Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ଇଚ୍ଛା ହେଲା ମାରିଦେଲି’, ଡ୍ରାଇଭରର ବୟାନରେ ପୋଲିସର ଅକଲ ଗୁଡୁମ୍

ସମ୍ବଲପୁର: ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥ କଣ୍ଟାପାଲି ଓଭରବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ୨ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ କର୍ମୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣାକୁ…

ଆରମ୍ଭ ହୋଇଛି କୁମ୍ଭୀର ଗଣନା, ପର୍ଯ୍ୟଟକଙ୍କ ଉପରେ କଟକଣା

ଅନୁଗୁଳ: ସାତକୋଶିଆରେ ଆଜିଠାରୁ ଆରମ୍ଭ ହୋଇଛି କୁମ୍ଭୀର ଗଣନା । ଏଥିପାଇଁ ଅଭୟାରଣ୍ୟ ମଧ୍ୟରେ ଥିବା ଚାରୋଟି ବନଖଣ୍ଡର କର୍ମଚାରୀଙ୍କୁ ନେଇ ୧୪ଟି ଟିମ୍ ଗଠନ କରାଯାଇଛି । ଆଜିଠୁ କୁମ୍ଭୀର ଗଣନା ଆରମ୍ଭ ହୋଇଥିବା ବେଳେ ୧୯ ଓ ୧୮ରେ ପକ୍ଷୀ ଗଣନା କରାଯିବ । କୁମ୍ଭୀର ଗଣନା ଆସନ୍ତା ୮ ତାରିଖ…

ଆଜିଠାରୁ କମିବ ଶୀତ, ଅସ୍ତବ୍ୟସ୍ତ କରିବ ଘନ କୁହୁଡି

ଭୁବନେଶ୍ଵର: ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି । ଭୁବନେଶ୍ବର, କଟକ, ପୁରୀ ସମେତ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି । ସେପଟେ କୁହୁଡ଼ିର ଚାଦର ତଳେ ଢାଙ୍କି ହୋଇ ରହଛି ପୁରୀ ଶ୍ରୀମନ୍ଦିର ଓ ସୂର୍ଯ୍ୟ ମନ୍ଦିର । ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ଦୂରତା କମିଛି । ଆଗକୁ ୫୦…

‘ଓଡ଼ିଶାକୁ ଫାଇନାନ୍ସିଆଲ ସର୍ଭିସ ମାର୍କେଟରେ ତା’ର ସ୍ଥାନ ମିଳୁ’

ଭୁବନେଶ୍ବର: ମନି ମ୍ୟାଟର୍ସର ଦ୍ବିତୀୟ ସଂସ୍କରଣ କନକ୍ଲେଭ୍ ଆୟୋଜିତ ହୋଇଛି । ଓଡ଼ିଶାର ଜିଡିପି ହାର ରାଷ୍ଟ୍ରୀୟ ଜିଡିପି ହାରଠୁ ଅଧିକା ଆଉ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରହିଛି । ଏହା ହିଁ ହେଉଛି ଏଭଳି କନକ୍ଳେଭ କରିବାର ଉପଯୁକ୍ତ ସମୟ ବୋଲି ଡିଜିଟାଲ ପ୍ଲାଟଫର୍ମ ନିଉଜରୁମ ପକ୍ଷରୁ…

ପୁଣି ନବୀନଙ୍କୁ ମୋହନଙ୍କ ସିଧା ଟାର୍ଗେଟ, କହିଲେ…

ଭୁବନେଶ୍ୱର : ନବୀନଙ୍କୁ ପୁଣି ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ ସିଧା ନବୀନଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଆଦିବାସୀମାନେ ନବୀନଙ୍କୁ ଉଚିତ୍ ଜବାବ ଦେଇଛନ୍ତି । ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଥିବା ଆଦିବାସୀ ମେଳାର ଉଦ୍‌ଘାଟନ ବେଳେ ସେ ଏପରି କହିଛନ୍ତି ।…

ଜାନୁଆରୀ ୩୧ ଯାଏଁ ବଢିଲା ରାସନ ହିତାଧିକାରୀଙ୍କ ଇ-କେୱାଇସି ଅବଧି

ଭୁବନେଶ୍ଵର: ଆସନ୍ତା ଜାନୁଆରୀ ୩୧ ଯାଏଁ ଇ-କେୱାଇସି ଅବଧି ବୃଦ୍ଧି କଲେ ସରକାର । ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରେ ସୁବିଧା ପାଉଥିବା ହିତାଧିକାରୀଙ୍କ ପାଇଁ ଇ-କେୱାଇସି ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ନିକଟସ୍ଥ ଇପିଏସ କିମ୍ବା ରାସନ ଯୋଗାଣ କେନ୍ଦ୍ରରେ ଇ-କେୱାଇସି କରିବାକୁ…

ଜାନୁଆରୀ ୮ ରୁ ପ୍ରବାସୀ ଭାରତୀୟ ଦିବସ, ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିଜିପି

ଭୁବନେଶ୍ଵର: ଆଉ ଦୁଇ ଦିନ ପରେ ଅର୍ଥାତ୍ ଆସନ୍ତା ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଯାଉଛି ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ। ଏହାକୁ ଶୃଙ୍ଖଳିତ ତଥା ସୁଚାରୁରୂପେ ଆୟୋଜନ ଏବଂ ପରିଚାଳନା ନିମନ୍ତେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ…

ବାଲି ମାଫିଆଙ୍କ ଆକ୍ରମଣରେ କାଉନସିଲରଙ୍କ ଫାଟିଲା ମୁଣ୍ଡ

ବାଲେଶ୍ୱର: ଆଜି ଅପରାହ୍ନ ବାଲି ମାଫିଆଙ୍କ ଆକ୍ରମଣରେ କାଉନସିଲର ସୁରଜ୍ ଚୌରାସିଆ ଗୁରୁତର । କାଉନସିଲରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏପଟେ ଜଳେଶ୍ବର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବରମୁତାବକ, ଜଳେଶ୍ବର ଥାନା ଶେଖବାଡ ଅଞ୍ଚଳରେ ବେଆଇନ ବାଲି ଉତ୍ତୋଳନ…

ଆଦିବାସୀ ମେଳା ଉଦଘାଟିତ; ଆଦିବାସୀଙ୍କ ଜୀବନଶୈଳୀ ଦେଖିବେ ରାଜଧାନୀବାସୀ

ଭୁବନେଶ୍ଵର: ଉଦଘାଟନ ହେଲା ଭୁବନେଶ୍ୱର ଆଦିବାସୀ ମେଳା । ଭୁବନେଶ୍ବରର ୟୁନିଟ୍-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଆଦିବାସୀ ମେଳାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଆଦିବାସୀ ମେଳା । ମେଳାକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି…

ନିଲମ୍ବିତ ହେଲେ ଶ୍ରୀମନ୍ଦିର ସେବାୟତ ବିଶ୍ବନାଥ ଖୁଣ୍ଟିଆ

ପୁରୀ: ନିଲମ୍ବିତ ହେଲେ ଶ୍ରୀମନ୍ଦିର ସେବାୟତ ବିଶ୍ବନାଥ ଖୁଣ୍ଟିଆ । ଶ୍ରୀମନ୍ଦିର ପରିସରରେ ବିଶୃଙ୍ଖଳା ସହ ଅନ୍ୟ ସେବାୟତଙ୍କୁ ମାର୍‌ପିଟ୍ ଘଟଣାରେ ଆଜି କାର୍ଯ୍ୟନୁଷ୍ଠାନ ଗ୍ରହଣ କରି କିଛି ଏପରି ନିଷ୍ପତ୍ତି ନେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ମାରପିଟ୍ ଘଟଣାରେ…