Latest Odisha News

BREAKING NEWS

Browsing Category

ଓଡିଶା

Odisha

ସମ୍ପତ୍ତି ବିବାଦରୁ ହିଂସା: ୬ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଭରତପୁର ଅଞ୍ଚଳରେ ସମ୍ପତ୍ତି ବିବାଦକୁ ନେଇ ଗତ ରାତିରେ ହୋଇଥିବା ହିଂସାତ୍ମକ ଘଟଣାରେ କମିଶନରେଟ ପୋଲିସ ସୋମବାର ଦିନ ଚାରୋଟି ମାମଲା ରୁଜୁ କରି ଶେଷ ଖବର ସୁଦ୍ଧା ୬ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଭରତପୁରରେ ଏକ ପାରିବାରିକ ସମ୍ପତ୍ତି…

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା, ୨ ବର୍ଷ ପରେ ଅଭିଯୁକ୍ତ ସାଙ୍ଗ ଗିରଫ

ସମ୍ବଲପୁର: ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିଏସଏସୟୁଟି)ର ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ଘଟଣାରେ ବୁର୍ଲା ପୋଲିସ ଆଜି ତାଙ୍କ ପୁରୁଷ ସାଙ୍ଗ ପ୍ରୀତିମାନ ଦେଙ୍କୁ ଗିରଫ କରିଛି। ଏହି ଘଟଣା ୨୦୨୩ ମସିହା ମାର୍ଚ୍ଚରେ ଘଟିଥିଲା। ଚିନ୍ମୟୀଙ୍କ ପରିବାର ପ୍ରୀତିମାନ ଦେଙ୍କୁ…

ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବିରୋଧରେ ଜାତି ପ୍ରମାଣପତ୍ର ଜାଲିଆତି ଅଭିଯୋଗ ଆଣିଲା କଂଗ୍ରେସ

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସ କ୍ୟାବିନେଟ୍ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି । ମନ୍ତ୍ରୀ ନିଜର ଜାତି ପ୍ରମାଣପତ୍ର ଜାଲିଆତି କରି ହାସଲ କରିଛନ୍ତି ବୋଲି ଦଳ ଅଭିଯୋଗ କରିଛି । ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତାମାନେ ଦାବି କରିଛନ୍ତି ଯେ,…

ରିଲଞ୍ଚ୍ ହେବ ବାଇଜୁସ୍‌: ବାଇଜୁ ରବିନ୍ଦ୍ରନ୍

ନୂଆଦିଲ୍ଲୀ:  ରିଲଞ୍ଚ୍ ହେବାକୁ ଯାଉଛି ବାଇଜୁସ୍‌। ଏନେଇ ନିଜେ ବାଇଜୁସ୍‌ର କୋ-ଫାଉଣ୍ଡର ବାଇଜୁ ରବିନ୍ଦ୍ରନ ସୂଚନା ଦେଇଛନ୍ତି। ରବିନ୍ଦ୍ରନ କହିଛନ୍ତି ଖୁବଶୀଘ୍ର କମ୍ପାନି ରିଲଞ୍ଚ ହେବ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ନିଜର ଏକ ପୁରୁଣା ଫଟୋ ସେୟାର କରି ରବିନ୍ଦ୍ରନ କହିଛନ୍ତି, ‘…

କପିଳାସ ରୋଡ ରେଳ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ବର: ଟାଙ୍ଗୀ ଠାରେ ୧୭୪ନଂ କପିଳାସ ରୋଡ ରେଳ ଓଭରବ୍ରିଜ୍ ନିର୍ମାଣ ସ୍ଥଳ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା। ଗତ ୨୦୧୦ ମସିହାରୁ ନିରନ୍ତର ଉଦ୍ୟମ ଯୋଗୁ କଟକ ଜିଲ୍ଲାର…

ନନ୍ଦନକାନନ ଇତିହାସରେ ସର୍ବାଧିକ: ରେକର୍ଡ ପରିମାଣର ରାଜସ୍ୱ ଆଦାୟ

ବାରଙ୍ଗ: ୨୦୨୪-୨୦୨୫ ଆର୍ଥିକ ବର୍ଷରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରେକର୍ଡ ସଂଖ୍ୟାରେ ବୁଲିଛନ୍ତି ପର୍ଯ୍ୟଟକ । ଏଥିପାଇଁ ପ୍ରାଣୀ ଉଦ୍ୟାନର ରୋଜଗାର ମଧ୍ୟ ପୂର୍ବ ବର୍ଷମାନଙ୍କ ଅପେକ୍ଷା ଭଲ ହୋଇଛି। ନନ୍ଦନକାନନର ରେକର୍ଡ ପରିମାଣର ରାଜସ୍ୱ ଆଦାୟ ହୋଇଥିବା ପ୍ରାଣୀ ଉଦ୍ୟାନର ଉପନିର୍ଦ୍ଦେଶକ…

ରାଜ୍ୟରେ ତିଆରି ହେବ ସାଢ଼େ ୬ ହଜାର କିଲୋମିଟର ରାସ୍ତା: ମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ତିଆରି ହେବ ସାଢ଼େ ୬ ହଜାର କିଲୋମିଟର ରାସ୍ତା। ଆସନ୍ତା ୩ ବର୍ଷରେ ତିଆରି ହେବ ୧୫ ହଜାର କିଲୋମିଟର ରାସ୍ତା। ଏନେଇ ଏନଏଚଏଆଇ ଓ ରାଜ୍ୟ ରାଜପଥ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା ପରେ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏନଏଚଏଆଇ ପ୍ରକଳ୍ପ ଓ…

ଗୋଷ୍ଠୀ ସଂଘର୍ଷ, ଜାଳିଦେଲେ ୪ ଘର

ବାଙ୍କୀ: ଗୋଷ୍ଠୀ ସଂଘର୍ଷରୁ ଜାଳିଦେଲେ ଘର । ତାଳବସ୍ତ ବନହରା ଆଦିବାସୀ ସାହିରେ ଗୋଷ୍ଠୀ ସଂଘର୍ଷ । ପରସ୍ପରକୁ ଟେକାପଥର ମାଡ଼ ପରେ ଘରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । ଜଳିଗଲା ୪ ବଖରା ଘର । ସେପଟେ ଗୋଷ୍ଠୀ ସଂଘର୍ଷରେ ୧୨ ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି । ସୂଚନା…

ଅଭାବୀ ଝିଅର ଅଭାବ ବୁଝିଲା ଅଟୋ

ନବରଙ୍ଗପୁର: କୁହନ୍ତି, ପୁରୁଷ କାନ୍ଧରେ ଦାୟିତ୍ବ ଆସିଲେ ସେ ଷ୍ଟିୟରିଂ ଧରେ । ଘରର ଦାୟିତ୍ବ ପୁରୁଷ କାନ୍ଧରେ ନ୍ୟସ୍ତ ଥାଏ । ହେଲେ ଆଜିର ନାରୀ ଚିନ୍ତାଧାରାର ଶିକୁଳିକୁ ମୁକ୍ତ କରିଛି । ପୁରୁଷ କାନ୍ଧରୁ ଦାୟିତ୍ବ ଓହ୍ଲାଇବା ଠାରୁ ଆରମ୍ଭ କରି ନିଜେ ଷ୍ଟିୟରିଂ ଧରି ଯାତ୍ରୀଙ୍କୁ ନେଇ…

ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ଶୃଙ୍ଖଳା ‘ପାଠଶାଳା’

ଭୁବନେଶ୍ବର : ଜଗନ୍ନାଥ ମନ୍ଦିରର ବିଶୃଙ୍ଖଳିତ ସେବାୟତଙ୍କୁ ବାଟକୁ ଆଣିବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ମହାପ୍ରଭୁଙ୍କ ସେବା ପୂଜାରେ ବିଶୃଙ୍ଖଳା ହେଉ କି ଭକ୍ତଙ୍କୁ ଦୁର୍ବ୍ୟବହାର। ଏଥିପାଇଁ ଆସନ୍ତା ୪ ଓ ୫ ଦୁଇ ଦିନ ଧରି ଆୟୋଜନ କରିବାକୁ ଯାଉଛି ଏକ ପ୍ରଶିକ୍ଷଣ ଶିବିର ।…