Latest Odisha News

BREAKING NEWS

Browsing Category

ଓଡିଶା

Odisha

ଥରାଉଛି ଜାଡ: ୧୦ ଡିଗ୍ରୀ ତଳେ ୧୧ ସହର

ଭୁବନେଶ୍ବର: ରାଜ୍ୟରେ ଥରାଉଛି ଜାଡ । ରାତି ତାପମାତ୍ରା କମୁଛି । କାଲୁଆ ଶୀତରେ ଥରୁଛି ଓଡିଶା । ଏଥିସହିତ ସକାଳୁ ସକାଳୁ କୁହୁଡିର ପରସ୍ତ ଜନଜୀବନଙ୍କୁ ଅସ୍ତବ୍ୟସ୍ତ କରି ରଖିଛି । ଆହୁରି ଦୁଇଦିନ ଏମିତି ଶୀତ ଥରାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ  । ଅନ୍ୟପଟେ ରାତିରେ ପାରଦ…

ମହାକୁମ୍ଭ ମେଳା ପାଇଁ ବିଭିନ୍ନ ଜିଲ୍ଲାରୁ ପ୍ରୟାଗରାଜ ଗଡିଲା ବସ୍, ମହିଳାଙ୍କୁ ୫୦% ଛାଡ

ଭୁବନେଶ୍ୱର: ମହାକୁମ୍ଭ ମେଳା ପାଇଁ ସିଧା ଓଡ଼ିଶାରୁ ପ୍ରୟାଗରାଜ ଗଡିଲା ସ୍ୱତନ୍ତ୍ର ବସ୍। ଭିସି ମାଧ୍ୟମରେ ସ୍ଵତନ୍ତ୍ର ବସ୍ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆସନ୍ତାକାଲିଠୁ ପ୍ରୟାଗରାଜରେ ମହାକୁମ୍ଭ ମେଳା ଆରମ୍ଭ ହେବାକୁ ଯାଉଥିବା ବେଳେ ଏଥିପାଇଁ ଆଜିଠୁ ସିଧା…

ଆଜିଠୁ ବଢିବ, ୨ ଦିନ ପରେ ପୁଣି ଖସିବ ପାରଦ

ଭୁବନେଶ୍ଵର: ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଆଉ ଏହାରି ଭିତରେ ଭୟ ଦେଖାଇଲାଣି ଘନ କୁହୁଡ଼ି । ଘନ କୁହୁଡି ନେଇ ଆସନ୍ତା ତିନିଦିନ ପାଇଁ ୯ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ସେହିପରି ୩ ଦିନ ପରେ ଶୀତ ପୁଣି ବଢ଼ିବ ବୋଲି କହିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…

ସରକାରୀ ଚାକିରି ଲୋଭ ଦେଖାଇ ଠକୁଥିଲେ ଠକ ଦମ୍ପତି, ଗିରଫ କଲା ପୋଲିସ

ରାଉରକେଲା: ସରକାରୀ ଚାକିରି ନାଁରେ ଠକୁଥିଲେ ଠକ ଦମ୍ପତି। ରାଉରକେଲା କୋର୍ଟରେ ଚାକିରି କରାଇ ଦେବାକୁ ଅନେକ ଆଶାୟୀଙ୍କ ଠାରୁ ୨୦ ଲକ୍ଷରୁ ଅଧିକ ଟଙ୍କା ଲୁଟିଛନ୍ତି । ୧୯ରୁ ୨୦ ଜଣ ବେକାର ଯୁବକ ଓ ଯୁବତୀ ଏ ନେଇ ଅଭିଯୋଗ ହେବା ପରେ ଦମ୍ପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।…

ପାରାଦ୍ୱୀପରେ ସଡ଼କ ଓ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ, ବେଆଇନ ପାର୍କିଂରୁ ବୃଦ୍ଧି ପାଉଛି ଦୁର୍ଘଟଣା

ପାରାଦ୍ବୀପ: ବନ୍ଦର ଭିତ୍ତିକ ଆନ୍ତର୍ଜାତିକ ଶିଳ୍ପ ସହର ପାରାଦ୍ଵୀପରେ ଭୁଷୁଡି ପଡ଼ିଛି ଟ୍ରାଫିକ ବ୍ୟବସ୍ଥା।  ଗାଡି ରଖିବା ପାଇଁ ନାହିଁ ସ୍ବତନ୍ତ୍ର ନିୟମ କିମ୍ବା  ଗାଇଡ ଲାଇନ। କେବଳ ସଡ଼କ ସୁରକ୍ଷା ମାସ ପାଳନ ନାମରେ ପ୍ରଶାସନ ଲୋକଙ୍କୁ ସଚେତନ କରାଇବାର ଡିଣ୍ଡିମ ପିଟୁଥିବା ବେଳେ ସଡ଼କ…

ଫେରିଲେ ରଘୁବର…ଝାଡ଼ଖଣ୍ଡରେ ବଡ଼ ପରିବର୍ତ୍ତନ !

ନୂଆଦିଲ୍ଲୀ: ବିଜେପିକୁ ଫେରିବା ପରେ ଝାଡ଼ଖଣ୍ଡରେ ବିଜେପି କ୍ଷମତାକୁ ଫେରିବା ନେଇ ହୁଙ୍କାର ଭରିଛନ୍ତି ରଘୁବର ଦାସ । ଓଡିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ ବିଜେପିରେ ସାମିଲ ହେବା ସହ ପୁଣି ସକ୍ରିୟ ରାଜନୀତିକୁ ଫେରିଛନ୍ତି । ଝାଡ଼ଖଣ୍ଡ ରାଜ୍ୟ ବିଜେପି ସଭାପତି ବାବୁଲାଲ ମାରାଣ୍ଡିଙ୍କୁ…

ନିଆଁ ପୋଇଁବା ସମୟରେ ଜଳିଗଲେ ୨ ନାବାଳକ

ବୌଦ୍ଧ : ରାଜ୍ୟରେ ଅନୁଭୂତ ହେଉଛି ପ୍ରବଳ ଶୀତ। ନିଆଁରେ ପୋଇଁବା ସମୟରେ ଜଳିଗଲେ ଦୁଇ ନାବାଳକ। ଶୀତରୁ ରକ୍ଷା ପାଇବା ପାଇଁ ନିଆଁରେ ପୋଇଁବା ସମୟରେ ଏପରି ଅଭାବନୀୟ ଘଟଣା ଘଟିଛି। ଅସାବଧାନତା କାରଣରୁ ନିଆଁ ଲାଗିଯିବାରୁ ବୌଦ୍ଧ ଜିଲ୍ଲା ସଦର ବ୍ଲକ ମୁଣ୍ଡିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ…

ଗବେଷଣାରେ ସଠିକ୍‌ ଫଳାଫଳ ଦେବ ମେଟାହ୍ୟୁରିଷ୍ଟିକ୍‌ ଆଲଗୋରିଥିମ

ଭୁବନେଶ୍ୱର:  ମେଟାହ୍ୟୁରିଷ୍ଟିକ୍‌ ଆଲଗୋରିଥିମର ବ୍ୟବହାର କରି ଗବେଷଣା କ୍ଷେତ୍ରରେ କମ୍‌ ସମୟ ମଧ୍ୟରେ ସଠିକ୍‌ ଫଳାଫଳ ମିଳିପାରିବ। ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆୟୋଜିତ ଏକ ଦୁଇ ଦିନିଆ ଆନ୍ତର୍ଜାତିକ ସମ୍ମିଳନୀରେ ଏହି ପ୍ରସଙ୍ଗରେ ବିଶେଷଜ୍ଞମାନେ ମତ ଦେଇଥିଲେ। ସୋଆ ଦ୍ୱାରା ପରିଚାଳିତ…

ସହଦେବ ନାୟକଙ୍କ ୨ ଝିଅଙ୍କ ପାଠପଢ଼ା ଦାୟିତ୍ୱ ନେଲେ ନବୀନ

ଭୁବନେଶ୍ବର: ଅସହାୟ ସହଦେବ ନାୟକଙ୍କ ପରିବାରକୁ ସହାୟତା ପ୍ରଦାନ କରିଛନ୍ତି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସହଦେବଙ୍କ ପରିବାରକୁ ସେ  ୫୦ ହଜାର ଟଙ୍କା ନଗଦ ଦେଇଥିବା ବେଳେ ତାଙ୍କ ୨ ଝିଅଙ୍କ ପଢ଼ିବା ଦାୟିତ୍ୱ ନେଇଛନ୍ତି। ଆଜି ସହଦେବଙ୍କ ପରିବାର ପୂର୍ବତନ…

ତାମିଲନାଡୁ ଦାଦନ ଖଟିବାକୁ ଯାଇ ୨ ଯୁବକ ମୃତ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ବଲାଙ୍ଗୀର: ତାମିଲନାଡୁ ଦାଦନ ଖଟିବାକୁ ଯାଇ ୨ ଯୁବକଙ୍କର ମୃତ୍ୟୁ ଘଟିଛି। ଚେନ୍ନାଇ ସେଣ୍ଟ୍ରାଲ ନିକଟ ପେରାମ୍ବର ଷ୍ଟେସନରୁ ମୃତଦେହ ଉଦ୍ଧାର ହୋଇଛି। ୨ ମୃତଦେହ ଉଦ୍ଧାର ନେଇ ତାମିଲନାଡୁ ପୋଲିସ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ଏହି ଘଟଣାକୁ ନେଇ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତ।…