Latest Odisha News

BREAKING NEWS

Browsing Category

ଓଡିଶା

Odisha

ନୂଆପଡ଼ାରେ କଲରାପତରିଆ ବାଘ ଆତଙ୍କ

ନୂଆପଡ଼ା: ନୂଆପଡ଼ାରେ କଲରାପତରିଆ ବାଘ ଆତଙ୍କ । ଝରଣାମାଲ ଗାଁରେ ଗାଈକୁ ମାରି ଖାଇଲା ବାଘ । ଗୁହାଳରେ ପଶି ଗାଈକୁ ମାରି ଖାଇଛି ବାଘ । ଗତକାଲି ରାତିରେ ଗାଈକୁ ମାରି ଖାଇଥିବା ଜଣାପଡିଛି । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତନାଘନା ଆରମ୍ଭ କରିଥିବା ବେଳେ ଲୋକଙ୍କୁ ବାଘ ପ୍ରତି ଜାଗ୍ରତ…

ମହାପ୍ରଭୁଙ୍କୁ ଅପମାନ; ବିଦେଶିନୀଙ୍କ ଜଂଘରେ ଜଗନ୍ନାଥଙ୍କ ଟାଟୁ, ଥାନାରେ ଏତଲା

ଭୁବନେଶ୍ବର: ଓଡିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁଙ୍କୁ କରାଯାଇଛି ଅପମାନ । ଜଣେ ବିଦେଶିନୀଙ୍କ ଆଣ୍ଠୁ ଉପରେ ଜଗନ୍ନାଥ ଟାଟୁ ଆଙ୍କିଛନ୍ତି । ଏହି ଟାଟୁକୁ ଇନ୍‌ଷ୍ଟାଗ୍ରାମ୍‌ ଓ ହ୍ୱାଟସପ୍‌ରେ ସେୟାର କରାଯାଇଥିଲା । ଯାହାକୁ ନେଇ ସୃଷ୍ଟି ହୋଇଛି ବିବାଦ । ତେବେ ସହିଦ ନଗର ଥାନାରେ ଟାଟୁ କରିଥିବା…

ସଚେତନର ଅଭାବ, ମାସକର ଛୁଆକୁ ୪୦ରୁ ଅଧିକ ଚେଙ୍କ

ଉମରକୋଟ: କୁପ୍ରଥା ଓ ଅନ୍ଧବିଶ୍ୱାସ ଘେରରେ ଫୁଣ୍ଡେଲପଡା ଗ୍ରାମ । ମାତ୍ର ୧ ମାସର ଶିଶୁ ଦେହରେ ୪୦ରୁ ଊର୍ଦ୍ଧ୍ୱ ନିଆଁ ଚେଙ୍କ ଦେଲେ ପରିବାର ଲୋକେ । ଶିଶୁଟି ଏବେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ…

୫୦ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ପାଇଲଟ୍ ଟ୍ରେନିଂ ଦେବେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର ୫୦ ଜଣ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ପାଇଲଟ୍ ଟ୍ରେନିଂ ଦେବେ। ଖାସକରି ଅଧିକ ମହିଳାଙ୍କୁ କମର୍ସିଆଲ ପାଇଲଟ୍ ବନାଇବାକୁ ପ୍ରସ୍ତୁତିମୂଳକ ପାଇଲଟ୍ ତାଲିମ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ସୂଚନା ଅନୁଯାୟୀ, ବାଣିଜ୍ୟ ଏବଂ ପରିବହନ ବିଭାଗ…

‘ପିପୁଲସ୍‌ ସିଏମ୍‌’ ଗୀତ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ 

କେନ୍ଦୁଝର: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ଫ୍ୟାନ ସଙ୍ଗ୍‌ ମୁକ୍ତିଲାଭ କରିଛି। ‘ପିପୁଲସ୍‌ ସିଏମ ମୋହନ’ ଶୀର୍ଷକ ଏହି ଗୀତକୁ ମୁଖ୍ୟମନ୍ତ୍ରୀ ଆଜି ଉନ୍ମୋଚନ କରିଛନ୍ତି। ରାଇକଳାଠାରେ ଏକ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ…

କିଟ୍‌ରେ ରାଷ୍ଟ୍ରୀୟ ବିଜ୍ଞାନ ଦିବସ ପାଳିତ, ଟେଲିସ୍କୋପ୍ ଦେଲେ ଜ୍ୟୋତିର୍ବିଜ୍ଞାନୀ ଡ. ଅଶ୍ୱିନ ଶେଖର

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ରାଷ୍ଟ୍ରୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନରୱେର ପୂର୍ବତନ ମନ୍ତ୍ରୀ ତଥା କୁଟନୀତିଜ୍ଞ ଏରିକ୍ ସୋଲେମ୍ ଓ ଖ୍ୟାତି ସମ୍ପନ୍ନ ଜ୍ୟୋତିର୍ବିଜ୍ଞାନୀ ଡ. ଅଶ୍ୱିନ ଶେଖର ଅତିଥି ଭାବେ ଯୋଗ ଦେଇଛନ୍ତି। ଏହି ଅବସରରେ…

କେନ୍ଦୁଝରରେ ହେବ ୪୦ ହଜାର କୋଟି ଟଙ୍କାର ମେଗା ପ୍ଲାଣ୍ଟ

କେନ୍ଦୁଝର: କେନ୍ଦୁଝରରେ ହେବ ୪୦ ହଜାର କୋଟି ଟଙ୍କାର ମେଗା ପ୍ଲାଣ୍ଟ। ଚମ୍ପୁଆ ଚନ୍ଦ୍ରଶେଖର କଲେଜ ବାର୍ଷିକ ଉତ୍ସବରେ ଯୋଗଦେଇ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ୩୦,୦୦୦ରୁ ୪୦,୦୦୦ କୋଟି ଟଙ୍କା ନିବେଶରେ ପ୍ରତିଷ୍ଠିତ ହେବାକୁ ଥିବା ଏହି ମେଗା ଇସ୍ପାତ କାରଖାନା ଏହି ଅଞ୍ଚଳରେ…

କାନ୍ଥ ଭାଙ୍ଗି ଘରେ ପଶିଲା କାର, ଅଳ୍ପକେ ବର୍ତ୍ତିଲେ ଲୋକେ

ଭୁବନେଶ୍ୱର: ଭୁବନେଶ୍ୱରର ବରମୁଣ୍ଡା ସ୍ଥିତ ସୌଭାଗ୍ୟ ନଗର ଅଞ୍ଚଳରେ କାନ୍ଥ ଭାଙ୍ଗି ଘରେ ପଶିଲା କାର। ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ପରିବାର ଲୋକେ। ସୂଚନା ଅନୁଯାୟୀ, କାରଟି ଘରର କାନ୍ଥ ଭାଙ୍ଗି ତଳ ମହଲାରେ ପିଟି ହୋଇଯାଇଥିଲା। ଏହି ଘଟଣାରେ ଗାଡ଼ିଟି ଗୁରୁତର ଭାବରେ…

ଜନ ଅଭିଯୋଗ ଶୁଣାଣିକୁ ଅଣଦେଖା: କଟିଲା ୪୮ ଅଫିସରଙ୍କ ଦରମା

କଟକ: ମହଙ୍ଗା ପଡ଼ିଲା ମୁଖ୍ୟମନ୍ତ୍ରୀ ଜନ ଅଭିଯୋଗ ଶୁଣାଣିକୁ ବେଖାତିର କରିବା। ବନ୍ଦ ହେଲା ୪୮ ଅଧିକାରୀଙ୍କ ଦରମା। କଟକ ଜିଲ୍ଲାର କିଛି ବିଭାଗୀୟ ଅଧିକାରୀ ଜନ ଶୁଣାଣି ଅଭିଯୋଗକୁ ଅଣଦେଖା କରିଥିବା ବେଳେ ସେ ସମସ୍ତ ବିଭାଗର ଅଧିକାରୀଙ୍କ  ଫେବୃଆରୀ ମାସର ଦରମା ବନ୍ଦ ପାଇଁ କଟକ ଜିଲ୍ଲାପାଳଙ୍କ…

କୋଲାବରେ ଚାଲିବ କ୍ରୁଜ: ଜାହାଜରେ ବୁଲିବେ ପର୍ଯ୍ୟଟକ 

କୋରାପୁଟ: କୋରାପୁଟ କୋଲାବ ଡ୍ୟାମରେ ଚାଲିବ କ୍ରୁଜ । କୋରାପୁଟରେ ଗୋଆର ମଜା ନେବେ ପର୍ଯ୍ୟଟକ। ଜାହାଜରେ ବସି ବୁଲିବେ। ଏଥି ପାଇଁ ପ୍ରାରମ୍ଭିକ ସର୍ଭେ ସରିବା ସହ ଆରମ୍ଭ ହୋଇଛି ପ୍ରସ୍ତୁତି । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମନ୍ତ୍ରୀ କହିଛନ୍ତି,କୋରାପୁଟ…