Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏସସିବିରେ ପ୍ରତିଷ୍ଠା ହେବ ୫୦୦ ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟର୍

କଟକ: କଟକ ଏସସିବିରେ ପ୍ରତିଷ୍ଠା ହେବ ୫୦୦ ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟର୍ । ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ ତୁରନ୍ତ ଉନ୍ନତ ଚିକିତ୍ସା । ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନାରେ ହେବ ପ୍ରତିଷ୍ଠା । କେନ୍ଦ୍ର ସରକାରଙ୍କ ଅନୁମତି ପରେ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।…

ଆଜିଠୁ କମ୍ପିବ ଖଣ୍ଡଗିରି, ଆରମ୍ଭ ହୋଇଗଲାଣି ହୋମ ଯଜ୍ଞ

ଭୁବନେଶ୍ଵର: ଆଜିଠାରୁ ଖଣ୍ଡଗିରି କୁମ୍ଭମେଳା । ଖଣ୍ଡଗିରିରେ ଜମିଲାଣି ଶତାଧିକ ସାଧୁସନ୍ଥଙ୍କ ଭିଡ଼ । ଆରମ୍ଭ ହେଲାଣି ହୋମ ଯଜ୍ଞ । ପବିତ୍ର ମାଘ ସପ୍ତମୀ ଅବସରରେ ସକାଳୁ ଚନ୍ଦ୍ରଭାଗାରୁ ଅଣାଯାଇଥିବା ପବିତ୍ର ପାଣିରେ କଳସ ବସିବା ପରେ ଆରମ୍ଭ ହୋଇଛି ପଞ୍ଚକୁଣ୍ଡ ହୋମ । ସେପଟେ ଖଣ୍ଡଗିରି…

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲକୁ ଇଟି ନାଓ ଇଣ୍ଡଷ୍ଟ୍ରି ଆଇକନ୍ସ ସମ୍ମାନ 

ଭୁବନେଶ୍ୱର: ଇଟି ନାଓ ଇଣ୍ଡଷ୍ଟ୍ରି ଆଇକନ୍ସ -୨୦୨୫ ଇଷ୍ଟ ଚାପ୍ଟରର ପ୍ରଥମ ସଂସ୍କରଣର ସମ୍ମାନ ପ୍ରଦାନ ଉତ୍ସବରେ ସମ୍ ଅଲ୍ଟିମେଟ୍ ମେଡିକେୟାରକୁ ମିଳିଛି ପୂର୍ବ ଭାରତର ଶ୍ରେଷ୍ଠ କର୍ପୋରେଟ ହସ୍ପିଟାଲ୍ ସମ୍ମାନ। କୋଲକାତା ଠାରେ ଗତ ଶୁକ୍ରବାର ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଟାଇମ୍ସ…

ବିଶ୍ୱ କର୍କଟ ଦିବସ: ମାନସ ସାହୁଙ୍କ ବାଲୁକା କଳା ମାଧ୍ୟମରେ ସଚେତନତା

ପୁରୀ: ବିଶ୍ୱ କର୍କଟ ଦିବସ ପୂର୍ବରୁ ପୁରୀ ଲାଇଟ ହାଉସ ସମ୍ମୁଖ ବେଳଭୂମିରେ ବାଲୁକା କଳା ମାଧ୍ୟମରେ ସଚେତନତା କରାଯାଇଛି। ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ "World Cancer Day" ବା ବିଶ୍ୱ କର୍କଟ ଦିବସ ଉପଲକ୍ଷେ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି। ଏହି…

ଏଫଆଇଏଚ୍‌ ପ୍ରୋ ଲିଗ୍‌ ୨୦୨୪-୨୫: ଭୁବନେଶ୍ୱରରେ ମାଗଣା ମ୍ୟାଚ୍ ଦେଖିବେ ଦର୍ଶକ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ସ୍ଥିତ କଳିଙ୍ଗ ହକି ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି ପୁରୁଷ ଏବଂ ମହିଳା ଏଫଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍ । ଏହା ଫେବୃଆରୀ ୧୫ ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ଷ୍ଟାଡିୟମରେ ପ୍ରବେଶ ପାଇଁ ସମସ୍ତ ପ୍ରଶଂସକଙ୍କ ପାଇଁ ମାଗଣା ମିଳିବ ଟିକେଟ୍…

ହେଲଥ୍ ୱାର୍କର ନିଯୁକ୍ତି ଉପରେ ରୋକ ଲଗାଇଲେ ହାଇକୋର୍ଟ

କଟକ: ହେଲ୍‌ଥ ୱାର୍କର ନିଯୁକ୍ତି ଉପରେ ରୋକ୍। ମଲ୍ଟି ପର୍ପସ ହେଲଥ ୱାର୍କର ନିଯୁକ୍ତି ଉପରେ ରୋକ ଲଗାଇଲେ ହାଇକୋର୍ଟ। ଆସନ୍ତା ଶୁଣାଣି ଯାଏଁ ନିଯୁକ୍ତି ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ। ପ୍ରକ୍ରିୟା ଜାରି ରହିଲେ ବି ପରବର୍ତ୍ତୀ ଆଦେଶ ଯାଏଁ ନିଯୁକ୍ତି ବନ୍ଦ ପାଇଁ ନିର୍ଦ୍ଦେଶ…

ଝାରପଡ଼ା ଜେଲରେ ଥିବା ଛାତ୍ର ନେତାଙ୍କୁ ଭେଟିଲେ ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ

ଭୁବନେଶ୍ୱର: ଝାରପଡ଼ା ସ୍ଥିତ ସ୍ଵତନ୍ତ୍ର କାରାଗାରରେ ଥିବା ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଓ ଅନ୍ୟ ଛାତ୍ର ନେତାଙ୍କୁ ଆଜି ଭେଟିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏହି ପରିପ୍ରେକ୍ଷୀରେ ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଗଣମାଧ୍ୟମଙ୍କୁ…

ଖୁବଶୀଘ୍ର ପରବର୍ତ୍ତନ ହେବ ବହୁ ରାଜସ୍ବ ନିୟମ

ଝାରସୁଗୁଡ଼ା: ଖୁବଶୀଘ୍ର ପରବର୍ତ୍ତନ ହେବ ବହୁ ରାଜସ୍ବ ନିୟମ। ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ରାଜ୍ୟରେ ରାଜସ୍ବ ସେବାର ବହୁ ନିୟମର ଖୁବଶୀଘ୍ର ସରକାର ପରବର୍ତ୍ତନ ଆଣିବେ। ସେଥିମଧ୍ୟରେ ଓଡ଼ିଶା ପ୍ରିଭେନସନ ଅଫ୍‌ ଲ୍ୟାଣ୍ଡ୍‌…

ବଜେଟ୍ ୨୦୨୫: ରେଳ ବଜେଟରେ ଓଡ଼ିଶାକୁ ୧୦,୫୯୯ କୋଟି ବ୍ୟୟବରାଦ

ଭୁବନେଶ୍ୱର: ୨୦୨୫-୨୬ ଆର୍ଥିକ ବର୍ଷରେ ଓଡି଼ଶାର ରେଳ କ୍ଷେତ୍ରକୁ ୧୦,୫୯୯ କୋଟି ଟଙ୍କା କେନ୍ଦ୍ରୀୟ ବଜେଟରେ ଦିଆଯାଇଥିବା ନେଇ ସୋମବାର ଅପରାହ୍ନରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରକାଶ କରିଛନ୍ତି। ରାଜ୍ୟ ପାଇଁ ବ୍ୟୟବରାଦ ଘୋଷଣା କରିବା ସମୟରେ ମନ୍ତ୍ରୀ କହିଛନ୍ତି ଯେ, ଓଡିଶାରେ…

ଶୁଆ ଚୋରା ଚାଲାଣ ବେଳେ ୪ ଜଣଙ୍କୁ ବାନ୍ଧିଲା ବନବିଭାଗ

ବୌଦ୍ଧ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଧୀନ ଜଙ୍ଗଲ ଅଞ୍ଚଳରେ ଏକ ବନ୍ୟଜନ୍ତୁ ଚୋରାଚାଲାଣ ରାକେଟକୁ ଠାବ କରାଯାଇଛି । ବେଆଇନ ଶୁଆ ଓ କଇଁଛ ଚାଲାଣ ଅଭିଯୋଗରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବୌଦ୍ଧ ବନ ବିଭାଗ । ଗିରଫ ଅଭିଯୁକ୍ତ ମାନେ ହେଲେ ବୌଦ୍ଧ ଥାନା ଅନ୍ତର୍ଗତ…