Latest Odisha News

BREAKING NEWS

Browsing Category

ଓଡିଶା

Odisha

ନିର୍ବାଚନରେ ବଡ଼ ଗଡ଼ବଡ଼ !

ଭୁବନେଶ୍ବର: ଲୋକସଭା ଓ ବିଧାନସଭା ନିର୍ବାଚନରେ ହୋଇଛି କି ଭୋଟ୍ ଜାଲିଆତି? ମତଦାନ ସଂଖ୍ୟାକୁ ନେଇ ଦ୍ବନ୍ଦ୍ବ ! ପ୍ରିଜାଇଡିଂ ଅଫିସର ଓ ରିଟର୍ଣ୍ଣିଂ ଅଫିସରଙ୍କ ତଥ୍ୟରେ ଫରକ ! ସାଧାରଣ ନିର୍ବାଚନରେ ଭୋଟ୍ ଜାଲିଆତି ଅଭିଯୋଗରେ ଗତକାଲି ନିର୍ବାଚନ କମିଶନଙ୍କୁ ଭେଟିଥିଲେ ବିଜେଡି ସାଂସଦ । ଆଉ…

ମୃତ୍ୟୁ ପରେ ବାଉଁଶରେ କାହିଁକି ତିଆରି କରାଯାଏ କୋକେଇ?

ଭୁବନେଶ୍ବର: ମଣିଷ ଭାବରେ ଜନ୍ମ ହୋଇ ମରିବା ପରେ ଅନେକ ପ୍ରକାରର ପରମ୍ପରା ଅଛି, ଯାହାକୁ ଅନୁସରଣ କରିବା ବାଧ୍ୟତାମୂଳକ ବୋଲି ବିବେଚନା କରାଯାଏ । ବିଶେଷକରି ମୃତ୍ୟୁ ପରେ, ଯେତେବେଳେ ଜଣେ ବ୍ୟକ୍ତି ଧରାପୃଷ୍ଠରୁ ସବୁଦିନ ପାଇଁ ବିଦାୟ ନେଇଥାଏ, ସେତବେଳେ ଅନେକ ପରମ୍ପରା ପାଳନ କରାଯାଏ । ଆପଣ…

ଜାନୁୟାରୀ ୩ ରୁ ୧୩ ପର୍ଯ୍ୟନ୍ତ ଚାଲିବ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା

ଭୁବନେଶ୍ୱର: ଜାନୁୟାରୀ ୩ରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଧନୁ ଯାତ୍ରା l ଜାନୁୟାରୀ ୩ ରୁ ଆରମ୍ଭ ହୋଇ ଜାନୁଆରୀ ୧୩ ପର୍ଯ୍ୟନ୍ତ ଚାଲିବ ଏହି ଯାତ୍ରା l ଏନେଇ ଭୁବନେଶ୍ୱର ସ୍ଥିତ ପର୍ଯ୍ୟଟନ ବିଭାଗର ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…

ମୁଁ ବି ଚିଟଫଣ୍ଡ୍‌ ଠକେଇର ଶିକାର ହୋଇଥିଲି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ ଚିଟଫଣ୍ଡ୍‌ ଠକେଇର ଶିକାର ହୋଇଥିବା ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, "ଠକ ସଂସ୍ଥା ମାନଙ୍କଠାରୁ କିଏ ନ କିଏ ଠକେଇର ଶିକାର…

ରେଡ୍ ନେଇ ମୁହଁ ଖୋଲିଲେ ନିରଞ୍ଜନ, କହିଲେ..ମୋ ପାଇଁ ନୁହେଁ…..

ଭୁବନେଶ୍ବର: ଇଡି ରେଡ ନେଇ ମୁହଁ ଖୋଲିଲେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ । ଇଡି ଚଢାଉରେ ତାଙ୍କର କିଛି ସଂପୃକ୍ତି ନାହିଁ ବୋଲି ସ୍ପଷ୍ଟ କଲେ । ଏନେଇ ନିରଞ୍ଜନ କହିଛନ୍ତି, ଇଡି ତାଙ୍କ କାମ କରୁଛନ୍ତି, ମୋତେ କିଛି ପଚାରି ନାହାନ୍ତି । କି ମୋ ଠାରୁ କୌଣସି କାଗଜପତ୍ର ମଧ୍ୟ…

କାହିଁକି ୬ମାସ ପରେ ଇସିରେ ଫେରାଦ ହେଲା ବିଜେଡି? ରଖିଲା ଉତ୍ତର…

ଭୁବନେଶ୍ବର: ବିଜେଡି ଆଣିଲା ଭୋଟିଂରେ ଜାଲିଆତି ଅଭିଯୋଗ । ୨୪ରେ କ୍ଷମତାଚ୍ୟୁତ ହେବା ପରେ ନିର୍ବାଚନ ଫଳାଫଳ ବାହାରିବାର ୬ ମାସ ପରେ ନିର୍ବାଚନରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛି ବିଜେଡି । ଏନେଇ ଭାରତୀୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ଦଳ । ଏହାକୁ ନେଇ ବିଜେପି…

ରାତି ପାହିଲେ ବଡ଼ଦିନ, ଉତ୍ସବ ପାଳନ ପାଇଁ ସୁରକ୍ଷା କଡ଼ାକଡ଼ି

ଭୁବନେଶ୍ୱର: ରାତି ପାହିଲେ ବଡ ଦିନ। ଏହାକୁ ଧୁମଧାମରେ ପାଳନ କରିବା ପାଇଁ ଚାଲିଛି ବିଭିନ୍ନ ସ୍ଥାନରେ ପ୍ରସ୍ତୁତି। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଧରାବତରଣ ପୂର୍ବରୁ ଖ୍ରୀଷ୍ଟ ଧର୍ମୀଙ୍କ ଦ୍ୱାରା ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଭୁବନେଶ୍ବରର ସବୁ ଚର୍ଚ୍ଚ ଆଗରେ ପୁଲିସ…

ରାଜଧାନୀ ରାସ୍ତାରୁ ହଟିବ ଉଠା ଦୋକାନ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ହଟିବେ ସମସ୍ତ ଉଠା ଦୋକାନୀ । ୫୫ଟି ରାସ୍ତାରୁ ସ୍ଥାୟୀ ଭାବେ ଉଠା ଦୋକାନୀକୁ ହଟାଯିବ । ସମୂହ ସଫେଇ କାର୍ଯ୍ୟକ୍ରମ ବେଳେ ଏମିତି କିଛି ସୂଚନା ଦେଇଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ । ଉଠା ଦୋକାନୀଙ୍କୁ ହଟାଯାଇ ସ୍ଥାୟୀ ଭେଣ୍ଡିଂ ଜୋନ ଦିଆଯିବ ।…

ମିଳୁନି ଓମଫେଡ୍ କ୍ଷୀର, ଧାରଣାରେ ନରାଜ ଓମଫେଡ୍ ଠିକା ଡ୍ରାଇଭର

ବାଙ୍କୀ: ମିଳୁନି ଓମଫେଡ୍ କ୍ଷୀର l ନରାଜ ଓମଫେଡ୍ ଠିକା ଡ୍ରାଇଭରଙ୍କ ଧାରଣା। ଏହା ଯୋଗୁଁ ଭୁବନେଶ୍ୱର, କଟକରେ କ୍ଷୀର ଯୋଗାଣ ବାଧାପ୍ରାପ୍ତ । ଓମ୍‌ଫେଡ୍‌ର ଜଣେ ଠିକା ଡ୍ରାଇଭରଙ୍କୁ ଅଟକ ପ୍ରତିବାଦରେ ଧାରଣା l ନରାଜ ଓମଫେଡ୍‌ ଫ୍ୟାକ୍ଟ୍ରି ଆଗରେ ଗାଡ଼ି ରଖି ଧାରଣାରେ ବସିଛନ୍ତି ଡ୍ରାଇଭର l…

ରାଜଧାନୀରେ ପ୍ରଥମ: ରୋବର୍ଟ ଲିଭାଇଲା ଭୟଙ୍କର ନିଆଁ..

ଭୁବନେଶ୍ବର: ରୋବର୍ଟ ଆୟତ୍ତ କଲା ଅଣାୟତ୍ତର ନିଆଁ । ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ବରରେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲା ରୋବର୍ଟ । ଅଗ୍ନିଶମ ବାହିନୀର କର୍ମଚାରୀ ନିଆଁକୁ ଆୟତ୍ତ ନକରିପାରିବାରୁ ଏଥିରେ ଏକ ରୋବର୍ଟ ନିୟୋଜିତ କରାଯାଇ ନିଆଁକୁ ଲିଭାଯାଇଥିଲା । କିଛି…