Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅସୁରକ୍ଷିତ ରାଜଧାନୀ: ରାଜରାସ୍ତାରେ କୋଷ୍ଟଗାର୍ଡ ଡିଆଇଜିଙ୍କୁ ଦୁର୍ବ୍ୟବହାର

ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ଭାରତୀୟ କୋଷ୍ଟଗାର୍ଡ ଡିଆଇଜିଙ୍କୁ ଦୁର୍ବ୍ୟବହାର l କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଂଜନ ଦାସ ଓ ତାଙ୍କ ପତ୍ନୀଙ୍କୁ ରାଜରାସ୍ତାରେ ଅସଦାଚରଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ l ଅଭିଯୋଗ ପରେ ଦୁଇ ଜଣଙ୍କୁ ଅଟକ ରଖିଛି ନୟାପଲ୍ଲୀ ଥାନା ପୋଲିସ୍ l ଦୁଇ…

ଶୀତ କାକରରେ ରାତି କାଟିଲେ ଶହ ଶହ ଅଣପଞ୍ଜିକୃତ ହବିଷ୍ୟାଳି

ପୁରୀ: ଶୀତ କାକରରେ ରାତି କାଟିଲେ ଶହ ଶହ ଅଣପଞ୍ଜିକୃତ ହବିଷ୍ୟାଳି । ବୃନ୍ଦାବତୀ ନିବାସ ଓ ବଗଲା ଧର୍ମଶାଳା ବାହାରେ ରାତି କାଟିଲେ ହବିଷ୍ୟାଳି । ଅନଲାଇନ୍ ଆବେଦନ ସତ୍ତ୍ୱେ ମେସେଜ୍ ଆସିନଥିବାରୁ ପ୍ରଶାସନ ରଖୁନଥିବା ଅଭିଯୋଗ ହୋଇଛି । ରହଣି ଦାବି କରି କାଲିଠୁ ଧାରଣାରେ ବସିଛନ୍ତି ଶତାଧିକ…

ବ୍ରେନ ଡେଡ୍ ପୁଅର ଅଙ୍ଗଦାନ କଲେ ବାପା, ୩ ଜଣଙ୍କୁ ମିଳିଲା ନୂଆ ଜୀବନ

ଭୁବନେଶ୍ୱର: ବ୍ରେନ ଡେଡ୍ ପୁଅ ମନୋଜର ଅଙ୍ଗଦାନ କଲେ ବାପା। ଫଳରେ ୩ଜଣଙ୍କ ଜୀବନ ବଞ୍ଚାଇ ମନୋଜ ସେମାନଙ୍କଠାରେ ସ୍ମୃତି ହୋଇ ରହିବେ। ୪ ଦିନ ତଳେ ପଟିଆ ଅଞ୍ଚଳରେ ମର୍ମନ୍ତୁଦ ବାଇକ୍‍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ଅରିପଦା ଅଞ୍ଚଳର ୨୩ ବର୍ଷ ବୟସ୍କ ମନୋଜ ସାହୁ।…

ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ନିମନ୍ତେ ଆଗୁଆ ହେବ ପଞ୍ଜୀକରଣ

ଭୁବେନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ପାଇଁ ଏବେ ଆଗୁଆ ପଞ୍ଜିକରଣ କରିହେବ । ଅକ୍ଟୋବର ୨୧ ଓ ୨୮ତାରିଖ ଦୁଇ ସୋମବାରରେ ଦିନ ୧୧ଟାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜନଅଭିଯୋଗର ଶୁଣାଣି କରିବେ । ଏଥିପାଇଁ ୧୮ ତାରିଖରୁ ଆଗୁଆ ପଞ୍ଜିକରଣ…

ଭୁବନେଶ୍ବରରେ ୨୪ ଘଣ୍ଟା ପାଇଁ ବନ୍ଦ ରହିବ ଜଳ ଯୋଗାଣ, ଜାଣନ୍ତୁ କେଉଁ ଦିନ…

ଭୁବନେଶ୍ୱର: ପାଣି ପାଇଁ ଗୋଟେ ଦିନ ଲାଗି ଡହଳବିକଳ ହେବେ ରାଜଧାନୀବାସୀ। ଶୁକ୍ରବାର ଠାରୁ ୨୪ ଘଣ୍ଟା ବନ୍ଦ ରହିବ ଜଳ ଯୋଗାଣ। ଯାହା ଫଳରେ ଅଧା ଭୁବନେଶ୍ବରରେ ମିଳିବନି ପାଣି। ଏନେଇ ସୂଚନା ଦେଇଛି ଓ୍ବାଟକୋ। ସୂଚନା ଅନୁଯାୟୀ, ମୁଣ୍ଡଳିରୁ ମୁଖ୍ୟ ପାଣି ପାଇପର ମରାମତି ପାଇଁ ଏଭଳି…

ବାତ୍ୟା ନେଇ ଏପର୍ଯ୍ୟନ୍ତ କିଛି ଆକଳନ କରାଯାଇନି: ଆଇଏମଡି

ଭୁବନେଶ୍ବର: ବାତ୍ୟାକୁ ନେଇ ସ୍ପଷ୍ଟ କଲେ ଆଇଏମଡି ଡିଜି । ଏପର୍ଯ୍ୟନ୍ତ କିଛି ଆକଳନ କରାଯାଇନି ହେଲେ ଅବପାତ ନେଇ ପୂର୍ବାନୁମାନ କରାଯାଇଛି ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ଆଇଏମଡି ଡିଜି କହିଛନ୍ତି, ଆସନ୍ତା ଅକ୍ଟୋବର ୨୦ରେ ଉତ୍ତର ଆଣ୍ଡାମାନ ସାଗରରେ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଅଣ୍ଡାମାଡ଼

ଧର୍ମଶାଳା: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡି ଉପରକୁ ଆଜି ଅଣ୍ଡା ମାଡ ହୋଇଛି । ଲକ୍ଷ୍ମୀପୂଜା ଦେଖିବାକୁ ଯାଉଥିବାବେଳେ ନିର୍ବାଚନମଣ୍ଡଳୀର କୁରିକଣା ଗାଁ ନିକଟରେ ଉତ୍ତ୍ୟକ୍ତ ଲୋକେ ତାଙ୍କ ଗାଡ଼ି ଅଟକାଇବାକୁ ପ୍ରୟାସ କରିଥିଲେ । ଏହି ଅଣ୍ଡାମାଡ଼ରେ କିନ୍ତୁ ପୂର୍ବତନ…

ଅପମିଶ୍ରିତ ଆଇସକ୍ରିମ୍‌ ଫ୍ୟାକ୍ଟ୍ରିରେ ଚଢ଼ଉ

ରାଉରକେଲା: ପୂର୍ବରୁ ତେଲ, ଘିଅ ଏପରି ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ ହେଉଥିବା ଜିନିଷ ଅନେକ ସମୟରେ ଠାବ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ହେଲେ ଏବେ ଆଇସକ୍ରିମ୍ ରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ରାଉରକେଲା ଟାଉନ୍‌ରେ ଏହି ଆଇସକ୍ରିମ୍ ଫ୍ୟାକ୍ଟ୍ରି ମିଳିତ ଭାବେ ଠାବ କରିଛି…

ସାବଧାନ୍ ଆର ସପ୍ତାହରେ ବାତ୍ୟା!

ଭୁବନେଶ୍ବର: ଅକ୍ଟୋ୍ବରରେ ପୁଣି ବାତ୍ୟା ଭୟ ! ମହାବାତ୍ୟା, ଫାଇଲିନ୍, ହୁଡହୁଡ ପରେ ପୁଣି ଡରାଇଲାଣି ଅକ୍ଟୋବର !  ଓଡିଶାରେ ବାତ୍ୟା ଆଶଙ୍କା ! ବାତ୍ୟା ନେଇ ଅନ୍ତର୍ଜାତୀୟ ପାଣିପାଗ ମଡେଲରେ ଆକଳନ କରାଯାଇଛି। ଏପର୍ଯ୍ୟନ୍ତ ବାତ୍ୟାର ଚିତ୍ର ସ୍ପଷ୍ଟ ହୋଇନଥିଲେ ବି ୨୨ତାରିଖ ସୁଦ୍ଧା ଏକ ଲଘୁଚାପ…

ବିଜେଡି ପାଇଁ କଣ ଭବିଷ୍ୟବାଣୀ କଲେ ଅମର ଶତପଥୀ?

ଭୁବନେଶ୍ବର: ତେଜୁଛି ବିଜେଡି କଳି । କେତେବେଳେ ଗଞ୍ଜାମ ତ କେତେବେଳେ ଭୁବନେଶ୍ବର । ବିଜେଡି ନେତାଙ୍କ ବୟାନବାଜିକୁ ନେଇ ସରଗରମ ହେଲାଣି ରାଜ୍ୟ ରାଜନୀତି । ବିଜେଡି ପରାଜୟକୁ ନେଇ ପ୍ରଶ୍ନ କରିଥିବା ବରିଷ୍ଠ ନେତା ଅମର ଶତପଥୀ ଦଳ ପାଇଁ ବଡ଼ ଭବିଷ୍ୟବାଣୀ କରିଛନ୍ତି । ଆଗକୁ ବିଜେଡିରେ ଅନେକ…