Latest Odisha News

BREAKING NEWS

Browsing Category

ଓଡିଶା

Odisha

ମଣିଷକୁ ଛୁଇଁଲେ କାହିଁକି ଲାଗେ କରେଣ୍ଟ? କ’ଣ ରହିଛି ଏହା ପଛର କାରଣ..

ଭୁବନେଶ୍ବର: ଆପଣ ନିଶ୍ଚିତ ଭାବରେ ଅନେକ ଥର କରେଣ୍ଟ ସଂସ୍ପର୍ଶରେ ଆସିଥିବେ କିମ୍ବା କାହାକୁ କରେଣ୍ଟେ ଲାଗିଥିବା ବିଷୟରେ ଶୁଣିଥିବେ, କିନ୍ତୁ ଆପଣ କେବେ ଶୁଣିଛନ୍ତି କି କେବେ ଅନୁଭବ କରିଛନ୍ତି ଯେ, ହଠାତ୍ କାହାକୁ ଛୁଇଁବା ଦ୍ବାରା କରେଣ୍ଟ ଭଳି ଝଟକା ଲାଗିଥାଏ? ଶୀତଦିନେ ଏହା ଅଧିକ ହୁଏ ।…

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୧୦୮ ଫୁଟ୍ ଉଚ୍ଚତାରେ ଉଡିଲା ଜାତୀୟ ପତାକା

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଭବନ ଆଗରେ ଆଜି ୧୦୮ ଫୁଟ ଉଚ୍ଚତାର ଖମ୍ବ ଉପରେ ୨୫ ଫୁଟ୍ ଲମ୍ବ ଓ ୨୪ ଫୁଟ୍ ଓସାରର ଜାତୀୟ ପତାକା ଉତ୍ତୋଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ…

ଇମ୍ଫା-ଜେଏସଡବ୍ଲୁ ଗ୍ରିନ୍ ଏନର୍ଜି ମଧ୍ଯରେ ବୁଝାମଣା 

ଭୁବନେଶ୍ଵର: ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ୍ ଫେରୋ ଆଲୟଜ୍ ଲିମିଟେଡ୍ (ଇମ୍ଫା) ଏହାର ସ୍ମେଲଟର ଲାଗି ଅକ୍ଷୟ ଶକ୍ତି ସଂଗ୍ରହ କରିବା ନିମନ୍ତେ ଜେଏସଡବ୍ଲୁ ଏନର୍ଜି ସହ ଏକ ଯୌଥ ଉଦ୍ୟୋଗ ଘୋଷଣା କରିଛି। ଇମ୍ଫା ପକ୍ଷରୁ ଜେଏସଡବ୍ଲୁ ଗ୍ରିନ୍ ଏନର୍ଜି ୱାନ୍ ଲିମିଟେଡ୍ ଓ ଜେଏସଡବ୍ଲୁ ଗ୍ରିନ୍ ଏନର୍ଜି…

ବେଆଇନ ଗଞ୍ଜେଇ ଚାଲାଣ: କାର ଜବତ, ୪ ଗିରଫ

ଭୁବନେଶ୍ୱର: ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ୪ ଜଣଙ୍କୁ ବାନ୍ଧିଲା ପୋଲିସ। ଆଜି ଖଣ୍ଡଗିରୀ ଥାନାଧିକାରୀଙ୍କ ନିର୍ଦ୍ଦେଶମତେ ସମ୍ପୃକ୍ତ ଥାନାର ଏକ ପେଟ୍ରୋଲିଙ୍ଗ ଟିମ ନିଜ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ, ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ୪ ଜଣ ଅଭିଯୁକ୍ତଙ୍କୁ ବରମୁଣ୍ଡା ମଶାଣି…

କିଶୋର ସୃଜନଶକ୍ତିକୁ ଅଧିକ ଋଦ୍ଧିମନ୍ତ କରିବ ‘ସର୍ଗିଫୁଲ’: ମନ୍ତ୍ରୀ

ଭୁବନେଶ୍ୱର: ଆରମ୍ଭ ହୋଇଛି ସର୍ଗିଫୁଲ ଉତ୍ସବ ୨୦୨୪। ତିନିଦିନବ୍ୟାପୀ ହେବାକୁ ଥିବା ଏହି ଉତ୍ସବର ଶୁଭାରମ୍ଭ କରିଛନ୍ତି ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ। ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ…

ଦୁଇ ମାସରେ ସରିବ ଆବାସ ସର୍ଭେ: ମନ୍ତ୍ରୀ

ଭୁବନେଶ୍ୱର: ଏବେ ଗ୍ରାମାଞ୍ଚଳରେ ସର୍ଭେ ଆରମ୍ଭ ହୋଇଛି । ଆସନ୍ତା ଦୁଇ ମାସ ଭିତରେ ସରିବ ଆବାସ ସର୍ଭେ । ଆବାସ ପାଇବାରୁ କାହାକୁ ବାଦ ଦିଆଯିବ ନାହିଁ । ବ୍ୟବସ୍ଥା ଲୋକଙ୍କ ପାଖରେ ପହଞ୍ଚାଇବାର ଆବଶ୍ୟକତା ଅଛି ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ । ପଞ୍ଚାୟତିରାଜ…

କୁଆଡେ ଗଲା ପୁରୁଣା ୫ ଟଙ୍କିଆ କଏନ ? ଆସନ୍ତୁ ଜାଣିବା…

ନୂଆଦିଲ୍ଲୀ: ମୁଦ୍ରା ନୀତିର ସଂଚାଳନ କରିଥାଏ ଭାରତୀୟ ରିଜର୍ଭ ବ୍ଯାଙ୍କ (ଆରବିଆଇ)। ଏହି ନୀତି ଅନୁସାରେ ଦେଶରେ ହୋଇଥାଏ ମୁଦ୍ରା ବା କଏନର ଉତ୍ପାଦନ ଓ ପ୍ରଚାଳନ। କେନ୍ଦ୍ର ସରକାରଙ୍କ ଅନୁମତିରେ ଏହି କାମ କରିଥାଏ ଆରବିଆଇ । ୫ ଟଙ୍କିଆ ମୁଦ୍ରାର ପ୍ରଚଳନ ବନ୍ଦ ହୋଇପାରେ। ଏହାକୁ ନେଇ ସୋସିଆଲ…

ଫସିଯିବେ କି ପ୍ରମିଳା ମଲ୍ଲିକ?

ଭୁବନେଶ୍ବର: ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଇଡି ରେଡ୍ । ୨୩୧ କୋଟି ଠକେଇ ଅଭିଯୋଗ । ସମ୍ବଲପୁର, ଦିଲ୍ଲୀରେ ଚଢାଉ । ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ ସ୍ବର୍ଗତ କ୍ଷୀରୋଦ ମଲ୍ଲିକଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ବଡଧରଣର ରେଡ୍…

ସାହିତ୍ୟିକ ବୈଷ୍ଣବ ଚରଣ ସାମଲ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର: ବିଶିଷ୍ଟ ଓଡିଆ ସାହିତ୍ୟିକ ବୈଷ୍ଣବ ଚରଣ ସାମଲଙ୍କୁ ତାଙ୍କ ରଚିତ ପୁସ୍ତକ 'ଭୂତି ଭକ୍ତି ବିଭୂତି' ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ୨୦୨୪ ପ୍ରଦାନ କରାଯିବ। ସେ 'ପ୍ରବନ୍ଧ' ବର୍ଗରେ ଏହି ପୁରସ୍କାର ଜିତିଛନ୍ତି। 'ଭୂତି ଭକ୍ତି ବିଭୂତି'କୁ ସାମଲଙ୍କ ଏକ ଉଚ୍ଚ…

ଦରଦାମ ବୃଦ୍ଧି ପ୍ରସଙ୍ଗ: ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ଭୁବନେଶ୍ବର: ଦରଦାମ ବୃଦ୍ଧିକୁ ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି । ଆସନ୍ତା ଜାନୁଆରୀ ୬ ତାରିଖରେ ରାଜଧାନୀ ରାଜରାସ୍ତାରେ ଦରଦାମ ବୃଦ୍ଧିକୁ ନେଇ ଗର୍ଜିବ । ଏନେଇ ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପ୍ରତିବର୍ଷ ପରି ଚଳିତ ବର୍ଷ ଡିସେମ୍ବରରେ ମଧ୍ୟ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ…