Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶିମିଳିପାଳରେ ୧୩ ଶିକାରୀଙ୍କୁ ଧରିଲା ଏଆଇ

ମୟୂରଭଞ୍ଜ: ବନ ବିଭାଗର କାମକୁ ସହଜ କଲା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) । ଶିମିଳିପାଳ ଅଭୟାରଣ୍ୟରେ ୧୩ ଶିକାରୀଙ୍କୁ ଧରାଇଦେଲା ଏଆଇ । ଏଆଇର ତଥ୍ୟ ଆଧାରରେ ବନ ବିଭାଗ ୧୩ ଜଣ ଶିକାରୀଙ୍କୁ ଗିରଫ କରିବାପରେ ସଫଳ ହୋଇଛି । ସମସ୍ତ ଅଭିଯୁକ୍ତ କରଞ୍ଜିଆ ଥାନା ଅଧୀନର ବୋଲି ଜଣା ପଡିଛି ।…

ନନ୍ଦନକାନନରେ ବୟସ୍କ ସିମ୍ପାଞ୍ଜି ମୃତ

ଭୁବନେଶ୍ୱର: ଭୁବନେଶ୍ୱର ନିକଟସ୍ଥ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବୟସ୍କ ସିମ୍ପାଞ୍ଜି ଜୁଲୁର ସୋମବାର ଦିନ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଜୁଲୁ ବାର୍ଦ୍ଧକ୍ଯ ଜନିତ ଅସୁସ୍ଥତା ପାଇଁ ପ୍ରାଣୀ ଉଦ୍ୟାନର ଚିକିତ୍ସାଳୟରେ ଚିକିତ୍ସାଧୀନ ହେଉଥିଲା। ମୃତ୍ୟୁ ବେଳକୁ ତାକୁ ୩୬ ବର୍ଷ ବୟସରେ…

ନୂଆ ସରକାରଙ୍କ ପୁରୁଣା ବର୍ଷ

ଭୁବନେଶ୍ବର: ବର୍ଷ ୨୦୨୪ ଓଡିଶା ରାଜନୀତିରେ ଆଣିଥିଲା ଟର୍ଣ୍ଣିଂ ପଏଣ୍ଟ । ୨୪ବର୍ଷର ବିଜେଡି ଶାସନରେ ବ୍ରେକ୍ ଲଗାଇ ପ୍ରଥମ ଥର ପାଇଁ ବିଜେପି କ୍ଷମତାକୁ ଆସିଥିଲା । ଲୋକଙ୍କ ସରକାରର ନାରା ଲଗାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ଅନେକ ସମୟରେ ଭିନ୍ନ ଭିନ୍ନ କାରଣକୁ ନେଇ ବିରୋଧୀଙ୍କ…

ଜନ ସମୁଦ୍ର ପାଲଟିଛି ବଡଦାଣ୍ଡ: ଅସମ୍ଭାଳ ଭିଡରେ ୧୦ ଅସୁସ୍ଥ

ପୁରୀ: ନୂଆବର୍ଷ ପାଖେଇ ଆସୁଥିବାରୁ ଏବେ ଛୁଟିରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଛୁଟିଛି ଭକ୍ତଙ୍କ ସୁଅ । ଜନସମୁଦ୍ର ପାଲଟିଛି ଶ୍ରୀମନ୍ଦିର ପରିସର । ବର୍ଷର ଶେଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ରାଜ୍ୟ ଓ ସାରା ଦେଶରୁ ଲୋକେ ଆସି ପହଞ୍ଚିଥିବା ବେଳେ ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ଯାଏଁ…

ଫେବୃଆରୀରୁ ଆୟୁଷ୍ମାନ: ଜାଣନ୍ତୁ କେମିତି କରିବେ ଆବେଦନ…

ଭୁବନେଶ୍ବର: ରାଜ୍ୟରେ ଫେବୃଆରୀରୁ ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଯୋଜନା । ଆସନ୍ତା ବର୍ଷ ଫେବୃଆରୀରୁ ରାଜ୍ୟରେ ଉଭୟ ଆୟୁଷ୍ମାନ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ରାଜ୍ୟବାସୀ ଉପକୃତ ହୋଇପାରିବେ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏନେଇ…

ନବୀନଙ୍କ ପରେ ଏବେ ହ୍ୟୁମାନଙ୍କ କଣ୍ଠରେ ମୋହନଙ୍କ ଗୁଣଗାନ….

ଭୁବନେଶ୍ବର: ‘ହେ ନବୀନ ବାବୁ ଆମେ ତମ ଫ୍ୟାନ୍’ ଗୀତଟିକୁ ବା କିଏ ନ ଶୁଣିଛି, ଆଜିକୁ ୫ ବର୍ଷ ତଳେ ବନିଥିବା ଏହି ଗୀତଟି ଏବେ ବି ଓଡିଶାବାସୀଙ୍କ ତୁଣ୍ଡରେ ରହିଛି । ଯେଉଁଥିରେ କଣ୍ଠଦାନ କରିଥିଲେ ଲୋକପ୍ରିୟ ଓଡିଆ ଗୀତିକାର ହ୍ୟୁମାନ୍ ସାଗର । ଯାହା ସେତେବେଳେ ବିଜେଡି କର୍ମୀ ଏବଂ ନବୀନଙ୍କ…

୨୦୨୫ରେ ମହିଳା ପାଇବେ ୩ ଥର ସୁଭଦ୍ରା ଟଙ୍କା

ଭୁବନେଶ୍ବର: ୨୦୨୫ ହେବ ସୁଭଦ୍ରାର ବର୍ଷ । ଏଥିରେ ମହିଳା ମାନଙ୍କୁ ବର୍ଷକୁ ଦୁଇ ଥର ନୁହେଁ ମିଳିବ ୩ ଥର ସୁଭଦ୍ରା ଟଙ୍କା । ସୁଭଦ୍ରା ଯୋଜନାକୁ ନେଇ ଏମିତି କିଛି ବଡ ଅପଡେଟ୍ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା । ଏନେଇ ଉପମୁଖ୍ୟମନ୍ତ୍ରୀ…

ନୂଆବର୍ଷ ପରେ ଫେରିବ ଶୀତ, ୬ ଜିଲ୍ଲାକୁ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ସୋମବାର ଓଡିଶାର ଉତ୍ତର ପଶ୍ଚିମାଞ୍ଚଳର କିଛି ଜିଲ୍ଲାରେ କାଁ ଭାଁ ବର୍ଷା ହୋଇପାରେ। ବାକି ଅନ୍ୟ ଜିଲ୍ଲା ପାଗ ପ୍ରାୟତଃ ଶୁଖିଲା ରହିବ।  ଆଜି ଓ କାଲି ପାଇଁ ୬ ଜିଲ୍ଲାକୁ କୁହୁଡ଼ି ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ।  ବରଗଡ଼, ବଲାଙ୍ଗିର, ନୂଆପଡ଼ା, କେନ୍ଦୁଝର, ମୟୂରଭଞ୍ଜ,…

୩୧ ଓ ୧ ରେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଭକ୍ତ

ପୁରୀ: ଆସନ୍ତା ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖରେ କେବଳ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ ଭକ୍ତ। ନୂଆବର୍ଷକୁ ଆଖିଆଗରେ ରଖି ଏପରି କରାଯାଇଛି। ନୂଆବର୍ଷ ଉପଲକ୍ଷେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଜନସମାଗମ ଆରମ୍ଭ ହୋଇଯାଇଛି। ଚଳିତ ବର୍ଷର ଶେଷ ଦିନରେ ମହାପ୍ରଭୁଙ୍କ…

କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି: ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଟିମ୍ । ମୁଖ୍ୟମନ୍ତ୍ରୀ ରବିବାର ଦିନିକିଆ ଗଜପତି ଜିଲ୍ଲା ଗସ୍ତ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଛନ୍ତି। ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଉପଲଡ଼ା ଓ ଗୁରାଣ୍ଡି ଗ୍ରାମ ଚାଷୀଙ୍କୁ ଭେଟି…