Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡିଶାରେ ଅନେକ ପୁରୁଣା, ନିଷ୍କ୍ରିୟ ଓ ଅପ୍ରାସଙ୍ଗିକ ଆଇନକୁ ରଦ୍ଦ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶାରେ ଅନେକ ପୁରୁଣା, ନିଷ୍କ୍ରିୟ ଓ ଅପ୍ରାସଙ୍ଗିକ ଆଇନକୁ ଚିହ୍ନଟ କରାଯାଇ ରଦ୍ଦ କରାଯିବ । ଏହି ପ୍ରକ୍ରିୟା ଆରମ୍ଭ ହୋଇସାରିଛି ବୋଲି ଆଜି ଲୋକସେବା ଭବନ କନ୍‌ଭେନ୍‌ସନ ସେଣ୍ଟର ଠାରେ ଆୟୋଜିତ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ନ୍ୟାୟ ସଂହିତା ଜାଗୃତିକରଣ…

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ଉଲ୍ଲେଖନୀୟ ଅଗ୍ରଗତି

ଭୁବନେଶ୍ୱର: ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ଏକ ପ୍ରମୁଖ ପଦକ୍ଷେପ ନିଆଯାଇଛି । ଝାରମୁଣ୍ଡା ଠାରୁ ବୌଦ୍ଧ ଷ୍ଟେସନ ମଧ୍ୟରେ ୧୬.୨୭୦ କିଲୋମିଟର ଦୈର୍ଘ୍ୟ ନୂତନ ଭାବେ ନିର୍ମିତ ଟ୍ରେନ୍ ଲାଇନରେ ଇଞ୍ଜିନ ଗଡ଼ିବା ଏବଂ ପରୀକ୍ଷଣ ସହ ରେଳ ନିରାପତ୍ତା ଆୟୁକ୍ତଙ୍କ…

ନାବାଳିକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ERSS ଟିମ

ଯାଜପୁର : ଯାଜପୁର ଟାଉନ୍ ଗଣେଶ୍ୱରପୁର ରୋଡ୍ ନିକଟରେ ଜଣେ ନାବାଳିକା ସାଇକେଲରେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ଅଚେତ ହୋଇ ରାସ୍ତା କଡରେ ପଡି ରହିଥିଲେ। ଘଟଣା ସମ୍ପର୍କରେ ଜଣେ ବ୍ୟକ୍ତି ୧୧୨ କୁ କଲ୍ କରି ଜଣାଇଥିଲେ। ERSS କର୍ତ୍ତୃପକ୍ଷ ତୁରନ୍ତ ଘଟଣା ସମ୍ପର୍କରେ ସେଠାକାର…

ଚିଲିକା ହ୍ରଦ ମଝିରେ ଭାସିଲା ଯାତ୍ରୀବାହୀ ଭସାପୋଲ

ବ୍ରହ୍ମଗିରି: ଚିଲିକା ହ୍ରଦ ମଝିରେ ଚିଲିକାରେ ଯାତ୍ରୀବାହୀ ଭସାପୋଲ ଅଟକିଯାଇଛି। ପୁରୀ ଜିଲ୍ଲା ସାତପଡ଼ା ନିକଟ ଚିଲିକାରେ ଏମିତି ଘଟଣା ଦେଖିବାକୁ ମିଳିଛି। ଯାତ୍ରୀମାନେ ଭୟଭୀତ ହୋଇଥିଲେ ମଧ୍ୟ ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ହରଡ଼ ମଝିରେ ଭାସୁଥିବା ଭସାପୋଲଟି…

ପୁଣି ଘାରିଲାଣି ଗନ୍ଧମାର୍ଦ୍ଦନ ଖଣି ଖନନ ଚିନ୍ତା, ଅଣ୍ଟା ଭିଡିଲେଣି ସ୍ଥାନୀୟ ଲୋକେ

ବଲାଙ୍ଗୀର: ପୁଣି ଘାରିଲାଣି ଗନ୍ଧମାର୍ଦ୍ଦନ ଖଣି ଖନନ ଚିନ୍ତା । ଏକଜୁଟ ହେଲେଣି ଗାଁ ଲୋକେ । ଘନ ଘନ ବୈଠକ କରିବା ସହିତ ଗନ୍ଧମାର୍ଦ୍ଦନକୁ ସୁରକ୍ଷା ଦେବାକୁ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ମଧ୍ୟ ପଛଘୁଞ୍ଚା ଦେବେ ନାହିଁ ବୋଲି ଚର୍ଚ୍ଚା ଜୋର ଧରିଲାଣି । ତେବେ କାହିଁକି ପୁଣି ଏବେ…

ସରକାରଙ୍କ ଗଳାରେ କନ୍ଧମାଳ କଣ୍ଟା !

ଭୁବନେଶ୍ବର: କନ୍ଧମାଳ ଟାକୁଆ ଟ୍ରାଜେଡି ପାଲଟିଛି ବିଜେପି ସରକାରଙ୍କ ଗଳାର କଣ୍ଟା । ପଦାରେ ପଡିଛି ଯୋଗାଣ ବିଭାଗର ବିଫଳତା । ବିରୋଧୀ ଲଗାତର ଘେରୁଥିବା ବେଳେ ଲୋକଙ୍କ ଆକ୍ରୋଶ ବି ସାମନାକୁ ଆସିଲାଣି । ମନ୍ତ୍ରୀ କହୁଛନ୍ତି, ରାସନ ଚାଉଳ ମହଜୁଦ ଥାଇ ଲୋକେ ପାରମ୍ପରିକ ଖାଦ୍ୟ ଭାବେ ଆମ୍ବ…

ବାହାଘର ଖର୍ଚ୍ଚକୁ ଆଶ୍ବସ୍ତି, କମିଲା ସୁନା ଦର

ଭୁବନେଶ୍ବର: ବାହାଘର ସିଜିନ୍ ପାଖେଇ ଆସୁଥିବା ବେଳେ ସୁନା ବଜାରରେ ନିଆଁ ଗ୍ରାହକଙ୍କୁ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ବାଧୁଥିଲା । ସୁନାର ଦର ଦେଖି ଗ୍ରାହକ ଚିନ୍ତାରେ ଥିବା ବେଳେ ଏବେ ଆଶ୍ବସ୍ତି ଆଣିଛି ସୁନା ବଜାର ।  ସୁନା ଦର ମୋଟ ୧୮୦୦ ଟଙ୍କା ହ୍ରାସ ପାଇଛି । ତେବେ ପୂର୍ବରୁ…

ଏଣିକି ଦୁଆର ମୁହଁରେ ମିଳିବ ନ୍ୟାୟ, ସବୁ ବ୍ଲକରେ ହେବ ଗ୍ରାମ୍ୟ ନ୍ୟାୟାଳୟ

ଭୁବନେଶ୍ବର: ଏଣିକି ରାଜ୍ୟର ସବୁ ବ୍ଲକରେ ହେବ ଗ୍ରାମ୍ୟ ନ୍ୟାୟାଳୟ । ଲୋକଙ୍କ ଘର ପାଖରେ ପହଞ୍ଚିବ ନ୍ୟାୟାଳୟ । ଏହା ଦ୍ବାରା ‘ଜଷ୍ଟିସ୍ ଆଟ ଡୋର ଷ୍ଟେପ୍’ ପଦକ୍ଷେପରେ ଏହା ପ୍ରମୁଖ ଭୂମିକା ନେବ ବୋଲି କହି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏଥିସହିତ ଏନେଇ ୬ଟି…

ନୂଆବର୍ଷରୁ ମିଳିବ ଚାଉଳ ସାଙ୍ଗକୁ ଗହମ

ଭୁବନେଶ୍ବର: ନୂଆବର୍ଷ ଠାରୁ ହିତାଧିକାରୀଙ୍କୁ ଚାଉଳ ସାଙ୍ଗକୁ ଗହମ ମିଳିବ । ଅର୍ଥାତ୍ ଆସନ୍ତା ଜାନୁୟାରୀ ପ୍ରଥମ ସପ୍ତାହରୁ ଚାଉଳ ସହ ଗହମ ପାଇବେ ରାସନ ହିତାଧିକାରୀ । ଏନେଇ ଆଜି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏନେଇଚ ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ…

ଅକ୍ଷର ଭୂମି ଆଗରେ ‘ଅସ୍ମିତା ଭବନ’; ୩୬୦ ଡିଗ୍ରୀରେ ପ୍ରଦର୍ଶିତ ହେବ ଓଡିଶା

ଭୁବନେଶ୍ବର: ଅକ୍ଷର ଭୂମି ସାମ୍ନାରେ ହେବ ଓଡିଆ ଅସ୍ମିତା ଭବନ ।  ଭୁବନେଶ୍ବର ଗଜପତି ନଗରରେ କଳାମଣ୍ଡଳ ପରିସରରେ ଥିବା ଅକ୍ଷର ଭୂମି ସାମ୍ନାରେ ଓଡିଆ ଅସ୍ମିତା ଗୃହ ନିର୍ମାଣ ହେବ । ସମଗ୍ର ଓଡିଶାର ଗରିମାକୁ ପ୍ରଦର୍ଶନ କରିବ ଏହି ଅସ୍ମିତା ଗୃହ । ଏନେଇ ସରକାର ଯେଉଁ ସ୍ବପ୍ନ ଦେଖିଥିଲେ ଏବଂ…