Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅଫେରା ରାଇଜରେ ସରପଞ୍ଚ ବାବୁ: ପଞ୍ଚଭୂତରେ ଲୀନ ହେଲା ଉତ୍ତମଙ୍କ ପାର୍ଥିବ ଶରୀର

ଭୁବନେଶ୍ଵର: ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ… ଏଇ ଚିତା ଥିଲା କାଲି ତୋ ପାଦ ଅଳତା… ଏ ଅଳତା ପାଇଁ ନିତି ଜାଳୁଥିଲୁ ସଳିତା… ଜଳେ ଲୋ ଜଳି ପାଇଁଶ ହୁଏ ଏ ସଳିତା ଲୋ… ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ… ଏ ଥିଲା ସେ ଦିନର କ୍ୟାମେରା ପଛର କାହାଣୀ । ଆଉ ଏବେ…

୨ କୁଇଣ୍ଟାଲ ୧୦ କେଜି ଓଜନର ଗଞ୍ଜେଇ ଜବତ, ୩ ଗିରଫ

ବଲାଙ୍ଗୀର: ବଲାଙ୍ଗୀର ଅବକାରୀ ଟିମ୍‌କୁ ସଫଳତା । ବଲାଙ୍ଗୀର କଦମପଡ଼ା ରେଲଓ୍ବେ ଅଣ୍ଡରବ୍ରିଜ୍‌ ନିକଟରୁ ୨ କୁଇଣ୍ଟାଲ ୧୦ କେଜି ଓଜନର ଗଞ୍ଜେଇ ଜବତ ହୋଇଛି । ଏହା ସହ ୩ ଜଣଙ୍କୁ ଗିରଫ କରିଛି ଅବକାରୀ ଟିମ୍ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୧ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ । ଗିରଫ…

ଅଲବିଦା ବାଦଶାହା: ଅନ୍ତିମ ଯାତ୍ରାରେ ଉତ୍ତମ ମହାନ୍ତି

ଭୁବନେଶ୍ଵର: ଉଠିଲା କୋକେଇ, ଗୋବର ପାଣି ପକାଇ ଝାଡ଼ୁ କଲେ ବୋହୂ ତୃପ୍ତି । ସାଙ୍ଗରେ ଅଛନ୍ତି ପରିବାରର ଅନ୍ୟ ସଦସ୍ୟ । ଅନ୍ତିମ ଯାତ୍ରାରେ ବାହାରିଲେ ଉତ୍ତମ ମହାନ୍ତି । ସତ୍ୟନଗର ଶ୍ମଶାନ ଅଭିମୁଖେ ନିଆଯାଉଛି ପାର୍ଥିବ ଶରୀର । ଜଗନ୍ନାଥ ବିହାର ବାସଭବନରୁ ସତ୍ୟନଗର ଶ୍ମଶାନ ନିଆଯାଉଛି ।…

ଅନ୍ତିମ ଯାତ୍ରାରେ ଉତ୍ତମ: ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଉ ନାହାନ୍ତି ସେ ସହରୀ ବାଘ । ପ୍ରିୟଜନ ଏବଂ ପ୍ରଶଂସକଙ୍କୁ ବିଦାୟ ଦେଇ ଆଜି ଚିରନିଦ୍ରାରେ ସୋଇଯାଇଛନ୍ତି ୯୦ ଦଶକର ସରପଞ୍ଚ ବାବୁ ତଥା ଓଲିଉଡ ଦୁନିଆର ପ୍ରଥମ ସୁପରଷ୍ଟାର ଉତ୍ତମ ମହାନ୍ତି । ଏବେ ତାଙ୍କ ପାର୍ଥିବ ଶରୀରକୁ ଜଗନ୍ନାଥ ବିହାର ସ୍ଥିତ ବାସଭବନରେ ଅନ୍ତିମ ବିଦାୟ…

ଉତ୍ତମଙ୍କ ବିୟୋଗରେ ରାଷ୍ଟ୍ରପତିଙ୍କ ଶୋକ ପ୍ରକାଶ

ଭୁବନେଶ୍ଵର: ଅଫେରା ରାଇଜରେ ଓଲିଉଡର ମହାନାୟକ । ଆଉ ନାହାନ୍ତି ଏଭରଗ୍ରୀନ୍ ହିରୋ । ଦିଲ୍ଲୀରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି ଉତ୍ତମ ମହାନ୍ତିଙ୍କ ପାର୍ଥିକ ଶରୀର । ପାର୍ଥିବ ଶରୀରକୁ ବିମାନବନ୍ଦରରୁ ସିଧାସଳଖ ଜଗନ୍ନାଥ ବିହାରସ୍ଥିତି ବାସଭବନକୁ ନିଆଯାଇଛି । ସେଠାରେ ଅନ୍ତିମ ଦର୍ଶନ…

ଲାଞ୍ଚ ନେଇ ଧରାପଡ଼ିଲେ ବ୍ରାଞ୍ଚ୍‌ ଇନଚାର୍ଜ୍‌, ଏକକାଳୀନ ୨ଟି ସ୍ଥାନରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର: ଲାଞ୍ଚ ନେବାବେଳେ ବ୍ରାଞ୍ଚ୍‌ ଇନଚାର୍ଜ୍‌ଙ୍କୁ ଧରିଲା ଭିଜିଲାନ୍ସ । କୋରାପୁଟ ଜିଲ୍ଲା ସିମିଳିଗୁଡ଼ା ବ୍ଲକ୍‌ କୁନ୍ଦୁଲି LAMPCS ବ୍ରାଞ୍ଚ୍‌ ଇନଚାର୍ଜ୍‌ ସତ୍ୟନାରାୟଣ ଚଲ୍ଲଣଙ୍କୁ ୩୦୦୦ ଟଙ୍କା ଲାଞ୍ଚ ନେବା ପାଇଁ ଅଟକ ରଖିଲା ଭିଜିଲାନ୍ସ । ତାଙ୍କ ପାଖରୁ ସମସ୍ତ ଲାଞ୍ଚ ଟଙ୍କା…

ବ୍ରହ୍ମପୁରରେ ମିଳିବ ସୁଭଦ୍ରାର ଦ୍ଵିତୀୟ କିସ୍ତି

ଭୁବନେଶ୍ଵର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବଡ଼ ସୂଚନା । ମାର୍ଚ୍ଚ ୮ ରେ ଏକା ଥରକେ କୋଟିଏ ମହିଳାଙ୍କୁ କରାଯିବ ଆର୍ଥିକ ସ୍ୱାବଲମ୍ବୀ । ବ୍ରହ୍ମପୁର ଠାରେ କୋଟିଏ ମହିଳାଙ୍କୁ ସୁଭଦ୍ରାର ଦ୍ଵୀତିୟ କିସ୍ତି ପ୍ରଦାନ କରାଯିବ । ଆନ୍ତର୍ଜାତିୟ ମହିଳା ଦିବସରେ ସଶକ୍ତ ହେବେ ମହିଳା। ଏକ…

ବିଦାୟ ଉତ୍ତମ: ଅଭିମାନ କରି ଆସିଥିଲେ ବିଦ୍ୟାରାଣ ପକାଇ ଚାଲିଗଲେ

ଭୁବନେଶ୍ଵର: ଜୀବନ ରଙ୍ଗମଞ୍ଚରେ ଅଭିନୟ ସାରି ବାହୁଡ଼ିଗଲେ ଉତ୍ତମ। ଲିଭିଗଲା ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଉଜ୍ଜ୍ବଳ ତାରକାଙ୍କ ଜୀବନ ଦୀପ । ଅନେକ ସୁପରହିଟ୍‌ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ଦର୍ଶକଙ୍କୁ ମନୋରଞ୍ଜନ କରୁଥିବା ଏହି ମହାନ୍‌ ନାୟକଙ୍କ ଜୀବନ ଦୀପ ଆଜି ଲିଭିଯାଇଛି। ଓଡ଼ିଆ…

ରାଜ୍ୟରେ ୨ ବର୍ଷ ଭିତରେ ପୂରଣ ହେବ ଡାକ୍ତର ଓ ପାରା ମେଡିକାଲ ପଦବୀ: ମନ୍ତ୍ରୀ

ଭୁବନେଶ୍ୱର: ପୁରୀରେ ନବମ ଜାତୀୟ ସ୍ବାସ୍ଥ୍ୟ ସମ୍ମିଳନୀ ଉଦଘାଟିତ ହୋଇଯାଇଛି । ଆଜି ଏହାକୁ ଉଦଘାଟନ କରିଛନ୍ତି ବିଜେପି ରାଷ୍ଟ୍ରଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା । ଏହି ସ୍ବାସ୍ଥ୍ୟ ସମ୍ମିଳନୀ ୨ ଦିନ ଧରି ଚାଲିବ । ଉଦଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,…

ଅଭିନୟ ସାରି ବାହୁଡ଼ିଗଲେ ଉତ୍ତମ, ସତ୍ୟନଗରରେ ହେବ ଶେଷକୃତ୍ୟ

ଭୁବନେଶ୍ଵର: ଜୀବନ ରଙ୍ଗମଞ୍ଚରେ ଅଭିନୟ ସାରି ବାହୁଡ଼ିଗଲେ ଉତ୍ତମ। ଲିଭିଗଲା ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଉଜ୍ଜ୍ବଳ ତାରକାଙ୍କ ଜୀବନ ଦୀପ । ଦୁନିଆରୁ ବିଦାୟ ନେଇ ସମସ୍ତଙ୍କ ମନରେ ଗଭୀର ଆଘାତ ଦେଇଛନ୍ତି ଉତ୍ତମ । ଆଉ ଯେତେ ଖୋଜିଲେ ବି ମିଳିବେନି ଦଣ୍ଡା ବାଳୁଙ୍ଗା । ଉତ୍ତମଙ୍କୁ ହରାଇ ଭାଙ୍ଗି…