Latest Odisha News

BREAKING NEWS

Browsing Category

ଓଡିଶା

Odisha

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୨ ସପ୍ତାହ ଭିତରେ ଲାଗୁ ହେବ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା

ଭୁବନେଶ୍ୱର: ଆଜି ଓଡ଼ିଶା ଦିବସ। ବରପୁତ୍ରମାନଙ୍କ ଅବଦାନକୁ ନେଇ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ…

ଢେଙ୍କାନାଳରେ ହେବ ମେଡିକାଲ କଲେଜ, ଘୋଷଣା କଲେ ସରକାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଢେଙ୍କାନାଳ ଜିଲ୍ଲାରେ ଏକ ମେଡିକାଲ କଲେଜ ନିର୍ମାଣ ହେବ ବୋଲି ଘୋଷଣା କରିଛନ୍ତି। ଏହି ଘୋଷଣା ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଦାବିକୁ ପୂରଣ କରିବା ସହ ସ୍ଥାନୀୟ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବାରେ ସହାୟକ ହେବ । ରାଜ୍ୟ ସରକାରଙ୍କ ଏହି…

ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ଏପ୍ରିଲ ୨୧ରେ ସମ୍ବଲପୁରରେ ହେବ ଅଭିଯୋଗ ଶୁଣାଣି। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି। ୧୦ରୁ ଅଧିକ ମନ୍ତ୍ରୀ ଏଥିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିଯୋଗ…

କଟକର ଶୋ’ରୁମରେ ଭୟାବହ ଅଗ୍ନିକାଣ୍ଡ

କଟକ: କଟକ ସହରର ଦୋଳମୁଣ୍ଡାଇ ଅଞ୍ଚଳରେ ମଙ୍ଗଳବାର ଦିନ ଏକ ଶୋ'ରୁମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ, ସ୍ଥାନୀୟ ବାସିନ୍ଦାମାେନ ବିଲ୍ଡିଂର ଉପର ମହଲାରେ ଅବସ୍ଥିତ ଦୋକାନରେ ଧୁଆଁ ବାହାରୁଥିବା ଦେଖିବାକୁ ପାଇଥିଲେ। ଯାହାପରେ ସେମାନେ ଅଗ୍ନିସେବା କର୍ମଚାରୀଙ୍କୁ…

ଉତ୍କଳ ଦିବସକୁ ପ୍ରତିବାଦ କରି କୋଶଳ ପ୍ରଦେଶ ଦାବି: ୭ ଜଣଙ୍କୁ ଉଠାଇ ନେଲା ପୋଲିସ୍

ଭୁବନେଶ୍ବର: ଆଜି ଉତ୍କଳ ଦିବସ । ଓଡିଶା ପ୍ରଦେଶ ଗଠନର ମୁହୂର୍ତ୍ତ । ୧୯୩୬ ମସିହା ଆଜିର ଦିନରେ ବିଛିନ୍ନ ଅଞ୍ଚଳ ଗୁଡ଼ିକ ଏକତ୍ର କରାଯାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରାଯାଇଥିଲା । ଓଡ଼ିଶା ଇତିହାସରେ ଏହାକୁ ସୁବର୍ଣ୍ଣ ଯୁଗ ବୋଲି କୁହାଯାଇଥାଏ  । କଳିଙ୍ଗ, କାରଗୋଡ଼ା, ଉତ୍କଳ ଓ କୋଶଳ…

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଓଡ଼ିଆଙ୍କ ପାଇଁ ଗର୍ବ-ଗୌରବର ଦିନ। ୧୯୩୬ ମସିହା ଆଜିର ଦିନରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ। ୮୯ ବର୍ଷରେ ପାଦ ଥାପିଛି ଓଡ଼ିଶା। ବରପୁତ୍ରଙ୍କ ଅବଦାନକୁ ନେଇ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରହିଛି। ଆଜିଠୁ ୧୪ ତାରିଖ ଯାଏଁ ପାଳନ ହେବ ଓଡ଼ିଆ…

ତାତିରେ ଲାଗିବ ବ୍ରେକ୍, ଆଜିଠୁ ୬ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ୱର: କାଳବୈଶାଖୀ ବର୍ଷା ସମ୍ଭାବନା ଥିବାରୁ ଏବେ ରାଜ୍ୟରେ ଗରମ ପ୍ରକୋପ କମ୍‌ ରହିବ। ମାତ୍ର ୮ ତାରିଖରୁ ହୁ ହୁ ହୋଇ ବଢ଼ିବ ତାପମାତ୍ରା। ତାତି ଏତେ ବଢ଼ିବ ଯେ ଆସନ୍ତା ୯ ଓ ୧୦ ତାରିଖ ବେଳକୁ ପାରଦ ୪୪-୪୫ ଡିଗ୍ରୀ ସେଲସିୟସ୍‌ ଛୁଇଁପାରେ। ତେବେ ଆଜିଠୁ ଆଗାମୀ ୫ ଦିନ ଯାଏ ବଦଳିପାରେ ପାଗ।…

ଗରମରେ ବିଦ୍ୟୁତ ସଙ୍କଟ ବଢ଼ାଇଲା ଚିନ୍ତା: ଗାଁଠୁ ସହର ସବୁଠି ଚୁ, ଚା…

ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ବୃଦ୍ଧି ସହ ବିଦ୍ୟୁତ ସଙ୍କଟ ଲୋକଙ୍କ ଅସୁବିଧା ବଢ଼ାଇଛି। ଅନେକ ଅଞ୍ଚଳରେ ବିଜୁଳି ଯୋଗାଣ ଅନିୟମିତ ହୋଇଥିବା ବେଳେ କେତେକ ସ୍ଥାନରେ କମ୍ ଭୋଲଟେଜ ସମସ୍ୟା ଦେଖାଦେଇଛି। ଏହା ସହ ବିଦ୍ୟୁତ ବିଲ୍ ବକେୟା ନେଇ କିଛି ଗାଁରେ ସଂପୂର୍ଣ୍ଣ ଅନ୍ଧାର ରହିଛି ।…

ସମ୍ପତ୍ତି ବିବାଦରୁ ହିଂସା: ୬ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଭରତପୁର ଅଞ୍ଚଳରେ ସମ୍ପତ୍ତି ବିବାଦକୁ ନେଇ ଗତ ରାତିରେ ହୋଇଥିବା ହିଂସାତ୍ମକ ଘଟଣାରେ କମିଶନରେଟ ପୋଲିସ ସୋମବାର ଦିନ ଚାରୋଟି ମାମଲା ରୁଜୁ କରି ଶେଷ ଖବର ସୁଦ୍ଧା ୬ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଭରତପୁରରେ ଏକ ପାରିବାରିକ ସମ୍ପତ୍ତି…