Latest Odisha News

BREAKING NEWS

Browsing Category

ଓଡିଶା

Odisha

ନିର୍ମମ ହତ୍ୟା! ବାଇକ୍ ଆରୋହୀଙ୍କୁ ବିଚ୍‌ ରାସ୍ତାରେ ହାଣିଲେ ଦୁର୍ବୃତ୍ତ

ବଲାଙ୍ଗୀର: ବିଚ୍‌ ରାସ୍ତାରେ ଯୁବକଙ୍କୁ ହାଣି ହତ୍ୟା ।  ଏହି ହତ୍ୟାକାଣ୍ଡ  ବଲାଙ୍ଗୀର ଚିମିନିଭାଟି ସ୍କୁଲ ନିକଟରେ ଘଟିଛି । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ମୃତଦେହ ନିକଟରେ ଏକ ବାଇକ୍‌ ପଡିଛି। ଟାଙ୍ଗିଆରେ ଆଣି ହତ୍ୟା କରି ହତ୍ୟାକାରୀ ଫେରାର ହୋଇଯାଇଛନ୍ତି। ସୂଚନାମୁତାବକ,ଶନିବାର…

ଯଦି ବିଜେଡିରେ ବିଭାଜନ ହୁଏ… କାହାର ହେବ ଲାଭ?

ଭୁବନେଶ୍ବର: ୨୪ବର୍ଷ ଧରି ରାଜ୍ୟରେ କ୍ଷମତାରେ ରହିଥିବା ବିଜେଡିରେ ହେବ କି ବିଭାଜନ? ସବୁଠୁ ଶୃଙ୍ଖଳିତ ଦଳ କୁହାଯାଉଥିବା ବିଜେଡି କଳି ଦିନକୁ ଦିନ ବଢିବାରେ ଲାଗିଛି । ନିର୍ବାଚନ ହାରିବା ପରଠୁ ନେତାଙ୍କ ମନରେ ଅସନ୍ତୋଷ ଥିଲା । ହେଲେ ଓ୍ବକଫ୍ ଭୋଟ୍ ପରଠୁ ଏହା ସାମନାକୁ ଆସିଛି । ଦିନେ…

ଖଣି ଚୋରି ମାମଲାରେ ୪ ମାଫିଆ ଗିରଫ

ସୁନ୍ଦରଗଡ: ଏମସିଏଲ କ୍ଷେତ୍ର ଅଧୀନରେ ଥିବା ଗୋପାଳପୁର ନିକଟ ତେଲେନଡିହି, ରତନସରା, ଭୋଗ୍ରାକଚ୍ଛାର ଜଙ୍ଗଲରେ ଚାଲିଥିବା ଖଣି ଚୋରି ମାମଲାରେ ଆରମ୍ଭ ହେଲା ପୋଲିସ କାର୍ଯ୍ୟାନୁଷ୍ଠାନ । ହେମଗିର ପୋଲିସ ଖଣି ଚୋରି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ରତନସରା ଗାଁର ସମୀର ଡନସେନା…

ପଣା ସଂକ୍ରାନ୍ତି ପାଇଁ କଟକରେ କଟକଣା: ମୁତୟନ ହେବେ ୧୦ ପ୍ଲାଟୁନ ଫୋର୍ସ, ଜାରି ହେଲା ଗାଇଡଲାଇନ

କଟକ: ପଣା ସଂକ୍ରାନ୍ତି ପାଇଁ କଟକରେ ଜାରି ହେବ କଟକଣା। ପଣା ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ଜାରି ହେବ ୧୦ ପ୍ଲାଟୁନ ଫୋର୍ସ। ସେହିଦିନ ହନୁମାନ ମନ୍ଦିର ଥିବା ସ୍ଥାନରେ ଅଧିକ ଫୋର୍ସ ଜଗିବେ। ସେହିପରି ନିଶା ଦ୍ରବ୍ୟ ସେବନ…

ଚିତ୍ରକୋଣ୍ଡା ସହକାରୀ ଯନ୍ତ୍ରୀ ପବିତ୍ର ପାଣିଗ୍ରାହୀଙ୍କ ଘରେ ରେଡ୍

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଥିବା ପବିତ୍ର ମୋହନ ପାଣିଗ୍ରାହୀଙ୍କ ଠାରୁ ୧୮ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ ହେବା ପରେ ଶନିବାର ଦିନ ତାଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ଯେଉଁ ଟଙ୍କାର ହିସାବ ସେ ଦେଇ ପାରିନଥିଲେ। ସୂଚନା…

ବିଜେଡିରେ ବିଦ୍ରୋହ: ଦଳ ଛାଡ଼ିଥିବା ନେତାଙ୍କୁ କଟାକ୍ଷ କଲେ ଦେବୀ ମିଶ୍ର

ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜୁ ଜନତା ଦଳ (ବିଜେଡି) ଏବେ ଅନ୍ତଃକଳହର ସମ୍ମୁଖୀନ ହେଉଛି। ଦଳର ପୂର୍ବତନ ନେତା ତଥା ପୂର୍ବତନ ୫ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କର ପ୍ରଭାବଶାଳୀ ଭୂମିକାକୁ ନେଇ ବିବାଦ ଜୋର ଧରିଛି। ପୂର୍ବତନ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ ଦଳର ସୁପ୍ରିମୋ…

ଖରା ଦିନେ ଦୂର ହେବ ଜଳ କଷ୍ଟ, ମନ୍ତ୍ରୀଙ୍କ ବଡ଼ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶା ସରକାର ଗ୍ରୀଷ୍ମ ଋତୁରେ ପାଣି ସଙ୍କଟର ସମାଧାନ ପାଇଁ ରାଜ୍ୟରେ ୨୧ ହଜାର ୩୦୦ ନୂଆ ନଳକୂଅ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଶୁକ୍ରବାର ଦିନ ଘୋଷଣା କରିଛନ୍ତି। ଏହି ଯୋଜନା ମାଧ୍ୟମରେ ସମସ୍ତଙ୍କ ପାଇଁ ପିଇବା ପାଣି…

‘ପାଣ୍ଡିଆନଙ୍କୁ ସମର୍ଥନ କରି ଗଲା ନବୀନଙ୍କ ଲୋକପ୍ରିୟତା’- ପ୍ରସନ୍ନ

ଭୁବନେଶ୍ବର: ‘ବିଜେଡି ଦଳରେ ଆଉ କ’ଣ ଅଛି ଯେ, ତାକୁ ଗଢିବେ ? ପାଣ୍ଡିଆନ୍ ଆସିବା ଦିନଠୁ ଦଳ ଧ୍ବଂସ ହୋଇସାରିଛି’-କିଛି ଏପରି କହି ପାଣ୍ଡିଆନ ଏବଂ ନବୀନଙ୍କ ଉପରେ ଖୁବ୍ ବର୍ଷିଛନ୍ତି ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀ । ବିଜେଡିର ସ୍ଥିତି ଏବେ ଦୁର୍ବିସହ ଭିତରକୁ ଠେଲି ହେଉଥିବା ବେଳେ…

ତ୍ରିସ୍ତରୀୟ ପଞ୍ଚାୟତରାଜ ଅନୁଷ୍ଠାନରେ ୧୧୩୪ଟି ପଦବୀ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଓଡ଼ିଶାର ତ୍ରିସ୍ତରୀୟ ପଞ୍ଚାୟତ ରାଜ ଅନୁଷ୍ଠାନରେ ଖାଲି ପଡ଼ିଥିବା ୧୧୩୪ଟି ପଦବୀ ପୂରଣ ପାଇଁ ରାଜ୍ୟ ନିର୍ବାଚନ କମିଶନ ଉପନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ରିପୋର୍ଟ ଅନୁସାରେ ପାଞ୍ଚଟି ଜିଲ୍ଲା ପରିଷଦ ସଦସ୍ୟ, ୪୧ଟି ପଞ୍ଚାୟତ ସମିତି ସଦସ୍ୟ, ୪୫ଟି ସରପଞ୍ଚ ଏବଂ…

ଝାରସୁଗୁଡ଼ାରେ ଡବଲ ଏନକାଉଣ୍ଟର, ଦୁଷ୍କର୍ମ ଅଭିଯୁକ୍ତ ଆହତ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଡବଲ ଏନକାଉଣ୍ଟର। ୨ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି ବେଲପାହାଡ଼ ପୋଲିସ। ସୂଚନା ଅନୁଯାୟୀ, ସେମାନଙ୍କୁ ଧରିବା ପାଇଁ ଯାଇଥିବା ବେଳେ ପୋଲିସ ଉପରକୁ ଏମାନେ ଆକ୍ରମଣ କରିଥିଲେ। ପୋଲିସର ପାଲଟା ଗୁଳିରେ ଦୁଇ ଅଭିଯୁକ୍ତ ଆହତ ହୋଇଛନ୍ତି। ବେଲପାହାଡ ବ୍ରଜରାଜନଗର…