Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ଓଡ଼ିଶା ଆସିବେ ଅଢ଼େଇ ହଜାର ପ୍ରବାସୀ, ବିଶ୍ବ ଦେଖିବ ଓଡିଶାର ଆତିଥ୍ୟ’

ଭୁବନେଶ୍ୱର: ଆସନ୍ତା ୮ରୁ ଭୁବନେଶ୍ୱର ଜନତା ମୈଦାନରେ ଅନୁଷ୍ଠିତ ହେବ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ଏହା ତିନି ଦିନ ଅର୍ଥାତ୍ ଜାନୁଆରୀ ୧୦ ଯାଏଁ ଚାଲିବ । ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସହ ପର୍ଯ୍ୟଟନ ବିଭାଗ ପକ୍ଷରୁ ମଧ୍ୟ ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି ।…

‘ପ୍ରବାସୀ ଭାରତୀୟ ଦିବସ’ରେ ଶୋଭା ବଢାଇବ ଓଡ଼ିଶା ଥିମ୍ ପ୍ୟାଭିଲିୟନ

ଭୁବନେଶ୍ୱର: ଭୁବନେଶ୍ୱର ଜନତା ମଇଦାନରେ ଆଉ ମାତ୍ର ୪ ଦିନ ପରେ ଆରମ୍ଭ ହେବ ‘ପ୍ରବାସୀ ଭାରତୀୟ ଦିବସ’ର ୧୮ତମ ସଂସ୍କରଣ। ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହେଉଥିବା ଏହି ସମ୍ମିଳନୀ ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ବିଭିନ୍ନ ଦେଶରୁ ଆସୁଥିବା ପ୍ରତିନିଧିଙ୍କ ପାଇଁ…

‘ପର୍ଯ୍ୟଟନ ଶିଳ୍ପକୁ ଛୁଇଁବ ଡବଲ ଡେକର୍ ବସ୍ ଓ ନୂଆ ମୋ ବସ୍’

ଭୁବନେଶ୍ୱର: ପ୍ରାଥମିକ ପର୍ଯ୍ୟାୟରେ ମୋଟ ୫ଟି ବସ୍ ଆସିବାକୁ ଥିବା ବେଳେ, ଶୁକ୍ରବାର ଭୁବନେଶ୍ବରରେ ଦୁଇଟି ଡବଲ ଡେକର ବସ୍ ପହଞ୍ଚିଛି । ଏହି ବସ୍‌ ରେ ଓଡ଼ିଶାର କଳା, ସଂସ୍କୃତିର ଝଲକ ପ୍ରତିଫଳିତ ରହିଛି । ସେହିପରି ଅତ୍ୟାଧୁନିକ ଡିଜାଇନ୍‌ରେ ୫ଟି ମୋ ବସ ଆସିଥିବା ବେଳେ ଆଉ ୫ଟି ବସ ମଧ୍ୟ…

‘ଭୁବନେଶ୍ୱର ରେଳଷ୍ଟେସନ ଆଗକୁ ଦୈନିକ ୧ ଲକ୍ଷ ୪୪ ହଜାର ଲୋକଙ୍କୁ ସେବା ଯୋଗାଇବ’

ଭୁବନେଶ୍ୱର: ଆଜି ମାଷ୍ଟରକ୍ୟାଣ୍ଟିନ ସ୍ଥିତ ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେସନର ନବୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ସାଂସଦ ଅପରୀଜିତା ଷଡ଼ଙ୍ଗୀ । ରେଳ ବିଭାଗର ସମସ୍ଥ ଅଧିକାରୀଙ୍କ ଉପସ୍ଥିତିରେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଇଷ୍ଟକୋଷ୍ଟ ରେଲଓ୍ୱେର ଜିଏମଙ୍କ ସହ ଆଲୋଚନା କରିଛନ୍ତି…

ବଢିଲା ଦେଶୀ ମଦ ସାଙ୍ଗକୁ ବିୟର ଦର: ୧୦ ଟଙ୍କା ବଢାଇଲେ ରାଜ୍ୟ ସରକାର

ଭୁବନେଶ୍ବର: ବଢିଲା ଆସ୍କା-୪୦ ଓ ବିୟର୍‌ ଦାମ୍ । ଆସ୍କା ୪୦ ସାଙ୍ଗକୁ ବିୟରର ଦାମ୍ ୧୦ ଟଙ୍କାଙ୍କୁ ବୃଦ୍ଧି କରିଚନ୍ତି ରାଜ୍ୟ ସରକାର । ବିୟର୍ ବୋତଲ ପିଛା ୧୦ ଟଙ୍କା ଦର ବଢ଼ିଥିବା ବେଳେ ଏବେ ଆସ୍କା-୪୦ର ଦାମ୍‌ ୬୦ ଟଙ୍କାରୁ ୭୦ ଟଙ୍କାକୁ ବୃଦ୍ଧି ପାଇଛି । ଗତ ଡିସେମ୍ବର ୧ରୁ ଏହି ବର୍ଦ୍ଧିତ…

୯ ଲକ୍ଷରୁ ଉର୍ଦ୍ଧ ଟଙ୍କାର ବ୍ରାଉନ ସୁଗାର ଜବତ, ଦୁଇ ଭାଇ ଗିରଫ

ଭଦ୍ରକ: ଭଦ୍ରକ ଟାଉନ ଥାନା ପୋଲିସକୁ ସଫଳତା । ଚରମ୍ପା ଗୁଣ୍ଠୁଣିଆ ବଜାରରେ ଦୀର୍ଘ ଦିନ ଧରି ପୋଲିସ ଆଖିରେ ଧୂଳି ଦେଇ ବ୍ରାଉନ ସୁଗାର କାରବାର କରି ଆସୁଥିବା ଦୁଇ ଭାଇଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ୯ ଲକ୍ଷରୁ ଉର୍ଦ୍ଧ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି । ଗିରଫ ଦୁଇ ଭାଇ…

ଜାନୁଆରୀ ୧୪ରୁ ପର୍ଯ୍ୟଟକଙ୍କୁ ଭିତରକନିକା ମନା

କେନ୍ଦ୍ରାପଡା: ଜାନୁଆରୀ ୧୪ରୁ ପର୍ଯ୍ୟଟକଙ୍କୁ ମନା ଭିତରକନିକା । କୁମ୍ଭୀର ଗଣନା ପାଇଁ ଆସନ୍ତା ୧୪ରୁ ୨୧ ତାରିଖ ଯାଏଁ ଭିତରକନିକା ବନ୍ଦ ରହିବ ନେଇ ସୂଚନା ଦେିଛନ୍ତି ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ । ତେବେ ବସନ୍ତା ୧୪ ତାରିଖରୁ ଭିତରକନିକାରେ ଚଳିତ ବର୍ଷର ପ୍ରଥମ କୁମ୍ଭୀର…

ଜାନୁଆରୀ ୧୫ ପରେ ମିଳିବ ସୁଭଦ୍ରାର ଚତୁର୍ଥ ପର୍ଯ୍ୟାୟ କିସ୍ତି

ଭୁବନେଶ୍ବର: ବଢିଲା ସୁଭଦ୍ରା ଯାଞ୍ଚ ସମୟ । ଏବେ ଜାନୁଆରୀ ୧୫ ପରେ 'ସୁଭଦ୍ରା' ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ । ଆଜି ଚତୁର୍ଥ ପର୍ଯ୍ୟାୟ ଟଙ୍କା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏନେଇ ଉପମୁଖ୍ୟମନ୍ତ୍ରୀ…

ଠିକାଦାରଙ୍କ ମୁଖା ଖୋଲିବାରୁ ସାମ୍ବାଦିକଙ୍କୁ ହତ୍ୟା, ୨ଦିନ ପରେ ମିଳିଲା ମୃତଦେହ

ମାଲକାନଗିରି: ରହସ୍ୟ ଘେରରେ ସାମ୍ବାଦିକଙ୍କ ମୃତ୍ୟୁ। ପାଇଖାନା ଟାଙ୍କିରୁ ଉଦ୍ଧାର ହୋଇଛି ନିଖୋଜ ସାମ୍ବାଦିକଙ୍କ ମୃତଦେହ । ମୃତକ ଜଣଙ୍କ ହେଉଛନ୍ତି ଛତିଶଗଡ଼ ବିଜାପୁରର ଜଣେ ଜଣାଶୁଣା ସାମ୍ବାଦିକ ମୁକେଶ ଚନ୍ଦ୍ରାକର । ଗତ ଜାନୁଆରୀ ୧ରୁ ସେ ନିଖୋଜ ଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ…

ନିଯୁକ୍ତ ହେବେ ଆଉ ୨ ହଜାର ଟ୍ରାଫିକ୍ ପୋଲିସ୍..ଘରୋଇ ବସରେ ବି ଲାଗିବ ସ୍ମାର୍ଟ ଡିଭାଇସ୍

ଭୁବନେଶ୍ବର: ଚଳିତ ବର୍ଷ ୫୦୦ ଟ୍ରାଫିକ ପୋଲିସଙ୍କୁ ମିଳିବ ନିଯୁକ୍ତି । ଟ୍ରାଫିକ ସମସ୍ୟା ପାଇଁ ଆଉ ଅଧିକ ୨୦୦୦ ଟ୍ରାଫିକ୍ କର୍ମଚାରୀ ପୋଷ୍ଟ ବାହାରକରାଯିବ । ଖାଲି ସେତିକି ନୁହେଁ ଘରୋଇ ବସ ମାନଙ୍କରେ ମଧ୍ୟ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ସ୍ମାର୍ଟ ମିଟର ଲାଗିବ । ଆଜି ଜାତୀୟ ସଡକ…