Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦେଶର ପ୍ରଥମ ଟୀକା ଭଣ୍ଡାର ଭାବେ ଆଇଏସ୍ଓ ସାର୍ଟିଫିକେଟ୍ ପାଇଲା ରାଜ୍ୟ ଟୀକା ଭଣ୍ଡାର

ଭୁବନେଶ୍ୱର: ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମ ଅଧୀନରେ ଟୀକାର ଗୁଣବତ୍ତାସମ୍ପର୍ଣ୍ଣ ପରିଚାଳନା ପାଇଁ ରାଜ୍ୟ ଟୀକା ଭଣ୍ଡାର ଦେଶର ପ୍ରଥମ ଟୀକା ଭଣ୍ଡାର ଭାବେ ଆଇଏସ୍ଓ ୯୦୦୧:୨୦୧୫ ପ୍ରମାଣପତ୍ର ପାଇଛି। ଟୀକାର ଉପଯୁକ୍ତ ସଂରକ୍ଷଣ, କୋଲ୍ଡ ଚେନ୍ ପରିଚାଳନା, ଯୋଗାଣ ଶୃଙ୍ଖଳ ପରିଚାଳନା,…

୫୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ଠକେଇ, ମାଷ୍ଟରମାଇଣ୍ଡ ଗିରଫ

ସମ୍ବଲପୁର: ୫୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ଆର୍ଥିକ ଠକେଇ କରିବା ଅଭିଯୋଗରେ ସମ୍ବଲପୁରରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ନିବେଶକଙ୍କୁ ଜମା ଟଙ୍କା ଉପରେ ଅଧିକ ରିଟର୍ଣ୍ଣ ପ୍ରଦାନ କରିବା ନେଇ ପ୍ରଲୋଭନ ଦେଉଥିଲା। ସନ୍ତୋଷ ଆଚାର୍ଯ୍ୟ ନାମକ ଅଭିଯୁକ୍ତକୁ ସମ୍ବଲପୁରର ଧନୁପାଲି ଥାନା…

ଓଡିଶା ଆସିବେ ନଡ୍ଡା, ସ୍ଵାସ୍ଥ୍ୟ ସଚିବଙ୍କ ସହ କରିବେ ଆଲୋଚନା

ଭୁବନେଶ୍ଵର: ୨୮ରେ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । ବିଭିନ୍ନ ରାଜ୍ୟର ସ୍ବାସ୍ଥ୍ୟ ସଚିବଙ୍କୁ ନେଇ ପୁରୀରେ ଆୟୋଜିତ ଜାତୀୟ ସ୍ବାସ୍ଥ୍ୟ ମିଶନ କାର୍ଯ୍ୟକ୍ରମରେ ଯୋଗ ଦେବେ ସ୍ଵାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । ଏନେଇ ରାଜ୍ୟ ବିଜେପି ପକ୍ଷରୁ ସୂଚନା ମିଳିଛି…

ମାଟି ଅତଡା ଧସି ୩ ଶ୍ରମିକ ଗୁରୁତର

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ବଣାଇ ବରସୁଆଁ ଦମାଳ ନିକଟରେ ଅଘଟଣ । ଦମାଳୁ ଠାରେ ଲୌହ ଖଣିରେ ଖଣି ଖନନ ପାଇଁ କାମ ଚାଲିଥିବା ବେଳେ ମାଟି ଅତଡା ଖସି ଚାପି ହୋଇଗଲେ ୩ ଜଣ ଶ୍ରମିକ । ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଏବେ…

ରାସ୍ତାକଡରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ବାଲେଶ୍ବର: ପୁଣି ଅଲୋଡା ହେଲା ଶିଶୁକନ୍ୟା । ବାଲେଶ୍ବର ଜିଲ୍ଲା ରୂପସା ଥାନା ଅନ୍ତର୍ଗତ ମିରିଗିମୁଣ୍ଡି ଛକ ନିକଟ ୬୦ ନମ୍ବର ଜାତୀୟ ରାଜପଥ ଧାରିପୋଲ ନିକଟରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ରାଜପଥ ନିକଟରେ ପଡିଥିବା ଏକ ବ୍ୟାଗ ଭିତରୁ ନବଜାତ ଶିଶୁ କନ୍ୟାଟିର କାନ୍ଦ ଶୁଭିଥିଲା…

ଟ୍ରାଫିକ୍ ପୋଲିସଙ୍କ ଅନନ୍ୟ ପ୍ରୟାସ: ମାର୍କର ପେନ୍ ଦେଇ ପରୀକ୍ଷାର୍ଥୀଙ୍କୁ କଲେ ଉତ୍ସାହିତ

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଚାଲିଛି । ଉଭୟ ସିବିଏସି ଏବଂ ବିଏସଇ ପିଲାମାନଙ୍କର ଦଶକ ବୋର୍ଡ ପରୀକ୍ଷା ଚାଲିଛି । ବୋର୍ଡ ପରୀକ୍ଷା ଜୀବନର ଏକ ଗୁରୁତ୍ବପୂଣ୍ଣ ପରୀକ୍ଷା ହୋଇଥିବା ବେଳେ ପ୍ରାୟତଃ ଏଥିପାଇଁ ପିଲାମାନେ ଚାପାଗ୍ରସ୍ତ ଥାଆନ୍ତି । ଏହି କାରଣୁ ଦେଶର…

୪ ବର୍ଷରେ ମ୍ୟାଲେରିଆରେ ମରିଛନ୍ତି ୨୮ ରୋଗୀ: ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ

ଭୁବନେଶ୍ୱର: ଚିନ୍ତା ବଢାଇଲା ମ୍ୟାଲେରିଆ। ରାଜ୍ୟରେ ମ୍ୟାଲେରିଆ ସ୍ଥିତି ଉଦବେଗଜନକ। ନିକଟରେ ପ୍ରକାଶିତ ଓଡିଶା ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ ୪ ବର୍ଷରେ ମ୍ୟାଲେରିଆରେ ମରିଛନ୍ତି ୨୮ ରୋଗୀ। ସେହିପରି ବର୍ଷକୁବର୍ଷ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ରିପୋର୍ଟ ଅନୁଯାୟୀ,…

ଜଲଦି କରନ୍ତୁ…ମାର୍ଚ୍ଚ ୩୧ ପରେ ଆଉ ଧାନ ନେବେନି ସରକାର

ଭୁବନେଶ୍ବର: ମାର୍ଚ୍ଚ ୩୧ ଧାନ କିଣା ପାଇଁ ଶେଷ ତାରିଖ । ମାର୍ଚ୍ଚ ୩୧ ପରେ ଆଉ ଧାନ ନେବେନାହିଁ ସରକାର । ଧାନ କିଣା ଡେଡଲାଇନ୍ ବତାଇ କିଛି ଏପରି ସୂଚନା ଦେଇଛନ୍ତି ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ମାର୍ଚ୍ଚ ୩୧ ପରେ ମଣ୍ଡିରୁ ଆଉ ଧାନ କିଣା…

ତଥାପି ଚେତୁନି ମୋ ବସ୍, ପୁଣି ଘଟାଇଲା ଦୁର୍ଘଟଣା

ଭୁବନେଶ୍ୱର: ମରଣ ଯନ୍ତା ପାଲଟିଛି ମୋ ବସ୍ । ପ୍ରତିଦିନ ଗୋଟେ ପରେ ଗୋଟେ ଦୁର୍ଘଟଣା ଘଟାଉଛି ମୋ ବସ୍ । ଆଖି ବୁଜି ଗାଡି ଚଳାଉଛନ୍ତି ଡ୍ରାଇଭର । ଫଳରେ ଯାଉଛି ନିରିହ ଲୋକଙ୍କ ଜୀବନ। ଆଜି ପୁଣି ଦୁର୍ଘଟଣା ଘଟାଇଛି ମୋ ବସ୍ । ଭୁବନେଶ୍ଵର ମାଷ୍ଟରକ୍ୟାଣ୍ଟିନ ରେଳ ଷ୍ଟେସନ ନିକଟ ବସ୍‌ଷ୍ଟାଣ୍ଡରେ…

ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ

ଭୁବନେଶ୍ବର: ଏଣିକି ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ । ଏନେଇ ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର । ଯଦି କାହାର ଆୟକର ଫାଇଲ ପାଇଁ ରାସନ କାର୍ଡ କଟିଥାଏ, ତାଙ୍କୁ ପୁନଶ୍ଚ କାର୍ଡ ଯୋଗାଇ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର…