Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଙ୍ଗୋପସାଗରରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ହୋଇପାରେ ଅବପାତ

ଭୁବନେଶ୍ବର: ବଙ୍ଗୋପସାଗରରେ ହୋଇପାରେ ଅବପାତ। ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ  ଆଗାମୀ ୧୨ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଏକ ଅବପାତରେ ପରିଣତ ହେବାରେ ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଭାଗ ସୂଚନା ଅନୁଯାୟୀ, ଏହି ଲଘୁଚାପ ଆଗାମୀ ୧୨ ଘଣ୍ଟାରେ…

ବଦଳିବ ପରିକ୍ରମା ପ୍ରକଳ୍ପ ଡିଜାଇନ୍

ପୁରୀ: ବଦଳିବ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପରିକ୍ରମା ପ୍ରକଳ୍ପ ଡିଜାଇନ୍ । ପୁରୁଣା ସହ କିଛି ନୂଆ ଡିଜାଇନ ପ୍ରସ୍ତୁତ କରାଯାଇ ତାହାର ରୂପରେଖ ପ୍ରସ୍ତୁତ ହେବ । ଏହା ଲୋକଙ୍କ ଧର୍ମୀୟ ଭାବନା ସହ ଜଡିତ ଥିବାରୁ ବିଚାରବିମର୍ଶ ଚାଲିଛି । ଖୁବଶୀଘ୍ର  କୃତ ଯଜ୍ଞ, ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ…

ବିଜେଡିରେ ଚାଲିଛି କ’ଣ ? ତୀବ୍ର ହେଉଛି ଗୋଷ୍ଠୀ କନ୍ଦଳ, ଟେନସନରେ ନବୀନ

ଭୁବନେଶ୍ୱର : ଗୋଟିଏ ଦଳ ସରକାରରୁ ଗଲା ପରେ ସେ ଦଳକୁ କେତେ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼େ ଏବେ ପୂରା ଓଡ଼ିଶା ଦେଖୁଛି। ଦୀର୍ଘ 25 ବର୍ଷ ଓଡ଼ିଶାରେ କ୍ଷମତାରେ ରହିଥିବା ବିଜେଡି ଏବେ ତୀବ୍ର ଗୋଷ୍ଠୀ କନ୍ଦଳ ଦେଇ ଗତି କରୁଛି। ଜିଲ୍ଲା ପରେ ଜିଲ୍ଲାକୁ ଡେଇଁ ଚାଲିଛି ଏହି ଗୋଷ୍ଠୀ କନ୍ଦଳ।…

ଜଣେ ଶୀତଦିନେ କେତେ ଘଣ୍ଟା ପାଇଁ ଚାଲିବା ଉଚିତ୍ ଓ କେଉଁ ସମୟରେ ଚାଲିବା ସବୁଠାରୁ ଲାଭଦାୟକ?

ଭୁବନେଶ୍ବର:ଶୀତ ହେଉ କିମ୍ବା ଗ୍ରୀଷ୍ମ, ଫିଟ୍ ରହିବା ପାଇଁ ଚାଲିବା ହେଉଛି ସର୍ବୋତ୍ତମ ଉପାୟ ଭାବରେ ବିବେଚନା କରାଯାଏ | ସକାଳ ଚାଲିବା ସ୍ୱାସ୍ଥ୍ୟ ପାଇଁ ସର୍ବୋତ୍ତମ, କିନ୍ତୁ ଶୀତଦିନେ ସକାଳେ ଚାଲିବା କଷ୍ଟକର ହୋଇଯାଏ | ଆସନ୍ତୁ ଜାଣିବା ଶୀତଦିନରେ ଆମେ କେତେ ସମୟ ଚାଲିବା ଉଚିତ ଏବଂ…

ୱାନ୍‌ ନେସନ୍ ୱାନ୍‌ ଇଲେକ୍ସନ୍‌ ବିଲ୍ ଜେପିସିରେ ବୈଜୟନ୍ତ ପଣ୍ଡା ସାମିଲ

ଭୁବନେଶ୍ୱର: ୱାନ୍‌ ନେସନ୍ ୱାନ୍‌ ଇଲେକ୍ସନ୍‌ ବିଲ୍ ଜେପିସିରେ ବୈଜୟନ୍ତ ପଣ୍ଡା ସାମିଲ ଅଛନ୍ତି। ଆଜି ଏହି ତାଲିକା ପ୍ରକାଶ ପାଇଛି। ଜେପିସିରେ ଆଉ ୬ ସାଂସଦଙ୍କ ନାଁ ଯୋଡ଼ିଲେ କେନ୍ଦ୍ର ଆଇନମନ୍ତ୍ରୀ। ଜେପିସିରେ ଭର୍ତ୍ତୃହରି ମହତାବ, ସମ୍ବିତ ପାତ୍ର ମଧ୍ୟ ସଦସ୍ୟ ରହିବେ। ଜେପିସିରେ ଲୋକସଭାର…

ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ, ୨୧ ତାରିଖ ଯାଏଁ ରାଜ୍ୟରେ ବର୍ଷା

ଭୁବନେଶ୍ୱର: ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଗାମୀ ଦୁଇ ଦିନ ବର୍ଷା ସମ୍ଭାବନା। ୨୧ ତାରିଖ ଯାଏ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ…

ଲାଞ୍ଚ କାରବାର ମାମଲାରେ, ଜେଲରୁ ଜାମିନରେ ମୁକୁଳିଲେ ୩ ଅଭିଯୁକ୍ତ

ଭୁବନେଶ୍ଵର: ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଝାରପଡ଼ା ଜେଲରୁ ଜାମିନରେ ମୁକୁଳିଲେ ୩ ଅଭିଯୁକ୍ତ । ସର୍ତ୍ତମୂଳକ ଜାମିନ୍ ପରେ ଗତକାଲି ଜେଲରୁ ବାହାରିଛନ୍ତି ଠିକାଦାର ଦେବଦତ୍ତ ମହାପାତ୍ର, ସନ୍ତୋଷ ମହାରଣା, ଚଞ୍ଚଳ ମୁଖାର୍ଜୀ। ଗତକାଲି ଏହି ୩ ଜଣଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି…

ଉତ୍କଳ ରଙ୍ଗ ମଞ୍ଚରେ ଓଡ଼ିଶୀ ନୃତ୍ୟ ପରିବେଷଣ କଲେ ଆମେରିକାର ନୃତ୍ୟଶିଳ୍ପୀ

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ନୃତ୍ୟର ବହୁଳ ପ୍ରଚାର-ପ୍ରସାର ଏବଂ ସାଂସ୍କୃତିକ ଭାବ ବିନିମୟ ନିମନ୍ତେ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଅନୁଷ୍ଠିତ ହୋଇଛି "ଦ୍ଵିତୀୟ ପ୍ରବାସୀ ନୃତ୍ୟ ସଙ୍ଗମ" କାର୍ଯ୍ୟକ୍ରମ । ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଏବଂ ଆମେରିକା ସ୍ଥିତ…

୧୭୦ ରୋଡ୍ ଓଭର ବ୍ରିଜ୍ ନିର୍ମାଣ ପ୍ରକଳ୍ପକୁ ସ୍ୱତନ୍ତ୍ର ରେଳ ପ୍ରକଳ୍ପ ଘୋଷଣାକୁ ଅନୁମୋଦନ

ଭୁବନେଶ୍ୱର: ଭିତ୍ତିଭୂମି ତଥା ଜନସାଧାରଣଙ୍କ ନିରାପତ୍ତାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ପୂର୍ବତଟ ରେଳପଥ । ଏହାର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ରେଳବାଇ (ସଂଶୋଧନ) ଅଧିନିୟମ ୨୦୦୮ ଅନୁଯାୟୀ ୧୭୦ ଗୋଟି ରୋଡ୍ ଓଭର ବ୍ରିଜ୍ (ଆରବିଓ) ନିର୍ମାଣ ପ୍ରକଳ୍ପକୁ…

ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଜଗିବେ ସଶସ୍ତ୍ର ପୋଲିସ

ମୟୂରଭଞ୍ଜ: ଆହୁରି ସୁଦୃଢ ହେବ ମୟୂରଭଞ୍ଜ ଜିଲାର ଶିମିଳିପାଳ ଟାଇଗର ରିଜର୍ଭର ସୁରକ୍ଷା ବ୍ୟବସ୍ଥା । ଏ ଦିଗରେ ରାଜ୍ୟ ସରକାର ନେଇଛନ୍ତି ଏକ ଐତିହାସିକ ପଦକ୍ଷେପ । ଏକ କମ୍ପାନୀ ସଶସ୍ତ୍ର ପୋଲିସ ବାହିନୀ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଜଗିବେ । କୌଣସି ଅଭୟାରଣ୍ୟ ସୁରକ୍ଷା ପାଇଁ ଏକ କମ୍ପାନୀ…