Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାତି ପାହିଲେ ବଦଳିବ କ୍ୟାଲେଣ୍ଡରର ପୃଷ୍ଠା: ନୂଆବର୍ଷକୁ ସ୍ୱାଗତ କରିବାକୁ ଜୋରଦାର ପ୍ରସ୍ତୁତି

ଭୁବନେଶ୍ଵର: ବିଦାୟ ୨୦୨୪। ସ୍ୱାଗତ ୨୦୨୫। ରାତି ପାହିଲେ ନୂଆବର୍ଷ। ନୂଆ ତାରିକାରେ ନୂଆ ଢ଼ଙ୍ଗରେ ନୂଆ ଶୈଳୀରେ ନୂତନ ବର୍ଷକୁ ଆପଣେଇବାକୁ ପ୍ରସ୍ତୁତ ହେଉଛନ୍ତି ଲୋକ। କିଏ ପରିବାର ସହ ପିକନିକ୍ ଯାଉଛି ତ କିଏ ସାଙ୍ଗସାଥୀ ସହ ବଣଭୋଜି ପାଇଁ ବାହାରି ସାରିଛନ୍ତି । ସେହିପରି କିଏ କ୍ଲବ ଓ ପବ୍…

ନୂଆବର୍ଷରୁ ଭୁବନେଶ୍ୱର ଓ ଝାରସୁଗୁଡାରୁ ଏହି ସବୁ ସହରକୁ ଉଡ଼ିବ ବିମାନ

ଭୁବନେଶ୍ୱର: ଓଡ଼ିଶା ବିମାନ ଯୋଗାଯୋଗ ସେବା ସହ ଯୋଡ଼ି ହେବାକୁ ଯାଉଛି ଆହୁରି ନୂଆ ସହର । ଜାନୁଆରୀ ୧ରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ଅଧିକ ୪ଟି ସହରକୁ ସିଧାସଳଖ ବିମାନ ସେବା ଯୋଡି ହେଉଥିବାବେଳେ, ଜାନୁୟାରୀ ୩ରୁ ଭୁବନେଶ୍ୱର ବିମାନ ବନ୍ଦରରୁ ଆଉ ୫ଟି ସହରକୁ ସିଧାସଳଖ ବିମାନ ସେବା ମିଳିବ ।…

ଯୋଗ୍ୟ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ବୀମା କମ୍ପାନୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତି ସମ୍ପର୍କିତ କ୍ଷତିପୂରଣ ଯୋଗ୍ୟ ଚାଷୀମାନଙ୍କ ହିତରେ ସମସ୍ତ ପ୍ରକ୍ରିୟାକୁ ଅତିଶୀଘ୍ର ସାରିବାକୁ ବୀମା କମ୍ପାନୀ ଗୁଡିକ ସହ ପରାମର୍ଶ କରିଛନ୍ତି କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ । ଏହା ସହ ଏଥିରେ କୌଣସି…

ଦେଢ଼ ହଜାର କ୍ୱିଣ୍ଟାଲ୍‌ ଧାନ ଜବତ କଲା ଯୋଗାଣ ବିଭାଗ

ଉଦଳା: ଯୋଗାଣ ବିଭାଗର ଅଚାନକ ଚଢାଉ। ଦେଢ଼ ହଜାର କ୍ୱିଣ୍ଟାଲ୍‌ରୁ ଅଧିକ ଧାନ ଗଚ୍ଛିତ ଜାଣି ଅଚାନକ ଚଢ଼ଉ କରିଛି ଯୋଗାଣ ବିଭାଗ। ଚଢାଉ କରିବ ସହ ଗଚ୍ଛିତ ଧାନକୁ ସିଲ୍‌ ମଧ୍ୟ କରିଛି। ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳରେ। ଏହି ଧାନ ପଶ୍ଚିମବଙ୍ଗ ଚାଲାଣ ପାଇଁ ରଖାଯାଇଥିବା…

ଇଂରାଜୀ ନବବର୍ଷ ପାଳିବେନି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଇଂରାଜୀ ନବବର୍ଷ ପାଳିବେନି ମୁଖ୍ୟମନ୍ତ୍ରୀ। ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ପ୍ରଥମ ଇଂରାଜୀ ନୂଆବର୍ଷକୁ ପାଳନ କରିବେନି ବୋଲି ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ନୂଆବର୍ଷ ପାଳିବେ ନାହିଁ ବୋଲି…

ନିମାପଡା, ଗୋପ ଗସ୍ତ କରି ଅଦିନିଆ ବର୍ଷାଜନିତ କ୍ଷୟକ୍ଷତିର ଆକଳନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିମାପଡା, ଗୋପ ଗସ୍ତ କରିଛନ୍ତି । ଏହି ସମୟରେ ସେ ଅଦିନିଆ ବର୍ଷାଜନିତ କ୍ଷୟକ୍ଷତିର ଆକଳନ କରିଛନ୍ତି । ଗୋପ ବ୍ଲକ ଅଧିନସ୍ଥ ଅଣ୍ଢିରା ଇଚ୍ଛାପୁର ପଞ୍ଚାୟତର ବେଣିପୁର, ମାଧଗାଡ଼ିଆ, ଇଚ୍ଛାପୁର, ଆଳିଚର, ବଡ଼ମଠ, ଅଣ୍ଢିରା ଗ୍ରାମ,…

ଉଜୁଡ଼ା ଫସଲ ଦେଖିଲେ ନବୀନ; ତୁରନ୍ତ କ୍ଷତିପୂରଣ ପାଇଁ କଲେ ଦାବି

ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଞ୍ଜାମ ଗସ୍ତ କରିଛନ୍ତି । ଏହି ଗସ୍ତ ସମୟରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି କ୍ଷୟକ୍ଷତି ସମ୍ପର୍କରେ ପଚାରି ବୁଝିଛନ୍ତି । ଏହା ସହ କ୍ଷତିଗ୍ରସ୍ତ ଶେରଗଡ଼ର ଟକରଡ଼ା, ହିଞ୍ଜିଳିର ପୋଡିଙ୍ଗି, ଆସ୍କାର ବରଗାଁ, କବିସୂର୍ଯ୍ୟନଗରର…

ନିଖିଳ ଓଡିଶା ଆଇନଜୀବୀ ସଂଘର ସଭାପତି ହେଲେ ବିଭୁ ପ୍ରସାଦ ତ୍ରପିାଠୀ

ମାଲକାନଗିରି: ନିଖିଳ ଓଡିଶା ଆଇନଜୀବୀ ସଂଘର ସଭାପତି ଭାବେ ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ ନିର୍ବାଚିତ ହୋଇଛନ୍ତି । ମାଲକାନଗିରିରେ ଆୟୋଜିତ ସଂଘର ୫୩ ତମ ବାର୍ଷିକ ଅଧିବେଶନରେ ରାଜ୍ୟର ପ୍ରତିଷ୍ଠିତ ଆଇନଜୀବୀ ତଥା ରାଜ୍ୟ ବାର୍ କାଉନସିଲର ସଦସ୍ୟ ବିଭୁ ପ୍ରସାଦ ତ୍ରିପାଠୀ ଓ ରାଇରଙ୍ଗପୁର…

ପ୍ରବାସୀ ଭାରତୀୟ ଦିବସରେ ଗଡିବ ଡବଲ ଡେକର ବସ୍

ଭୁବନେଶ୍ୱର: ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ଗଡ଼ିବ ଡବଲ ଡେକର୍ ବସ୍। ୨ଟି ଇଲେକ୍ଟ୍ରିକ ଡବଲ ଡେକର ବସ୍ ମୁମ୍ୱାଇରୁ ଭୁବନେଶ୍ୱର ଅଭିମୁଖେ ବାହାରି ସାରିଲାଣି। ଏନେଇ କ୍ରୁଟ୍ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ସୂଚନା ଦିଆଯାଇଛି। କ୍ରୁଟ୍ ପକ୍ଷରୁ ବସର ଫଟୋ ମଧ୍ଯ ଶେୟାର…

ଓଡିଶା ଫେରିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ବର: ଆଜି ଓଡିଶା ଫେରିଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ମୁଣ୍ଡରେ ଗଭୀର ଆଘାତ ଲାଗିଥିବା କାରଣରୁ ତାଙ୍କର ନୋଏଡାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ତେବେ ସେ ସୁସ୍ଥ ହୋଇ ଆଜି ଓଡ଼ିଶା ଫେରିଥିବା ସୂଚନା ରହିଛି । ସାଂସଦ ପ୍ରତାପ ଷଡ଼ଙ୍ଗୀ…