରଙ୍ଗପୁରରେ ବିଜେଡିର ବାଜିମାତ୍ ,ଚାଲିଛି ସେଲିବ୍ରେସନ

ନବରଙ୍ଗପୁର : ନବରଙ୍ଗପୁରରେ ବିଜେଡିର ବାଜିମାତ୍ । ୨୬ଟି ଜିଲ୍ଲା ପରିଷଦ ଆସନରୁ ୨୪ ଆସନରେ ହାସଲ କରିଛି ବିଜେଡି । ବିଜେଡି ବିଜୟ ହାସଲ କରିଥିବା ବେଳେ ନାଚଗୀତରେ କମ୍ପି ଉଠୁଛି ପରିବେଶ । ଜିତିଥିବା ପ୍ରାର୍ଥୀଙ୍କୁ ନେଇ ସମର୍ଥକ ମାନେ ଖୁସି ମନାଇଥିବା ଦେଖିବାକୁ ମିଳିଛି । ସେପଟେ…

ୟୁକ୍ରେନରେ ଫସିଲେ ନବରଙ୍ଗପୁର ପୁଅ ନରସିଂହ, ଉଦ୍ଧାର ପାଇଁ ନିବେଦନ କଲେ ପରିବାର

ନବରଙ୍ଗପୁର : ୟୁକ୍ରେନ ଓ ଋଷ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଏହି ସମୟରେ ୟୁକ୍ରେନରେ ନବରଙ୍ଗପୁର ଜିଲ୍ଲାର ଜଣେ ଛାତ୍ର ମଧ୍ୟ ଫସି ରହିଥିବା ଖବର ସାମ୍ନାକୁ ଆସିଛି । ନବରଙ୍ଗପୁର ସହର କେଉଟ ସାହିର ରଜନୀ ପାତ୍ରଙ୍କ ପୁଅ ନରସିଂହ ପାତ୍ର ୟୁକ୍ରେନକୁ ଡାକ୍ତରୀ ପାଠ ପଢିବା ପାଇଁ ଯାଇଥିଲେ…

ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କଲେ ପାପଡାହାଣ୍ଡି ବ୍ଲକର ଦୁଇ ୱାର୍ଡବାସୀ

ପାପଡାହାଣ୍ଡି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପାପଡାହାଣ୍ଡି ବ୍ଲକର ଦୁଇ ଗୋଟି ୱାର୍ଡ ବାସୀ ଭୋଟ ବର୍ଜନ କରିଥିବା ଦେଖିବାକୁ ମିଳିଛି। ଜିଲ୍ଲା ପରିଷଦ ଜୋନ ୩ ର ଘାଟଗୁଡା ପଞ୍ଚାୟତର କାଙ୍ଗମାଝୀ ଗୁଡାର ୧ ନମ୍ବର ୱାର୍ଡ ବାସୀର ୨୦୨ ଭୋଟର ଭୋଟ ବର୍ଜନ କରିଛନ୍ତି। ଚଳିତ ନିର୍ବାଚନରେ…

ନବରଙ୍ଗପୁର ପୋଲିସ ଗାଡି ଦୁର୍ଘଟଣା: ମୃତ ପୋଲିସ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ

ନବରଙ୍ଗପୁର: ନବରଙ୍ଗପୁରରେ ପୋଲିସ ଗାଡି ଓଲିଟିବା ଘଟଣା । ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ବାଚନ ଡ୍ୟୁଟିରେ ଯାଉଥିବା ପୋଲିସ ବସ୍ ଦୁର୍ଘଟଣାରେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ବିଷୟରେ ଜାଣି ସେ ଦୁଃଖିତ ଥିବା ଟ୍ବିଟ୍ କରି ଜଣାଇଛନ୍ତି । ଦୁଃଖଦ…

ପୋଲିସ୍ ଗାଡ଼ି ଦୁର୍ଘଟଣା: ୩ ମୃତ, ୩୦ ଆହତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ପୋଲିସ ଗାଡ଼ି ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଗରୁତର ହୋଇଥିବା ଜଣାପଡ଼ିଛି । ସୂଚନା ମୁତାବକ, ନବରଙ୍ଗପୁର ଠାରୁ ନିର୍ବାଚନ ପାଇଁ ଏକ ପୋଲିସ ଭେନ ୪୫ ଜଣ ଗ୍ରାମରକ୍ଷୀଙ୍କୁ ନେଇ କୋଷାଗୁମୁଡ଼ା ଅଭିମୁଖେ…

ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ , ସ୍ଥଗିତ ହେଲା ନିର୍ବାଚନ

ନବରଙ୍ଗପୁର : ନିର୍ବାଚନ ସଂଗ୍ରାମ ପୂର୍ବରୁ ଜୀବନ ସଂଗ୍ରାମରେ ହାରିଗଲେ ସରପଞ୍ଚ ପ୍ରାର୍ଥୀ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବି . ମାଳିଗୁଡା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାଗିରଥୀ ଅମନାତ୍ୟଙ୍କ ମୃତ୍ୟୁ ହୋଇଯାଇଛି । ଗତ କିଛି ଦିନ ଧରି ସେ ଅସୁସ୍ଥ ହୋଇପଡିଥିଲେ । ରାତିରେ ଦେହ…