Latest Odisha News

BREAKING NEWS

Browsing Category

ଓଡିଶା

Odisha

FIH ପ୍ରୋ ଲିଗ୍: ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ସ୍ପେନର ଉଭୟ ପୁରୁଷ ଓ ମହିଳା ଦଳ

ଭୁବନେଶ୍ବର: ଏଫଆଇଏଚ୍ ପ୍ରୋ ଲିଗ୍ ୨୦୨୪-୨୫ ପାଇଁ ଅତିଥି ଦଳମାନେ ଭୁବନେଶ୍ବର ପହଞ୍ଚୁଛନ୍ତି । ଆଜି (ସୋମବାର)  ସ୍ପେନର ଉଭୟ ପୁରୁଷ ଏବଂ ମହିଳା ଦଳ ଓଡ଼ିଶାର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । ଏଫଆଇଏଚ୍ ପ୍ରୋ ଲିଗ୍ ୨୦୨୪-୨୫ର ସମସ୍ତ ମ୍ୟାଚ୍…

ସାବଧାନ୍! ଇ-କେଓ୍ବାଇସି ନକଲେ କଟିବ ରାସନକାର୍ଡ

ଭୁବନେଶ୍ବର: ରାଜ୍ୟରେ ଏବେ ରାସନକାର୍ଡରେ ଇ-କେଓ୍ବାଇସି ଚାଲିଥିବା ବେଳେ ଏବେ ବି ଅନେକ ହିତାଧିକାରୀ ନିଜର ଇ-କେଓ୍ବାଇସି ଅପଡେଟ୍ କରିନଥିବା ଜଣାପଡିଛି । ଏନେଇ ଯୋଗାଣ ବିଭାଗ ପକ୍ଷରୁ ବାରମ୍ବାର ଅବଧି ତାରିଖ ଘୁଞ୍ଚାଯାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୂରଣ ହୋଇପାରୁନାହିଁ ଇକେଓ୍ବାଇସି । ଏବେ…

କାହିଁକି ଗଲା ଲାଇଟ୍?, ଓସିଏକୁ ୧୦ ଦିନ ଭିତରେ ଉତ୍ତର ମାଗିଲେ ମନ୍ତ୍ରୀ

କଟକ: ବାରବାଟୀ ଷ୍ଟାଡିୟମରେ ଲାଇଟ ବନ୍ଦ ହେବା ପ୍ରସଙ୍ଗକୁ ନେଇ ଏବେ ଓସିଏକୁ ଜାରି ହେଲା କାରଣ ଦର୍ଶାଅ ନୋଟିସ୍ । କାହିଁକି ଲାଇଟ ବନ୍ଦ ହେଲା?, ଏନେଇ ସୋ କଜ୍ ନୋଟିସ୍ ଜାରି କରିଛି କ୍ରୀଡା ବିଭାଗ । ଏଭଳି ଅବ୍ୟବସ୍ଥାକୁ ନେଇ ୧୦ ଦିନ ଭିତରେ ଉତ୍ତର ରଖିବାକୁ ଓସିଏକୁ ନିର୍ଦ୍ଦେଶ…

ଓଡିଶା ପୁରୁଷ ରିଲେ ଦଳ ନୂଆ ଜାତୀୟ କ୍ରୀଡା ରେକର୍ଡ ସହ ଜିତିଲେ ସ୍ବର୍ଣ୍ଣ

ଭୁବନେଶ୍ବର: ଉତ୍ତରାଖଣ୍ଡରେ ୩୮ତମ ଜାତୀୟ କ୍ରୀଡାରେ ଗତ ରବିବାର ଦିନ ଓଡିଶା ପୁରୁଷ ରିଲେ ଦଳ ନୂଆ ଜାତୀୟ କ୍ରୀଡା ରେକର୍ଡ ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଲାଲୁ ପ୍ରସାଦ ଭୋଇ, ଡିଏମ୍ ଜୟରାମ, ଅନିମେଶ କୁଜୁର ଓ ଅମିୟ ମଲ୍ଲିକଙ୍କୁ ନେଇ ଗଠିତ ୪*୧୦୦ମି. ରିଲେ ଦଳ ୩୯.୪୭ ସେକେଣ୍ଡରେ…

ସ୍ଥିର ରହିଛି ଅଭିନେତା ଉତ୍ତମଙ୍କ ସ୍ବାସ୍ଥ୍ୟାବସ୍ଥା

ଭୁବନେଶ୍ବର: ସ୍ଥିର ରହିଛି ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା। ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚାଲିଛି ଚିକିତ୍ସା। ଲିଭର ସିରୋସିସ୍ ରେ ପୀଡ଼ିତ ଅଛନ୍ତି ପୁରୁଣା ଦିନର ଓଡ଼ିଉଡ୍ ସୁପରଷ୍ଟାର ଉତ୍ତମ ମହାନ୍ତି। ଶନିବାର ତାଙ୍କୁ ଭୁବନେଶ୍ବରରୁ ମେଦାନ୍ତ ହସ୍ପିଟାଲକୁ ଏୟାର…

ଗାଡି ଚାଳକ ହୁସିଆର: ଟ୍ୱିନ ସିଟିରେ ଗାଡି ଚେକିଂ କଡାକଡି

ଭୁବନେଶ୍ବର: ଆଜିଠୁ ଟ୍ୱିନ ସିଟିରେ ପୁଣି ଆରମ୍ଭ ହେବ ଗାଡି ଚେକିଂ। ଗାଡି ଚେକିଂ କଡାକଡି ହେବ ବୋଲି କମିଶନରେଟ୍ ପୋଲିସ ପୂର୍ବରୁ ସଚେତନ କରିଛି। ଚେକିଂ ପୂର୍ବରୁ ବିକଟାଳ ହର୍ଣ୍ଣ, କଳା କାଚ ନଲଗାଇବାକୁ ତାଗିଦ କରିଛି କମିଶନରେଟ୍ ପୋଲିସ। ଚେକିଂ ପୂର୍ବରୁ କାଢି ଦିଅନ୍ତୁ ନଚେତ୍ ଧରାପଡିଲେ…

ଫ୍ଲଡ ଲାଇଟ ବିଭ୍ରାଟକୁ ନେଇ କ୍ରୀଡା ମନ୍ତ୍ରୀଙ୍କ ବଡ଼ ବୟାନ: ଓସିଏକୁ ମଗାଯିବ ସ୍ପଷ୍ଟୀକରଣ

ଭୁବନେଶ୍ୱର: ଫ୍ଲଡ ଲାଇଟ ବିଭ୍ରାଟକୁ ନେଇ କ୍ରୀଡା ମନ୍ତ୍ରୀଙ୍କ ବଡ଼ ବୟାନ। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, ଫ୍ଲଡ ଲାଇଟ୍ ଲିଭିବା ପ୍ରସଙ୍ଗରେ ଓସିଏ ପାଖରୁ ରିପୋର୍ଟ ମଗାଯିବ। ଓସିଏକୁ ମଗାଯିବ ସ୍ପଷ୍ଟୀକରଣ। ଅନ୍ୟପଟେ ବିଧାୟିକା ସୋଫିଆ ଫିରଦୋସ ମଧ୍ୟ ଏହି ଘଟଣାକୁ ନେଇ ତଦନ୍ତ…

ରାଜ୍ୟରେ ଖସିବ ପାରଦ: ୨ ଦିନ କୁହୁ଼ଡି ନେଇ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଦୁଇ ଦିନ ତାପମାତ୍ରା ସାମାନ୍ୟ ହ୍ରାସ ପାଇବ। ଏହାସହ କଲବଲ କରିବ ଘନ କୁହୁଡ଼ି। ୨୪ ଘଣ୍ଟା ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଦକ୍ଷିଣ ଓଡିଶାର କିଛି ସ୍ଥାନରେ ମଧ୍ୟମ ଧରଣର କୁହୁଡି ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।…

ମାର୍ଚ୍ଚ ୧ରେ ଦୁଲୁକିବ ବାରବାଟୀ, ଆସୁଛନ୍ତି ସଂଗୀତର ଜାଦୁଗର ଅରଜିତ୍ ସିଂ

ଭୁବନେଶ୍ୱର: ଓଡ଼ିଶାର ସଂଗୀତ ପ୍ରେମୀମାନଙ୍କୁ ନିଜ ରୋମାଣ୍ଟିକ ସଙ୍ଗରେ ହଜେଇବାକୁ ଆସୁଛନ୍ତି ଅରଜିତ୍ ସିଂ । ସେ ମାର୍ଚ୍ଚ ୧ ତାରିଖରେ ସିଲଭର ସିଟି ଭାବେ ପରିଚିତ କଟକରେ ଏକ ଲାଇଭ୍ କନସର୍ଟ କରିବେ । ଆୟୋଜକଙ୍କ ସୂଚନା ଅନୁଯାୟୀ, ଏହି କାର୍ଯ୍ୟକ୍ରମ ତାରିଶ ଏଣ୍ଟରଟେନମେଣ୍ଟ ଏବଂ ଆନନ୍ଦ…

ବାରବାଟୀ ଫାଇଟ୍: ମ୍ୟାଚ୍‌ ସହ ସିରିଜ୍‌ ହାତେଇଲା ଟିମ୍‌ ଇଣ୍ଡିଆ, ୪ ଓ୍ୱିକେଟ୍‌ରେ ଇଂଲଣ୍ଡକୁ କଲା ପରାସ୍ତ

କଟକ: ବାରବାଟିରେ ଭାରତର ବଡ଼ ବିଜୟ । ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଦିନିକିଆ ମ୍ୟାଚକୁ ଭାରତ ୪ ୱିକେଟ୍‌ରେ ଜିତି ନେଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୩୦୪ ରନ କରି ଭାରତ ସାମ୍ନାରେ ୩୦୫ ରନର ଟାର୍ଗେଟ ରଖିଥିଲା । ଏହାକୁ ପିଛା କରି ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ପାର…