Latest Odisha News

BREAKING NEWS

Browsing Category

ଓଡିଶା

Odisha

୨ ମହିଳାଙ୍କ ସମେତ ୯ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସ ନିକଟରେ ୨ ଜଣ ମହିଳା ମାଓବାଦୀଙ୍କ ସମେତ ୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସୁକମା ଏସପି କିରଣ ଚୌହାନଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିଛନ୍ତି। ୨ ଜଣ ମାଓବାଦୀଙ୍କ ନାମରେ ୮ ଲକ୍ଷ ଟଙ୍କା ଏବଂ ୪ ଜଣ ମାଓବାଦୀଙ୍କ ପାଇଁ ୫…

ଠକ ଦମ୍ପତିଙ୍କ ଆଉ ଦୁଇଟି ଦାମୀ କାର ଜବତ କଲା ପୋଲିସ

ଭୁବନେଶ୍ୱର: ହାଇପ୍ରୋଫାଇଲ ଠକ ହଂସିତା ଓ ଅନିଲଙ୍କ ତିନି ଦାମୀ କାରକୁ ଜବତ କରିଛି କମିଶନରେଟ ପୋଲିସ। ହଂସିତା ଓ ଅନିଲ ମହାନ୍ତିଙ୍କ ମର୍ସଡିଜ, ପୋର୍ସ ଓ ଜଗୁଆର ଜବତ କରିଛି ପୋଲିସ। ଗତକାଲି ପଦାକୁ ଆସିଥିଲା ଠକ ଯୋଡ଼ିର ଅୟସର କାରନାମା। ହଂସିତା ଅଭିଲିପ୍ସା ଉପହାରରେ ପୋର୍ସ କାର ଦେଇଥିଲେ।…

‘ବାଲି ଚୋରି ରୋକିବା ନେଇ ଚାଲିଛି ବ୍ୟବସ୍ଥା, ସଂଶୋଧନ କରାଯିବ ପୁରୁଣା ଆଇନ’

ଭୁବନେଶ୍ବର: ବାଲି ମାଫିଆଙ୍କ ଦୌରାତ୍ମ୍ୟକୁ ରୋକିବା ଲାଗି ରାଜ୍ୟ ସରକାର ଯୋଜନା କରୁଛନ୍ତି। ବାଲି ଚୋରି ରୋକିବା ନେଇ ରାଜ୍ୟସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରୁଛନ୍ତି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେହିପରି ଆଉ ଅଣ ରାଜସ୍ୱ କାମ କରିପାରିବେନି ରାଜସ୍ବ ଅଧିକାରୀ ବା…

ଆଉ ଦିନକ ପାଇଁ ବଢିଲା ବାର୍ଷିକ ପୁଷ୍ପ ପ୍ରଦର୍ଶନୀ

ଭୁବନେଶ୍ୱର: ଭୁବନେଶ୍ୱରର ଏକାମ୍ର କାନନସ୍ଥିତ ରିଜିଓନାଲ ପ୍ଲାଣ୍ଟ ରିସୋର୍ସ ସେଣ୍ଟର (ଆରପିଆରସି)ରେ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ଏନେଇ ଶନିବାର ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂହଖୁଣ୍ଟିଆ ଘୋଷଣା କରିଛନ୍ତି। ଏହି…

ପୁଣି ବଢିପାରେ ଶୀତ!, ୧୪ ଯାଏଁ ୧୦ ଜିଲ୍ଲାକୁ କୁହୁଡି ଚେତାବନୀ

ଭୁବନେଶ୍ବର: ରାଜ୍ୟରେ ପୁଣି ବଢିପାରେ ଶୀତ । ଶୀତ ସାଙ୍ଗକୁହ ଘନ କୁହୁଡି ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୩ ଦିନ ପରେ ରାଜ୍ୟର ଅନେକ ଜିଲାରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ । ଫଳରେ ରାଜ୍ୟରେ ବିଭିନ୍ନ ସ୍ଥାନରେ…

ଅନାସ୍ଥା ଭୋଟକୁ ଡରିଗଲା ବିଜେପି !

ଭୁବନେଶ୍ବର: ଗଣତନ୍ତ୍ରର କଣ୍ଠରୋଧ ! କିର୍ମିରା ଅନାସ୍ଥା ଭୋଟକୁ ନେଇ ଭୟଭୀତ ସରକାର ! ବେଆଇନ୍ ଭାବେ ବିଶାଳ ଦାସ ଅଟକ ! ବିନା କାରଣରେ ଲୋକପ୍ରତିନିଧି ଅଟକ ! ଛତିଶଗଡ଼ ପୋଲିସ ସହ ଓଡିଶା ପୋଲିସର ଷଡ଼ଯନ୍ତ୍ର ! ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ପଦ ବଞ୍ଚାଇବାକୁ ଶାସକ…

ଅଣରାଜସ୍ବ କାମ କରିବେନି ଆରଆଇ, ଅମିନ..

ଭୁବନେଶ୍ବର: ଏଣିକି ଆଉ ଅଣରାଜସ୍ବ କାମ କରିବେନି ରାଜସ୍ବ ଅଧିକାରୀ । ଏନେଇ ସବୁ ଜିଲ୍ଲାପାଳଙ୍କୁ ରାଜସ୍ବ ବିଭାଗ ପକ୍ଷକୁ ଚିଠି କରାଯାଇଛି । ଏବେ ଆଉ ଆରଆଇ, ଏଆରଆଇ ଏବଂ ଅମିନମାନଙ୍କୁ ରାଜସ୍ବ ବିଭାଗ କାମ ବ୍ୟତୀତ ଅନ୍ୟ କୌଣସି କାମରେ ନିୟୋଜିତ ନକରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।…

ନିର୍ମାଣାଧୀନ କୋଠାରୁ ବୋମା ଭର୍ତ୍ତି ବ୍ୟାଗ୍ ମିଳିବା ଘଟଣା, ଜଣେ ଅଟକ

ବ୍ରହ୍ମପୁର: ନିର୍ମାଣାଧୀନ କୋଠାରୁ ବୋମା ଭର୍ତ୍ତି ବ୍ୟାଗ୍ ମିଳିବା ଘଟଣା । ବୋମା ସବୁକୁ ନିଷ୍କ୍ରିୟ କରିବା ସହ ଜଣେ ଯୁବକଙ୍କୁ ଅଟକ ରଖିଛି ବ୍ରହ୍ମପୁର ପୋଲିସ । ତେବେ ବାକି ୩ ଜଣ ଅଭିଯୁକ୍ତ ଫେରାର ଅଛନ୍ତି । ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି । ସୂଚନା ଅନୁସାରେ,…

ଆଜିଠୁ ଖୋଲା ପ୍ରବାସୀ ଭାରତୀୟ ପ୍ରଦର୍ଶନୀ: ମାଗଣାରେ ମଜା ନେଉଛନ୍ତି ସାଧରଣ ଲୋକେ

ଭୁବନେଶ୍ବର: ସରିଯାଇଛି ୧୮ ତମ ପ୍ରବାସୀ ଭାରତୀୟ ସମ୍ମେଳନୀ । ବାହୁଡିଛନ୍ତି ପ୍ରବାସୀ ଅତିଥି । ହେଲେ ସରିନି ପ୍ରବାସୀ ଭାରତୀୟ ପ୍ରଦର୍ଶନୀ । ଆଜିଠୁ ଦୁଇ ଦିନ ଧରି ଏହାର ମଜା ଉଠାଇପାରିବେ ସାଧାରଣ ଲୋକେ । ଯାହା ସଂପୂର୍ଣ୍ଣ ଦେୟମୁକ୍ତ ଅଟେ । ଏଥିପାଇଁ ଶନିବାର ଦିନ ୧୦ଟାରୁ ସାଧାରଣ…

ଟ୍ଵିନ ସିଟିରେ ପ୍ରବଳ କୁହୁଡି, ଆସନ୍ତାକାଲିଠୁ ବଢିବ ତାପମାତ୍ରା

ଭୁବନେଶ୍ଵର: ଭୁବନେଶ୍ବର ଓ କଟକର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି । ୧୦ ମିଟର ଆଗକୁ ଦେଖାଯାଉନି ରାସ୍ତା । ଘନ କୁହୁଡ଼ି ଯୋଗୁଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ । ସେପଟେ ଗଞ୍ଜାମ, ଗଜପତି, କଳାହାଣ୍ଡି ସମେତ ୬ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ଆଲର୍ଟ ଜାରି କରାଯାଇଛି । ଆସନ୍ତାକାଲିଠାରୁ ବଢିବ…