Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁଣି ୨ ଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ

ପୁରୀ: ପୁଣି ୨ ଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ। ଶ୍ରୀମନ୍ଦିରରେ ଗଜଉଦ୍ଧାରଣ ବେଶ ସମ୍ପର୍କିତ ବିଶେଷ ନୀତି ଥିବାରୁ ଦୁଇ ଦିନ ପାଇଁ ରତ୍ନଭଣ୍ଡାର ମରାମତି କାର୍ଯ୍ଯ ବନ୍ଦ ରହିବା ନେଇ ସୂଚନା ମିଳିଛି। ଫେବ୍ରୁଆରି ୧୨ ଏବଂ ୧୩ ତାରିଖରେ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରଖାଯାଇଛି।…

ଭୟଙ୍କର ଦୁର୍ଘଟଣା: ବାକକୁ ଧକ୍କା ଦେଲା କାର, ୩ ମୃତ

ଭୁବନେଶ୍ଵର: ମୁଣ୍ଡ ନେଲା ପୁରୀ ବାଇପାସ୍ ରାସ୍ତା। ଭୁବନେଶ୍ୱର ଟଙ୍କପାଣି ସାଇମନ୍ଦିର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍‌କୁ ଧକ୍କା ଦେଲା କାର୍‌। ଫଳରେ ତିନି ଜଣଙ୍କ ମୃତ୍ୟୁ ଘଟିଛି। ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି…

ପୁଣି କମିଯିବ ଶୀତ, ୨ରୁ ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ କମିବ ଶୀତ। ରାତି ତାପମାତ୍ରା ବୃଦ୍ଧି ସହ ଶୀତର ପ୍ରକୋପ କମିବା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦିନରେ ଖରା ପ୍ରକୋପ ବଢୁଛି। ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା କେତେକ ସ୍ଥାନରେ ୧୦ ଡିଗ୍ରୀ ତଳେ ରହିଛି। ଆସନ୍ତା ଦୁଇ…

ଆଦିବାସୀ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ: ୪ ଅଟକ

କୋରାପୁଟ: ଲକ୍ଷ୍ମୀପୁର ଥାନା ଅଞ୍ଚଳରେ ଜଘନ୍ୟକାଣ୍ଡ। ଠାକୁରାଣୀ ଯାତ୍ରାରେ ନାଟକ ଦେଖିବାକୁ ଯାଇଥିବା ବେଳେ ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଥାନାରେ ୪ ଜଣ…

ରାଜ୍ୟରେ ବଢିବ ଏନସିସି କ୍ୟାଡେଟ ସଂଖ୍ୟା, ପ୍ରତିଷ୍ଠା ହେବ ୩ଟି ଟ୍ରେନିଙ୍ଗ୍ ସେଣ୍ଟର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ NCC ଡିଜି ଲେଫ୍ଟନନାଣ୍ଟ ଜେନେରାଲ ଗୁରୁବୀର ପାଲ୍‍ ସିଂହ। ଓଡ଼ିଶାରେ ଏନସିସିର ସଂପ୍ରସାରଣ ସମ୍ପର୍କରେ କଲେ ଆଲୋଚନା। କଟକ, ବ୍ରହ୍ମପୁର ଓ ସମ୍ୱଲପୁରରେ ହେବ ଟ୍ରେନିଂ ସେଣ୍ଟର। କୋରାପୁଟରେ ହେବ ଏନସିସି ଗ୍ରୁପ୍ ହେଡକ୍ବାର୍ଟର୍ସ ପ୍ରତିଷ୍ଠା।…

ଆସନ୍ତାକାଲି ଠାରୁ ଆରମ୍ଭ ହେବ ‘ଯୋରନ୍ଦା ମେଳା’: ଝାଡ଼ ଦୀପ ଜାଳି ବିଶ୍ୱର କଲ୍ୟାଣ ମନାସିବେ ମହିମା ସାଧୁ

ଢେଙ୍କାନାଳ: ମହିମା ଧର୍ମର ଉତ୍ପତ୍ତି ସ୍ଥଳ ଯୋରନ୍ଦା ମହିମାଗାଦି। ଏଥିପାଇଁ ସଜେଇ ହୋଇଛି ଢ଼େଙ୍କାନାଳର ଯୋରନ୍ଦା ସ୍ଥିତ ମହିମାଗାଦି, ଏହା ମହିମା ଧର୍ମର ମୁଖ୍ୟପୀଠ । ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା । ଏଠାରେ ମହଣ ମହଣ ଘିଅରେ ବିଶ୍ୱର କଲ୍ୟାଣ ପାଇଁ ଜଳିବ…

ଖେଳ ପରିଚାଳନାରେ ବିଭ୍ରାଟ; କ୍ରୀଡା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ଆପ୍

ଭୁବନେଶ୍ବର: ଗତକାଲି ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା କ୍ରିକେଟ୍ ମ୍ୟାଚ ଅବସରରେ ଫ୍ଲଡ୍ ଲାଇଟ୍ ଅଚଳ ଯୋଗୁଁ ଦୀର୍ଘ ୨୬ ମିନିଟ୍ ଧରି ଖେଳ ବନ୍ଦ ରହିବା ଘଟଣାରେ କ୍ରୀଡା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ରାଜ୍ୟ ଆମ ଆଦମୀ ପାର୍ଟି । ଦଳ ପକ୍ଷରୁ କୁହାଯାଇଛି ଯେ, ଓସିଏ ଏବଂ କ୍ରୀଡା ବିଭାଗର…

କୃମି ଔଷଧ ଖାଇ ୬ ଛାତ୍ରଛାତ୍ରୀ ଅସୁସ୍ଥ, ଚିକିତ୍ସା ଜାରି

ବାଲେଶ୍ବର: କୃମି ଔଷଧ ଖାଇ ଅସୁସ୍ଥ ହୋଇପଡିଛନ୍ତି ସ୍କୁଲର ୬ ଜଣ ଛାତ୍ରଛାତ୍ରୀ । କେଦାରପୁର ପଞ୍ଚାୟତ ଥାନେଶ୍ବର ସ୍ଥିତ ସ୍କୁଲରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଅସୁସ୍ଥ ହେବା ପରେ ସେମାନଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ, ସୋମବାର କେଦାରପୁର ପଞ୍ଚାୟତ…

ଭାରତୀୟ ଫ୍ୟାନ୍ସଙ୍କ ସମ୍ମୁଖରେ ଭାରତ ସହ ମୁକାବିଲା କରିବା ଆମ ପାଇଁ କଠିନ: ଜର୍ମାନୀ ମହିଳା ଦଳର କୋ-କ୍ୟାପଟେନ

ଭୁବନେଶ୍ବର: ଏଫଆଇଏଚ୍ ପ୍ରୋ ଲିଗ୍ ୨୦୨୪-୨୫ ପାଇଁ ଆଜି (ସୋମବାର) ଜର୍ମାନୀ ମହିଳା ହକି ଦଳ  ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । କୋ-କ୍ୟାପଟେନ୍ ଲିନିୟା ୱିଡେମାନ୍ ଏବଂ ସାରା ଷ୍ଟ୍ରସ୍ ଙ୍କ ନେତୃତ୍ୱରେ ଜର୍ମାନୀ ମହିଳା ଦଳ ୨୧ ଏବଂ ୨୨ ଫେବୃଆରୀରେ…

ଆସନ୍ତାକାଲି ଭୁବନେଶ୍ୱରରେ ହେବ ମହିଳା ଜନଶୁଣାଣି କାର୍ଯ୍ୟକ୍ରମ

ଭୁବନେଶ୍ୱର: ମହିଳାମାନଙ୍କୁ ସଶକ୍ତ କରିବା ଏବଂ ତୃଣମୂଳ ସ୍ତରରେ ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ଜାତୀୟ ମହିଳା ଆୟୋଗ 'ଜାତୀୟ ମହିଳା କମିଶନ- ଆପଣଙ୍କ ଦ୍ୱାରରେ' ଶୀର୍ଷକ ନାମକ ଏକ ଜନ ଶୁଣାଣି ଆୟୋଜିତ ହେବ। ଏହି ଜନଶୁଣାଣି ୧୧ ଫେବୃଆରୀ ୨୦୨୫ ଦିନ ଅପରାହ୍ନ ୨ ଟାରେ ଭୁବନେଶ୍ୱର…