Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗତବର୍ଷ ନଷ୍ଟ କରାଯାଇଛି ୧ କୋଟି ୭୭ ଲକ୍ଷ ଗଞ୍ଜେଇ ଗଛ

ଭୁବନେଶ୍ବର: ରାଜ୍ୟରେ ଗଞ୍ଜେଇ ଚାଷ ବିରୁଦ୍ଧରେ ରାଜ୍ୟ ପୋଲିସର ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି । ରାଜ୍ୟରୁ ଗଞ୍ଜେଇ ଚାଷ ମୂଳପୋଛ କରିବାକୁ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ କାର୍ଯ୍ୟକାରୀ କରାଯାଉଛି । ଏହି ପରିପ୍ରେକ୍ଷୀରେ ୨୦୨୪-୨୫ ମସିହାରେ ଡ଼ିସେମ୍ବର…

ଜ୍ଞାନେଶ୍ୱର ମୁଳେଙ୍କୁ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୫’ ପ୍ରଦାନ

ଭୁବନେଶ୍ୱର: ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକାହାଟ’ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ମରାଠୀ ସାହିତ୍ୟିକ ଡ. ଜ୍ଞାନେଶ୍ୱର ମୁଳେଙ୍କୁ ଚଳିତବର୍ଷର ସମ୍ମାନଜନକ ‘ନୀଳିମାରାଣୀ ସାହିତ୍ୟ…

ବିଜେପି ନେତାଙ୍କ ମୃତ୍ୟୁ: ଜୟନାରାୟଣ କହିଲେ.. ‘ସୁପାରୀ ନେଇଥିଲା ଡ୍ରାଇଭର ହେଲେ…’

ସମ୍ବଲପୁର: ସମ୍ବଲପୁରର ଦୁଇ ବରିଷ୍ଠ ବିଜେପି ନେତାଙ୍କୁ ହାଇଓ୍ବା ଗାଡି ମଡେଇ ହତ୍ୟା ଘଟଣାର ଏବେ ଚାଲିଛି ତଦନ୍ତ । କିଏ ଏବଂ କାହିଁକି ହତ୍ୟା କାଣ୍ଡ ଭିଆଇଛି ତାକୁ ନେଇ ଖୋଳତାଡ କରୁଛି ପୋଲିସ୍ । ହାଇଓ୍ବା ସଂସ୍ଥାର କର୍ମଚାରୀଙ୍କୁ ପଚରାଉଚରା କରାଯାଉଥିବା ବେଳେ ଉକ୍ତ ହାଇଓ୍ବା ଡ୍ରାଇଭରକୁ…

ପୁଣି ଆଳୁ ଟେନସନ୍, କିଲୋ ପିଛା ୧୦ ଟଙ୍କା ବଢିଲା ଦର

ଭୁବନେଶ୍ଵର: ପୁଣି ବଢିଲା ଆଳୁ ଦର । ଟଙ୍କେ କି ଦୁଇ ଟଙ୍କା ନୁହେଁ କିଲୋ ପ୍ରତି ଏକାଥରେ ୧୦ ଟଙ୍କା ବୃଦ୍ଧି ପାଇଛି ଆଳୁ ଦର । ଯାହାକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି ଖାଉଟି । ୪ଦିନ ପୂର୍ବରୁ ୪୦କେଜି ଆଳୁ ପ୍ୟାକେଟ ଦର ୮ଶହ ଟଙ୍କା ଥିବା ବେଳେ ଏବେ ସେହି ଆଳୁ ପ୍ୟାକେଟ ଦର ୧୨ଶହ ଟଙ୍କାରେ…

ହକି ଇଣ୍ଡିଆ ଲିଗ୍: ଷ୍ଟାଡିୟମ ଯିବାକୁ ବାଧ୍ୟତାମୂଳକ ପଞ୍ଜୀକରଣ ନିୟମକୁ ପ୍ରତ୍ୟାହାର କରାଗଲା

ରାଉରକେଲା:ହକି ପ୍ରେମୀଙ୍କ ପାଇଁ ଖୁସି ଖବର । ହିରୋ ହକି ଇଣ୍ଡିଆ ଲିଗ୍ ୨୦୨୪ମ୍ୟାଚକୁ ଦେଖିବାକୁ ପାସ୍ ଓ ଟିକେଟର ଆବଶ୍ୟକତା ନାହିଁ । ଏନେଇ ସୂଚନା ଦେଇଛନ୍ତି ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲୀପ ତିର୍କୀ । ଏଥର ଦର୍ଶକ ସିଧାସଳଖ ଷ୍ଟାଡିୟମ ଭିତରକୁ ପ୍ରବେଶ କରି ପାରିବେ ।…

ବିକ୍ଷୋଭ ସ୍ଥଳରୁ ନବୀନଙ୍କ ଟାର୍ଗେଟ: ‘ଡବଲ ଇଞ୍ଜିନ୍ ଡବଲ ମହଙ୍ଗା ମାଡ’

ଭୁବନେଶ୍ୱର: ‘ଡବଲ ଇଞ୍ଜିନ ସରକାରରେ ଡବଲ ମହଙ୍ଗା ମାଡ । ସାତ ମାସ ହେଲାଣି ସରକାରକୁ ଆସିଲେଣି, ଖାଲି ଲମ୍ବା ଲମ୍ବା ଭାଷଣ ମାରୁଛନ୍ତି ହେଲେ ସରକାରଙ୍କ କାମ ଘର ଶୂନ ।’ ଆଜି ଦରଦାମକୁ ନେଇ ବିଜେଡି ବିକ୍ଷୋଭ କରୁଥିବା ବେଳେ ବିକ୍ଷୋଭସ୍ଥଳରେ ସରକାରଙ୍କୁ କଡା ନିଶାନା ସାଧି କିଛି ଏପରି…

ଦରଦାମ ନେଇ ରାଜରାସ୍ତାରେ ଗର୍ଜୁଛି ବିଜେଡି: ମନ୍ତ୍ରୀ କହିଲେ ନାଟକ କରୁଛି…

ଭୁବନେଶ୍ବର: ଆଜି ଅହେତୁକ ଦରଦାମ ବୃଦ୍ଧି ନେଇ ରାଜଧାନୀ ରାଜରାସ୍ତାରେ ଗର୍ଜୁଛି ବିଜେଡି । ସରକାରଙ୍କୁ ଜବାବ ମାଗୁଛି । ଏଥିପାଇଁ ଆଜି ଭୁବନେଶ୍ବର ଲୋୟର ପିଏମଜି ସ୍ଥିତ ଧାରଣା ସ୍ଥଳରେ ହଜାର ହଜାର ବିଜେଡି କର୍ମୀ ବିକ୍ଷୋଭ କରୁଛନ୍ତି । ସବୁଠୁ ବଡ କଥା ହେଉଛି ଏହି ବିକ୍ଷୋଭରେ ସାମିଲ…

ପୁଣି ଚର୍ଚ୍ଚାରେ ଷ୍ଟାର ଦମ୍ପତି, ବର୍ଷାଙ୍କୁ ଅନୁଭବଙ୍କ ଖୋଲାଖୋଲି ଚ୍ୟାଲେଞ୍ଜ

ଭୁବନେଶ୍ଵର: କିଛି ଦିନର ବିରତି ପରେ ପୁଣି ଚର୍ଚ୍ଚାରେ ଷ୍ଟାର ଦମ୍ପତି । ଅଭିନେତ୍ରୀ ବର୍ଷାଙ୍କୁ ଟାର୍ଗେଟ କଲେ ଅନୁଭବ । ଫେସ୍‌ବୁକ୍‌ ପୋଷ୍ଟରେ ବର୍ଷାଙ୍କୁ ଅନୁଭବଙ୍କ ଖୋଲା ଆହ୍ବାନ । ଯେକୌଣସି ଚ୍ୟାନେଲରେ ମୁହାଁମୁହିଁ ଆଲୋଚନା କରିବା ପାଇଁ ଆହ୍ବାନ ଦେଲେ ଅନୁଭବ । ଆଲୋଚନା ହେଲେ ଲୋକଙ୍କ…

ବଦଳିଲା ସ୍କୁଲର ପାଠପଢା ସମୟ, ଏଣିକି ସକାଳ ୮ଟାରୁ ଦିନ ୧ଟା ଯାଏଁ ହେବ ପାଠପଢା

ବରଗଡ: ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ବଦଳିଲା ସ୍କୁଲର ପାଠପଢା ସମୟ। ମଥୁରା ନଗରୀରେ ଥିବା ସବୁ ଶିକ୍ଷାନୁଷ୍ଠାନର ସମୟ ପରିବର୍ତ୍ତନ କରାଯାଇଛି । ଆଜିଠୁ ୧୩ ତାରିଖ ଯାଏଁ ସମୟ ପରିବର୍ତ୍ତନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଚିଠି ଜାରି କରିଛନ୍ତି। ସମସ୍ତ ସ୍କୁଲରେ ସକାଳ…

ଦକ୍ଷିଣ ଓଡ଼ିଶାକୁ ପ୍ରଧାନମନ୍ତ୍ରୀଙ୍କ ଭେଟି: ରାୟଗଡ଼ା ରେଳ ମଣ୍ଡଳ ଭବନ ପାଇଁ ଶୁଭ ଦେବେ ମୋଦି

ଭୁବନେଶ୍ୱର: ଆଜି ରାୟଗଡ଼ା ରେଳ ମଣ୍ଡଳ ଭବନ ପାଇଁ ଶୁଭ ଦେବେ ପ୍ରଧାନମନ୍ତ୍ରୀ। ପୂର୍ବାହ୍ନ ୧୧ଟାରେ ଭିଡିଓ କନଫରେନ୍ସିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାୟଗଡ଼ା ରେଳ ମଣ୍ଡଳ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରେଳ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ…