Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓସିଏ ସଭାପତି ପଦ ଛାଡିଲେ ବବି ଦାସ

ଭୁବନେଶ୍ବର: ଓସିଏ ସଭାପତି ପଦ ଛାଡିଲେ ବବି ଦାସ । ଓଡିଶା କ୍ରିକେଟ ଆସୋସିଏସନ୍(ଓସିଏ) ପଦବୀରୁ ଇସ୍ତଫା ଦେଇଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦେସ ଓରଫ ବବି ଦାସ । ନିଜର ବ୍ୟକ୍ତିଗତ କାରଣ ଦର୍ଶଇ ବବି ପଦ ଛାଡିଛନ୍ତି । ବବି ତାଙ୍କ ପଦରୁ ଇସ୍ତଫା ଦେବା ନେଇ ସୂଚନା ଦେଇଛନ୍ତି ଓସିଏ…

ମଦ ବୋତଲ ପିଛା ବଢିବ ୧୦ ଟଙ୍କା!

ଭୁବନେଶ୍ବର: ବଢିବ ମଦ ଦର । ମଦ ଦର ବୋତଲ ବୃଦ୍ଧି ହେବା ନେଇ ସୂଚନା ଦେଇଚନ୍ତି ଅବକାରୀ ମନ୍ତ୍ରୀ । ବିୟର ବୋତଲ ଓ କେନ୍ ପିଛା ୧୦ ଟଙ୍କା ବଢିବ । ନୂଆବର୍ଷରୁ ଏହି ରେଟ ବଢିବ । ମଦରୁ କିଛି ଅଧିକା ଟଙ୍କା ପାଇବାକୁ ସରକାର ଲକ୍ଷ୍ୟ ରଖିଥିବା ବେଳେ କିଛି ଏମିତିକି ପଦକ୍ଷେପ ନେବାକୁ ଯାଉଛନ୍ତି…

ନାକେଦମ୍ କଲାଣି ଜିନ୍ନତ୍, ନୟାନ୍ତ ହେଲେଣି ୩ ରାଜ୍ୟର ବନକର୍ମଚାରୀ

ଭୁବନେଶ୍ବର: ୩ ରାଜ୍ୟର ବନକର୍ମଚାରୀଙ୍କୁ ନାକରେ କନ୍ଦାଇଲାଣି ମରାଠୀ ବାଘୁଣୀ ଜିନ୍ନତ୍ । ଓଡିଶା ଛାଡି ଏବେ ଝାଡଖଣ୍ଡ ଜଙ୍ଗଲରେ ବୁଲୁଥିବା ବାଘୁଣୀ ଜିନ୍ନତକୁ ଧରିବା ପାଇଁ ନକେଦମ୍ ହେଲାଣି ବନବିଭାଗ । ନା ସାମ୍ନାକୁ ଆସୁଛି, ନା ଧରାଦେଉଛି । ଚୁପ୍ କରି ବନକର୍ମଚାରୀଙ୍କ ଦ୍ବାରା ରଖାଯାଇଥିବା…

ସାରା ଓଡିଶାରେ ସିଧା ପ୍ରସାରଣ ହେବ ଧନୁଯାତ୍ରା

ଭୁବନେଶ୍ବର: ସାରା ଓଡିଶାରେ ସିଧା ପ୍ରସାରଣ ହେବ ବରଗଡ ପ୍ରସିଦ୍ଧ ଧନୁଯାତ୍ରା । ସବୁ ଜିଲ୍ଲାରେ ଏଲଇଡି ମାଧ୍ୟମରେ ଦେଖିବେ ରାଜ୍ୟବାସୀ । ଧନୁଯାତ୍ରାର ବହୁଳ ପ୍ରଚାର ପ୍ରସାର ତଥା ଜାତୀୟ ଏବଂ ଆନ୍ତର୍ଜାତୀୟ ମାନ୍ୟତା ପାଇଁ  ସରକାର ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଉଥିବା କହି କିଛି…

୩୧ରୁ ଜିଲ୍ଲା ବୁଲିବେ ନବୀନ: ପଚାରି ବୁଝିବେ ଉଜୁଡା କ୍ଷେତର ହାଲ୍

ଭୁବନେଶ୍ବର: ଅଦିନିଆ ବର୍ଷା କ୍ଷୟକ୍ଷତି ଆକଳନ ପାଇଁ ନବୀନ ବୁଲିବେ ଜିଲ୍ଲା । ଏହାକୁ ନେଇ ଆସନ୍ତା ୩୧ ତାରିଖରୁ ଜିଲ୍ଲା ବୁଲିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆସନ୍ତା ୩୧ରେ ନବୀନ ୪ ଜିଲ୍ଲା ଗସ୍ତ କରିବେ । ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଗସ୍ତ କରି କ୍ଷତିଗ୍ରସ୍ତ ଚାଷ…

୨୪ରେ ଚାଲିଯାଇଛନ୍ତି ଏହି ଚର୍ଚ୍ଚିତ ଚେହେରା: ଅଫେରା ରାଇଜରେ କରିଛନ୍ତି ଘର..

ଭୁବନେଶ୍ବର: ଦେଖୁ ଦେଖୁ ହାତରୁ ଖସିଯାଉଛି ୨୦୨୪ । ଆଉ ଦିନ କେଇଟା ପରେ ୨୪କୁ ସବୁଦିନ ପାଇଁ ଅଲବିଦା କହି ଆରମ୍ଭ ହେବାକୁ ଯାଉଛି ବର୍ଷ ୨୫ । ଏ ବର୍ଷ ସତରେ କେତେବେଳେ ଆସିଲା ଆଉ କେତେବଳେ ଚାଲିଗଲା ତାହା ଜଣାପଡିଲା ନାହିଁ । କିନ୍ତୁ ସାଙ୍ଗରେ ନେଇଯାଇଛି ସେ ଆମର ଆତ୍ମାଙ୍କୁ, ଯାହାଙ୍କୁ ଆଜି…

କିମ୍‍ସରେ ଲାଗିଲା ଅତ୍ୟାଧୁନିକ କାର୍ଡିଆକ୍‍ ଲେଜର ମେସିନ୍, 

ଭୁବନେଶ୍ୱର: ଜଟିଳ ହୃଦରୋଗର ସରଳ ଚିକିତ୍ସା ପାଇଁ କିମ୍‍ସରେ ଆରମ୍ଭ ହୋଇଛି କାର୍ଡିଆକ୍‍ ଲେଜର ମେସିନ୍‍ ଜରିଆରେ ରୋଗୀ ସେବା। ଜଟିଳରୁ ଜଟିଳତମ ହୃଦରୋଗ ଚିକିତ୍ସା ପାଇଁ ସମଗ୍ର ପୂର୍ବ ଭାରତରେ ପ୍ରଥମ ଥର ଲାଗି କିମ୍‍ସରେ ଏଭଳି ଯନ୍ତ୍ର ସ୍ଥାପନା କରାଯାଇଛି। ଏହାକୁ କିଟ୍‍, କିସ୍‍ ଓ…

ଖୋର୍ଦ୍ଧାରେ ପୁଣି ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ

ଖୋର୍ଦ୍ଧା: ସହରରେ ଜବରଦଖଲ ଉଚ୍ଛେଦ କରୁଛି ଜିଲ୍ଲା ପ୍ରଶାସନ। ମାରୱାଡି ପଟିରୁ ସରକାରୀ ଜମିରେ ଥିବା ଦୋକାନ ଉଚ୍ଛେଦ କରାଯାଉଛି। ୨ ପ୍ଲାଟୁନ୍ ପୋଲିସ ଉପସ୍ଥିତିରେ ବୁଲଡୋଜର୍ ଲଗାଇ ଉଚ୍ଛେଦ ଚାଲିଛି। ୪୦ରୁ ଅଧିକ ଦୋକାନକୁ ଉଚ୍ଛେଦ କଲାଣି ପ୍ରଶାସନ। ବସାୟୀ ସଂଘର ନିବେଦନ ପରେ କିଛି ଦିନ…

ଜାନୁଆରୀ ୧୪ରୁ କୁମ୍ଭୀର ଗଣନା, ୯ଦିନ ଯାଏଁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ

କେନ୍ଦ୍ରାପଡା: ଜାନୁଆରୀ ୧୪ ତାରିଖରୁ ଭିତରକନିକାରେ ଆରମ୍ଭ ହେବ କୁମ୍ଭୀର ଗଣନା । ଜାନୁଆରୀ ୧୪ ରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଗଣନା କାର୍ଯ୍ୟ ଚାଲିବ । ସେଥିପାଇଁ ୯ଦିନ ଯାଏଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା । ଭିତରକନିକା ଅନ୍ତର୍ଗତ ୪ଟି ରେଞ୍ଜ ରାଜନଗର, ଗହିରମଥା,…

ଘାଟିରୁ ଓଲଟିଲା ତୀର୍ଥଯାତ୍ରୀ ବସ୍ : ୩ ମୃତ, ୧୦ରୁ ଅଧିକ ଆହତ

ଜୟପୁର: ଘାଟିରେ ବସ୍ ଓଲଟି ୩ ମୃତ, ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା। କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଡକରିଘାଟିରୁ ତୀର୍ଥଯାତ୍ରୀ ବସ୍ ଓଲଟିପଡିଛି। ସମସ୍ତଙ୍କୁ ବୈପାରୀଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। କଟକ ନିଆଳିରୁ ଗୁପ୍ତେଶ୍ବର ଯାଉଥିଲା ଏହି ତୀର୍ଥଯାତ୍ରୀ ବସ। ସୂଚନା…