Latest Odisha News

BREAKING NEWS

Browsing Category

ଓଡିଶା

Odisha

କଲେଜ ଛାତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ସୁବର୍ଣ୍ଣପୁର: ଅଧ୍ୟାପକଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣି ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଅଭିଭାବକ । ସୁବର୍ଣ୍ଣପୁର ଜିଲ୍ଲା କଲାପଥର ସ୍ଥିତ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ସୁଧାଂଶୁ ଶେଖର ପ୍ରଧାନ ବିଭିନ୍ନ ସମୟରେ କଲେଜର ଛାତ୍ରୀମାନଙ୍କୁ ଦୁର୍ବ୍ୟବହାର କରୁଥିବା…

ବାଘର ବି ମଣିଷଙ୍କ ଭଳି ପସନ୍ଦ : ଶିମିଳିପାଳ ଛାଡ଼ିଲେ ୨ ମହାବଳ, ଚିନ୍ତାରେ କର୍ତ୍ତୃପକ୍ଷ

ଭୁବନେଶ୍ୱର: ମଣିଷ ଭଳି ବାଘର ବି ସାଥୀ ଦରକାର, ସେ ରହୁଥିବା ସ୍ଥାନ ନିଜ ପସନ୍ଦକୁ ଆସୁଥିବା ଦରକାର । ସେ ଜଙ୍ଗଲରେ ରହୁଥିଲେ ବି ମଣିଷଙ୍କ ଭଳି ଏକାଠି ରହିବାକୁ ପସନ୍ଦ କରେ। ନିକଟରେ ମହାରାଷ୍ଟ୍ରରୁ ଆସିଥିବା ୨ ମହାବଳ ବାଘୁଣୀ ଶିମିଳିପାଳ ଅଭୟାରଣ୍ୟ ଛାଡ଼ି ପଳାଇବା ଘଟଣାରୁ ସ୍ପଷ୍ଟ ହେଉଛି।…

୫ ଦିନିଆ ଦିଲ୍ଲୀ ଓ ରାଜସ୍ଥାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର; ଆସନ୍ତା କାଲିଠୁ ୫ ଦିନିଆ ଗସ୍ତରେ ଦିଲ୍ଲୀ ଓ ରାଜସ୍ଥାନ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ଆସନ୍ତା କାଲିଠୁ ୨୧ ଯାଏଁ ରାଜସ୍ଥାନରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ପରେ ଦିଲ୍ଲୀରେ ୫୫ତମ ଜିଏସଟି ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ l ମୁଖ୍ୟମନ୍ତ୍ରୀ ୧୯, ୨୦ ଓ ୨୧…

ଟେଣ୍ଡର୍‌ ଫିକ୍ସିଂ ମାମଲା; ସିବିଆଇ ସହ ଲୁଚକାଳି ଖେଳୁଥିଲେ ବିଷ୍ଣୁପଦ ସେଠୀ

ଭୁବନେଶ୍ୱର; ଟେଣ୍ଡର୍‌ ଫିକ୍ସିଂ ମାମଲାରେ ଆଜି ସିବିଆଇରେ ହାଜର ହୋଇପାରନ୍ତି ଆଇଏଏସ୍‌ ବିଷ୍ଣୁପଦ ସେଠୀ l ସେପଟେ ସିବିଆଇରେ ହାଜର ହେବ ପୂର୍ବରୁ ଆସିଛି ଆଉ ଏକ ବଡ ଖବର l ୩ ଦିନ ଧରି ଦିଲ୍ଲୀରେ ଥିଲେ ଆଇଏଏସ୍‌ ବିଷ୍ଣୁପଦ ସେଠୀ l ସିବିଆଇର ସମନ ସମୟରେ ବିଷ୍ଣୁପଦ ଦିଲ୍ଲୀରେ ରହିଥିବା ନେଇ…

ଇଡି ଜାଲରେ ପ୍ରମିଳାଙ୍କ ଭାଇ କ୍ଷୀରୋଦ 

ଭୁବନେଶ୍ୱର: ଇଡି ଜାଲରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକ। କ୍ଷୀରୋଦଙ୍କ ଘରେ ଆଜି ଇଡି ଚଢ଼ାଉ କରିଛି। ୨୩୧ କୋଟି ଠକେଇ ଅଭିଯୋଗରେ ବଡ଼ଧରଣର ଇଡି ରେଡ୍ ହୋଇଥିବା ସୂଚନା ମିଳିଛି। ତେବେ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ବିଶ୍ବ ଏନ୍‌ଜିଓର ଫାଉଣ୍ଡର।…

ପାରାଦୀପ ପୋର୍ଟ ଫାଟକ ଆଗରେ ଉତ୍ତେଜନା: ଶ୍ରମିକଙ୍କ ମୃତଦେହ ରଖି ଧାରଣା

ପାରାଦୀପ: ପାରାଦୀପ ପୋର୍ଟ ଫାଟକ ସମ୍ମୁଖରେ ଉତ୍ତେଜନା। ଗତକାଲିଠୁ ପାରାଦୀପ ପୋର୍ଟ ୩ ନମ୍ବର ଫାଟକ ସମ୍ମୁଖରେ ଶ୍ରମିକଙ୍କ ମୃତଦେହ ରଖି ଧାରଣା ଜାରି ରହିଛି। ମୃତକଙ୍କ ପରିବାର ଲୋକ, ସମ୍ପର୍କୀୟ ଓ ସାଥି ଶ୍ରମିକ ମାନେ ଏଥିରେ ସାମିଲ ରହିଥିବା ଦେଖିବାକୁ ମିଳିଛି। ୫୦ ଲକ୍ଷ ଟଙ୍କା…

ଦିବା ପହୁଡ ନୀତି: ୩ଘଣ୍ଟା ଜଗା ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ଦିବା ପହୁଡ଼ ନୀତି ହେବ। ଏଥିପାଇଁ ଅପରାହ୍ନ ୨.୩୦ରୁ ସନ୍ଧ୍ୟା ୬ଟା ଯାଏଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଅର୍ଥାତ ଦିବା ପହୁଡ଼ ପାଇଁ ଆଜି ଶ୍ରୀମନ୍ଦିରରେ ୩ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ପରେ ଆପାତତଃ ଅପରାହ୍ଣ…

ରାଜ୍ୟରେ କୋହଲା ପାଗ, ଆସନ୍ତା ୪ ଦିନ ବର୍ଷା ସମ୍ଭାବନା

ଭୁବନେଶ୍ଵର: ରାଜ୍ୟରେ ଆଜିଠୁ ସାମାନ୍ୟ କମିବ ଶୀତ ଲହରି । ସେପଟେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୪ ଦିନ ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଦକ୍ଷିଣ ଓଡ଼ିଶାରେ ବର୍ଷା ହେବା ସମ୍ଭାବନା ଥିବା ବେଳେ ୧୯ ରୁ ୨୧ ଯାଏଁ ଉପକୂଳ ଓଡ଼ିଶାରେ ବର୍ଷା ହେବା ନେଇ ପୁର୍ବାନୁମାନ…

ଆୟୋଜିତ ହେବ ଉତ୍କର୍ଷ ଓଡ଼ିଶା ମେକ୍‌ ଇନ୍‌ ଓଡ଼ିଶା: ଉତ୍କର୍ଷ ଓଡ଼ିଶା ପୋର୍ଟାଲ ଲୋକାର୍ପିତ

ଭୁବନେଶ୍ବର: ଲୋକାର୍ପିତ ହେଲା ଉତ୍କର୍ଷ ଓଡ଼ିଶା ପୋର୍ଟାଲ। ମଙ୍ଗଳବାର ଏହି ଓ୍ବେବ ପୋର୍ଟାଲକୁ ଲୋକାର୍ପଣ କରିଛନ୍ତି ଶିଳ୍ପମନ୍ତ୍ରୀ ସଂପଦ ସ୍ବାଇଁ। ଆସନ୍ତା ଜାନୁଆରୀ ୨୮ ଓ  ୨୯ ତାରିଖରେ ଭୁବନେଶ୍ବରରେ ଆୟୋଜିତ ହେବ ଉତ୍କର୍ଷ ଓଡ଼ିଶା ମେକ୍‌ ଇନ୍‌ ଓଡ଼ିଶା। ଏଥିପାଇଁ ପ୍ରସ୍ତୁତି ଶେଷ…

ବ୍ୟକ୍ତିତ୍ୱ ନିର୍ମାଣ ପାଇଁ ଜାଗୋ ଟିମ୍ ପ୍ରତିଶ୍ରୁତିବଦ୍ଧ: ଉପସଭାପତି

ଭୁବନେଶ୍ୱର: ସମାଜର ଅବହେଳିତ ଶିଶୁମାନଙ୍କର ଉନ୍ନତି କ୍ଷେତ୍ରରେ କାର୍ଯ୍ୟ କରିଆସୁଛି 'ଜାଗୋ'। ସୋଆରେ ନାମ ଲେଖାଇଥିବା ନୂତନ ଛାତ୍ରଛାତ୍ରୀମାନଙ୍କୁ ଜାଗୋ ସମ୍ପର୍କରେ  ଦିଗ୍‌ଦର୍ଶନ ଦେବା ଅବସରରେ ଏକ କାର୍ଯ୍ୟକ୍ରମରେ ସୋମବାର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ…