Latest Odisha News

BREAKING NEWS

Browsing Category

ଓଡିଶା

Odisha

ପାଣ୍ଡିଆନଙ୍କ କଥାରେ ଗୃହକୁ ଅଚଳ କରୁଛି ବିଜେଡି: ଜୟନାରାୟଣ

ଭୁବନେଶ୍ଵର: ଦଳରେ ନାହାଁନ୍ତି କିନ୍ତୁ ବିଧାନସଭାରେ ଚାଲୁଛି ପାଣ୍ଡିଆନ୍ ରାଜ୍ । ବିଧାନସଭାରେ ପାଣ୍ଡିଆନଙ୍କ ଉପସ୍ଥିତିକୁ ନେଇ ପ୍ରମାଣ ଦେଲେ ଜୟନାରାୟଣ । କହିଲେ ଏବେ ବି ବିଜେଡିରେ ଚାଲିଛି ପାଣ୍ଡିଆନଙ୍କ ରାଜ । ପାଣ୍ଡିଆନଙ୍କ କଥାରେ ଗୃହକୁ ଅଚଳ କରୁଛି ବିଜେଡି । ଏବେ ବି ବିଜେଡିରେ…

କେବଳ ଅସମର୍ଥ ମାତାପିତାଙ୍କୁ ଭରଣପୋଷଣ ଦେବେ ପୁଅଝିଅ: ହାଇକୋର୍ଟ

କଟକ: ବାପାଙ୍କୁ ଭରଣପୋଷଣ ଦେବା ପାଇଁ ପୁଅକୁ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶକୁ ହାଇକୋର୍ଟ ଖାରଜ କରି ରାୟ ଶୁଣାଇଛନ୍ତି ଯେ, ମାତାପିତା ଓ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ କଲ୍ୟାଣ ଆଇନ, ୨୦୦୭ ଅନୁସାରେ, କେବଳ ଜଣେ ବରିଷ୍ଠ ନାଗରିକ ହୋଇଗଲେ ସନ୍ତାନ ବା ସମ୍ପର୍କୀୟଙ୍କ ନିକଟରୁ…

କ’ଣ କ’ଣ ରହିଛି ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ? ସାର୍ବଜନୀନ କରିବେ ସରକାର

ଭୁବନେଶ୍ବର: ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ କେତେ ଅଳଙ୍କାର ରହିଛି, ସାର୍ବଜନୀନ କରିବେ ସରକାର । ଗଣତିମଣତି ଶେଷ ହେବା ପରେ ସମସ୍ତଙ୍କୁ ଏନେଇ ତଥ୍ୟ ପ୍ରଦାନ କରାଯିବ ବୋଲି ଆଜି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ । ମନ୍ତ୍ରୀ କହିଛନ୍ତି, ରତ୍ନଭଣ୍ଡାର…

ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଆୟୋଜନ ପାଇଁ ପ୍ରସ୍ତୁତି, ଉତ୍ତରାଛକରୁ ପୁରୀ ଲାଗିବ ସିସି କ୍ୟାମେରା

ଭୁବନେଶ୍ବର: ଆସନ୍ତା ଜୁନ ୨୭ରେ ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ଆଉ ଏହି ସମୟରେ ସୁରକ୍ଷା ସହ ଶାନ୍ତି ଶୃଙ୍ଖଳା କେମିତି ବଜାୟ ରହିବ ତାହା ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ରହିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ପକ୍ଷରୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।…

ଅନ୍ଧାରରେ ୩୧ ହଜାରରୁ ଅଧିକ ଅଙ୍ଗନବାଡି

ଭୁବନେଶ୍ବର: ପିଲାଟିର ଶିକ୍ଷାର ଏନ୍ତୁଡିଶାଳ ଅଙ୍ଗନବାଡି । ହେଲେ ଆଜି ବି ବିଭିନ୍ନ ଜିଲ୍ଲାରେ ଅବହେଳିତ ଭାବରେ ଅଙ୍ଗନବାଡି ଶିକ୍ଷା ଗ୍ରହଣ କରୁଛନ୍ତି କୁନି କୁନି ଛାତ୍ରଛାତ୍ରୀ । ଆଜି ବି ରାଜ୍ୟରେ ୩୧ ହଜାରରୁ ଅଧିକ ଅଙ୍ଗନବାଡି ଅନ୍ଧାରରେ ରହିଛି । ସେଠିକି ବିଦ୍ୟୁତ୍ ସଂଯୋଗ ଦିଆଯାଇନାହିଁ…

ଘର ବାହୁଡା ପରେ ଭାବବିହ୍ଵଳ ସୁର

ଭୁବନେଶ୍ଵର: ୭ ମାସ ପରେ କଂଗ୍ରେସକୁ ମିଳିଛି ନୂଆ ମଙ୍ଗୁଆଳ । ଆଉ ଏଥିପାଇଁ ବେଶ ଉତ୍ସାହିତ ଅଛନ୍ତି କଂଗ୍ରେସର ନେତା ଓ କର୍ମୀମାନେ । ସମସ୍ତଙ୍କ ମନରେ ଏକ ପ୍ରକାର ନୂଆ ଜୋସ ଭରିଯାଇଛି କଂଗ୍ରେସକୁ ସଶକ୍ତ କରିବାକୁ । ପିସିସି ସଭାପତି ଭାବେ ଭକ୍ତଚରଣ ଦାସ ଦାୟିତ୍ବ ନେବା ପରେ ଏବେ ପଲିଟିକାଲ…

୩୧ ମାର୍ଚ୍ଚ ଯାଏଁ ବଢିଲା ଇ-କେଓ୍ବାଇସି ଅବଧି

ଭୁବନେଶ୍ବର: ପୁଣି ବଢିଲା ରାସନ କାର୍ଡରେ ଇ-କେଓ୍ବାଇସି ଅବଧି । ରାସନ କାର୍ଡରେ ଇ-କେଓ୍ବାଇସି କରିବାକୁ ଆଜି ଶେଷ ଦିନ ଥିବା ବେଳେ ଲୋକଙ୍କ ଆବଶ୍ୟକତା ଦେଖି, ସମୟ ସୀମାକୁ ଆସନ୍ତା ୩୧ମାର୍ଚ୍ଚ ଯାଏଁ ବୃଦ୍ଧି ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।…

ବିଶ୍ବର କ୍ଷୁଦ୍ରତମ କୁଜଥିବା ଗାଇ ‘ପୁଙ୍ଗାନୁର’:  ଯାହାକୁ ନେଇ ରାଜ୍ୟରେ ଚର୍ଚ୍ଚା

ଭୁବନେଶ୍ବର: ଯଦି ଆପଣଙ୍କୁ କୁହାଯାଏ ଯେ ଏକ ଗୋ ପ୍ରଜାତି ଯାହାର ଶରୀର କ୍ଷୁଦ୍ରତମ କିନ୍ତୁ ଏହାର କ୍ଷୀରର ସ୍ବାଦ କ୍ରିମ୍ ଠାରୁ ବି ଅଧିକ ମିଠା, ଆପଣ ବିଶ୍ବାସ କରିବେ କି ? ବିଶ୍ଵାସ ନହେଲେ ବି ଏହା କିନ୍ତୁ ସତ । ଆମ ଭାରତରେ ହିଁ ରହିଛି ଏଭଳି ପ୍ରଜାତି । ଆନ୍ଧ୍ରପ୍ରଦେଶର ଚିତ୍ତୁର…

ଆଜିଠୁ କଳିଙ୍ଗରେ ହକି ଫାଇଟ୍; ଆଗାମୀ ବିଶ୍ବକପ୍‌ ଟିକେଟ୍‌ ଉପରେ ହର୍ମନପ୍ରୀତଙ୍କ ନଜର

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ଆଜି ଠାରୁ ହକି ପର୍ବ ଆରମ୍ଭ। ଦର୍ଶକ ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ମ୍ୟାଚର ମଜା ଉଠାଇପାରିବେ । ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ୨୦୨୪-୨୫ ସିଜନରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ଆଜିଠାରୁ ଘରୋଇ ଗ୍ରାଉଣ୍ଡରେ ନିଜର ଅଭିଯାନ ଆରମ୍ଭ କରିବେ। ଆଜି…

୩୮ତମ ନ୍ୟାସନାଲ ଗେମ୍ସ; ଓଡ଼ିଶା ଖାତାକୁ ଆସିଲା ୪୬ଟି ପଦକ

ଭୁବନେଶ୍ୱର: ଉତ୍ତରାଖଣ୍ଡରେ ଆୟୋଜିତ ହୋଇଥିବା ୩୮ତମ ନ୍ୟାସନାଲ ଗେମ୍ସରେ ଓଡ଼ିଶାକୁ ମିଳିଛି ୪୬ଟି ପଦକ । ଏଥିମଧ୍ୟରୁ ୧୪ଟି ସ୍ବର୍ଣ୍ଣ ପଦକ, ୧୫ଟି ରୌପ୍ୟ ପଦକ ଏବଂ ୧୭ଟି କାଂସ୍ୟ ପଦକ ରହିଛି। ନ୍ୟାସନାଲ ଗେମ୍ସରେ ସର୍ବ ଭାରତୀୟ ସ୍ତରରେ ଓଡ଼ିଶା ୧୨ତମ ସ୍ଥାନ ହାସଲ କରିଛି । ଏଥିସହ ଓଡ଼ିଶା…