Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆରମ୍ଭ ହେଲା ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରେ ରୁପା ଛାଉଣୀ କାମ

ପୁରୀ: ଆରମ୍ଭ ହେଲା ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରେ ରୁପା ଛାଉଣୀ କାମ । ଯମଶିଳା ଉପରି ଭାଗ ପଥର ବନ୍ଧରେ ରୁପା ଛାଉଣୀ କାମ କରାଯାଇଛି । ସେହିପରି ପତିତପାବନଙ୍କ ନିକଟ ପଥର ମଣିବନ୍ଧକୁ ରୁପା ଛାଉଣୀ କରାଯାଇଛି । ପରିଚାଳନା କମିଟି ନିଷ୍ପତ୍ତି ଅନୁସାରେ ରୁପା ଛାଉଣୀ କରାଯାଉଛି ।…

ନୂଆବର୍ଷରୁ ଥରାଇବ ଜାଡ, ୪ ଡିଗ୍ରୀ ଯାଏ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ଵର: ନୂଆବର୍ଷରୁ ରାଜ୍ୟରେ ଥରାଇବ ଜାଡ। ଏବେ ଶୀତ କମିଥିବା ବେଳେ ଆସନ୍ତା ୨ ଦିନ ପରେ ରାତି ତାପମାତ୍ରା ୪ ଡିଗ୍ରୀ ଯାଏ ହ୍ରାସ ପାଇପାରେ। ପ୍ରବଳ ଜାଡ ସହ ଅସ୍ତବ୍ୟସ୍ତ କରିବ ଘନ କୁହୁଡି । ସେପଟେ ପଶ୍ଚିମା ଝଡ଼ ପ୍ରଭାବରେ ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡିରେ…

ବନ ବିଭାଗର ଟ୍ରାଙ୍କୁଲାଇଜ୍ ଉଦ୍ୟମ, ଚକ୍‌ମା ଦେଉଛି ଜିନ୍ନତ

ଭୁବନେଶ୍ଵର: ବନ ବିଭାଗ ଟିମ୍‌କୁ ପୁଣି ଚକ୍‌ମା ଦେଇଛି ବାଘୁଣୀ ଜିନ୍ନତ। ଆଜି ଅପରାହ୍ଣରେ ପଶ୍ଚିମବଙ୍ଗ ବାଙ୍କୁରା ଜିଲ୍ଲା ରାଣୀବାଗ କଂସାବତୀ ଜଳଭଣ୍ଡାର ନିକଟକୁ ପାଣି ପିଇବାକୁ ଆସିଥିବା ବେଳେ ବାଘୁଣୀ ଜିନ୍ନତକୁ ସାଟେଲାଇଟ୍‌ ଟ୍ରାକ୍‌ କରି ଟାଙ୍କୁଲାଇଜ୍‌ କରିବାକୁ ବନ ବିଭାଗର ସ୍ବତନ୍ତ୍ର…

ଫୁଲ ତୋଡା ବଦଳରେ ଚାରାଗଛ ଉପହାର ଦିଅନ୍ତୁ: ମନ୍ତ୍ରୀ

ଭୁବନେଶ୍ବର: ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ କରିବା ପାଇଁ ବୃକ୍ଷରୋପଣକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିବା ସହ ନୂଆବର୍ଷ ଅବସରରେ ‘ଫୁଲଟିଏ ବଦଳରେ ଗଛଟିଏ’ ଉପହାର ଦେବା ପାଇଁ ଓଡ଼ିଶାର…

ନିଗମାନନ୍ଦ ସମ୍ମିଳନୀ ବେଳେ ହୃଦଘାତରେ ୨ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ପୁରୀ: ପୁରୀରେ ନିଗମାନନ୍ଦ ସମ୍ମିଳନୀ ଚାଲିଥିବା ବେଳେ ଦୁଇ ଜଣ ଭକ୍ତଙ୍କ ମୃତ୍ଯୁ ହୋଇଛି। ସେମାନଙ୍କ ମଧ୍ୟରୁ ଜଣେ କଟକର ହୋଇଥିବା ବେଳେ ଅନ୍ୟ ଜଣେ ପଶ୍ଚିମବଙ୍ଗ ମେଦିନପୁର ଅଞ୍ଚଳର ବୋଲି ଜାଣିବାକୁ ମିଳିଛି। ସୂଚନା ଅନୁଯାୟୀ, ସମ୍ମିଳନୀ ଚାଲିଥିବା ସମୟରେ ଏହି ଦୁଇ ଭକ୍ତଙ୍କ ସ୍ୱାସ୍ଥ୍ୟ…

ବଢିଲା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଅନୁଦାନ ରାଶି

ବରଗଡ଼: ଐତିହାସିକ ବରଗଡ଼ ଧନୁଯାତ୍ରା-୨୦୨୫ ପାଇଁ ବଢିଲା ଅନୁଦାନ। ଅନୁଦାନ ବଢାଇବା ନେଇ ଘୋଷଣା କରିଛନ୍ତି ମୋହନ ସରକାର। ବରଗଡ଼ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଆହୁରି ଲୋକପ୍ରିୟ ହେବା ନେଇ ରାଜ୍ୟ ସରକାର ଏପରି ପଦକ୍ଷେପ ନେଇଛନ୍ତି। ପାରମ୍ପରିକ ଯାତ୍ରାର ପ୍ରଚାର ପ୍ରସାର, କଳାକାରମାନଙ୍କ…

ଭୁବନେଶ୍ୱରରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଗଲା ୫ ଜୀବନ

ଭୁବନେଶ୍ୱର: ଭୁବନେଶ୍ୱରର ଜାଭିୟର ଛକରେ ଶନିବାର ସନ୍ଧ୍ୟାରେ ସିରିଜ ଦୁର୍ଘଟଣାରେ ଅତି କମରେ ପାଞ୍ଚ ଜଣ ଆହତ ହୋଇଛନ୍ତି। ସୂଚନାନୁସାରେ, ସାଲିଆସାହିରୁ ଜାଭିୟର୍ ଛକ ରାସ୍ତାରେ ଯାଉଥିବା ଏକ ଅଟୋକୁ ପଛରୁ ଧକ୍କା ଦେଇଥିଲା କାର। ଯାହା ଫଳରେ ଉକ୍ତ ଅଟୋଟି ଅନ୍ୟ ଏକ ଅଟୋ ସହ ଧକ୍କା…

ଲାଲ ବାହିନୀକୁ ଶକ୍ତ ଝଟକା; ଗିରଫ ହେଲେ ୩ ହାର୍ଡକୋର ମହିଳା ମାଓବାଦୀ

ମାଲକାନଗିରି: ମାଲକାନଗିରି ପୋଲିସକୁ ବଡ ସଫଳତା । ଆଜି ୩ ଜଣ ହାର୍ଡକୋର ମହିଳା ମାଓବାଦୀ ଗିରଫ ହୋଇଛନ୍ତି । ସେମାନଙ୍କ ନାମରେ ୮ ଲକ୍ଷ ପୁରସ୍କାର ରାଶି ଥିଲା । ମାଲକାନଗିରି ପୋଲିସ ଏବଂ ଡିଭିଏଫ ଯବାନଙ୍କ ତଲାସି ଅଭିଯାନ ବେଳେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଗୁଣ୍ଠାବେଡା ଜଙ୍ଗଲରୁ…

ଚାଷୀଙ୍କୁ ମିଳିବ କ୍ଷତିପୂରଣ: କାଲି ସୁଦ୍ଧା ହିଁ କରନ୍ତୁ ପଞ୍ଜୀକରଣ..

ଭୁବନେଶ୍ବର: ଅଦିନିଆ ବର୍ଷା ଏବେ ଚାଷୀ କୂଳ ଅଣ୍ଟା ଭାଙ୍ଗିଥିବା ବେଳେ ପୁଣି ଥରେ ଚାଷୀ ଭାଇଙ୍କୁ ସଳଖିବା ପାଇଁ ସହାୟତାର ହାତ ବଢାଇବେ ରାଜ୍ୟ ସରକାର । ଏନେଇ ଆସନ୍ତା ୩୦ ତାରିଖ ମଧ୍ୟରେ ଫସଲ କ୍ଷତି ଆକଳନ କରାଯିବ । ଫସଲ କ୍ଷତି ନେଇ ସମୀକ୍ଷା ପରେ କିଛି ଏମିତି ଘୋଷଣା କରିଛନ୍ତି…

ରାସ୍ତାକଡ଼ରେ ପଡ଼ିଛି ପୁଳାପୁଳା ଔଷଧ, ସ୍ବାସ୍ଥ୍ୟ ବିଭାଗର ତଦନ୍ତ ଜାରି

ଗଞ୍ଜାମ: ବିନା ଖର୍ଚ୍ଚରେ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାଗଣା ଔଷଧ ମଧ୍ୟ ଯୋଗାଇଦେଉଛନ୍ତି ସରକାର । ହେଲେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରୁ । ବିଜୟ ଆଦିକନ୍ଦପୁର…