Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଜ୍ରାଘାତରେ ଚାଲିଗଲା ୨ଜୀବନ; ୨ ଗୁରୁତର ମେଡିକାଲରେ ଭର୍ତ୍ତି

ବଡ଼ଚଣା:ଯାଜପୁର ଜିଲ୍ଲା ବଡ଼ଚଣାରେ ପୃଥକ ବଜ୍ରାଘାତ ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି ଓ ୨ ଜଣ ଗୁରୁତର ଅଛନ୍ତି । ଚଣ୍ଡିତଳ ପାଞ୍ଚୟତ କୁମର ମଲ୍ଲିକଙ୍କ ପୁତ୍ର ଚନ୍ଦନ ମଲ୍ଲିକ (୨୮), ସମିଆ ପଂଚାୟତ ସମ୍ପର୍କୀୟଙ୍କ କ୍ଷେତରେ କାମ କରୁଥିବା ସମୟରେ ବଜ୍ରପାତ ହେବାରୁ ସଂଜ୍ଞା ହୀନ ହୋଇ…

ନିଶା ଇଞ୍ଜେକ୍ସନ୍ କାରବାର ଚାଲିଥିବାବେଳେ ଚଢ଼ାଉ; ୪୫୩ ନିଶା ଇଞ୍ଜେକ୍ସନ୍ ଜବତ, ୪ ଗିରଫ

ସେମିଳିଗୁଡ଼ା:ସେମିଳିଗୁଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା। କୋରାପୁଟର ଗେରୁଗୁଡ଼ା ସ୍ଥିତ ଭୈରବୀ ମନ୍ଦିର ନିକଟରେ ବେଆଇନ ଭାବେ ନିଶା ଇଞ୍ଜେକ୍ସନ୍ କାରବାର ଚାଲିଥିବା ସୂଚନା ପାଇ ଚଢ଼ାଉ କରିଥିଲା ସେମିଳିଗୁଡ଼ା ପୋଲିସ। ତେବେ ଘଟଣାସ୍ଥଳରୁ ୪ ଜଣ ବନ୍ଧା ହୋଇଛନ୍ତି । ଅଭିଯୁକ୍ତଙ୍କ ନିକଟରୁ…

ଉତ୍ତମ ଆଚରଣ ପାଇଁ ୧୯ଜଣ ଆଜୀବନ କଏଦୀଙ୍କୁ ମୁକ୍ତି;ଝାରପଡ଼ାରୁ ୩

ଭୁବନେଶ୍ବର:ଆଜୀବନ କାରାଦଣ୍ଡରେ ଦଣ୍ଡିତଙ୍କୁ ତାଙ୍କ ଆଚରଣ,ଉଚ୍ଚାରଣ ଓ ଭଦ୍ର ବ୍ୟବହାର ପାଇଁ ଆଜି ଆଗୁଆ ଖଲାସ କରିଛନ୍ତି ସରକାର । ସାରା ରାଜ୍ୟରେ ୧୯ ଜଣ ଆଜୀବନ କାରାଦଣ୍ଡରେ ଦଣ୍ଡିତଙ୍କୁ ଭଲ ବ୍ୟବହାର ପାଇଁ ଆଗୁଆ ଖଲାସ କରିଛନ୍ତି ସରକାର । ସେଥିମଧ୍ୟରୁ ୩ ଜଣଙ୍କୁ ଭୁବନେଶ୍ୱର ଝାରପଡ଼ା…

3-D ରିଇନ୍‌ଫୋର୍ସଡ୍ ଆଡଭାନ୍ସଡ୍ କମ୍ପୋଜିଟ୍ ଟେକ୍ନୋଲୋଜି ପାଇଁ NIT ରାଉରକେଲାକୁ ମିଳିଲା ପେଟେଣ୍ଟ

ରାଉରକେଲା: ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ରାଉରକେଲା (NIT ) ର ଗବେଷକମାନେ ଏକ ଉନ୍ନତ ନିର୍ମାଣ ପ୍ରଯୁକ୍ତିବିଦ୍ୟା ପାଇଁ ଏକ ପେଟେଣ୍ଟ (ପେଟେଣ୍ଟ ନଂ. ୫୯୬୯୪୩) ହାସଲ କରିଛନ୍ତି, ଯାହା ଫାଇବର-ରିଇନ୍‌ଫୋର୍ସଡ୍ ପଲିମର (FRP) କମ୍ପୋଜିଟ୍‌ର ଶକ୍ତି ଏବଂ ସ୍ଥାୟୀତ୍ୱ ବୃଦ୍ଧି…

ଜଙ୍ଗଲରୁ ୯ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ;ମାଫିଆ ଫେରାର

ମନମୁଣ୍ଡା: ବୌଦ୍ଧ ମନମୁଣ୍ଡା ପୋଲିସକୁ ବଡ଼ ସଫଳତା ମିଳିଛି । ବିପୁଳ ପରିମାଣ ଗଞ୍ଜେଇ ଜବତ କରିଛି ପୋଲିସ। ମନମୁଣ୍ଡା ଥାନା ଅନ୍ତର୍ଗତ ସିଗାଡି ଜଙ୍ଗଲରେ ୧୮ଟି ବସ୍ତାରୁ ପ୍ରାୟ ୯ କୁଇଣ୍ଟାଲରୁ ଅଧିକ ପରିମାଣ ଗଞ୍ଜେଇ ଜବତ ହୋଇଛି। ତେବେ ଏହି ମାମଲାରେ ସଂପୃକ୍ତି ଥିବା ମାଫିଆ ଫେରାର…

କାଳୀ ମନ୍ଦିର ନିକଟରେ ଜିଭ କାଟିଲେ ଯୁବକ, ବିଦେଶରୁ ଫେରିଥିଲେ…

ବ୍ରହ୍ମପୁର: ରବିବାର ସକାଳେ ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ହଂସତୁଲି ଗ୍ରାମର ମା କାଳୀ ମନ୍ଦିର ଫାଟକ ନିକଟରେ କିରଣ ପାତ୍ର ନାମକ ଜଣେ ଯୁବକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ସୂଚନା ଅନୁଯାୟୀ, ବିଦେଶରୁ ଘରକୁ ଫେରିଥିବା କିରଣ ଗତକାଲି…

ପାଟ୍ରୋଲିଂରେ ଯାଉଥିବାବେଳେ ବାଇକ୍‌ ଦୁର୍ଘଟଣା;କାର୍ଯ୍ୟରତ କନଷ୍ଟେବଳଙ୍କ ଚାଲିଗଲା ଜୀବନ

ଲାଞ୍ଜିଗଡ଼:କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନାରେ କାର୍ଯ୍ୟରତ କନଷ୍ଟେବଳଙ୍କ ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଜୀବନ । ମୃତ କନଷ୍ଟେବଳ ଜଣକ କେଗାଁ ଥାନା ଅନ୍ତର୍ଗତ ଫଟାମୁଣ୍ଡା ଗ୍ରାମର ଭବାନୀ ଶଙ୍କର ସା (୩୪)। ବିଶ୍ୱନାଥପୁର ଥାନାରେ କାର୍ଯ୍ୟରତ କନଷ୍ଟେବଳ ଭବାନୀ ଶଙ୍କର…

ମହାରାଜା ଗଙ୍ଗା ସିଂହ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଚ୍ୟୁତ ସାମନ୍ତ ସମ୍ମାନିତ 

ଭୁବନେଶ୍ୱର: ବିଶିଷ୍ଟ ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ରାଜସ୍ଥାନ ବିକାନେରସ୍ଥିତ ମହାରାଜା ଗଙ୍ଗା ସିଂହ ବିଶ୍ୱବିଦ୍ୟାଳୟ (ଏମ୍‌ଜିଏସ୍‌ୟୁ) ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି। ଜୟପୁର ରାଜଭବନ (ଲୋକ ଭବନ)ରେ…

ରାୟଗଡ଼ାରେ ଗୌତମ ଓ କରନ ଆଦାନୀ; ୧.୦୮ ଲକ୍ଷ କୋଟିର ସମନ୍ୱିତ ଆଲୁମିନିୟମ ପ୍ରକଳ୍ପ…

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ସମେତ ସମଗ୍ର ଓଡ଼ିଶାରେ ବୃହତ୍ ଆଲୁମିନା ରିଫାଇନେରୀ ଏବଂ ଆନୁସଙ୍ଗିକ ଖଣିଜ ଶିଳ୍ପ ପ୍ରକଳ୍ପ ସ୍ଥାପନ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନୀ ଏବଂ କରନ ଆଦାନୀଙ୍କ ରାୟଗଡ଼ା ଗସ୍ତ ଶିଳ୍ପ ମହଲରେ ନୂଆ ଉତ୍ସାହ…

ଫ୍ଲାଏଓଭର ପ୍ରକଳ୍ପ ପାଇଁ ମାଟି ପରୀକ୍ଷା: ଭୁବନେଶ୍ୱରର ଏସବୁ ସ୍ଥାନରେ ଟ୍ରାଫିକ ସମସ୍ୟା…

ଭୁବନେଶ୍ୱର: ଆଗାମୀ ଫ୍ଲାଏଓଭର ପ୍ରକଳ୍ପ ପାଇଁ ମାଟି ପରିକ୍ଷା କାର୍ଯ୍ୟ ଆରମ୍ଭ ହେଉଥିବାରୁ ଅଗଷ୍ଟ ୬ ତାରିଖରୁ ରାଜଧାନୀର ଜୟଦେବ ବିହାର-ନନ୍ଦନକାନନ ଷ୍ଟ୍ରେଚ୍ ଦେଇ ଯାତ୍ରା କରୁଥିବା ଯାତ୍ରୀମାନେ ଟ୍ରାଫିକ୍ ଭିଡ଼ର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ଯାହାକୁ ଦୃଷ୍ଟିରେ ରଖି ଟ୍ରାଫିକ…