Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅଦରକାରୀ ଆଇନ ଖୋଜିବ ଲ’ କମିଶନ

ଭୁବନେଶ୍ବର: ରାଜ୍ୟରେ ଅନାବଶ୍ୟକ ଏବଂ ଅଦରକାରୀ ଆଇନକୁ ଖୋଜିବାହାର କରିବ ଲ’ କମିଶନ । ରାଜ୍ୟର ବିଭିନ୍ନ ନୀତି ନିୟମର ତର୍ଜମା କରିବା ସହ ଆବଶ୍ୟକୀୟ ସଂଶୋଧନ କରିବ ଲ’ କମିଶନ । ଲ’ କମିଶନର ଗଠନ ନେଇ କିଛି ଏପରି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ତେବେ ରାଜ୍ୟ ସରକାର…

ନୂଆବର୍ଷ ପାଇଁ ବଢିଲା ପୁରୀ ସୁରକ୍ଷା, ସିସିଟିଭି ନଜରରେ ରହିବ ସମଗ୍ର ଶ୍ରୀକ୍ଷେତ୍ର

ପୁରୀ: ଆଉ କେଇଟା ଦିନ ପରେ ୨୦୨୪ କୁବିଦାୟ ଦେଇ ୨୦୨୫କୁ ସ୍ବାଗତ କରିବେ ଲୋକେ । ଏହି ନୂଆବର୍ଷ ଅନେକ ପ୍ରଭୁ ଦର୍ଶନରୁ ଆରମ୍ଭ କରିବାକୁ ଚାହିଁଥାନ୍ତି । ତେଣୁ ଓଡିଶାର ହର୍ତ୍ତାକର୍ତ୍ତା ମହାପ୍ରଭୁ ଜଗନ୍ନାଥ ହୋଇଥିବାବେଳେ, ତାଙ୍କ ଦର୍ଶନ ପାଇଁ ଏବେଠୁ ଆରମ୍ଭ ହୋଇଯାଇଛି ପ୍ରବଳ ଭିଡ । ଆଉ ନୂଆ…

ଫେବୃଆରୀ ୪ରେ ପବିତ୍ର ମାଘ ସପ୍ତମୀ ମେଳା, ପ୍ରସ୍ତୁତି ଜୋରଦାର

କୋଣାର୍କ: ଏଥର ମାଘ ସପ୍ତମୀ ମେଳା ଓ ଚନ୍ଦ୍ରଭାଗା ବୁଡ଼ ଫେବୃଆରୀ ୪ ତାରିଖରେ ଅନୁଷ୍ଠିତ ହେବ । ପରମ୍ପରା ଅନୁଯାୟୀ ସ୍ଥାନୀୟ ଐଶାନେଶ୍ୱର, ତ୍ରିବେଣୀଶ୍ୱର ଓ ଦଖିଣେଶ୍ୱର ମହାପ୍ରଭୁ ତିନି ଠାକୁରଙ୍କୁ ତୀର୍ଥ ମଣ୍ଡପକୁ ନିଆଯିବ । ଠାକୁରଙ୍କ ମହାସ୍ନାନ ଓ ନୀତିକାନ୍ତି ପରେ ସାଧୁ ସନ୍ଥଙ୍କ…

ବିଜେଡି-ବିଜେପି କର୍ମୀ ମୁହାଁମୁହିଁ, ୧୬୩ ଧାରା ଲାଗୁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବଜାର ଦୁର୍ଗାମଣ୍ଡପ ଛକରେ ନୂଆବର୍ଷ ତୋରଣ ପୋତାକୁ ନେଇ ଦେଖାଦେଇଛି ବିବାଦ । ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି କର୍ମୀ । ବିବାଦ ଉଗ୍ର ରୂପ ନେବାରୁ ଉକ୍ତ ଅଞ୍ଚଳରେ ବିଏନଏସଏସ ଧାରା ୧୬୩ ଲାଗୁ ହୋଇଛି । ଖବର ମୁତାବକ, ନୂଆବର୍ଷ ପାଇଁ…

ସୋସିଆଲ୍ ମିଡିଆ ଯୁଗରେ ଅଲୋଡା ଗ୍ରୀଟିଂସ୍ କାର୍ଡ….

ଭୁବନେଶ୍ଵର: ଉଡିଗଲା ଏରୋପ୍ଲେନ, ପଡିଗଲା ଛାଇ, ଗରିବ ଘର ସାଙ୍ଗ ବୋଲି, ଭୁଲିଯିବ ନାହିଁ….। ଗୋଲାପ ଗଛରେ ବହୁତ କଣ୍ଟା, ତୁମ କଥା ମନେ ପଡେ ଘଣ୍ଟା କୁ ଘଣ୍ଟା….। ଟେବୁଲ ଉପରେ ଟମାଟୋ ଖଟା, ସାଙ୍ଗକୁ ମୋର ଠିଆ ଗୋଇଠା….। ହାତୀ ଚାଲେ ଦମ୍ ଦମ୍, ସାଙ୍ଗକୁ ମୋର ୱେଲକମ୍…। ଏମିତି ଅନେକ କିଛି…

ଆସନ୍ତାକାଲି ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୫୩ ତମ ବାର୍ଷିକ ଅଧିବେଶନ

ମାଲକାନଗିରି: ରାଜ୍ୟର ଆଇନଜୀବୀ ମାନଙ୍କ ସର୍ବବୃହତ୍ ଓ ସର୍ବ-ପୁରାତନ ସଂଗଠନ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୫୩ ତମ ବାର୍ଷିକ ଉତ୍ସବ ପାଳନ ଉତ୍ସବ ମାଲକାନଗିରିରେ ଆସନ୍ତାକାଲି ଅର୍ଥାତ୍ ଡିସେମ୍ବର ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ନିରନ୍ତର ଆଇନ ଶିକ୍ଷା ପ୍ରସଙ୍ଗ ଓ ଆଡଭୋକେଟ୍…

ଜାନୁଆରୀ ୩ରୁ ୟୁଜିସି ନେଟ୍, କାର୍ଯ୍ୟସୂଚୀ ଜାରି କଲା ଏନ୍‌ଟିଏ

ଭୁବନେଶ୍ଵର: ଜାନୁଆରୀ ୩ରୁ ୟୁଜିସି ନେଟ୍ । ୟୁଜିସି ନେଟ୍‌ ଡିସେମ୍ବର-୨୦୨୪ ପାଇଁ କାର୍ଯ୍ୟସୂଚୀ ଜାରି ହୋଇଛି । ଜାନୁଆରୀ ୩ରୁ ଆରମ୍ଭ ହୋଇ ୧୬ ଯାଏଁ ଚାଲିବ ଏହି ପରୀକ୍ଷା । ଏନେଇ ଏନ୍‌ଟିଏ ପକ୍ଷରୁ ସୂଚନା ଜାରି କରାଯାଇଛି । ମୋଟ୍ ୮୫ ଟି ବିଷୟରେ କମ୍ପ୍ୟୁଟର ବେସଡ୍‌ ଟେଷ୍ଟ (ସିବିଟି)…

ଆଜି ୧୨ ଘଣ୍ଟିଆ ଭବାନୀପାଟଣା ବନ୍ଦ

ଭବାନୀପାଟଣା: ଧାନ ମଣ୍ଡିରେ ଅବ୍ୟବସ୍ଥା ଓ କଟନୀ ଛଟନୀ ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଭବାନୀପାଟଣା ବନ୍ଦ ପାଳନ କରୁଛି କଂଗ୍ରେସ । ଭବାନୀପାଟଣା ଓ କେସିଙ୍ଗାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବନ୍ଦ ଯୋଗୁଁ ସମସ୍ତ ଦୋକାନ ବଜାର, ଗାଡ଼ି ଚଳାଚଳ ସରକାରୀ ଓ ବେସରକାରୀ ଅଫିସ ବି ବନ୍ଦ ରହିଛି…

ଜଳିଗଲା ଟ୍ରକ, ୨ଜଣ ଜୀବନ୍ତ ଦଗ୍ଧ

କଳାହାଣ୍ଡି: ସକାଳୁ ସକାଳୁ ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହୋଇ ହୁତୁ ହୁତୁ ହୋଇ ଜଳିଗଲା ୨ଟି ଟ୍ରକ । ଟ୍ରକ ସହ ଜିଅନ୍ତା ଜଳେ ଗଲେ ଟ୍ରକ ଡ୍ରାଇଭର । କଳାହାଣ୍ଡି ଜିଲ୍ଲା ସଦର ଥାନା ପାସ୍ତିକୁଡ଼ା ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା ଲ୬ ସୂଚନା ଅନୁସାରେ, ସଦର ଥାନା…

୨ ଦିନ ବର୍ଷିବ, ୭ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ଵର: ପୁରୁଣାବର୍ଷକୁ ବିଦାୟ ଦେବ ଝିପିଝିପି ବର୍ଷା ସହ କୋହଲା ପାଗ । ଆଜି ଓ ଆସନ୍ତାକାଲି ୨ ଦିନ ଧରି ଭିଜିପାରେ ଉତ୍ତର ଏବଂ ପଶ୍ଚିମ ଓଡ଼ିଶା । ପଶ୍ଚିମାଝଡ଼ ପ୍ରଭାବରେ ଆଜି ଓ ଆସନ୍ତାକାଲି ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି, ପଶ୍ଚିମ ଓ ଉତ୍ତର…