Latest Odisha News

BREAKING NEWS

Browsing Category

ଓଡିଶା

Odisha

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ

ସୁବର୍ଣ୍ଣପୁର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଭିଜିଲାନ୍ସ ବିଭାଗର ଚଢ଼ାଉ। ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ସୋନପୁରସ୍ଥିତ ଭଡାଘରେ ଓ କାର୍ଯ୍ୟଳୟରେ ଭିଜିଲାନ୍ସ ବିଭାଗ ବିଳମ୍ବିତ ରାତିରୁ ଚଢ଼ାଉ ଜାରି ରଖିଛି।…

ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଶାହ

ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ। ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ପୁଲିସ ଡ଼ିଜି ସମ୍ମିଳନୀରେ ଉଭୟେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।  ନଭେମ୍ବର ୨୯ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଡିଜି ସମ୍ମିଳନୀ ।  ଖୁବଶୀଘ୍ର ଏ…

ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ: ରାଜସ୍ଵ ମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତାକାଲି ଅର୍ଥାତ ବୁଧବାରରୁ ଆରମ୍ଭ ହେବ ଧାନ କିଣା । କାଲିଠୁ ବରଗଡରେ ଏବଂ ୨୧ ତାରିଖରେ ସମ୍ବଲପୁରରେ ଧାନ କିଣିବେ ସରକାର। ସେଥିପାଇଁ ସମସ୍ତ ମଣ୍ଡିରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ଧାନ କିଣା ଆରମ୍ଭ ରୁ ଧାନ ବିକ୍ରି ପର୍ଯ୍ୟନ୍ତ ପ୍ରତ୍ୟେକ ମଣ୍ଡିରେ ଜଣେ ଲେଖାଏ…

ଜମି ପଞ୍ଜୀକରଣ ପାଇଁ ଆରମ୍ଭ ହେଲା ସ୍ମାର୍ଟ ସର୍ଭିଲାନ୍ସ ସିଷ୍ଟମ, ସାବାଡ ହେବେ ଦଲାଲ

କଟକ: ଏବେ ଜମି ପଞ୍ଜୀକରଣ ହେବ ସହଜ। ସରକାର ଏଥିପାଇଁ ହୋଇଛନ୍ତି ତତ୍ପର। ଜମିଜମା ପଞ୍ଜିକରଣ ପ୍ରକ୍ରିୟାକୁ ସରଳ କରିବା ଲାଗି ଆଜି ଠାରୁ ଆରମ୍ଭ ହେଲା ସ୍ମାର୍ଟ ସର୍ଭିଲାନ୍ସ ସିଷ୍ଟମ। କଟକ ସ୍ଥିତ ରାଜସ୍ଵ ପରିଷଦ ବିଲଡିଂରେ ଥିବା ମହାନିବନ୍ଧକ କାର୍ଯ୍ୟାଳୟରେ ଏହି ବ୍ୟବସ୍ଥାକୁ ଉଦଘାଟନ…

ବନ୍ଧୁକ ଦେଖାଇ ଲୁଟିନେଲେ ୮ ଲକ୍ଷ ଟଙ୍କା

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନସ୍ଥ ଜାତୀୟ ରାଜପଥରେ ଫିଲ୍ମ ଷ୍ଟାଇଲ୍‌ରେ ଲୁଟ୍ ହୋଇଛି । କାର୍‌ କୁ ଅଟକାଇ ବାଇକ୍‌ ଆରୋହୀ ଲୁଟେରାମାନେ ଫାଙ୍କା ଗୁଳି ଚଳାଇ ୮ ଲକ୍ଷ ଟଙ୍କା ଲୁଟ୍‌ କରିଛନ୍ତି । ତେବେ ଜଣେ ଚାଉଳ ମିଲର କର୍ମଚାରୀଙ୍କ ଠାରୁ ଏହି ଲୁଟ୍ ହୋଇଛି । ଖବର…

ଦିନିକିଆ କ୍ରିକେଟ ମ୍ୟାଚ: କମିଲା ବାରବାଟୀ ଟିକେଟ ଦର

କଟକ : କମିଲା ବାରବାଟୀ ଟିକେଟ ଦର। ପୂର୍ବ ନିର୍ଦ୍ଧାରିତ ଟିକେଟ ଦରକୁ ନେଇ ରାଜ୍ୟବ୍ୟାପୀ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ପ୍ରକାଶ ପାଇଥିଲା ଅସନ୍ତୋଷ। ଶେଷରେ ହ୍ରାସ ପାଇଲା ବାରବାଟୀ ଟିକେଟ ଦର। ଫେବ୍ରୁଆରୀ ୯ରେ ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଟିକେଟ…

ରାଜ୍ୟ ସୂଚନା କମିଶନ ଅଧ୍ୟକ୍ଷ ଓ ୪ ସଦସ୍ୟ ନିଯୁକ୍ତି ପାଇଁ ବିଜ୍ଞାପନ ଜାରି

ଭୁବନେଶ୍ବର: ସୂଚନା କମିଶନ ଅଧ୍ୟକ୍ଷ ପଦବୀ ପରେ ଆଜି ୪ଟି ସୂଚନା କମିଶନ ସଦସ୍ୟ ପଦବୀ ନିମନ୍ତେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ସୂଚନା କମିଶନରେ ଏବେ ୨ଜଣ ସଦସ୍ୟ କାର୍ଯ୍ୟରତ ଥିବାବେଳେ ଅଧ୍ୟକ୍ଷଙ୍କ ସମେତ ମୋଟ ୫ଟି ପଦବୀ ପୂରଣ ପାଇଁ ସରକାର ବିଜ୍ଞାପନ ଜାରି କରିଛନ୍ତି ।…

ଜେଲରୁ ଏମ.ଏ ପଢିବେ ମାଓନେତା ସବ୍ୟସାଚୀ ପଣ୍ଡା

ଭୁବନେଶ୍ବର: ଜେଲରୁ ପାଠ ପଢିବେ ମାଓ ନେତା ସବ୍ୟସାଚୀ ପଣ୍ଡା। ସେ ଜେଲରେ ରହି ଏମ.ଏ ପଢିବେ। କୁଖ୍ୟାତ ମାଓ ନେତା ସବ୍ୟସାଚୀ ଜେଲ୍ ଭିତରେ ଅଧିକ ସମୟ ପାଠପଢାରେ ଦେଉଛନ୍ତି। ୨୦୨୨ରେ ହ୍ୟୁମାନିଟିରେ ଇଗନୋରୁ ଡିଗ୍ରୀ ହାସଲ କରିଥିବା ସବ୍ୟସାଚୀ ପଣ୍ଡା ଏବେ ପୁଣି ପିଜି କରିବେ। ସେ ପୁରୀ…

କଟନିଛଟନି ରହିତ ଧାନ ସଂଗ୍ରହ ଆମର ମୂଳ ଲକ୍ଷ୍ୟ: ଉପମୁଖ୍ୟମନ୍ତ୍ରୀ

ପୁରୀ: ଆଜି ପୁରୀ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି (ଖରିଫ ବିପଣନ ବର୍ଷ ୨୦୨୪-୨୫)ର ବୈଠକରେ ମାନନୀୟା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗଦେଇ ଚାଷୀ ମାନଙ୍କଠାରୁ କିପରି ସୂଚାରୁ ରୂପେ ଧାନ ସଂଗ୍ରହ କରାଯିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ପୁରୀ ଜିଲ୍ଲାରେ ଆସନ୍ତା ୨…

ଭରତପୁର ଥାନା ମାମଲା; ସ୍ପଟ୍ ଭିଜିଟ୍ କରି ଉଭୟ ପକ୍ଷଙ୍କୁ ପଚରାଉଚରା କଲେ ତଦନ୍ତ କମିଶନ

ଭୁବନେଶ୍ବର: ଭରତପୁର ଥାନାରେ ମେଜର ଓ ତାଙ୍କର ବାନ୍ଧବୀଙ୍କୁ ପୋଲିସର ଦୁର୍ବ୍ୟବହାର ଘଟଣାର ତଦନ୍ତ ଜାରି ରହିଛି । ଏହି ଘଟଣାରେ ଆଜି ଥାନାରେ କମିଶନ ଜଷ୍ଟିସ ଚିତ୍ତରଞ୍ଜନ ଦାସ ତଦନ୍ତ କରିଛନ୍ତି । ପୁରା ଘଟଣାର ସିନ ରିକ୍ରିଏସନ କରାଯାଇଛି । ଥାନାର ଯେଉଁ ଯେଉଁ ସ୍ଥାନରେ ଘଟଣା ଘଟିଥିଲା ତାହାର…