Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା ଯାତ୍ରୀବାହୀ ବସ୍; ଜଣେ ମୃତ, ୧୦ରୁ ଉର୍ଦ୍ଧ୍ବ ଆହତ

କୋରାପୁଟ: କୋରାପୁଟ-ରାୟଗଡା ଜାତୀୟ ରାଜପଥ ପୋଡ଼ାଗଡ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ରାସ୍ତାକଡ଼କୁ ଓଲଟି ପଡ଼ିଲା ଏକ ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ…

୩ ସିଟ୍ ରେ କେଉଁଠି କେଁ?

ଭୁବନେଶ୍ବର: ଲୋକସଭା ଲଢେଇ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ୨୧ ରୁ ୧୮ ସିଟ୍ ପାଇଁ ସିପାହୀ ପ୍ରସ୍ତୁତ । କିଛି ନୂଆ କିଛି ପୁରୁଣା ମୁହଁ ସହ ଚବିଶ ପାଇଁ ବିଜେପି କରିଛି ଚଉକଶ ପ୍ଲାନ୍ । ତେବେ ପ୍ରଶ୍ନ, ୩ ସିଟ୍ ରେ କେଉଁଠି ରହିଛି କନଫ୍ୟୁଜନ୍? ପ୍ରାର୍ଥୀ ନିଷ୍ପତ୍ତି…

ବୌଦ୍ଧ ପୋଲିସର ମୁଣ୍ଡ ବିନ୍ଧାଉଛି ଗଞ୍ଜେଇ ଚୋରାଚାଲାଣ, ମାଟି ଖୋଳି କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ

ବୌଦ୍ଧ: ଏକ ଟନରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିଛି ବୌଦ୍ଧ ପୋଲିସ। ବୌଦ୍ଧ ପୋଲିସ ଦ୍ଵାରା ବଘିଆପଡ଼ା ଫାଣ୍ଡି ପେଞ୍ଜାବାଲି ଗ୍ରାମ୍ୟା ଜଙ୍ଗରୁ ବାହାରକୁ ଚାଲାଣ୍ଡ ପାଇଁ ରଖାଯାଇଥିବା ୧୦୭୮ କେଜି ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଏକ କୋଟି ୭ ଲକ୍ଷ ୮୦ ହାଜର ଟଙ୍କା ବୋଲି…

ସମ୍ବଲପୁରରେ ବୋମାମାଡ଼, ଦୁଇ ଆହତ

ସମ୍ବଲପୁର: ଆଜି ସନ୍ଧ୍ୟାରେ ସମ୍ବଲପୁର ପୀରବାବା ଛକରେ ବୋମାମାଡ଼ ହୋଇଥିବା ସୂଚନା ରହିଛି। ଏହି ଘଟଣାରେ ଦୁଇଜଣ ଆହତ ହୋଇ ଚିକିତ୍ସାଧନ ରହିଛନ୍ତି। ତେବେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ପୋଲିସ। ଏକ ବୁଲେଟ ଉପରେ ଏହି ବୋମାମାଡ଼ ହୋଇଥିବା ସୂଚନା ରହିଛି। ମିଳିଥିବା ସୂଚନା ଅନୁଯାୟୀ…

ଗଛରେ ପିଟି ହେଲା ବାଇକ, ଦୁଇ ମୃତ

ଭବାନୀପାଟଣା: ହୋଲିରେ ଘଟିଲା ସଡ଼କ ଦୁର୍ଘଟଣା। ଘରକୁ ଫେରୁଥିବା ବେଳେ ରାସ୍ତା ପାର୍ଶ୍ୱ ଗଛରେ ପିଟି ହେଲା ବାଇକ। ଏହି ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅଞ୍ଚଳରେ। ସୂଚନା ଅନୁସାରେ, ଆଳିମ ଗାଁର ୨୨…

ଗଞ୍ଜାମରେ ବିଜେପିର ବଢିଲା ଶକ୍ତି, ଦଳରେ ସାମିଲ ହେଲେ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ

ଭୁବନେଶ୍ୱର: ବିଜୁ ଜନତା ଦଳରୁ ଇସ୍ତଫା ଦେବା ପରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ । ପୂର୍ବରୁ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ବ କରିଥିବା ପୂର୍ଣ୍ଣଚନ୍ଦ୍ର ସେଠୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ…

ଆଦାନୀ କମ୍ପାନୀ ହାତକୁ ଗଲା ଗୋପାଳପୁର ବନ୍ଦର

ଭୁବନେଶ୍ୱର: ଓଡ଼ିଶାର ଗୋପାଳପୁର ପୋର୍ଟ ଲିମିଟେଡ୍ (ଜିପିଏଲ୍)ର ୯୫% ଅଂଶଧନ ଅଧିଗ୍ରହଣ ପାଇଁ ଏକ ନିର୍ଦ୍ଦିଷ୍ଟ ଚୁକ୍ତି କରି ପୂର୍ବ ଉପକୂଳରେ ନିଜର ପାଦ ବିସ୍ତାର କରିଛି ପ୍ରମୁଖ ବନ୍ଦର ଅପରେଟର ଆଦାନୀ ଗ୍ରୁପ୍ । ଏହି ଅଧିଗ୍ରହଣର ଇକ୍ୱିଟି ମୂଲ୍ୟ ୧,୩୪୯ କୋଟି ଟଙ୍କା ରହିଛି। ଏକ ନିୟାମକ…

ଭର୍ତ୍ତୃହରିଙ୍କ ‘ହୋଲି ମିଳନ’ କାର୍ଯ୍ୟକ୍ରମରେ ଅନୁଭବଙ୍କ ସମେତ ବିଜେପି ନେତା, ନୂଆ ଚର୍ଚ୍ଚାକୁ ଦେଲା…

କଟକ: ସାଂସଦ ଭର୍ତ୍ତୃହରି ମହତାବଙ୍କ ଦ୍ୱାରା ଆୟୋଜିତ ହୋଲି ମିଳନ କାର୍ଯ୍ୟକ୍ରମରେ ବହୁ ରାଜନୈତିକ ନେତା ଉପସ୍ଥିତ ଥିଲେ। ନିକଟରେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିବା ଭର୍ତ୍ତୃହରି ମହତାବ ଓଡ଼ିଶାରେ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ…

ଜୁନ୍ ୪ରେ ପୁଣି ‘ମହା ହୋଲି’ ଖେଳିବ ଓଡ଼ିଶା: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଚଳିତ ସାଧାରଣ ନିର୍ବାଚନ ଏବଂ ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟରେ ରାଜନୈତିକ ଦଳ ନିଆରା ଢଙ୍ଗରେ ହୋଲି ପର୍ବ ପାଳନ କରିଛନ୍ତି। ଶାସକ ବିଜୁ ଜନତା ଦଳ (ବିଜେଡି) ଏବଂ ବିରୋଧୀ ଭାରତୀୟ ଜନତା ପାର୍ଟିର ନେତାମାନେ ହୋଲି ପର୍ବକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି।…

ହୋଲି ଖେଳି ସାରି ପୋଖରୀରେ ଗାଧୋଇବା ବେଳେ ଅଘଟଣ, ଦୁଇ ମୃତ

କଟକ: ଆଜି ରଙ୍ଗର ପର୍ବ ହୋଲି। ହେଲେ ଆଜି ବିଭିନ୍ନ ସ୍ଥାନରେ ହୋଲିରେ ଅଘଟଣ ଘଟିଛି। ହୋଲି ଖେଳି ସାରି ଗାଧୋଇବା ବେଳେ ବୁଡ଼ିଗଲେ ଛାତ୍ର। ସାଲେପୁର କରମୁଆଁ ଗାଁରେ ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ ଛାଣିପୁରର ଆଶିଷ କୁମାର ଦାସ। ସେ ଯୁକ୍ତ ଦୁଇରେ ପାଠ…