Latest Odisha News

BREAKING NEWS

Browsing Category

ଓଡିଶା

Odisha

ଯୁବକଙ୍କୁ ଘରୁ ୪ କେଜିରୁ ଉର୍ଦ୍ଧ୍ବ ଗଂଜେଇ ଜବତ, ଜଣେ ଗିରଫ

ବରଗଡ: ବରଗଡ ଜିଲ୍ଲାରେ ନିଶା ପ୍ରାଦୁର୍ଭାବ ରୋକିବା ଦିଗରେ ଅବକାରୀ ବିଭାଗର ଜୋରଦାର ପ୍ରୟାସ । ପାଟ୍ରୋଲିଂ ସମୟରେ ବରଗଡ଼ ବ୍ଲକ ଅନ୍ତର୍ଗତ କଟା ଟିକ୍ରା ଗ୍ରାମର ଦ୍ରୋତା ଖମାରି ନାମକ ବ୍ୟକ୍ତିଙ୍କ ଘରୁ ୪ କିଲୋ ୩୦୦ଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ । ଏକ ବିଶେଷ ସୂତ୍ରରୁ ମିଳିଥିବା ଖବର…

ମହିଳା ହୋମଗାର୍ଡଙ୍କୁ ପ୍ରେମ ପରେ ପ୍ରତାରଣା କରି ବନ୍ଧାହେଲେ ଆଇଆଇସି

ଜଗତସିଂହପୁର: ମହିଳା ହୋମଗାର୍ଡଙ୍କୁ ପ୍ରେମ ପରେ ପ୍ରତାରଣା କରିଥିବା ଅଭିଯୋଗରେ ଆଇଆଇସି ଗିରଫ । ଏଭଳି ସାଙ୍ଘାତିକ ଘଟଣା ଘଟିଛି ଜଗତସିଂହପୁରରେ । ୨ଟି ଛୁଆର ବାପା କୁହାଯାଉଥିବା ଜଗତ୍‌ସିଂହପୁର ଥାନାର ପୂର୍ବତନ ଅତିରିକ୍ତ ଆଇଆଇସି ତଥା ବର୍ତ୍ତମାନର କୁଜଙ୍ଗ ଆଇଆଇସି ତପନ ନାହାକ ଜଣଙ୍କ…

୧୦ମ ଶ୍ରେଣୀ ଛାତ୍ରୀ ଶିଶୁ ଜନ୍ମ ଦେବା ଘଟଣା; ମାଟ୍ରନ ଓ ଏଏନଏମ ନିଲମ୍ବିତ

ମାଲକାନଗିରି: ଏସସି/ଏସଟି ଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଆବାସିକ ବିଦ୍ୟାଳୟରେ ମଙ୍ଗଳବାର ଦିନ ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଶିଶୁ ଜନ୍ମ ଦେବା ଘଟଣାରେ ଜଣେ ମାଟ୍ରନ ଓ ଏଏନଏମ ଙ୍କୁ ଜିଲ୍ଲା ପ୍ରଶାସନ ନିଲମ୍ବିତ କରିଛନ୍ତି। ଲେଡି ମାଟ୍ରନ ସୁଚିତ୍ରା ଚର୍ଚ୍ଚି ଏବଂ ଏଏନଏମ (ଏସଏସଡି)…

କିଟରେ ଇଣ୍ଡିଆ ଟ୍ରେକ୍‍ର ୨୧ ଜଣିଆ ପ୍ରତିନିଧିମଣ୍ଡଳ

ଭୁବନେଶ୍ୱର: ଇଣ୍ଡିଆ ଟ୍ରେକ୍‍ ନିମନ୍ତ୍ରଣ କାର୍ଯ୍ୟକ୍ରମରେ ୨୩ରୁ ମାର୍ଚ୍ଚ ୧ ପର୍ଯ୍ୟନ୍ତ ୭ ଦିନିଆ କିଟ୍‍ ଓ କିସ୍‍ ପରିଦର୍ଶନରେ ଆସିଥିବା ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ୨୧ ଜଣିଆ ପ୍ରତିନିଧିମଣ୍ଡଳ କିଟ୍‍ ଓ କିସ୍‍ ପରିଦର୍ଶନରେ ଅଛନ୍ତି। ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ,…

ଦୁର୍ଘଟଣାରେ ଜିଅନ୍ତା ଜଳିଗଲେ ଯୁବକ, ୨ ଅର୍ଦ୍ଧଦଗ୍ଧ

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ମା’ ରତ୍ନେଶ୍ୱରୀ ମନ୍ଦିର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଟ୍ରକ ସହ ବାଇକ୍‌ ଧକ୍କା ହେବା ଫଳରେ ବାଇକ୍‌ ସହ ଜଣେ ଯୁବକ ଜିଅନ୍ତା ଜଳି ଯାଇଛନ୍ତି । ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତାରେ ଏହି ଦୁର୍ଘଟଣା ଘଟିଛି ।…

ମହାଶିବରାତ୍ରି ୨୦୨୫; ବାଲୁକା କଳାରେ ପ୍ରଭୁ ଶିବଙ୍କ ପ୍ରତିମୂର୍ତ୍ତି ସହ ୧୪୪ଟି ଶିବ ଲିଙ୍ଗ ନିର୍ମାଣ

ପୁରୀ: ରାତି ପାହିଲେ ପବିତ୍ର ମହାଶିବରାତ୍ରି ତଥା ଜାଗର ଯାତ୍ରା । ସମସ୍ତ ଶିବାଳୟରେ ଲାଗିବ ଭକ୍ତଙ୍କ ଭିଡ । ସାରା ରାତି ଉଜାଗର ହୋଇ ଦେବ ଦେବ ମହାଦେବଙ୍କ ନିମନ୍ତେ ଜାଗର ଦୀପ ଜାଳିବେ ଭକ୍ତ । ତେବେ ଏହି ଅବସରରେ ପୁରୀ ବେଳାଭୂମିରେ ଅତି ସୁନ୍ଦର ବାଲୁକାକଳା ନିର୍ମାଣ କରିଛନ୍ତି ପଦ୍ମଶ୍ରୀ…

ମହାଶିବରାତ୍ରି-୨୦୨୫ରେ ବିରଳ ସଂଯୋଗ: ଏହି ରାଶିଙ୍କ ଖୋଲିବ ଭାଗ୍ୟ

ଭୁବନେଶ୍ବର: ରାତି ପାହିଲେ ଦେବ ଦେବ ମହାଦେବଙ୍କ ମହା ଶିବରାତ୍ରୀ । ବାବା ଭୋଳାନାଥଙ୍କୁ ଉପାସନା କରି ଆଶୀର୍ବାଦ ପାଇଁ ଉଜାଗର ରହି ଜାଗର ଜାଳିବେ ଶ୍ରଦ୍ଧାଳୁ । ଜୀବଜଗତର ଜନ୍ମ ମୃତ୍ୟୁର କାଳ ସ୍ୱରୂପ ଶିବ ହେଉଛନ୍ତି ମହାକାଳେଶ୍ୱର । ପୌରାଣିକ କଥାବସ୍ତୁ ଅନୁଯାୟୀ, ଆଜିର ଦିନରେ ଦେବ ଓ…

ମୋ ବସ ପିଟିବା ଘଟଣା; ବିଦା ହେଲେ ଡ୍ରାଇଭର ଓ ଗାଇଡ୍

ଭୁବନେଶ୍ଵର: ଭୁବନେଶ୍ଵର ମାଷ୍ଟରକ୍ୟାଣ୍ଟିନ ରେଳ ଷ୍ଟେସନ ନିକଟ ବସ୍‌ଷ୍ଟାଣ୍ଡରେ ଠିଆ ହୋଇଥିବା ବେଳେ ଦୁଇ ଜଣ ଯୁବକଙ୍କୁ ମୋ ବସ ଧକ୍କା ଦେବା ଘଟଣାରେ ଡ୍ରାଇଭର ଓ ଗାଇଡଙ୍କୁ ବାହାର କରିଦିଆଯାଇଛି। ଦୁହିଁଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୁରୁତର ଯୁବକମାନେ ହେଉଛନ୍ତି…

ପ୍ରକାଶ ପାଇଲା ତାରିଖ; ଏହି ଦିନ ହେବ ଏସଆଇ ପରୀକ୍ଷା

ଭୁବନେଶ୍ବର: ପୋଲିସ ଏସଆଇ ପରୀକ୍ଷା ନେଇ ପ୍ରକାଶ ପାଇଲା ତାରିଖ । ମାର୍ଚ୍ଚ ୮ ଓ ୯ରେ ଅନୁଷ୍ଠିତ ହେବ ପରୀକ୍ଷା । ମୋଟ ୯୩୩ ପଦବୀ ପାଇଁ ପରୀକ୍ଷା ହେବ । ଏନେଇ ସୂଚନା ଜାରି ହୋଇଛି । ଏସଆଇ ରାଙ୍କର ଅନ୍ୟ ସବୁ ପଦବୀ ପାଇଁ ମଧ୍ୟ ପରୀକ୍ଷା ହେବ ବୋଲି ସୂଚନା ଦିଆଯାଇଛି । ବିଭିନ୍ନ ଜିଲ୍ଲା…

ଚନ୍ଦ୍ର ଶେଖର ହୋତା ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଭାବେ ନିଯୁକ୍ତ 

ଭୁବନେଶ୍ୱର: ବରିଷ୍ଠ ଓପିଏସ୍ ଅଧିକାରୀ ତଥା ସାହିତ୍ୟିକ ଚନ୍ଦ୍ର ଶେଖର ହୋତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଭାବରେ ମଙ୍ଗଳବାର ଦିନ ନିଯୁକ୍ତ କରିଛନ୍ତି ରାଜ୍ଯ ସରକାର। ଏନେଇ ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ତେବେ ସେ…